ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କଲ୍ୟାଣ ସିଂହ ଦେଇଥିବା ଟିପ୍ପଣୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ରାଜ୍ୟପାଳ କଲ୍ୟାଣ ସିଂହ ଏକ ରାଲିରେ କହିଥିଲେ ଯେ ନରେନ୍ଦ୍ର ମୋଦୀ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା […]
ନିର୍ବାଚନ ହେବାକୁ ଆଉ ଅଳ୍ପ ସମୟ ବାକି ଥିବାବେଳେ ପ୍ରଥମ ଦ୍ବିତୀୟ ନାମାଙ୍କନ ପତ୍ର ଦାଖଲ ସରିଲାଣି। ନିର୍ବାଚନୀ ପ୍ରଚାରର ମଧ୍ୟ ଜୋର୍ ଆସିଲାଣି। ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଭିଡ଼ିଲେଣି। ଏହି ସମୟରେ ମଧ୍ୟ ପ୍ରାର୍ଥୀ […]
ଲକ୍ଷ୍ନୌ ଆସନରୁ ନିର୍ବାଚନ ଲଢିବେ ପୁନମ ସିହ୍ନା। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ବିରୁଦ୍ଧରେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ନିର୍ବାଚନ ଲଢିବେ। ପୁନମ୍ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ହେବା ନେଇ ସୂଚନା ରହିଛି। ତେବେ ଏହି ଆସନରେ କଂଗ୍ରେସ କୌଣସି […]
ଲୋକସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶର କଂଗ୍ରେସ ୧୨ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏହି ସୂଚୀରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତ୍ର ନକୁଲନାଥଙ୍କୁ ଛିଣ୍ଡ୍ଓ୍ବାଦାରୁ ଟିକେଟ ମିଳିଥିବାବେଳେ ପୂର୍ବତନ ନେତା ତଥା ପ୍ରତିପକ୍ଷ ଅର୍ଜୁ୍ନ୍ ସିଂହଙ୍କ ପୁତ୍ର ଅଜୟସିଂହଙ୍କୁ ସିଧି ଲୋକସଭା […]
ଘରୋଇ ବିମାନ ଚଳାଚଳ କମ୍ପାନୀ ଇଣ୍ଡିଗୋ ଏୟାରଲାଇନ୍ସକୁ ଏସିଆର ସବୁଠୁ ଶସ୍ତା ଏବଂ ସର୍ବଶ୍ରେଷ୍ଠ ଏୟାରଲାଇନ୍ସର ମାନ୍ୟତା ମିଳିଛି। ଟ୍ରାଭେଲର୍ସ ଚଏସ୍ ଏୟାଲାଇନ୍ ଆଓ୍ବାର୍ଡସରେ ଇଣ୍ଡିଗୋକୁ ଏହି ସମ୍ମାନ ମିଳିଛି। କମ୍ପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଓଓ) ଓଲ୍ଫଗାଙ୍ଗ ପ୍ରକ୍ ସ୍କଉର୍ […]
କଂଗ୍ରେସର ଟିକେଟ ଅଡୁଆ ତୁଟିବାର ନା ନେଉ ନାହିଁ। ଗତକାଲି ପିପିଲି ଆସନରୁ ଟିକେଟ ପାଇଥିବା ବିଧାୟକ ଆଶାୟୀ ଯୁଧିଷ୍ଟିର ସାମାନ୍ତରାୟ ଟିକେଟ ଫେରାଇ ଥିବା ବେଳେ ତିର୍ତୋଲରୁ ପ୍ରାର୍ଥୀ ହୋଇଥିବା ବିଭୁ ତରାଇ ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ। ତେବେ […]
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳର ୱାୟନାଡ଼ ଲୋକସଭା ଆସନରୁ ଆଜି ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ବେଳେ ତାଙ୍କ ସହିତ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଥିଲେ। ଚଳିତ ଥର ରାହୁଲ ଗାନ୍ଧି ଉଭୟ ଉତ୍ତର […]
