ବ୍ୟବସାୟ

ନୂଆଦିଲ୍ଲୀ, ଜିଏସ୍‌ଟି କ୍ଷତିପୂରଣ ପାଇଁ ଦ୍ୱିତୀୟ ଦଫାରେ 16ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳକୁ 6 ହଜାର କୋଟି ଟଙ୍କା ଆଜି ଯୋଗାଇ ଦିଆଯିବ।…

ନୂଆଦିଲ୍ଲୀ, ଇଣ୍ଡିଆନ ଅଏଲ ଦ୍ବାରା ଦିଆଯାଉଥିବା ଇନଣ୍ଡେନ ଗ୍ୟାସର ବୁକିଂ ମାଧ୍ୟମ ଆଜିଠାରୁ ଅର୍ଥାତ ନଭେମ୍ବର ଏକ ତାରିଖରୁ ପରିବର୍ତ୍ତନ ହେଲା। ପୂର୍ବରୁ ଗ୍ରାହକମାନେ ବୁକିଂ କରିବା…

ନୂଆଦିଲ୍ଲୀ, ୨୦୨୦ ଅକ୍ଟୋବରର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧,୦୫,୧୫୫ କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ ସିଜିଏସ୍‌ଟି ପରିମାଣ…

ଭୁବନେଶ୍ବର, ସାଧାରଣତଃ ଘରର ଶାନ୍ତି ସମୃଦ୍ଧି ପାଇଁ ଅନେକ ମନି ପ୍ଲାଣ୍ଟ ଲଗାଇଥାନ୍ତି। ଏହାଦ୍ବାରା ଅନେକ ଫାଇଦା ମିଳିଥାଏ ସତ ହେଲେ ତାହା ଠିକ୍ ଦିଗରେ ରହିବା…

ଭୁବନେଶ୍ବର, ଯଦି ଘରେ ସଠିକ୍ ଦିଗରେ କାନ୍ଥ ବା ଟେବୁଲ ଘଣ୍ଟା ନ ଥାଏ କିମ୍ବା ଭୁଲ ଭାବେ ରଖା ଯାଇଥାଏ, ତେବେ ତାହା ଘର ପାଇଁ…

ଅହମଦାବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେୱାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟଠାରୁ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ସେହିପରି ସାବରମତୀ ରିଭରଫ୍ରଣ୍ଟରେ ଏକ…

ଲକ୍ଷ୍ନୌ, ନ୍ୟାସନାଲ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା ଏନବିଆରଆଇ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟକ୍ସିକୋଲୋଜି ରିସର୍ଚ୍ଚ ବା ଆଇଆଇଟିଆର ଏବଂ ୟୁରୋଲୋଜିଷ୍ଟ ସାଲିଲ ଟଣ୍ଡନଙ୍କ ମିଳିତ…

ନୂଆଦିଲ୍ଲୀ, ଆଜି ଚାରୋଟି ରାଶି ଉପରେ ପ୍ରଭୃ ବିଷ୍ଣୁଦେବଙ୍କର ଆର୍ଶିବାଦ ଯୋଗ ରହିଛି। ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କର ଦିନଟି ବେସ୍ ସୁଖମୟ ହେବା ସହିତ ହଠାତ…

ନୂଆଦିଲ୍ଲୀ : ଦେଶରେ ଆସାମର ମହିଳା ମାନେ ସର୍ବାଧିକ ମଦ୍ୟପାନ କରନ୍ତି । 2019-2020 ବର୍ଷରେ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ଆସିବା ପରେ ଏହି ତଥ୍ୟ ପ୍ରକାଶ…

ଭୁବନେଶ୍ବର, ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ପୁରା ଓଡିଆ ଚଳଚିତ୍ର ଠପ ହୋଇଯାଇଛି। ଏପରି ପରିସ୍ଥିତିରେ ଏକ ଚଳଚିତ୍ରର ଶୁଭ ମହୁରତ ହେବା ନିଶ୍ଚିତ ସ୍ବାଗତ ଯୋଗ୍ୟ।…

