ଆଜିର ଖବର

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର,ତା.୨୦/୦୯: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ଶ୍ରୀ ଶେଖାୱତ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର…

ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ରେ ଲଙ୍କାକାଣ୍ଡ, ଭଙ୍ଗାରୁଜା ଘଟଣାରେ ଆପୋଷ ସମାଧାନ ଉଦ୍ୟମ ଫେଲ୍‌ ହୋଇଛି । ଜିଲ୍ଲା ପ୍ରଶାସନ ସହ ଓକିଲ ସଂଘର ପ୍ରାରମ୍ଭିକ ଆଲୋଚନା ବିଫଳ…

ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ ସ୍ବର୍ଣ୍ଣ ପଦକ ବିଜେତା ଅମିତ୍‌ ଫଙ୍ଗଲ ପ୍ରଥମ ଭାରତୀୟ ଭାବରେ ବିଶ୍ବ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । 52 କିଗ୍ରା…

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ମାରଣାସ୍ତ୍ରରେ ଜଣେ ଛାତ୍ରଙ୍କୁ ଆକ୍ରମଣ ହୋଇଛି । ଗୁରୁତର ଛାତ୍ରଙ୍କୁ ଏମ୍କେସିଜି ସ୍ଥାନାନ୍ତର କରାଯାଇଛି । ପୂର୍ବରୁ…

ଭେଟେରାନ୍‌ ଭାରତୀୟ କୁସ୍ତି ଯୋଦ୍ଧା ସୁଶୀଲ କୁମାର ବିଶ୍ବ କୁସ୍ତି ଚାମ୍ପିୟନ୍‌ସିପ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । 74 କିଗ୍ରା ବର୍ଗରେ ଦୀର୍ଘ 8 ବର୍ଷ…

ଗୋଦାବରୀ ଡଙ୍ଗାବୁଡି ଘଟଣାରେ ଆଜି ଦୁଇ ମୃତ ଦେହ ଉଦ୍ଧାର ହୋଇଛି । ଏନ୍‌ଡିଆରଏଫ୍‌ ପକ୍ଷରୁ ଶୁକ୍ରବାର ଦୁଇଟି ମୃତଦେହ ଜବତ କରାଯାଇଛି । ସେପ୍ଟେମ୍ବର 15…

ପଶ୍ଚିମବଙ୍ଗର ସବୁଠୁ ବଡ଼ ପର୍ବ ତଥା ଗଣପର୍ବ ହେଉଛି ଦୁର୍ଗା ପୂଜା । ଏଥିପାଇଁ ପ୍ରସ୍ତୁତି ପୂରା ଜୋର୍‌ସୋର୍‌ରେ ଚାଲିଛି । ଏହି ପ୍ରସ୍ତୁତି ଭିତରେ ପଶ୍ଚିମବଙ୍ଗର…

ନର୍ସ ନିହାରିକା ପାତ୍ରଙ୍କ ମୃତ୍ୟୁ ମାମଲା ନୂଆ ମୋଡ ନେଇଛି । ଶୁକ୍ରବାର ପୋଲିସ୍‌ ନିକଟରେ ଅଭିଯୁକ୍ତ ପ୍ରେମିକ ଆତ୍ମସମର୍ପଣ କରିଛି । ଅଭିଯୁକ୍ତ କିଶୋର ଆଞ୍ଚଲ…

କଟକ ବଜ୍ରକବାଟୀ ରୋଡ଼ରେ ଥିବା ବିଏସଏନଏଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ କଟକରେ ବିଏସଏନଏଲ ସେବା ଠପ୍ ହୋଇଯାଇଛି । କଟକ ବଜ୍ରକବାଟୀ ରୋଡ଼ର…

ସେୟାର ବଜାର ନିବେଶକଙ୍କ ପାଇଁ ଖୁସି ଖବର । ଭାରତ ସରକାରଙ୍କ ପକ୍ଷରୁ କର୍ପୋରେଟ୍‌ ଟିକସ୍‌ ହ୍ରାସ ନେଇ ଘୋଷଣା କରାଯିବା ପରେ ଏହାର ପ୍ରଭାବ ଭାରତୀୟ…

ଭୁବନେଶ୍ବର ବ୍ୟାଙ୍କକ ବିମାନ ଉଡାଣ ସାମୟିକ ଭାବେ ବନ୍ଦ ହୋଇଛି । ଉଡାଣ ବନ୍ଦ ନେଇ ବିଧିବଦ୍ଧ ଚିଠି କଲେ ଏୟାର ଏସିଆ କର୍ତ୍ତୃପକ୍ଷ । ଭୁବନେଶ୍ବର…

ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀଙ୍କୁ ଶେଷରେ ଗିରଫ କରାଯାଇଛି । ଏସ୍‌ଆଇଟି ଓ ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ…

ଆଜି ଓସିଏ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ । ଆସନ୍ତା ୨୭ ତାରିଖର ଭୋଟ ଗ୍ରହଣ କରାଯିବ । ଏଥିପାଇଁ ନିର୍ବାଚନ ଅଧିକାରୀ ପହଞ୍ଚିଛନ୍ତି…

ଦେଶରେ ଲଗାଗି ରହିଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ନୂତନ ନିଷ୍ପତ୍ତି ଅନୁଯାୟୀ ଉତ୍ପାଦନ…

ଆମେରିକାର ଓ୍ବାଶିଂଟନ୍‌ରେ ଏକ ଗୁଳିକାଣ୍ଡ ଘଟିଛି । ଗୁରୁବାର ରାତିରେ ଓ୍ବାଶିଂଟନ୍‌ରେ ଘଟିଥିବା ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି…

ଜମ୍ମୁ କାଶ୍ମୀରରେ ଗୃହବନ୍ଦୀ ଅବସ୍ଥାରେ ରହିଥିବା 5 ରାଜନେତା ଗୃହବନ୍ଦୀରୁ ମୁକୁଳିଛନ୍ତି । ଗୃହବନ୍ଦୀରୁ ମୁକୁଳିବା ନିମନ୍ତେ ଏହି 5 ଜଣ ରାଜନେତା ଏକ ବଣ୍ଡ ସ୍ବାକ୍ଷର…

ମାଲକାନଗିରି ଜିଲ୍ଲାର ଯନ୍ତାପାଇରେ ଆଜି 144 ଧାରା ଜାରି କରାଯାଇଛି । ଏହା ସହିତ ସାପ୍ତାହିକ ହାଟ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି…

ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୋଲିସ 5 ଜଣ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରି ସେମାନଙ୍କ ଠାରୁ 15 କୋଟି ମୂଲ୍ୟର ହେରୋଇନ ଜବତ କରିଛି…

ସମ୍ବଲପୁରର ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଡାୟାଲିସିସ କକ୍ଷ ନିକଟରେ ରହିଥିବା ବ୍ୟାଟେରୀ ରୁମ୍‌ରେ…