ଆଜି କଂଗ୍ରେସ ନିର୍ବାଚନ ଇସ୍ତାହାର ନେଇ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରୀୟ ନେତା ପ୍ରିୟଙ୍କା ଚତୁର୍ବେଦୀ। କ୍ଷମତାକୁ ଆସିଲେ ବର୍ଷକୁ ୭୨ ହଜାରର ଗ୍ୟାରେଣ୍ଟି ଦେବା ସହ ଋଣ ନସୁଝିଲେ ଚାଷୀଙ୍କୁ ଯିବାକୁ ପଡିବନି ଜେଲ ଓ ୨୨ଲକ୍ଷ ସରକାରୀ […]
ଭାରତୀୟ ଟି ୨୦ ଲିଗ୍ ଆଇପିଏଲ୍ର ୧୫ଟି ମ୍ୟାଚ୍ ସରିଲାଣି । ଏହି ୧୫ ମ୍ୟାଚ୍ରେ ଅନେକ ଥର ବ୍ୟାଟ୍ସମ୍ୟାନ୍ଙ୍କ କମାଲ୍ ଦେଖିବାକୁ ମିଳିଥିବା ବେଳେ ବୋଲର ମାନେ ମଧ୍ୟ ପଛରେ ନାହାନ୍ତି । ୬ଟି ମ୍ୟାଚ୍ରେ ୨୦୦ରୁ ଅଧିକ ରନ୍ […]
ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ବୁଧବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ଲୋକପ୍ରିୟ ମୋବାଇଲ ଭିଡିଓ ଆପ ଟିକ ଟାକର ଡାଉନଲୋଡିଂକୁ ନିଷିଦ୍ଧାଦେଶ ଦିଅନ୍ତୁ। କୋର୍ଟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ କହିଛନ୍ତି, ସେମାନେ ଟିକଟାକ ଉପରେ ପ୍ରସ୍ତୁତ ହୋଇଥିବା […]
ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ବାକି ଥିବାବେଳେ ଲାଲବାହିନୀର ଉପଦ୍ରବ ଆରମ୍ଭ ହୋଇଯାଇଛି। ଛତିଶଗଡ଼ କାଙ୍କେର ଜିଲ୍ଲାର ପଙ୍ଖାଜୁରରେ ମାଓ ହିଂସା ଦେଖିବାକୁ ମିଳିଛି। ମାଓବାଦୀଙ୍କ ଗୁଳିରେ ବିଏସ୍ଏଫ୍ର ୪ ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିରେ ଜଣେ ଏଏସ୍ଆଇ ଅଛନ୍ତି। […]
ବଲିଉଡ୍ ଫିଲ୍ମ ନିର୍ମାତା କରନ ଜୋହରଙ୍କ ମହମ ପ୍ରତିମୂର୍ତ୍ତି ମାଡାମ ତୁଷାଦ ମ୍ୟୁଜିୟମ୍ରେ ସ୍ଥାନ ପାଇଛି। ଫଳରେ ସେ ଏପରି ହେବାରେ ପ୍ରଥମ ସିନେ ନିର୍ମାତା ପାଲଟିଛନ୍ତି। ସିଙ୍ଗାପୁରରେ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ କରନ ମା’ ହିରୁ ଜୋହରଙ୍କ ସହ ପହଞ୍ଚିଥିଲେ […]
ସନ୍ନି ଦେଓଲ ଏବଂ କରଣ କାପାଡିଆ ଅଭିନୀତ ଫିଲ୍ମ ‘ବ୍ଲାଙ୍କ’ର୍ ଟ୍ରେଲର ରିଲିଜ୍ ହୋଇଛି । ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ନିଜର ସୋସିଆଲ ମିଡିଆ ସାଇଟ୍ରେ ଏହି ଟ୍ରେଲର ରିଲିଜ୍ କରାଇଛନ୍ତି । କରଣ କାପାଡିଆ ଏହି ଫିଲ୍ମ ଜରିଆରେ […]
ବିଜେପି ପ୍ରାର୍ଥୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫାପତ୍ରକୁ ଆଜି ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେପି ମୁର୍ମୁଙ୍କୁ ମୟୂରଭଞ୍ଜର ସାରସକଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ତେଣୁ ନିର୍ବାଚନ ଲଢିବା ପାଇଁ […]
