ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ମହଗାଁ-ଗୋଡ଼ାଲରେ ଏକ ଦୁଃଖଦ ଘଟଣା ଘଟିଛି। ଗାଁ ନିକଟସ୍ଥ ନାଳରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସୁଧିର ବିରୁଆ ଓ ଟୁବୁଲିଆ ବିରୁଆ। ସେମାନଙ୍କ […]
ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଓ ଭଉଣୀଙ୍କର ପବିତ୍ର ଦିନଟିଏ । ଭଉଣୀଟିଏ ସୁରକ୍ଷା ପାଇଁ ଏକ ଡୋରି ଟାଣି ଦିଏ ଭାଇର ହାତରେ । ସୁରକ୍ଷାର ରକ୍ଷାସୂତ୍ର ହେଉଛି ରକ୍ଷା ବନ୍ଧନ । ଭାଇ ଓ […]
ରାଖୀ ପୁର୍ଣ୍ଣିମା ସାରା ଦେଶରେ ଖୁବ୍ ଧୁମ୍ଧାମ୍ରେ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ତାଙ୍କ ପାକିସ୍ତାନୀ ବଂଶୋଦ୍ଭବ ଉଭଣୀ କମାର ମୋହସିନ ଶେଖ ରାକ୍ଷୀ ବାନ୍ଧିଛନ୍ତି। ଏହି ସମୟରେ ସେ ମୋଦିଙ୍କୁ ଏକ ବଡ଼ ପେଣ୍ଟିଂ ଉପହାର ଆକାରରେ ଦେଇଥିବା […]
ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଗୁରୁବାର ୧୬ଟି ଗେଟ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯାଇଛି। ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପୂର୍ବାହ୍ନ ୧୧ଟା ୩୦ପରେ ଗେଟ ଖୋଲିବା ଆରମ୍ଭ ହୋଇଥିଲା। ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ […]
ଜଳେଶ୍ୱର ରାଜପୁରରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଚିକିତ୍ସା ସମୟରେ ଜଣେ ଜୀବିତ ବାଳକକୁ ମୃତ ଘୋଷଣା କରିବାରୁ ଗୋପୀକିଶନ ଭଟ୍ଟର ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକମାନେ ହସ୍ପିଟାଲ ଦାୟିତ୍ୱରେ ଥିବା ଡାକ୍ତରଙ୍କ ଘର […]
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନ ଅବସରରେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀର ସମସ୍ତ ସରକାରୀ ବସ୍ରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ଆଜି ପବିତ୍ର […]
ଗୁଗୁଲ୍ ଆଜି ପାଳନ କରୁଛି ୭୩ତମ ସ୍ବାଧୀନତା ଦିବସ । ଏକ ସୁନ୍ଦର ଡୁଡୁଲ୍ ମାଧ୍ୟମରେ ଦେଶବାସୀଙ୍କ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛି । ଏଥିରେ ଶିକ୍ଷା, କଳା, ଶକ୍ତି ଓ କରୁଣାକୁ ପ୍ରଦର୍ଶିତ କରାଯାଇଛି । ଏଥିର ସଂସଦ ଭବନ, […]
ମୁଖ ଶାସନ ସଚିବ ହେଲେ ଅସିତ୍ ତ୍ରିପାଠୀ । ୧୯୮୬ ବ୍ୟାଚ୍ର ଆଇଏଏସ୍ ଅଫିର ଅସିତ୍ ତ୍ରିପାଠୀ ଉନ୍ନୟନ କମିଶନ ଓ ଗୃହ ବିଭାଗର ଅତିରିକ୍ତ ଦାୟିତ୍ବରେ ରହିଥିଲେ। ଆଦିତ୍ୟ ପାଢୀଙ୍କ ପଦବୀରେ ଅସିତ୍ ତ୍ରିପାଠୀ ଅବସ୍ଥାପିତ ହୋଇଛନ୍ତି । ଆଦିତ୍ୟ ପ୍ରସାଦ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦୀ ଏକ ବଡ ଘୋଷଣା କରିଛନ୍ତି । ଏବେ ଦେଶରେ […]
ଆଜି ଖୋଲାଯିବ ହୀରାକୁଦ ଡ୍ୟାମ୍ର 16 ଟି ଗେଟ୍ । ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ପୂର୍ବାହ୍ନ 11.30 ପରେ ଗେଟ୍ ଖୋଲିବା ଆରମ୍ଭ ହେବ ବୋଲି ଜଣାଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ। ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି […]
