ଜୟପୁର : ସିଏଏ ଏବଂ ଏନ୍ଆର୍ସିକୁ ବିରୋଧ କରିଛନ୍ତି ନନ୍ଦିତା ଦାସ । ଜୟପୁର ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ନନ୍ଦିତା ଦାସ ଏହି ମତ ଦେଇଛନ୍ତି । ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ନନ୍ଦିତା ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) […]
ନୂଆଦିଲ୍ଲୀ : ନିଜର ପତ୍ନୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଦିଲ୍ଲୀର ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ଯୁବକ ଜଣକ ଟ୍ରେନ୍ରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ରହିଥିବା ବିଚାରପତିଙ୍କୁ ସୁପ୍ରିମକୋର୍ଟଙ୍କ ବଦଳି କରାଯାଇଛି ।2012 ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିବା ବିଚାରପତି ସତୀଶ କୁମାର ଅରୋରାଙ୍କୁ ସୁପ୍ରିମକୋର୍ଟଙ୍କୁ ବଦଳି କରାଯାଇଛି । ଆସନ୍ତା ଏକ ବର୍ଷ ପାଇଁ […]
ମହାରାଷ୍ଟ୍ର : ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ଏବେ ଟିକେ ବଦଳିବା ପରି ଲାଗୁଛି । ଶିବସେନାର ପୁରୁଣା ମିତ୍ର ବିଜେପି ଏବେ ରାଜନୈତିକ ଶତୁ ପାଲଟି ଯାଇଥିବାବେଳେ ବୈଚାରିକ ବିରୋଧୀ ରହିଥିବା କଂଗ୍ରେସ ଓ ଶିବସେନା ଆଜି ତା‘ର ସାରଥୀ ସାଜିଛନ୍ତି […]
ଆସାମ: ଆଜି ୬୪୪ଜଣ ଉଗ୍ରବାଦୀ ୧୭୭ଟି ଅସ୍ତ୍ରଶସ୍ତ୍ର ସହ ଆତ୍ମସମପର୍ଣ କରିଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କୁ ଏକ ସଫଳତା ମିଳିଛି। ୬୪୪ଜଣ ଉଗ୍ରବାଦୀ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ଉଗ୍ରବାଦୀ ପ୍ରତିବନ୍ଧିତ ସଙ୍ଗଠନ […]
ପାଟନା : ବିହାରର ମୁଖ୍ୟମନ୍ତ୍ରୀ ଓ ଜନତା ଦଳ ୟୁନାଇଟେଡ୍(ଜେଡେୟୁ) ଅଧ୍ୟକ୍ଷ ନୀତିଶ୍ କୁମାର ଦଳର ନେତା ପଓ୍ବନ ବର୍ମାଙ୍କ କଡା ଜବାବ ଦେଇଛନ୍ତି । ପଓ୍ବନ ବର୍ମାଙ୍କ ଚିଠି ଉପରେ ଗୁରୁବାର ନୀତିଶ ଉତ୍ତର ରଖିଛନ୍ତି । ଜେଡେୟୁ ଅଧ୍ୟକ୍ଷ […]
ଉତ୍ତରପ୍ରଦେଶ : ସମ୍ପ୍ରତି ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର (ଏନ୍ଆରସି)କୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିବାବେଳେ ୟୁପିର ଏକ ଜିଲ୍ଲାର ଏହି ଦୁଇ ସମ୍ପ୍ରଦାୟ ଏକ ଭିନ୍ନ କାହାଣୀ […]
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତିହାଡ ଜେଲ ପ୍ରଶାସନ ଦୋଷୀଙ୍କୁ ନୋଟିସ୍ ଜାରି କରି ତାଙ୍କର ଅନ୍ତିମ ଇଚ୍ଛା ସମ୍ପର୍କରେ ପଚାରିଛନ୍ତି […]
କେଦାର ମିଶ୍ର ପ୍ରଶାସନର ସବୁ ଘଟନା ଓ ପ୍ରସଙ୍ଗ ପଛରେ ଗୋଟେ ରାଜନୀତି ଥାଏ ଓ ଏହାକୁ ଯେତେ ଅସ୍ଵୀକାର କାଲେ ମଧ୍ୟ ତାହା ସତ୍ୟ। ନବୀନ ପଟ୍ଟନାୟକ ଯେତେବେଳେ ତାଙ୍କର ପଞ୍ଚମ ପାଳିର ସରକାର ଆରମ୍ଭ କଲେ, ସେତେବେଳେ ହଠାତ […]
ନୂଆଦିଲ୍ଲୀ : ମୋଦି ସରକାର ଜମ୍ମୁ ଓ କଶ୍ମୀର ଲାଗି ୮୦, ୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ବୁଧବାର ଦିନ କାଶ୍ମୀର ବିକାଶ ପାଇଁ ଏହି ମଞ୍ଜୁରି ଦିଆଯାଇଥିବାର ମାନବ ସମ୍ବଳ ବିକାଶ ସୂଚନା ଦେଇଛି । କେନ୍ଦ୍ର […]
ନୂଆଦିଲ୍ଲୀ : ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅନୀଲ କୁମ୍ବଲେ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଦୁଇ ଦିନ ପରେ କୁମ୍ବଲେ ମୋଦିଙ୍କୁ ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜଣାଇଛନ୍ତି । ମୋଦି […]
