ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ଫିଲ୍ମ ଭବିଷ୍ୟେର ଭୂତ ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ସୁପ୍ରିମକୋର୍ଟ ମମତା ସରକାରଙ୍କୁ ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଫିଲ୍ମ ନିର୍ଦ୍ଦେଶକ ଅନିକ ଦତ୍ତ ଏବଂ ସିନେମା ହଲର ମାଲିକଙ୍କୁ […]
ପୂର୍ବତନ ଭାରତୀୟ ପେସ୍ ବୋଲର ରାଜୁ କୁଲକର୍ଣ୍ଣୀ ମୁମ୍ବାଇ କ୍ରିକେଟ ସଂଘ(ଏମ୍ସିଏ)ର କ୍ରିକେଟ ଉପଦେଷ୍ଟା କମିଟିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏମ୍ସିଏର ଆଡ୍ ହକ୍ କମିଟିକୁ ନିଜର ଇସ୍ତଫା ପତ୍ର ପଠାଇଥିବା ରାଜୁ କହିଛନ୍ତି କ୍ରିକେଟ ସିଜିନ୍ ଅଧାରୁ ଅବସର ନେଇ […]
ସିଙ୍ଗାପୁର ଓପନ ଦ୍ବିତୀୟ ଦିବସରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ପିଭି ସିନ୍ଧୁ ଏବଂ ସାଇନା ନେହ୍ବାଲ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଡେନମାର୍କର ମିଆ ବିକ୍ଫେଲ୍ଟଙ୍କ ବିପକ୍ଷରେ ପିଭି ସିନ୍ଧୁ ମାତ୍ର ୩୯ ମିନିଟ୍ […]
କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ସୁରକ୍ଷା ପାଇଁ କଂଗ୍ରେସ ଚିନ୍ତା ପ୍ରକଟ କରିଛି। ରାହୁଲ୍ଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଅଭିଯୋଗ କରି ସୁରକ୍ଷା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛି କଂଗ୍ରେସ। କଂଗ୍ରେସର ଅହମଦ ପଟେଲ୍, […]
ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଆସୁଥିବା ଲୋକପ୍ରିୟ ଅଭିନେତ୍ରୀ ମାହିକା ଶର୍ମା ପୁଣିଥରେ ଏକ ବୟାନ ଦେଇଛନ୍ତି। ମାହିକା କହିଛନ୍ତି ଯେ, ଚୈତ୍ର ନବରାତ୍ର ଅବସରରେ ମା’ଙ୍କୁ ଖୁସି କରିବା ପାଇଁ ବ୍ରତ ରଖିଛି, ଏହି ବ୍ରତ କଂଗ୍ରେସ ଅଧ୍ୟକ୍ଷ […]
ଆଜି ସପ୍ତଦଶ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ଗ୍ରହଣ ଅନୁଷ୍ଠିତ ହେଉଛି। ଏହି ଉଦ୍ଦେଶ୍ୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଏକ ଟୁଇଟ୍ କରିଛନ୍ତି। ଏହି ଟୁଇଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବା ସହିତ ଦେଶବାସୀଙ୍କୁ ବୁଦ୍ଧିମତାର […]
ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ସାଓମିର ପ୍ରତିଷ୍ଠାତା ଲେଇ ଜୁନ୍ ନିଜର ୬୬୫୦କୋଟି ଟଙ୍କା ଦାନ କରିବାର ନିଷ୍ପତ୍ତି ନେଇଛନ୍ତି। କମ୍ପାନୀର ଲାଭାଂଶରୁ ୯୬୧ ମିଲିୟନ୍ ଡଲାର ଜୁନ୍ଙ୍କୁ ମିଳିଥିଲା ଯାହକୁ ସମ୍ପୂର୍ଣ୍ଣ ଭାବରେ ଦାନ କରିବାକୁ ଚାହୁଁଛନ୍ତି। ଏହି ଦାନ କରିବା […]
ଲୋକପ୍ରିୟ ୟୁପିଆଇ ପେମେଣ୍ଟ ଆପ୍ଲିକେସନ୍ ଗୁଗୁଲ୍ ପେ’ର ବୈଧତା ନେଇ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏନେଇ କୋର୍ଟଙ୍କ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏକ ନୋଟିସ ମଧ୍ୟ ଜାରି କରାଯାଇଛି। ଏହା ସହିତ ଗୁଗୁଲ୍ର ଡିଜିଟାଲ ପ୍ଲାଟ୍ଫର୍ମକୁ ମଧ୍ୟ ଉତ୍ତର […]
ଭାରତୀୟ ଗଣତନ୍ତ୍ରର ମହାପର୍ବ ‘ ନିର୍ବାଚନ’କୁ ସମ୍ମାନ ଜଣାଇ ଗୁଗଲ ସଚେତନତା ବାର୍ତ୍ତା ଜାରି କରିଛି। ଗୁଗଲ ପକ୍ଷରୁ ଏନେଇ ଏକ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରାଯାଇଛି। ଲୋକସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ସାତଟି […]
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଲାଣି। ଏଭଳି ସମୟରେ ରାଜ୍ୟରେ କଂଗ୍ରେସର ଅବସ୍ଥା ବେଶ୍ ସଂକଟାପନ୍ନ ମନେ ହେଉଛି। ଟିକେଟ ବଣ୍ଟନକୁ ନେଇ କଂଗ୍ରେସ ଭିତରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ସର୍ବସାଧାରଣରେ। କଂଗ୍ରେସ ମୁଖପାତ୍ର ତଥା ଟାଣୁଆ ନେତ୍ରୀ ସୋନାଲି […]
