ଚଳିତ ବର୍ଷ ୨୦୧୯ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ମନୋନୟନ ତାଲିକା ପ୍ରକାଶ ପାଇଛି । ସମଗ୍ର ଦେଶରୁ ୪୬ ଜଣ ଶିକ୍ଷକଙ୍କ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଓଡ଼ିଶାରୁ ପବିତ୍ରମୋହନ ଦାଶ ଜାତୀୟ ପୁରସ୍କାର ପାଇଁ ମନୋନୀତ […]
ସମୀକ୍ଷା ବ୍ୟୁରୋ: ବାଲୁଗାଁ ମହାବିଦ୍ୟାଳୟର ୩୯ତମ ପ୍ରତିଷ୍ଠା ଦିବସ ସମାରୋହ ଆଜି ଅର୍ଥାତ୍ ସେପ୍ଟେମ୍ବର ୧ ତାରିଖ (ରବିବାର) ପୂର୍ବାହ୍ନ ୧୦.୩୦ ଘଟିକାରେ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ […]
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂଙ୍କ ବିବାଦୀୟ ବୟାନର ଉତ୍ତର ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଶିବରାଜ କହିଛନ୍ତି ଯେ, ମିଡ଼ିଆରେ ଚର୍ଚ୍ଚାରେ ରହିବାକୁ କଂଗ୍ରେସ ନେତାମାନେ ଏମିତି ବୟାନ ଦେଉଛନ୍ତି। କଂଗ୍ରେସ […]
ସମୀକ୍ଷା ବ୍ୟୁରୋ ଆଜିଠାରୁ ଭୋଟର୍ ଆଇଡି କାର୍ଡ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଉଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ଏହି ଯାଞ୍ଚ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ଯାଏଁ ଚାଲିବ । ଜନ ଭାଗୀଦାରୀ ଜରିଆରେ ଭୋଟର୍ […]
ଆଜିଠୁ ଲାଗୁ ହେଉଛି ଓ୍ବାନ ନେସନ୍, ଓ୍ବାନ ରାସନ କାର୍ଡ ବ୍ୟବସ୍ଥା। ହିତାଧିକାରୀଙ୍କୁ ଆଉ ଗୋଟିଏ ରାସନ ଦୋକାନରେ ବାନ୍ଧି ହୋଇ ରହିବାକୁ ପଡ଼ିବ ନାହିଁ। ରାଜ୍ୟର ଯେକୌଣସି ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ରରୁ ହିତାଧିକାରୀ ନେଇ ପାରିବେ ରାସନ। ଠିକଣା […]
ଆଜି ରାଷ୍ଟ୍ରପତି ରାମନାଥ ୫ଟି ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତିକୁ ମଞ୍ଜୁର କରିଛନ୍ତି । ରାଷ୍ଟ୍ରପତି ଭବନ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ସମ୍ବନ୍ଧୀୟ ସୂଚନା ରହିଛି । ବର୍ତ୍ତମାନର ହିମାଚଳ ପ୍ରଦେଶର ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ରାଜସ୍ଥାନର ରାଜ୍ୟପାଳ […]
କଳାହାଣ୍ଡି ଜିଲ୍ଲା କୋକସରା ନିକଟରେ ଏକ ବସ୍କୁ ଓଭର୍ଟେକ୍ କଲା ବେଳେ ସେଥିରେ ପିଟି ହୋଇଯିବାରୁ ଜଣେ ଆଇଆର୍ବି ଯବାନ ଓ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। […]
ଦେଶର ଆର୍ଥିକ ସ୍ଥିତି ନେଇ କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ଚିନ୍ତା ପ୍ରକଟ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ରବିବାର ଟୁଇଟ୍ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ବିମୁଦ୍ରୀକରଣ ଏବଂ ଜିଏସ୍ଟି ଯୋଗୁ […]
ଗ୍ୟାସ ଟାଙ୍କି ଫାଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅନ୍ତର୍ଗତ ଜମ୍ବୁ ମେରାଇନ୍ ଥାନା ଖରିନାସି ଗାଁରେ ଗ୍ୟାସ୍ ଟାଙ୍କି ଫାଟି ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର। ଦୁଇ ମୃତକ ଜଣକ […]
କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଦିଗ୍ବିଜୟ ସିଂହ କହିଛନ୍ତି ଯେ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇଙ୍କ ମୁସଲମାନଙ୍କଠୁ ବେଶି ଅଣମୁସଲମାନମାନେ ଗୁଇନ୍ଦାଗିରି କରୁଛନ୍ତି । ଏପରିକି ବଜରଙ୍ଗ ଦଳ ଓ ଭାରତୀୟ […]
