ରାଜ୍ୟ ଖବର

ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ…

ଭୁବନେଶ୍ୱର: ଓଡ଼ିଶାରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ପ୍ରଥମ ସମନ୍ୱିତ କ୍ଲଷ୍ଟର ବିକାଶ…

ନୂଆଦିଲ୍ଲୀ: ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍‌) ଏହାର ମୁଖ୍ୟାଳୟ ଏବଂ କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ବିଭିନ୍ନ ସ୍ୱଚ୍ଛତା ଅଭିଯାନ, ସଚେତନତା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣମୂଳକ କାର୍ଯ୍ୟକଳାପ ଏବଂ ଗୋଷ୍ଠୀ-ଭିତ୍ତିକ ପଦକ୍ଷେପ…

ଖୋର୍ଦ୍ଧା: ଓଡିଶା ବରିଷ୍ଠ ନାଗରିକ ସଙ୍ଘର ମହାସଚିବ ଡ଼ଃ. ଯୁଗଳ କିଶୋର ସାହୁ ଏବଂ ଖୋର୍ଦ୍ଧା ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର ସଭାପତି ଡ଼ଃ ଚିନ୍ତାମଣି ମିଶ୍ର…

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇ ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଥିବା ଖବର ମିଳିଛି। ଗୁରୁବାର ଏହି ଘଟଣା ପରେ ଟଙ୍କପାଣି ବ୍ରିଜ୍‌ ଅଞ୍ଚଳରେ…

ଭୁବନେଶ୍ଵର: ସମ୍ବଲପୁର ସାଇବର ଥାନା ପୋଲିସ ନକଲି ସିମ୍‌ କାର୍ଡ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ…

କଟକ: ଐତିହାସିକ କଟକ ସହରର ପ୍ରସିଦ୍ଧ ଦଶହରା ଭସାଣି ଶୋଭାଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଥର ପାଇଁ ଚଳିତ…

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ୍ ଅମାନ୍ୟ କରି କ୍ରସ୍‌ଭୋଟିଂ କରିଥିବା ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ସମ୍ପର୍କିତ ପିଟିସନ୍‌କୁ ବାଚସ୍ପତି ଖାରଜ କରିଦେବା ପରେ, ଏହା…

ଭୁବନେଶ୍ବର: ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ଅବିଶ୍ରାନ୍ତ ଲଗାଣ ବର୍ଷା। ଏହି ବର୍ଷା କାରଣରୁ ରାଜ୍ୟର ୬ଟି ଜିଲ୍ଲାରେ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ…

ଭୁବନେଶ୍ବର: ବିଜୁ ଯୁବ ଜନତା ଓ ଛାତ୍ର ଜନତା ଦଳର ବିକ୍ଷୋଭ ପରେ ଏବେ ଖୋଦ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ। ଆଜି ଶଙ୍ଖଭବନରେ ଏକ…

ଭୁବନେଶ୍ବର: ଲଗାଣ ବର୍ଷାର ରୂପ ଯେତିକି ଭୟାନକ, ପ୍ରକୃତିର ତାଣ୍ଡବ ସେତିକି କଷ୍ଟଦାୟକ। ରାୟଗଡ଼ା ଜିଲ୍ଲା ଗୁଡ଼ାରି ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ଭୟଙ୍କର…

ବାଣପୁର: ଆଜି ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରପ୍ରତାପ ନରେନ୍ଦ୍ରସିଂ ବର୍ମାଙ୍କ ସଭାପତିତ୍ୱରେ ପ୍ରଶାସନିକ ଅଧିକାରୀ ଆଦିତ୍ୟ ସାରଥୀ ବେଦମତ୍ତା, +୨ ଜାତୀୟ ସେବା ଯୋଜନା ଅଧିକାରୀ…

ଭୁବନେଶ୍ବର: ଓଡ଼ିଶାରେ ଚଳିତ ବର୍ଷ ହୋଇଥିବା ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବନ୍ୟା ପ୍ରକୋପରେ ରାଜ୍ୟର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ବାସଗୃହ,…

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ…

ଗ୍ରେଟର ନୋଏଡା: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଘଟିଛି ଭୟାବହ ବସ୍‌ ଅଗ୍ନିକାଣ୍ଡ। ଯମୁନା ଏକ୍ସପ୍ରେସୱେରେ ଏକ ଚଳନ୍ତା ସ୍ଲିପର ବସ୍‌ରେ ନିଆଁ ଲାଗିଯିବାରୁ ୯ ଜଣ ଯାତ୍ରୀଙ୍କ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନରେ ଅନୁଷ୍ଠିତ HLCAର ୪୬ତମ ବୈଠକରେ ୧୫ଟି ଜିଲ୍ଲାରେ ସମୁଦାୟ ₹୨,୪୭,୧୧୫.୭୦ କୋଟି ପୁଞ୍ଜିନିବେଶ ସମ୍ବନ୍ଧୀୟ…

ଭୁବନେଶ୍ଵର: ବିଧାନସଭାର ଦ୍ୱିତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳକୁ ସମାଲୋଚନା କରିଛନ୍ତି ସରକାରୀ ଦଳର ବିଧାୟକ। ବାରମ୍ବାର ଗୃହକୁ ବନ୍ଦ କରିବା ଏକ ନିନ୍ଦନୀୟ ଘଟଣା। ସବୁ ପ୍ରସଙ୍ଗରେ…

ଭୁବନେଶ୍ବର: ଓଡ଼ିଶା ଡିଜିପି ନିଯୁକ୍ତି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି  ମଧ୍ୟ ଅସମାପ୍ତ ରହିଛି। ଆଜି ପୁଣିଥରେ ଏହି ମାମଲାର ଶୁଣାଣି ହେବ। ଆବେଦନକାରୀଙ୍କ ପକ୍ଷରୁ…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରୁ ଆସିଛି ଏକ ସମ୍ବେଦନଶୀଳ ଅଭିଯୋଗ । ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦେଢ଼ଶୁର ଲୋକନାଥ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ଗତି ମନ୍ଥର ରହିଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଗଭୀର ଅବପାତ ଧୀରେ ଧୀରେ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନୂଆପଲ୍ଲୀ ବ୍ରିଟ୍ କଲୋନୀ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପାରିବାରିକ ବଚସାରୁ ପତ୍ନୀଙ୍କୁ ଲୁହା ତାୱାରେ ମୁଣ୍ଡକୁ ପିଟି ହତ୍ୟା…