ହୁଆଓ୍ବେ ନିଜର ଆଗାମୀ ସ୍ମାର୍ଟଫୋନ୍ ପି ୩୦ ପ୍ରାେ ଏବଂ ପି ୩୦ ଲାଇଟ୍କୁ ଭାରତୀୟ ବଜାରରେ ପ୍ରବେଶ କରାଇବାକୁ ଯାଉଛି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ କ୍ୟାମେରା ଫୋନ୍ ପ୍ରଦାନ କରୁଥିବା ହୁଆଓ୍ବେର ଏହି ଫୋନ୍ରେ ମଧ୍ୟ ଚମତ୍କାର ବୈଶିଷ୍ଟ୍ୟର କ୍ୟାମେରା […]
ଆଜି ୧୭ତମ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିବସ। ଆଜି ସାରା ଭାରତ ବର୍ଷର ୧୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୯୧ ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ପ୍ରତି ପାଞ୍ଚବର୍ଷରେ ଥରେ ନିଜର ପସନ୍ଦିତା ଲୋକପ୍ରତିନିଧିକୁ […]
ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ଦ୍ରୁତ ଗତିରେ ଲକ୍ଷ୍ନୌରୁ ଆଗ୍ରା ଆସୁଥିବା ଏକ କାର ସମ୍ମୁଖରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାରରେ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସେ ଏକାଧିକ ଟ୍ବିଟ୍ ଜରିଆରେ କହିଛନ୍ତି, ପୁଲଓ୍ବାମା ଆକ୍ରମଣ ମୋଦିଙ୍କୁ ରାଜନୈତିକ ଫାଇଦା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମୋଦି ବିଜୟ […]
ଆନ୍ଧ୍ରପ୍ରଦେଶରେ ଜନସେନା ଦଳର ଜଣେ ବିଧାୟକ ପ୍ରାର୍ଥୀ ନିର୍ବାଚନୀ ବୁଥ୍ରେ ଇଭିଏମ୍ ଭାଙ୍ଗିଛନ୍ତି। ଇଭିଏମ୍ ଭାଙ୍ଗିବା ପରେ ବିଧାୟକ ପ୍ରାର୍ଥୀଙ୍କୁ ପୋଲିସ୍ ଗିରଫ କରି ନେଇଛି। ଗୁରୁବାର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଏହି ଘଟଣା ଘଟିଛି। ଅନନ୍ତପୁର ଜିଲ୍ଲାର […]
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇସାରିଛି। ଭୋଟରମାନେ ୪ଲୋକସଭା ଓ ୨୮ ଟି ବିଧାନସଭା ପାଇଁ ମତଦାନ କରୁଛନ୍ତି। ତେବେ ରାଜ୍ୟର କେତେକ ନିର୍ବାଚନ ମଣ୍ଡଳୀର କେତେକ ବୁଥରେ ଇଭିଏମ୍ରେ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବରେ […]
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବୁଥ୍ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ପର୍ୟ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, […]
ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ ଲୋକସଭା ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରୁ ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ […]
ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ପୁରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ୨୫୦୩ ବର୍ଷ ପୂର୍ବେ ଆଦି ଶଙ୍କରାଚାର୍ଯ୍ୟ ଜଗନ୍ନାଥଙ୍କ ପୁନଃ ପ୍ରତିଷ୍ଠା କରିଥିଲେ। ତେଣୁ ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ଵ ଶଙ୍କରାଚାର୍ଯ୍ୟ ନେବା […]
ନିର୍ବାଚନ ଆୟୋଗ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ସାମ୍ପ୍ରଦାୟିକ ଭାବନାକୁ ଆଘାତ କରିବା ଉପରେ ବୟାନ ଦେଇ ଆଚାର ସଂହିତା ଉଲ୍ଲଂଘନ ହୋଇଥିବା ହେତୁ ନୋଟିସ୍ ଜାରି କରିଛନ୍ତି। ଆୟୋଗ ଗତ ମାସରେ କରିମ୍ନଗରେ ଏକ ଜନସଭାରେ ରାଓ ହିନ୍ଦୁ […]
ଦେଶର ସବୁଠୁ ଅଧିକ ୧୫ ପ୍ରଦୂଷିତ ସହର ତାଲିକାରେ ଭାରତର ୧୪ଟି ସହର ରହିଛି। ପଲ୍ଟିକାଲ୍ ଲିଡର୍ସ ପୋଜିସନ୍ ଏଣ୍ଡ୍ ଆକ୍ସନ୍ ଏବଂ ଏୟାର କ୍ବାଲିଟି ଇନ୍ ଇଣ୍ଡିଆ ୨୦୧୪-୧୯ରୁ ଏହି ତଥ୍ୟ ମିଳିଛି। ‘କ୍ଲାଇମେଟ୍ ଟ୍ରେଣ୍ଡସ୍’ ଦ୍ବାରା ଜାରି କରାଯାଇଥିବା […]