ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ତରଫରୁ ଦେଶର ସବୁଠାରୁ ଶକ୍ତିଶାଳୀ ସଂଚାର ଉପଗ୍ରହ ଜିସାଟ୍-30 ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। ଫ୍ରେଞ୍ଚ ଗୁଏନାର କୋରୋଉ ଲଞ୍ଚପ୍ୟାଡରୁ ୟୁରୋପିଆନ ହେଭି ରକେଟ ଏରିୟନ-5 ଦ୍ୱାରା ଏହାକୁ ଶୁକ୍ରବାର ଭାରତୀୟ ସମୟ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଅପରାଧୀଙ୍କୁ ଗୁରୁବାର ତିହାର ଜେଲ୍ କମ୍ପ୍ଲେକ୍ସର ୩ ନମ୍ବର ଜେଲ୍କୁ ନିଆଯାଇଛି, ଯେଉଁଠି ସେମାନଙ୍କୁ ଫାଶୀ ଦିଆଯିବ। ଅପରାଧୀ ବିନୟ ଶର୍ମା, ଅକ୍ଷୟ କୁମାର ସିଂ, ମୁକେଶ […]
ଶ୍ରୀନଗର : ଗଣତନ୍ତ୍ର ଦିବସ ଅବସରରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜୈସ-ଏ-ମହମ୍ମଦର ପାଞ୍ଚ ଆତଙ୍କବାଦୀଙ୍କୁ ଶ୍ରୀନଗର ପୋଲିସ ଗିରଫ କରିଛି । ଯାହାଦ୍ୱାରା ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି […]
ବିହାର : ସମ୍ପ୍ରତି ବିଜେପିର ସହଯୋଗୀ ଦଳମାନଙ୍କ ସହ ବିଜେପିର ସମ୍ପର୍କ ଏବେ ଟିକେ ଠିକ୍ ରହୁନଥିବାରୁ ବିଜେପି-ଜେଡେୟୁରେ ଫାଟ ହେବା ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଅମିତ୍ ଶାହା ପୁଣିଥରେ ବିହାରରେ ନୀତିଶ୍ଙ୍କ ନେତୃତ୍ବରେ ନିର୍ବାଚନ ଲଢିବାର ସୂଚନା […]
ନୂଆଦିଲ୍ଲୀ : ଦେଶରେ ଅର୍ଥବ୍ୟବସ୍ଥା ଠିକ୍ ନାହିଁ, ରୋଜଗାରକୁ ନେଇ ଏକ ବଡ ପ୍ରଶ୍ନ ଉଠିଛି । ବିରୋଧୀ ଲଗାତାର ଭାବରେ ସରକାରକୁ ଏହି ପ୍ରସଙ୍ଗରେ ଘେରୁଛି । ଠିକ୍ ଏହି ସମୟରେ ବିଜେପିର ସାଂସଦ ସୁବ୍ରମଣ୍ୟମ୍ ସ୍ବାମୀ କହିଛନ୍ତି ଯେ, […]
ପୁନେ : ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ବୁଧବାର ଏକ ସାକ୍ଷାତକାର ଅବସରରେ ରାଉତ କହିଛନ୍ତି ଇନ୍ଦିରା ଗାନ୍ଧୀ ଗ୍ୟାଙ୍ଗଷ୍ଟର କରିମ୍ ଲାଲାଙ୍କୁ ଭେଟୁଥିଲେ । ମୁମ୍ବାଇର ମଦ ମାଫିଆ ତଥା ଗ୍ୟାଙ୍ଗଷ୍ଟର […]
ସମୀକ୍ଷା ବ୍ୟୁରୋ କଟକ : ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଲକ ଟର୍ମିନସ୍(ଏଲ୍ଟିଟି)ର 7ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସକାଳୁ କଟକ ନିକଟସ୍ଥ ନେରଗୁଣ୍ଡି ରେଳ ଷ୍ଟେସନ୍ରେ ଟ୍ରେନ୍ର 7ଟି ବଗି ଲାଇନଚ୍ୟୁତ ହେବା ଫଳରେ ଯାତ୍ରୀମାନଙ୍କୁ ବସ୍ […]
ସମୀକ୍ଷା ବ୍ୟୁରୋ କଟକ : ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଲକ ଟର୍ମିନସ୍(ଏଲ୍ଟିଟି)ର 7ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସକାଳୁ କଟକ ନିକଟସ୍ଥ ନେରଗୁଣ୍ଡି ରେଳ ଷ୍ଟେସନ୍ରେ ଟ୍ରେନ୍ର 7ଟି ବଗି ଲାଇନଚ୍ୟୁତ ହୋଇଛି । ବି-1 ପରଠାରୁ […]
ନୂଆଦିଲ୍ଲୀ : ଭୋଟ ପାଇଁ ରାହୁଲ ଗାନ୍ଧୀ ଦେଶକୁ ମଧ୍ୟ ବିକ୍ରି କରିବାକୁ ପଛାଇବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ସିଏଏକୁ ନେଇ ଗିରିରାଜ ରାହୁଲଙ୍କୁ ସମାଲୋଚନା କରିବା ସହିତ ଏହି ମତ ଦେଇଛନ୍ତି । […]
ଆମ ଆଦମୀ ପାର୍ଟିର ସରକାରଠାରୁ ପାଞ୍ଚଗୁଣ ଭଲ ସେବା ଦିଲ୍ଲୀବାସୀଙ୍କୁ ଯୋଗାଇ ନ ପାରିଲେ ମୁଁ ସବୁଦିନ ଲାଗି ରାଜନୀତି ଛାଡିଦେବି ବୋଲି ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିୱାରୀ କହିଛନ୍ତି। ଦିଲ୍ଲୀର ଗରୀବ ଲୋକଙ୍କୁ ଗ୍ୟାସ, ପାଣି […]