ନିକଟରେ ସମାଜବାଦୀ ପାର୍ଟିଠାରୁ ସମ୍ପର୍କ ଛିନ୍ନ କରିଥିବା ନିଷାଦ ପାର୍ଟି ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇଛି। ପୂର୍ବରୁ ବିଜେପି ସହ ବିଲୟ ହେବ ବୋଲି ଖବର ଥିଲା, କିନ୍ତୁ ବିଜେପି ନେତା ଜେପି ନଡ୍ଡା କହିଛନ୍ତି ଯେ, ରାଷ୍ଟ୍ରୀୟ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇ ପକ୍ଷରୁ ‘ଅର୍ଡର ଅଫ୍ ଜାୟେଦ୍’ରେ ସମ୍ମାନିତ କରାଯାଇଛି। ଏହା ହେଉଛି ୟୁଏଇର ସର୍ବାେଚ୍ଚ ବେସାମରିକ ସମ୍ମାନ। ୟୁଏଇ ଏବଂ ଭାରତ ମଧ୍ୟରେ ବର୍ଦ୍ଧିତ ସମ୍ପର୍କ ପାଇଁ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବରୁ ଏହି […]
ଶାହାରୁଖ୍ ଖାନ୍ ଅଭିନୀତ ଜିରୋ ବଲିଉଡ୍ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଥିଲେ ମଧ୍ୟ ବେଜିଂ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହେବାକୁ ଯାଉଛି। ଏହି ଫିଲ୍ମ ପାଇଁ ଜବ ତକ ହେ ଜାନ୍ର ଲୋକପ୍ରିୟ ଯୋଡି ଶାହାରୁଖ-ଅନୁଷ୍କା ଏବଂ କ୍ୟାଟ୍ରିନା […]
ବିଜେପି ନେତା ମାନେକା ଗାନ୍ଧି ବିଏସ୍ପି ସୁପ୍ରିମୋ ମାୟାବତୀଙ୍କୁ ସିଧା ଟାର୍ଗେଟ କରିଛନ୍ତି। ବିଏସ୍ପି ସୁପ୍ରିମୋ ବୋଲାଉଥିବା ମାୟାବତୀ ପ୍ରକୃତରେ ଜଣେ ଟିକେଟ ସୌଦାଗର। ପ୍ରାର୍ଥୀଙ୍କଠାରୁ ୧୫କୋଟି ଟଙ୍କା ନେଇ ସେ ଟିକେଟ ବିକ୍ରି କରୁଛନ୍ତି ବୋଲି ମାନେକା ଅଭିଯୋଗ କରିଛନ୍ତି। […]
ନେତାଙ୍କ ସ୍ବାଗତ ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଖରାରେ ଛିଡା କରାଇବା କାରଣରୁ ସ୍କୁଲ ଅଧିକାରୀଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଛି। କରୀମନଗରରେ ତେଲଙ୍ଗାନା ରାଷ୍ଟ୍ରୀୟ ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ କେଟୀ ରାମାରାଓଙ୍କୁ ସ୍ୱାଗତ କରିବା ପାଇଁ ଶହେରୁ ଅଧିକ ସ୍କୁଲ ପିଲାଙ୍କୁ […]
ଚଳିତ ଆର୍ଥିକ ବର୍ଷ ପ୍ରଥମରୁ ହିଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ମୁଦ୍ରା ସମୀକ୍ଷା ନୀତି ଘୋଷଣା କରିଛନ୍ତି। ଆରବିଆଇ ଆଜି ରେପୋ ରେଟରେ ୨୫ ବିପିଏସ ପଏଣ୍ଟ ହ୍ରାସ କରିଛି। ଏହା ପୂର୍ବରୁ ଫେବୃଆରୀରେ ରେପୋ ରେଟ ହ୍ରାସ ପାଇଥିଲା। […]
ଚଳିତ ବର୍ଷ ମାର୍ଚ୍ଚ ୭ତାରିଖରେ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୮ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଦୁଇଟି ପର୍ଯ୍ୟାୟରେ ଏହି ଖାତାଦେଖା ହେବ। ମୂଲ୍ୟାୟନ ପାଇଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୮ରୁ ଆରମ୍ଭ ହୋଇ […]