ଆଜିର ଖବର

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ସୋନିଆ ଗାନ୍ଧି ଭର୍ତ୍ତି ହୋଇଛନ୍ତି । ତେବେ…

ବ୍ରହ୍ମପୁର, ଗଂଜାମ ପୋଲିସରେ ପୁଣିଥରେ କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ସାହାସ ବୃଦ୍ଧି ପାଇଛି। କାରଣ ହେଲା ନିକଟରେ କୋଭିଡ19 ଆକ୍ରାନ୍ତ ହୋଇପଡିଥିବା 7 ଜଣ ପୋଲିସ ଅଫିସର…

ବିହାର: କରୋନାକୁ ନେଇ ଲୋକଙ୍କ ମନରେ ଏମିତି ଭୟ ବସା ବାନ୍ଧିଛି ଯେ ସେମାନେ ମାନବିକତା ମଧ୍ୟ ଭୁଲି ଯାଉଛନ୍ତି। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ…

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଶେଷରେ ଗଣଧାରଣାରେ ବସିଲେ ଡାଲଗୁମା ପଞ୍ଚାୟତ ବାସିନ୍ଦା ।ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ଗତ 6 ଓ…

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନାଟ୍ୟକାର ଅସୀମ ବସୁଙ୍କ ପୂର୍ଣ୍ଣାବାୟବ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଛି । ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ…

ନୂଆଦିଲ୍ଲୀ, ଦେଶର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଛାଡ଼ିଦେଲେ ଭାରତରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ ଦୋହରାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ, ଦେଶରେ ବର୍ତ୍ତମାନ କରୋନା ଆରୋଗ୍ୟ ହାର 64 ଦଶମିକ 44 ପ୍ରତିଶତ ରହିଛି। କୋଭିଡ-19 ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଫିସର ଅନ୍ ସ୍ପେଶାଲ…

ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ ଅଧିକରୁ ଅଧିକ କୋଭିଡ-19 ପରୀକ୍ଷା କରାଯାଉଛି। ଟେଷ୍ଟିଂ ସଂଖ୍ୟା 5 ଲକ୍ଷ ଟପିଛି। ଯେତେ ଶୀଘ୍ର ରୋଗୀ ଚିହ୍ନଟ ହେବେ, ସେତେ ଶୀଘ୍ର…

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ଅନ୍ତର୍ଗତ ଧୂଆଁନଳୀ ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ କାଠ ଚୋରି ଉଦ୍ୟମ ବିଫଳ ହୋଇଛି। ଏହି ଘଟଣାରେ ଦୁଇ ଶାଗୁଆନ ଚୋରକୁ ବାଲୁଗାଁ ଜଙ୍ଗଲ…

ଭୁବନେଶ୍ବର, ଭୁବନେଶ୍ବର ସହରରେ ଆଜି ଆଉ 105 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 59 କ୍ବାରେଣ୍ଟିନ ଏବଂ 46 ଜଣ ଲୋକାଲ କଣ୍ଟାକ୍ଟ କେସ୍…

ନୂଆଦିଲ୍ଲୀ, ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାସା ଷ୍ଟାନକୋଭିକ୍ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ଏନେଇ ନିଜ ଟ୍ବିଟରେ ସୂଚନା ଦେଇଛନ୍ତି…

ଭୁବନେଶ୍ବର, କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାର 15 ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ଦୁଇ ସାମ୍ବାଦିକ ଗଞ୍ଜାମ…

ଅଯୋଧ୍ୟା, ଆସନ୍ତା ଅଗଷ୍ଟ 5 ତାରିଖ ବୁଧବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନୁଷ୍ଠିତ ହେବ ଭୂମିପୂଜା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ 200…

ନୂଆଦିଲ୍ଲୀ,କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଦକ୍ଷିଣ ଦିଲ୍ଲୀସ୍ଥିତ ଲୋଧି ଇଷ୍ଟେଟରେ ଥିବା ସରକାରୀ ବଙ୍ଗଳା ଛାଡ଼ିଛନ୍ତି। ତାଙ୍କ ନିକଟରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରି…

ପାଟନା, ବିହାରରେ ବନ୍ୟା ପରିସ୍ଥିତି ଅତି ଗୁରୁତର ଆକାର ଧାରଣ କରିଛି। 12ଟି ଜିଲ୍ଲା ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟର ସମସ୍ତ ବଡ଼ ବଡ଼…

କୋରାପୁଟ, କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କୋରାପୁଟ ଜିଲ୍ଲାକୁ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ଆଜି ମଧ୍ୟରାତ୍ରରୁ ଅଗଷ୍ଟ 1 ତାରିଖ ମଧ୍ୟରାତ୍ର ଯାଏଁ…

ନୂଆଦିଲ୍ଲୀ : ଦିଲ୍ଲୀରେ ଶସ୍ତା ହୋଇଛି ଡିଜେଲ୍‌ । ଦିଲ୍ଲୀସରକାର ଡିଜେଲ୍‌ ଉପରୁ ମୋଟା ଅଙ୍କର ଭାଟ୍‌ କାଟିଛନ୍ତି । ଡିଜେଲ୍‌ ଉପରୁ ଭାଟ୍‌ 30 ପ୍ରତିଶତରୁ…

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୋମେନ୍‌ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତ୍ରିରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ 78 ବର୍ଷ ହୋଇଥିଲା। ଗତକାଲି…