Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋରୋନା ଭାଇରସ୍‌ ଆତଙ୍କ : ଦିନକୁ 6 ଘଣ୍ଟା ଚାଲିବ ଦିଲ୍ଲୀ ମେଟ୍ରୋ
ଆଜିର ଖବର

କୋରୋନା ଭାଇରସ୍‌ ଆତଙ୍କ : ଦିନକୁ 6 ଘଣ୍ଟା ଚାଲିବ ଦିଲ୍ଲୀ ମେଟ୍ରୋ

March 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କୋରୋନାର ପ୍ରଭାବ ବଢି ଚାଲିଥିବା ବେଳେ ଦିଲ୍ଳୀ ମେଟ୍ରୋ ପକ୍ଷରୁ ଏହାର ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି । ଗତକାଲି ଜନତା କର୍ଫ୍ୟୁ କାରଣରୁ ଦିଲ୍ଲୀ ମେଟ୍ରୋ ଚଳାଚଳକୁ 10ଟାରୁ 8ଟା ପର୍ଯ୍ୟନ୍ତ ରଖାଯାଇଥିବା ବେଳେ ସୋମବାର ଠାରୁ ଦୈନିକ 6 ଘଣ୍ଟା ମେଟ୍ରୋ ଚଳାଚଳ କରାଯିବା ପାଇଁ ଘୋଷଣା କରାଯାଇଛି । ସୋମବାର ଠାରୁ ସକାଳ 8ଟାରୁ 10ଟା ଏବଂ ଅପରାହ୍ନ 4ଟାରୁ 8ଟା ପର୍ଯ୍ୟନ୍ତ ମେଟ୍ରୋ ଚଳାଚଳ କରାଯିବ ବୋଲି ଡିଏମ୍‌ଆର୍‌ସି ପକ୍ଷରୁ ସଳଚନା ଦିଆଯାଇଛି । ପ୍ରତି 20 ମିନିଟ୍‌ ଅନ୍ତରରେ ଗୋଟିଏ ଲେଖାଏଁ ମେଟ୍ରୋ ଚଳାଚଳ କରିବ ବୋଲି ଡିଏମ୍‌ଆରସି ପକ୍ଷରୁ ସୂଚନା ଦିଆଯାଇଛି । (ଏଜେନ୍ସି)

covid19 dmrc
Share. Facebook Twitter LinkedIn Email WhatsApp Copy Link

Related Posts

ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକା ଛାତ୍ରୀଙ୍କ ସଲିଳ ସମାଧି

September 16, 2026

ସାମସନ ଆଉଟ୍, ବୈଭବଙ୍କୁ ସୁଯୋଗ?: ତୃତୀୟ ଟି-୨୦ରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ!

September 16, 2026

ଭାରତକୁ UNSCରେ ସ୍ଥାୟୀ ସ୍ଥାନ କାହିଁକି ମିଳିବା ଉଚିତ?: ଜାଣନ୍ତୁ ୫ ଟି ବଡ଼ କାରଣ

September 16, 2026

ଡିସେମ୍ବର ୪ରେ ରିଙ୍କୁ ସିଂହ ଓ ସାଂସଦ ପ୍ରିୟା ସରୋଜଙ୍କ ବିବାହ

September 16, 2026
Latest News

ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକା ଛାତ୍ରୀଙ୍କ ସଲିଳ ସମାଧି

September 16, 2026

ସାମସନ ଆଉଟ୍, ବୈଭବଙ୍କୁ ସୁଯୋଗ?: ତୃତୀୟ ଟି-୨୦ରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ!

September 16, 2026

ଭାରତକୁ UNSCରେ ସ୍ଥାୟୀ ସ୍ଥାନ କାହିଁକି ମିଳିବା ଉଚିତ?: ଜାଣନ୍ତୁ ୫ ଟି ବଡ଼ କାରଣ

September 16, 2026

ଡିସେମ୍ବର ୪ରେ ରିଙ୍କୁ ସିଂହ ଓ ସାଂସଦ ପ୍ରିୟା ସରୋଜଙ୍କ ବିବାହ

September 16, 2026

ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.