ଗତକାଲି ନିଜର ୬୨ତମ ଜନ୍ମଦିନ ପାଳନ ଅବସରରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ସୁଶ୍ରୀ ମାୟାବତୀ ଦେଶର ସାଧାରଣ ଜନତାର କଷ୍ଟ ଲାଗି ଉଭୟ କଂଗ୍ରେସ ଓ ବିଜେପି ଦାୟୀ ବୋଲି କହିଛନ୍ତି। ବିଜେପି ସରକାରର […]
ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆବେଦନ କରାଯାଇଥିବା କ୍ୟୁରେଟିଭ୍ ପିଟିସିନକୁ ଖାରଜ କରିଛନ୍ତି ସୁପ୍ରିମ୍କୋର୍ଟ । ଫଳରେ ଏହି ଦୋଷୀଙ୍କ ଫାଶୀ ପାଇବା ରାସ୍ତ ସଫା ହୋଇଛି । ନିର୍ଭୟା ମାମଲାର ଦୁଇ ଦୋଷୀ […]
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ମାଇକେଲ ଦେବବ୍ରତ ପାତ୍ର। ମଙ୍ଗଳବାର ମଧ୍ୟାହ୍ଣରେ କେନ୍ଦ୍ର ସରକାର ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିର୍ଲା ଆଚାର୍ଯ୍ୟଙ୍କ ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେବାର ପ୍ରାୟ […]
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଜାନୁଆରୀ 21 ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବ। ଜାନୁଆରୀ 22ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଜାନୁଆରୀ […]
କାଶ୍ମର: ଜମ୍ମୁକାଶ୍ମୀରରେ ଲଗାତାର ଜାରି ରହିଥିବା ବରଫପାତରେ ସାଧାରଣ ଜୀବନ ଯାତ୍ରା ଠପ୍ ହୋଇ ଯାଇଛି। ତୁଷାର ଝଡ଼ ଯୋଗୁ ହୋଇଥିବା ହିମ ସ୍ଖଳନରେ ୩ ଜଣ ଯବାନ ଶହୀଦ୍ ହୋଇଛନ୍ତି। ଏଥିରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା […]
କେରଳ : ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଏନ୍ଆରସିକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲୁ ରହିଛି। ଏବେ ସିଏଏକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଥମ ରାଜ୍ୟ ଭାବେ କେରଳ ସରକାର ସୁପ୍ରିମ୍କୋର୍ଟ ଏହି […]
ନୂଆଦିଲ୍ଲୀ : ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜଠାରେ ମାଘମେଳାରେ ସାମିଲ୍ ହେବାକୁ ଇଚ୍ଛା ରଖିଥିବା ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ମଧ୍ୟ ରେଳବାଇ ମକର ସଂକ୍ରାନ୍ତି ଏହି ଅବସରରେ ଆହ୍ଲାବାଦରେ କିଛି ସ୍ପେଶାଲ୍ ଟ୍ରେନ୍ ଚଳାଇବା ନେଇ ନିଷ୍ପତ୍ତି ନିଆଯାଇଛି। […]
ଆସାମ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ଏହାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇ । ଗୋଗେଇ କହିଛନ୍ତି ଯେ, ହିନ୍ଦୁ ଧର୍ମ ବିଜେପିର ଏକାଧିକାର ନୁହେଁ । […]
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ନାଗରିକତା ସଂଶୋଧନ ଆଇନ୍କୁ ନେଇ ମାଇକ୍ରୋସପ୍ଟ ସିଇଓ ସତ୍ୟ ନଡେଲା ବଡ଼ ବୟାନ ଦେଇଛନ୍ତି । ଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଦୁଃଖ […]
ନୂଆଦିଲ୍ଲୀ : ଜେଏନ୍ୟୁ ହିଂସା ମାମଲାରେ ଏବେ ପୋଲିସ୍ ତଦନ୍ତ ଚାଲୁ ରଖିଛି । ଏହି ଘଟଣାରେ ଭିଡିଓ ତଥା ପ୍ରମାଣକୁ ଭିତ୍ତି କରି ଛାତ୍ରଙ୍କୁ ଏହି ଘଟଣା ସମ୍ପର୍କରେ ପଚରାଉଚୁରା କରୁଛି । କିନ୍ତୁ ଜେଏନ୍ୟୁର ଦୁଇ ଛାତ୍ର ପୋଲିସ୍ […]
ନୂଆଦିଲ୍ଲୀ : ରାଜନୀତିରେ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ଏକ ସ୍ବାଭାବିକ ପ୍ରକ୍ରିୟା । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ତିନି ନେତା ଆପ୍ରେ ସାମିଲ୍ ହୋଇଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନୋମିନେସନ୍ ପ୍ରକ୍ରିୟା ଆରମ୍ଭ ହେବାର […]