ଭାରତ ୭୩ତମ ସ୍ୱାଧୀନତା ଦିବସ ପାଳନ କରିବା ପୂର୍ବରୁ ବୁଧବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଶୃଙ୍ଖଳାକୁ ୨-୦ରେ ଜିତିଛି। ତୃତୀୟ ତଥା ଶେଷ ଦିନିକିଆକୁ ଭାରତ ୬ ୱିକେଟରେ ବିଜୟୀ ହୋଇଛି । ଏଥି ସହିତ ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ବିପକ୍ଷରେ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶର ଜନତାଙ୍କୁ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନର ଅଭିନନନ୍ଦନ ଜଣାଇଛନ୍ତି । ମୋଦି ନିଜର ଟୁଇଟର ଆକାଉଣ୍ଟରେ ଦେଶର କୋଟି କୋଟି ଜନତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ୭୩ତମ ସ୍ୱାଧୀନତା ଦିବସ […]
ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଅଧିକାଂଶ ପ୍ରାବଧାନକୁ ହଟାଯିବା ଭାରତର ବଡ଼ ନିଷ୍ପତ୍ତି ପରେ ପାକିସ୍ତାନ ହତାଶ ହୋଇ ପଡ଼ିଛି । ସବୁ ମୋର୍ଚ୍ଚାରେ ବିଫଳ ହେବା ପରେ ପାକିସ୍ତାନ ଏବେ ଆତଙ୍କବାଦୀଙ୍କୁ ସୀମାରେ ଅନୁପ୍ରବେଶ କରାଇ ଜାମ୍ମୁ-କାଶ୍ମୀରରେ […]
ପହଲୁ ଖାନ୍ ଗୋଷ୍ଠୀ ହତ୍ୟା ମାମଲାରେ ଆଜି ଅଲବର୍ ଜିଲ୍ଲା ନ୍ୟାୟାଳୟ ଶୁଣାଣୀ କରିଛନ୍ତି । ଅଦାଲତ ଏହି ମାମଲାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୭ରେ ହୋଇଥିବା ଗୋ ତସ୍କରୀ ସନ୍ଦେହରେ ପହୁଲ୍ ଖାନ୍କୁ ପିଟି […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଓ ଚୀନ୍ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଭାରତ ଓ ଚୀନ୍ ଏବେ ବିକାଶଶୀଳ ରାଷ୍ଟ୍ର ନୁହଁନ୍ତି ବରଂ ବିକଶିତ ରାଷ୍ଟ୍ର । କିନ୍ତୁ ସେମାନେ ବିଶ୍ବ ବ୍ୟବସାୟ ସଂଗଠନ (ଡବ୍ଲୁଟିଓ) […]
ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ । ସ୍ବେଚ୍ଛାକୃତ ଅବସର ନେଲେ ଆଦିତ୍ୟ ପାଢୀ । ଆସନ୍ତା ଫେବୃଆରୀରେ ନିଜ ପଦବୀରୁ ଇସ୍ତଫା ନେଇଥା‘ନ୍ତେ । ନୂଆ ନିଯୁକ୍ତିକୁ ରାଜ୍ୟପାଳ ଗଣେଶୀ ଲାଲ୍ଙ୍କ […]
ଅଜିତ୍ କୁମାରଙ୍କ ଫିଲ୍ମ ନେରକୋଣ୍ଡା ପାରାବି ତାମିଲନାଡୁ ବକସ ଅଫିସ୍ରେ କମାଲ୍ କରୁଛି । ବଲିଉଡ୍ ଫିଲ୍ମ ପିଙ୍କର ଅଫିସିଆଲ୍ ରିମେକ୍ ନେରକୋଣ୍ଡା ପାରାବି 5 ଦିନ ମଧ୍ୟରେ 60 କୋଟିରୁ ଅଧିକ ବ୍ୟବସାୟ କରିଲାଣି । ଫିଲ୍ମଟି ମାତ୍ର 5 […]
ଦେଶ ଛାଡି ପଳାୟନ କରୁଥିବା ଜନୈକ କାଶ୍ମୀରି ନେତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ପ୍ରଶାସନିକ ସେବାରୁ ରାଜନୀତିରେ ଯୋଗ ଦେଇଥିବା ଶାହ ଫୈଜଲ୍ଙ୍କୁ ଦିଲ୍ଲୀରୁ ଗିରଫ କରାଯିବା ପରେ ପୁନର୍ବାର କାଶ୍ମୀର ଫେରାଇ ଦିଆଯାଇଛି । ଶାହ ଫୈଜଲ୍ଙ୍କୁ ବର୍ତ୍ତମାନ […]
ଜମ୍ମୁରୁ ୧୪୪ ଧାରା ସହିତ ଅନ୍ୟ ପ୍ରତିବନ୍ଧକ ହଟାଇ ନିଆଯାଇଛି। ତେବେ କଶ୍ମୀରରେ ଏହା ପୂର୍ବବତ୍ ଜାରି ରହିବ। ସ୍ଥିିତିରେ ସୁଧାର ହେଲେ କିଛି ଦିନ ମଧ୍ୟରେ କଶ୍ମୀରରୁ ମଧ୍ୟ ସମସ୍ତ ପ୍ରତିବନ୍ଧକ ହଟାଇ ନିଆଯିବ ବୋଲି ଏଡିଜି ମୁନୀର ଖାଁ […]
ଫିଲ୍ମ ଅଭିନେତା ରଜନୀକାନ୍ତଙ୍କ କୃଷ୍ଣ- ଅର୍ଜୁନ ମନ୍ତବ୍ୟକୁ ନେଇ ଆକ୍ରମଣ କରିଛନ୍ତି ଅସଦୁଦ୍ଦିନ୍ ଓଓ୍ବେସୀ । ହାଇଦ୍ରାବାଦ ସାଂସଦ ଓଓ୍ବେସୀ କହିଛନ୍ତି ଯଦି ମୋଦି-ଶାହାଙ୍କ ଯୋଡି କୃଷ୍ଣ-ଅର୍ଜୁନ ଯୋଡି ଅଟନ୍ତି ତାହେଲେ ପାଣ୍ଡବ ଏବଂ କୌରବ କିଏ ବୋଲି ପ୍ରଶ୍ନ କରିଛନ୍ତି […]
ରାଜ୍ୟରେ ଗାର୍ଡ ଅଫ୍ ଅନର୍ ବ୍ୟବସ୍ଥା ଉଚ୍ଛେଦ କଲେ ସରକାର । ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ଦିଆଯିବନି ଗାର୍ଡ ଅଫ୍ ଅନର୍। କେବଳ ୩ଟି ଦିବସରେ ମୁଖ୍ୟ ଅତିଥିଙ୍କୁ […]