ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 6/1: ଗତକାଲି ରାତ୍ରିରେ ଜେନେୟୁ ବିଶ୍ବବିଦ୍ୟାଳୟରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଏବେ ବିରୋଧ ପ୍ରଦର୍ଶନ ଚାଲିଛି। ଶିକ୍ଷାନୁଷ୍ଠାନରେ ଏଭଳି କାଣ୍ଡକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି […]
ନୂଆଦିଲ୍ଲୀ, 6/1: ଦେଶର ପ୍ରତିଷ୍ଠିତ ଜବାହରଲାଲ୍ ୟୁନିଭରସିଟିରେ ରବିବାର ରାତିରେ କିଛି ଆକ୍ରମଣକାରୀମାନେ କ୍ୟାମ୍ପସ୍ ଭିତରେ ପଶି ଛାତ୍ରଙ୍କ ସମେତ ଅଧ୍ୟାପକଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ 30ଜଣ ଛାତ୍ର ଆହତ ହୋଇଛନ୍ତି। ଜେଏନୟୁରେ ହୋଇଥିବା ହିଂସା ଘଟଣାକୁ […]
ନୂଆଦିଲ୍ଲୀ, 5/1: ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ ପରିସରରେ ଗତକାଲି ରାତିରେ ବଡଧରଣର ହିଂସା ଦେଖିବାକୁ ମିଳିଛି। ବିଶ୍ବବିଦ୍ୟାଳୟ ପରିସରରେ ଆକ୍ରମଣକାରୀମାନେ ଛାତ୍ରଙ୍କ ସମେତ ଶିକ୍ଷକମାନଙ୍କୁ ଆକ୍ରମଣ କରିଛନ୍ତି। ଏହି ଗଣ୍ଡଗୋଳରେ ଛାତ୍ରସଂଘର ସଭାପତି ଆଇଶ ଘୋଷ ଗୁରୁତର ହୋଇଛନ୍ତି। ତାଙ୍କର ମୁଣ୍ଡରେ […]
ନୂଆଦିଲ୍ଲୀ, 5/1: ନାଗରିକତା ସଂଶୋଧନ ଆଇନକୁ ନେଇ ଏନ୍ଆରସି, ଏନ୍ପିଆରକୁ ନେଇ ଦେଶବ୍ୟାପୀ ତର୍କ ଓ ରାଜନୈତିକ ଚର୍ଚ୍ଚା ଚାଲିଥିବାବେଳେ ଏହା ଏବେ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହୋଇଛି । ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏହା ବେଶ୍ […]
ଉତ୍ତରପ୍ରଦେଶ, 5/1: ନୂତନ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ବିରୋଧ ପ୍ରଦର୍ଶନ ଜାରି ରହିଛି। ଏବେ ଏହି ବିଷୟକୁ ନେଇ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା। […]
ପେଶାଓ୍ବାର, 5/1: ପାକିସ୍ତାନରେ ନନକାନା ସାହିବ ଗୁରୁଦ୍ବାରଠାରେ ହୋଇଥିବା ଆକ୍ରମଣ ପରେ ବିବାଦ ଥମୁନାହିଁ । ପାକିସ୍ତାନ ପେଶାୱାରରେ ଆଜି ପୁଣି ଜଣେ ଶିଖ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଶିଖ ଯୁବକଙ୍କୁ ଜଣେ ଅଜ୍ଞାତ […]
ନିଜାମାବାଦ,04/01: ଏଆଇଏମ୍ଆଇଏମ୍ ସାଂସଦ ଅସଦ୍ଦୁଦ୍ଦିନ୍ ଓଓ୍ବେସୀଙ୍କ ବିରୋଧରେ ବିଜେପି ସାଂସଦ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ସିଏଏକୁ ଓଓ୍ବେସୀ ବିରୋଧ କରିଥିବାରୁ ନିଜାମାବାଦ ସାଂସଦ ଧରମପୁରୀ ଅରବିନ୍ଦ ଏହି ମନ୍ତବ୍ୟ ଦେଇଛନ୍ତି । ଓଓ୍ବେସୀଙ୍କୁ କ୍ରେନ୍ରେ ଓଲଟା ଟଙ୍ଗାଇ ତାଙ୍କ ଦାଢି […]
