ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ୍ ଆରମ୍ଭ ହେବାକୁ ଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି। ସାଧାରଣ ଜନତାଙ୍କ ନିକଟତର ହୋଇ ସେମାନଙ୍କ […]
ଆଜି ମହାପ୍ରଭୁଙ୍କର ଶ୍ରୀନବମୀ ସନ୍ଧ୍ୟା ଦର୍ଶନ। ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପହଞ୍ଚିଛନ୍ତି ତିନିରଥ। ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ଅଣାଯାଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ […]
କର୍ଣ୍ଣାଟକ ଓ ଗୋଆରେ ଦ୍ରୁତ ଗତିରେ ବଦଳୁଥିବା ରାଜନୈତିକ ସମୀକରଣ ନେଇ ସାରା ଦେଶ ଏବେ ପୂରା ସରଗରମ। ଏହି ବିଷୟକୁ ନେଇ ମୋଦି ସରକାରଙ୍କୁ ବିରୋଧୀ ଘେରିଛନ୍ତି। ନିକଟରେ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀ ଗୁରୁବାର ଦିନ ଭାରତୀୟ […]
ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମ୍କୋର୍ଟ ଶୁଣାଣି କରିଛନ୍ତି। ଜୁଲାଇ ୧୮ରେ ତିନିଜଣିଆ ମଧ୍ୟସ୍ଥତା ରିପୋର୍ଟ ଦାଖଲ ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଜୁଲାଇ ୨୫ଠାରୁ ଏହି ମାମଲା ଉପରେ ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ମଧ୍ୟସ୍ଥତା ଉପରେ […]
ପାଟକୁରା ନିର୍ବାଚନ ପାଇଁ ଦୁଇ ଦଳ ବିଜେଡ଼ି ଓ ବିଜେପି ମଧ୍ୟରେ କଡା କସରତ ଚାଲିଛି। ଦଳର ବହୁ ହେଭିୱେଟ୍ ନେତା ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ୍ ମାଗିବାକୁ ପାଟକୁରା ଗସ୍ତ କରିବେ ବୋଲି ଜଣାପଡ଼ିଛି। ଇତିବ୍ୟସରରେ ବିଜେଡ଼ି […]
କର୍ଣ୍ଣାଟକ ରାଜନୀତିକୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ବେଶ୍ ସରଗରମ। ଏହି ମାମଲାରେ ସୁପ୍ରିମ୍କୋର୍ଟ ଶୁଣାଣୀ କରିଛନ୍ତି। କଂଗ୍ରେସ- ଜେଡିଏସର ଇସ୍ତଫା ଦେଇଥିବା ୧୦ବିଧାୟକଙ୍କୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କୁ ଭେଟି ତାଙ୍କୁ ଇସ୍ତଫା ପତ୍ର […]
ସୁପ୍ରିମ୍କୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଓ ଆନନ୍ଦ ଗ୍ରୋଭରଙ୍କ ଘର ଏବଂ ଅଫିସ୍ରେ ସିବିଆଇ ଚଢାଉ କରିଛି। ‘ଲୟର୍ସ କଲେକ୍ଟିଭ୍’ ଫାଉଣ୍ଡେସନ୍ ଉପରେ ବିଦେଶ ଫଣ୍ଡିଂ ନେଇ ଏହି ଚଢାଉ କରାଯାଇଛି। ଆଜି ଦିଲ୍ଲୀ ଏବଂ ମୁମ୍ବାଇରେ ଥିବା ତାଙ୍କ […]
କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ପୁଣି ଥରେ ରାଜ୍ୟ ରାଜନୀତି ପାଣିପାଗକୁ ସରଗରମ କରି ଦେଇଛି। ଉଭୟ ବିଜେଡି ଓ ବିଜେପି ପାଟକୁରା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିସାରିଲେଣି। ଗତକାଲି ବିଜେଡ଼ି ମନ୍ତ୍ରୀ ସୁଶାନ୍ତ ସିଂ ନବୀନ ପଟ୍ଟନାୟକ ପାଟକୁରାରେ ୧୭ ତାରିଖରେ […]
କର୍ଣ୍ଣାଟକ ପରେ ଏବେ ଗୋଆ ରେ କଂଗ୍ରେସକୁ ଝଟକା ଲାଗିଛି। ଗୋଆରେ ଦଳର ୧୦ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଗୋଆ ବିଧାନସଭାରେ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର ଅଛନ୍ତି। ଚନ୍ଦ୍ରକାନ୍ତଙ୍କ […]
ଗୁରୁବାର ଦିନ ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜ୍ୟ ମନ୍ତ୍ରିପରିଷଦର ଏକ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ମନ୍ତ୍ରିପରିଷଦ ବୈଠକର ଏଜେଣ୍ଡା ସମ୍ପର୍କରେ ମନ୍ତ୍ରୀମାନଙ୍କୁ କୌଣସି ଆନୁଷ୍ଠାନିକ […]
ସମୀକ୍ଷା ବ୍ୟୁରୋ ଓଡିଶାର କୌଣସି ପର୍ଯ୍ୟଟନ ସ୍ଥଳ ଭାରତର ଆଇକନ ସ୍ଥଳ ଭାବେ କେନ୍ଦ୍ର ସରକାର ବାଛି ନ ଥିବାରୁ ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ […]