ନୂଆଦିଲ୍ଲୀ : ସିଏଏକୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ଏହାର ପ୍ରଭାବ ବାର୍ଷିକ ଗଣତନ୍ତ୍ର ସୂଚକାଙ୍କ ଉପରେ ପଡିଛି । ଏହି ତାଲିକାରେ ଭାରତ 10ଟି ସ୍ଥାନ ତଳକୁ ଖସି 51 ତମ ସ୍ଥାନରେ ପହଞ୍ଚିଛି । 2018ରେ […]
ନୂଆଦିଲ୍ଲୀ : 2022ରେ ଇସ୍ରୋର ମାନବ ମିଶନ ପୂର୍ବରୁ ଇସ୍ରୋ ଏକ ରୋବୋଟ୍ ପଠାଇବାକୁ ଯାଉଛି । ଏହି ମିଶନ ପୂର୍ବରୁ 2020 ମସିହାର ଶେଷ ଭାଗକୁ ଏହି ମିଶନ ଲଞ୍ଚ ହେବାକୁ ଯାଉଛି । 2022 ମିଶନରେ ଭାରତ ପକ୍ଷରୁ […]
ମୁମ୍ବାଇ : 4 ହଜାର କୋଟିର ଠକେଇ ମାମଲାରେ ଉତ୍ତର ପ୍ରଦେଶ ଏବଂ ମୁମ୍ବାଇର 13ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଫ୍ରଷ୍ଟ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ନାମରେ 4 ହଜାର କୋଟିର ଠକେଇ ମାମଲାକୁ ନେଇ 13ଟି ସ୍ଥାନରେ […]
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାରଙ୍କୁ ଝଟ୍କା ଲାଗିଛି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ତିନ ରାଜଧାନୀ ଫର୍ମୁଲା’ ପ୍ରସ୍ତାବକୁ ବିରୋଧୀ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ବିଧାନପରିଷଦରେ ରୋକ୍ ଲଗାଇଛି। ରାଜ୍ୟ ବିଧାନପରିଷଦରେ ତେଲୁଗୁ ଦେଶମ୍ […]
ନୂଆଦିଲ୍ଲୀ : ସିଏଏକୁକୁ ନେଇ ଦାଖଲ ହୋଇଥିବା 144ଟି ଯାଚିକା ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି। ସିଏଏ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସୁପ୍ରିମ୍କୋର୍ଟ ମନା କରିଛନ୍ତି। ସିଏଏ ଉପରେ ଏକପାଖିଆ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି […]
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ)ର ବୈଧତାକୁ ନେଇ ଆଜି ସୁପ୍ରିମ୍କୋର୍ଟରେ 144ଟି ଯାଚିକାର ଶୁଣାଣି ହେବ। ଅଧିକାଂଶ ଯାଚିକାରେ ସିଏଏକୁ ବିରୋଧ କରାଯାଇଛି। ଡିସେମ୍ବର 17ରେ ହୋଇଥିବା ଶୁଣାଣିରେ ଆଇନରେ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମନା କରିଥିଲେ। […]
ଉତ୍ତରପ୍ରଦେଶ : କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନାକୁ ୟୁପି କ୍ୟାବିନେଟ୍ ମୋହର ଲଗାଇଛି । ଏହି ଯୋଜନା ମୁତାବକ କ୍ଷେତରେ କାମ କରୁଥିବା ସମୟରେ କୃଷକ କିମ୍ବା ତାର ପରିବାରର କୌଣସି ସଦସ୍ୟଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟେ ତେବେ ସରକାରଙ୍କ ପକ୍ଷରୁ […]
ରାଞ୍ଚି- ଝାଡଖଣ୍ଡର ନୂଆ ସରକାର ନେତାଜୀ ସୁବାସ ବୋଷଙ୍କ ଜନ୍ମଦିନକୁ ସାଧାରଣ ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜାନୁୟାରୀ 23 ତାରିଖ ନେତାଜୀଙ୍କ ଜନ୍ମ ଦିନ ହୋଇଥିବାରୁ ସେଦିନ ସାଧାରଣ ଛୁଟି କରାଯାଇଛି ବୋଲି ଟୁଇଟ କରି ଜଣାଇଛନ୍ତି। […]
ମୁମ୍ବାଇ : ଭାରତରେ ସାଇବର୍ ଆକ୍ରମଣ ହ୍ରାସ ପାଇଛି । ମଙ୍ଗଳବାର କାସ୍ପରସ୍କାଏ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । 2018 ତୁଳନାରେ 2019ରେ ସାଇବର ଆକ୍ରମଣରେ 40.4 ପ୍ରତିଶତ ହ୍ରାସ ପାଇଛି । 2018ରେ ଦେଶରେ ସାଇବର ଆକ୍ରମଣ […]
ନୂଆଦିଲ୍ଲୀ : ବିଜେପି ସହିତ ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି । ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଧକ୍କା । ବିଜେପି ସହିତ ନିର୍ବାଚନୀ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଛି ଜନ ଜନାୟକ ପାର୍ଟି । […]