ଜୟପୁର,04/01: କୋଟାରେ ନବଜାତ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ଶୁକ୍ରବାର 106ରେ ପହଞ୍ଚିଛି । ଏହି ଘଟଣାରେ ହସ୍ପିଟାଲକୁ ଦୋଷାରୋପ କରିଛନ୍ତି କଂଗ୍ରେସ ବିଧାୟକ ତଥା କୋଟା ଦାୟିତ୍ବରେ ରହିଥିବା ମନ୍ତ୍ରୀ ପ୍ରତାପ ସିଂ । କୋଟା ଜିଲ୍ଲା ଦାୟିତ୍ବରେ ରହିଥିବା କଂଗ୍ରେସ […]
ଶ୍ରୀନଗର, 04/01: ପାକିସ୍ତାନର ଆତଙ୍କୀ ସଙ୍ଗଠନ ଲସ୍କର ଏ ତୋଏବାର ଜନୈକ ଆତଙ୍କବାଦୀକୁ ଶ୍ରୀନଗରରୁ ଗିରଫ କରାଯାଇଛି। ଶନିବାର ସକାଳୁ ଶ୍ରୀନଗରରୁ 23 ବର୍ଷୀୟ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ନିସାର ଅହମ୍ମଦ ଦରକୁ ଗିରଫ କରାଯାଇଛି। ଦର 2016ରେ 7ଟି ଏବଂ […]
ନୂଆଦିଲ୍ଳୀ,03/01 : କଂଗ୍ରେସ ପୁସ୍ତିକାରେ ବୀର ସଭାରକରଙ୍କୁ ସମଲିଙ୍ଗୀ ଭାବରେ ଅଭିହିତ କରାଯିବା ପରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ସଭାପତି ସ୍ବାମୀ ଚକ୍ରପାଣି ରାହୁଲଙ୍କୁ ଆକ୍ରମଣ କରିଛନ୍ତି । ଚକ୍ରପାଣି ରାହୁଲ ଗାନ୍ଧୀଙ୍କୁ ଜଣେ ସମଲିଙ୍ଗୀ ବୋଲି ଅଭିହିତ କରିଛନ୍ତି […]
ଜୟପୁର,03/01 : ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ରାଜନୈତିକ ନେତାଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଜସ୍ଥାନର ଯୋଧପୁରରେ ଏକ ସଭାରେ ଭାଷଣ ଦେଉଥିବା ବେଳେ ଶାହା ବିପକ୍ଷ ନେତାଙ୍କୁ ଆକ୍ରମଣ କରିଛନ୍ତି । ଶାହା […]
ଆନ୍ଧ୍ରପ୍ରଦେଶ, 3/1: ହାଇଦ୍ରାବାଦଠାରେ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ପରେ ଆନ୍ଧ୍ରପ୍ରଦେଶ ସରକାର ଗତବର୍ଷ ଡିସେମ୍ବରରେ ‘ଆନ୍ଧ୍ରପ୍ରଦେଶ ଦିଶା ଆଇନ’ର ପ୍ରଣୟନ କରିଛନ୍ତି । ତେବେ ଏହି ଆଇନ୍ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁଛି ନାହିଁ, ଏନେଇ ତଦାରଖ କରିବା ପାଇଁ […]
ନୂଆଦିଲ୍ଲୀ, 03/01: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମୃତ ଅଗ୍ନିଶମ କର୍ମଚାରୀଙ୍କ ପାଇଁ 1 କୋଟିର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ ପରିବାରର ଜଣଙ୍କୁ ସରକାରୀ ପ୍ରଦାନ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । […]
କୋଲକତା, 3/1: ନାଗରିତା ସଂଶୋଧନ ଆଇନ (ସିଏଏ)କୁ ବିରୋଧରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ମୋଦି ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ସେ ସର୍ବଦା ଆମ ଦେଶ ସହିତ ପାକିସ୍ତାନର ତୁଳନା କରୁଛନ୍ତି। […]