କଳାଧନ ବିରୋଧରେ ଭାରତକୁ ଆଉ ଏକ ସଫଳତା ମିଳିବ । ଆଜିଠାର ଅର୍ଥାତ୍ ସେପ୍ଟେମ୍ବର ୧ତାରିଖରୁ ଭାରତର ଟ୍ୟାକ୍ସ ଅଧିକାରୀମାନେ ଅତି ସହଜରେ ସ୍ବିସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ କଳା ଧନ ସମ୍ପର୍କରେ ଜାଣିପାରିବେ । ସ୍ବିସ୍ ବ୍ୟାଙ୍କ ସିକ୍ରେସି ଯୁଗର […]
ମୁରାଦାବାଦ ଜନପଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କୁନ୍ଦରକୀ ଥାନା ଅଞ୍ଚଳରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କାଠ ବୋଝେଇ ଟ୍ରାକ୍ଟରକୁ ପଛପଟରୁ ୱାଗନର ଶକ୍ତ […]
ଆମେରିକାର ଟେକସାସ୍ର ମିଡଲ୍ୟାଣ୍ଡ ନିକଟସ୍ଥ ଓଡେଶାଠାରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୧ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପୁଲିସ୍ଙ୍କ ସୂଚନା ଅନୁସାରେ ଗତକାଲି ଦୁଇ ଜଣ ଆତତାୟୀ […]
ପୁରୀରେ ଦୁଇଦିନ ପାଇଁ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ। ରବିବାର ଓ ଗଣେଶ ପୂଜା ପାଇଁ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ । ପୁରୀ ମନ୍ଦିରରେ ଭିଡ଼ ଦୃଷ୍ଟିରୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା […]
ଆଜି ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଭୁବନେଶ୍ଵର ମହାନଗର ନିଗମର ୨୦୩୫ ଓ୍ବାର୍ଡ ଅଫିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଙ୍ଗ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ବିଏମସିର […]
ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ ସୂଚୀରୁ ବାଦ ପଡ଼ିଛନ୍ତି ୧୯ ଲକ୍ଷରୁ ଅଧିକ। ଏବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା ଆସୁଛି । ଏନ୍ଆରସିର ତଥ୍ୟକୁ ନେଇ ଏଆଇଏମଆଇଏମ୍ ନେତା ଓ୍ବଓ୍ବେସି କହିଛନ୍ତି ଯେ, ଏନ୍ଆରସିକୁ ନେଇ ବିଜେପି ମନ୍ତ୍ରୀମାନେ […]
ଆଇପିଏସ ଅଧିକାରୀ ବିବେକ କୁମାର ଜୋହରୀ ଶନିବାର ଦିନ ବିଏସଏଫର ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଏସଏଫର ୨୫ତମ ମହାନିର୍ଦ୍ଦେଶକ ଭାବେ ସେ ଦାୟିତ୍ୱ ସମ୍ଭାଳିଛନ୍ତି । ସେ ରଜନୀକାନ୍ତ ମିଶ୍ରଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ଆସନ୍ତା […]
ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ନବୀନ ସରକାର । ୬ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି । ଭିଜିଲାନ୍ସ କୋର୍ଟରେ ଦୁର୍ନୀତି ସାବ୍ୟସ୍ତ ହେବା ପରେ ସରକାରୀ ଚାକିରିରୁ ବିଦା ହୋଇଛନ୍ତି ୬ ଅଧିକାରୀ । ସେହିପରି ୪ଜଣ ପୂର୍ବତନ […]
କାଲିଠୁ ରାଜ୍ୟରେ ଲାଗୁ ହେବ ସଂଶୋଧିତ ନୂଆ ମୋଟର ଯାନ ଆଇନ । ପରିବହନ କାର୍ଯ୍ୟାଳୟର ସ୍ବଚ୍ଛତା ପାଇଁ ଅନ୍ଲାଇନରେ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ। ଏହି ନୂଆ ମୋଟର ଯାନ ଆଇନ ଅନୁସାରେ ଅଜଣା ଗାଡ଼ି ଧକ୍କାରେ ମୃତାହତ ବ୍ୟକ୍ତିଙ୍କୁ ସହାୟତା […]
ମାଲାୟଲମ୍ ଫିଲ୍ମ ଜଗତରେ ପାଦ ରଖିବାକୁ ଯାଉଛନ୍ତି ଚୁଲ୍ବୁଲୀ ଅଭିନେତ୍ରୀ କଲ୍ୟାଣୀ ପ୍ରିୟଦର୍ଶନ । ମାତ୍ର ଦୁଇ ବର୍ଷ ତଳେ ସିନେମା ଜଗତରେ ପାଦ ରଖିଥିବା ଏହି ଅଭିନେତ୍ରୀଙ୍କୁ ଦୁଲ୍କର ସଲ୍ମାନ୍ଙ୍କ ବିପକ୍ଷରେ ବଡ ବ୍ରେକ୍ ମିଳିଛି । ଦ ଜୋୟା […]
ଗତକାଲି ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ସମ୍ମିଶ୍ରଣ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ଆଜି ବ୍ୟାଙ୍କ କର୍ମଚାରୀ ସଙ୍ଘ ପକ୍ଷରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସମ୍ମିଶ୍ରଣ କରି […]