କର୍ଣ୍ଣାଟକ ରାଜନୈତିକ ଯୁଦ୍ଧକୁ ନେଇ ଏବେ ଭାରତୀୟ ରାଜନୀତି ପୂରା ସରଗରମ । ଏହି ମାମଲା ଏବେ ସୁପ୍ରିମ୍କୋର୍ଟଙ୍କ ବିଚରାଧୀନ ରହିଛି । ଏହି ମାମଲାକୁ ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା ବିଜେପିକୁ […]
ବିଜେପି ଉପରେ କଂଗ୍ରେସ ହିନ୍ଦୁ ଧର୍ମର ଅପମାନ କରୁଥିବାର ଆରୋପ ଲଗାଉଥିବାବେଳେ କଂଗ୍ରେସ ନେତାମାନେ ମଧ୍ୟ ଦଳୀୟ ନିର୍ବାଚନରେ ହୋଇଥିବା କ୍ଷତି ପରେ ‘ସପ୍ଟ ହିନ୍ଦୁତ୍ବ’ର ରାସ୍ତାକୁ ବାଛିନେଇଛନ୍ତି। ଏହାର ଛାପ ରାଜସ୍ଥାନ ଓ ମଧ୍ୟପ୍ରଦେଶର କଂଗ୍ରେସ ସରକାର ବଜେଟ୍ର ଦେଖିବାକୁ […]
ପୁରୀରେ ବସ୍ ଭିତରେ ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ସଂପୃକ୍ତ ବସର ରୁଟ୍ ପରମିଟ୍ ବାତିଲ ପାଇଁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବସ୍ ମାଲିକଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ୧୫ ଦିନ ଭିତରେ ଉତ୍ତର ଦେବାକୁ […]
କର୍ଣ୍ଣାଟକରେ ରାଜନୖେତିକ ଡ୍ରାମା ବନ୍ଦ ହେବାର ନା’ ନେଉନାହିଁ । କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ସରକାରକୁ ପୁଣି ଥରେ ଝଟକା ଲାଗିଛି। ଆଜିକଂଗ୍ରେସର ଆଉ ୨ ଜଣ ବିଧାୟକ ବିଧାନସଭା ବାଚସ୍ପତିଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଫଳରେ […]
ଚର୍ଚ୍ଚିତ ଏନ୍କାଉଣ୍ଟର ବାଟଲା ହାଉସ୍ ଏନକାଉଣ୍ଟରକୁ ନେଇ ଜନ୍ ଆବ୍ରାହମ୍ଙ୍କ ‘ବାଟଲା ହାଉସ’ର ଟ୍ରେଲର୍ ଆଜି ରିଲିଜ୍ ହୋଇଛି । ୩ ମିନିଟ୍ର ଏହି ଟ୍ରେଲରରେ ଜନ୍ ନିଜକୁ ନିର୍ଦ୍ଦୋଷୀ ତଥା ବଟ୍ଲା ହାଉସ୍ ଏନ୍କାଉଣ୍ଟରକୁ ସତ୍ୟ ସାବ୍ୟସ୍ତ କରିବା ଦିଗରେ […]
ରେଳ ଷ୍ଟେସନ୍ ଓ ଟ୍ରେନ୍ରେ ନକଲି ବ୍ରାଣ୍ଡ୍ର ପାଣି ବିକାଳିଙ୍କ ବିରୋଧରେ ରେଳ ମନ୍ତ୍ରାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ କହିଛନ୍ତି ଯେ, ୩୦୦ରୁ ଅଧିକ ସ୍ଥାନ ଉପରେ ଚଢାଉ କରାଯାଇଛି । ଏହି ସମୟରେ […]
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ବିଛିନ୍ନତାବାଦୀ ନେତ୍ରୀ ଆସିୟା ଅନ୍ଦ୍ରାବୀଙ୍କ ସମ୍ପତ୍ତି ଜବତ କରାଯାଇଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଏବଂ ଅନ୍ୟାନ୍ୟ ଅଭିଯୋଗରେ ଏନ୍ଆଇଏ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଜର ସଙ୍ଗଠନ ଦୁଖତରାନ ଏ […]
ଆସନ୍ତା ୨୦ ତାରିଖରେ ପାଟକୁରା ନିର୍ବାଚନ । ପାଟକୁରା ଆସନକୁ ହାସଲ କରିବାକୁ ବିଜେଡ଼ି ଓ ବିଜେପି ପକ୍ଷରୁ ଜୋରଦାର କସରତ ଚାଲିଛି । ଆସନ୍ତ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ କାର୍ଯ୍ୟକ୍ରମ ରହିଥିବା ମନ୍ତ୍ରୀ ସୁଶାନ୍ତ ସିଂ […]
ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାନ କରୁଥିବା ଓଡିଆ ମାନଙ୍କ ସଙ୍ଗଠନ ଓଡିଶା ସୋସାଇଟି ଅଫ୍ ଆମେରିକା (ଓଏସ୍ଏ)ର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଛି । ନ୍ୟୁ ଜର୍ସିର ଆଟଲାଣ୍ଟିକ ସହରର ହାରାହରେ ଜୁଲାଇ 4-7 ମଧ୍ୟରେ ଏହି ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଛି […]
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଟ୍ୱିଟର ଫୋଲଅର୍ସ ୧ କୋଟିରେ ପହଞ୍ଚିଛି। ଏଥିପାଇଁ ସମସ୍ତ ଫୋଲଅର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ରାହୁଲ ଗାନ୍ଧି। ୧ କୋଟି ଫୋଲଅର୍ସରେ ପହଞ୍ଚିବା ପରେ ଏହାର ଖୁସି ଆମେଠି ଲୋକଙ୍କ ସହିତ ମନାଇବେ ବୋଲି ସେ […]