ନୂଆଦିଲ୍ଳୀ,03/01: ବିଗତ ଦୁଇ ମାସ ମଧ୍ୟରେ 445 ବାଂଲାଦେଶୀ ନାଗରିକଙ୍କୁ ପ୍ରତ୍ୟର୍ପଣ କରାଯାଇଛି । ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ଦେଶରେ ଏନ୍ଆରସି ଲାଗୁ କରିବା ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା କାରଣରୁ […]
ବେଙ୍ଗାଲୁରୁ, 03/01 : ବେଙ୍ଗାଲୁରୁରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ କଂଗ୍ରେସ ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂତନ ଭାରତ ନିର୍ମାଣରେ ବିଜ୍ଞାନର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ମୋଦି କହିଛନ୍ତି । ନୂତନ ଉଦ୍ଭାବନ କରିବା ସହିତ […]
ଭୋପାଳ, 3/1: ମଧ୍ୟପ୍ରଦେଶର କଂଗ୍ରେସ ସେବାଦଳ ଦ୍ବାରା ବଣ୍ଟାଯାଇଥିବା ଏକ ବୁକଲେଟ୍ ବିବାଦକୁ ଆସିଛି। ଏହି ବୁକଲେଟ୍ଟି ବୀର୍ ସଭରକର୍ଙ୍କ ଉପରେ ଆଧାରିତ। ଏହାର ଶୀର୍ଷକ ‘କେତେ ବୀର ଥିଲେ ସଭର୍କର୍’ ରହିଥିବାବେଳେ ଏଥିରେ ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍ସ୍ ଓ […]
ରାଜସ୍ଥାନ, 3/1: କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ବିଶେଷ ଟିମ୍ ଶିଶୁ ମୃତ୍ୟୁ ସମ୍ପର୍କିତ ସୀମକ୍ଷା ପାଇଁ ରାଜସ୍ଥାନ କୋଟାସ୍ଥିତ ଜେ.କେଲୋନ୍ ହସ୍ପିଟାଲ୍ ଗସ୍ତ କରିବେ । ରାଜସ୍ଥାନର କୋଟାର ଏକ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୪ରେ ପହଞ୍ଚିଛି। ବର୍ଷର […]
ପାଣାଜୀ,02/01 : 50 ଲକ୍ଷ ଟଙ୍କାର ଡ୍ରଗ୍ସ ସହିତ ଜଣେ ନାଇଜେରିଆ ନାଗରିକଙ୍କୁ ଗୋଆରୁ ଗିରଫ କରାଯାଇଛି । ଗୁରୁବାର ଗିରଫ ବ୍ୟକ୍ତିଙ୍କ ନିକଟରୁ 309 ଗ୍ରାମର କୋକେନ୍ ଏବଂ 200 ଗ୍ରାମର ଏମ୍ଡିଏମ୍ଏ ଜବତ କରାଯାଇଛି । ଗିରଫ ବ୍ୟକ୍ତିଙ୍କ […]
ପାଣାଜୀ,02/01 : ନାଗରିକତ୍ବ ସଂଶୋଧନ ଆଇନ୍ ପ୍ରତି ସମର୍ଥନ ଜାହିର କରି ଗୋଆର 4 କଂଗ୍ରେସ ନେତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ପାଣାଜୀ କଂଗ୍ରେସ ବ୍ଲକ୍ କମିଟି ଅଧ୍ୟକ୍ଷ ରହିଥିବା ପ୍ରସାଦ ଆମୋନକର, ଉତ୍ତର ଗୋଆ ସଂଖ୍ୟାଲଘୁ ସଂଘ […]
ନୂଆଦିଲ୍ଲୀ, 02/01 : ରାଜସ୍ଥାନର କୋଟାରେ 100ରୁ ଅଧିକ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ରାଜନୀତି ନକରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିରୋଧୀ ଦଳଙ୍କୁ ଅନୁରୋଧ କରିଛନ୍ତି । ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ କୋଟା ପରିଦର୍ଶନ ପାଇଁ ପ୍ରିୟଙ୍କା […]