ଭୁବନେଶ୍ୱର: ସାମ୍ପ୍ରତିକ ଆହ୍ୱାନମୂଳକ ପରିସ୍ଥିତିରେ ଅନ୍‌ଲାଇନ କ୍ଲାସ ଏବଂ ୱାର୍କିଂ ଫ୍ରମ ହୋମ୍ (ନିଜଘରେ ରହି କାର୍ଯ୍ୟ କରିବା) ସ୍ୱାଭାବିକତା ପାଲଟିଥିବାରୁ ଅନେକଙ୍କ ପାଇଁ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଣ୍ଟରନେଟ…

ଭୁବନେଶ୍ବର, ଭାରତର ପ୍ରତିଷ୍ଠିତ ଇକୋ ବ୍ୟାଙ୍କ ତାହାର ଭିନ୍ନ ଭିନ୍ନ 91ଟି ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରିଛି। ଏଥିରେ ସିକ୍ୟୁରିଟ ଅଫିସର, ଆଇଟି ଅଫିସର, ଚାର୍ଟାଡ…

ନୂଆଦିଲ୍ଲୀ, ବେଳେ ବେଳେ ଅନେକ ବ୍ୟକ୍ତି ଆର୍ଥିକ ପ୍ରତିବନ୍ଧକ ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ସମସ୍ୟାରୁ ଉଦ୍ଧାର ପାଇବା ପାଇଁ ସେମାନେ ଅନେକ ଉପାୟରେ…

ନୂଆଦିଲ୍ଲୀ, ଶନିଦେବ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୪ ଟି ରାଶି ଦେଇ ଗତି କରୁଛନ୍ତି। ଯାହା ଫଳରେ ସେହି 4ଟି ରାଶିର ବ୍ୟକ୍ତିଙ୍କର ସମସ୍ତ କାର୍ଯ୍ୟ…

ନୂଆଦିଲ୍ଲୀ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି। ତାଙ୍କର ଦେହର କିଛି ଲକ୍ଷଣ ପ୍ରକାଶ ପାଇବାରୁ ସେ କୋଭିଡ-୧୯…

ନୂଆଦିଲ୍ଲୀ : ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ ଲି କୁନ୍ ହି’ଙ୍କର ଦେହାନ୍ତ ହୋଇନ୍ତି। ସିଓଲର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ 78 ବର୍ଷ ବୟସରେ  ଆଖି ବୁଜିଛନ୍ତି…

ନୂଆଦିଲ୍ଲୀ : କରଦାତାଙ୍କୁ ମିଳିଛି ଆଶ୍ବସ୍ତି । ବ୍ୟକ୍ତିଗତ କରଦାତାଙ୍କ ରିଟର୍ଣ୍ଣ ଫାଇଲ୍‌ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । 2019-2020 ୨୦୧୯-୨୦ ଆର୍ଥିକ ବର୍ଷର…

ଟୋକିଏ, ଜାପାନରେ କିଛି ହୋଇପାରେ , ଏଠାରେ ଅନେକ ଅଦ୍ଭୁତ ଘଟଣା ମଧ୍ୟ ଘଟୁଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏକ ଗୁଚ୍ଛ ଅଙ୍ଗୁର ଏଠାରେ 1.2 ମିଲିୟନ୍…

ନୂଆଦିଲ୍ଲୀ, ୨୦୨୦-୨୧ ଅର୍ଥିକ ବର୍ଷରେ ଜିଏସ୍‌ଟି ସଂଗ୍ରହ ଲକ୍ଷ୍ୟ ହାସଲରେ ଯେଉଁ ଅଭାବ ପରିଲକ୍ଷିତ ହୋଇଥିଲା ତାହାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବରୋଇଂ…

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗର ସବୁଠାରୁ ବଡ ଖବର ପ୍ରକାଶ ପାଇଛି। ରେଳ ଯାତ୍ରୀମାନେ ଯାତ୍ରା କରିବା ଅପେକ୍ଷା ସେମାନଙ୍କ ସାମଗ୍ରୀକୁ ଷ୍ଟେସନକୁ ନେଇ ଅଧିକ ଚିନ୍ତା…

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କର୍ପୋରେଟ ହାଉସ୍‌ର ମୁନାଫା ପାଇଁ ଉଭୟ ଲୋକସଭା, ରାଜ୍ୟସଭାରେ ଗୃହୀତ କରାଇଥିବା ଜନବିରୋଧୀ କୃଷି ବିଲ୍ ଦ୍ୱାରା ବର୍ତ୍ତମାନର ଅତି ଆବଶ୍ୟକ…