ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ସ୍ୱର୍ଗତ ରବିନ୍ଦ୍ରନାଥ ରାୟଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ପୁରାତନ ଶିକ୍ଷାନୁଷ୍ଠାନ ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠର ୭୮ ତମ ପ୍ରତିଷ୍ଠା ଦିଵସ ପାଳିତ ହୋଇ ଯାଇଅଛି। ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଡମ୍ବରୁ ଧର […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସବୁବେଳେ କିଛି ନୂଆ କରି ଦେଖାଇବାର ଆଶା ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ସେ ସବୁବେଳେ କୁହନ୍ତି ଯେ ଉତ୍ତମ ଚିନ୍ତାଧାରା ଓ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ପୂର୍ବରୁ ସେ ଅନେକ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ନୂତନ ଏସ.ଡି.ପି.ଓ ଭାବେ ଯୋଗଦେଇଛନ୍ତି ଯୁବ ଓପିଏସ ଅଧିକାରୀ ମାନସ ରଞ୍ଜନ ବାରିକ। ନିକଟରେ ବାଲୁଗାଁ ଏସ.ଡି.ପି.ଓ ସୁରେଶ କୁମାର ଦାସଙ୍କ କେଉଁଝର ଜିଲ୍ଲା ଆନନ୍ଦପୁର ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ଜାନୁଆରୀ […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜିଠାରୁ ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ତଥା ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭଗବତୀ ମନ୍ଦିର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। କରୋନା କଟକଣା ତଥା ଗାଇଡଲାଇନ ଅନୁଯାୟୀ ମାଆ ଙ୍କୁ ଦର୍ଶନ କରିବେ ଭକ୍ତ। ଏ ନେଇ ଆଜି ଶ୍ରୀ ଶ୍ରୀ […]
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବ୍ଲକ୍ ବଡମାଳରେ ଆଜି ୧୦୮ ରାଷ୍ଟ୍ରୀୟ ଆମ୍ବୁଲାନସ୍ ସେବା ଆରମ୍ଭ ହୋଇଛି। ପ୍ରକାଶ ଯେ, ରେଢାଖୋଲ ବ୍ଲକ୍ ବଡମାଳ ପଂଚାୟତର ସରପଂଚ ସଡାନନ ପ୍ରଧାନ ୧୦୮ ଆମ୍ବୁଲାନସ୍ ସେବାକୁ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନି ରେ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ପରିବେଷଣ ହୋଇଯାଇଛି ସଚେତନ ଧର୍ମୀ ନାଟକ। କାରୋନାର ପ୍ରଭାବରେ ଦାଦନ ଶ୍ରମିକଙ୍କ ସତ ଘଟଣା ଉପରେ ଆଧାରିତ ଏକ କ୍ଷୁଦ୍ର ନାଟକ “ଆମ ଘର” ଭୁବନେଶ୍ୱର […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବହୁ ଚର୍ଚ୍ଚିତ ନୂଆଗାଁ ଦେଖାଆଳି ଗ୍ରାମର ପ୍ରମୋଦିନୀ ହତ୍ୟାକାଣ୍ଡ ଘଟଣାରେ ପୋଲିସ୍ ଗତକାଲି ଅଭିଯୁକ୍ତ ପ୍ରକାଶ ବେହେରାକୁ ପୋଲିସ୍ ଗିରଫ କରିବା ସହ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲା। ଏହି […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ସେବା ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷର ଖରିଫ ୨୦୨୦/୨୧ ଧାନ ମଣ୍ଡି ଭେଟେଶ୍ୱର ଠାରେ ଉଦଘାଟିତ ହୋଇଯାଇଅଛି। ଉକ୍ତ ଉଦଘାଟନ୍ ଉତ୍ସବରେ ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ.ଶୁଭଶ୍ରୀ […]
ସୀତାରାମ ଅଗ୍ରୱାଲ ବାଣପୁର: ଦୀର୍ଘ ଦିନର ଅପେକ୍ଷା ପରେ ଜାନୁଆରୀ ୩ ତାରିଖରେ ଖୋଲିବ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର। ବାଣପୁର ତହସିଲଦାର ମନ୍ମଥ ବେହେରା ସୂଚନା ଦେଇଛନ୍ତି। କରୋନା କଟକଣାକୁ ନଜରରେ ରଖି ଆଜି ଏକ ଆଞ୍ଚଳିକ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଉ ଗୋଟିଏ ଦିନ ପରେ ନୂଆବର୍ଷ ଆସିଯିବ। ଏହାକୁ ପାଳନ କରିବାକୁ ଜିଲ୍ଲାବାସୀ ବହୁତ ଦିନରୁ ଅପେକ୍ଷା କରିଥିଲେ। କିଏ କେଉଁ ପିକ୍ନିକ ସ୍ପଟ୍କୁ ଯାଇ ବଣଭୋଜି କରିବାକୁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଜିଲ୍ଲା ପ୍ରଶାସନ […]
ବ୍ରହ୍ମପୁର: ସାଧାରଣ ଜନତା ତଥା ତଳୁଆ ଶ୍ରେଣୀର ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା ପିପୁଲ୍ସ ଫର୍ ପବ୍ଲିକ୍ର ଜନହିତକର କାର୍ଯ୍ୟ ଜାରି ରହିଛି। ପୂର୍ବରୁ ସଂଘ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହଯୋଗ କରୁଥିବା ନଜିର ରହିଥିବାବେଳେ ବର୍ତ୍ତମାନ ଶୀତରେ ବାହାରେ ରାତ୍ରି […]
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡରେ ଦିନକୁ ଦିନ ବାହାର ଜିଲ୍ଲାରୁ ଧାନ ଆସି ବିକ୍ରି ହେବା ସହ ଚାଷୀକୁ କମ୍ ଦରରେ ଧାନର ମୂଲ୍ୟ ଦେଉଥିବା ଜଣା ପଡିଛି। ଏଇ କିଛି ଦିନ ହେଲା ରେଢାଖୋଲ ଉପଖଣ୍ଡରେ ଏପରି ଧାନ […]
ରମେଶ ମହାନ୍ତି ଜଗତସିଂହପୁର: ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ଜଗତସିଂହପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକଠାରେ ଏକତ୍ରିତ ହୋଇ ସ୍ୱାଗତ କରାଯାଇଛି। ଜଗତସିଂହପୁର ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ସୌମ୍ୟଜିତ […]
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତର ଦାମୋଦରପୁର ପାଟଣା ଖେଳ ପଡିଆରେ ଏସ୍.ଏସ୍ ବ୍ରଦର୍ସ ଆସୋସିଏସନ ଆନୁକୂଲ୍ୟରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୮ଗୋଟି ଦଳ […]
ସୀତାରାମ ଅଗ୍ରୱାଲ ଚିଲିକା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରି କେନ୍ଦ୍ର ସରକାରଙ୍କ ନାମକୁ ଲୁଚାଇ ବିଜୁ ପକ୍କା ଘର ଯୋଜନା ନାମରେ ଷ୍ଟିକର ଲଗାଇ ଜନସାଧାରଣଙ୍କୁ ବିଭ୍ରାଟ କରୁଥିବା ପ୍ରତିବାଦରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏତଲା ଦେଇଛି […]
ବ୍ରହ୍ମପୁର: ଦିନକୁ ଦିନ ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ପ୍ରତିହିଂସାପରାୟଣ, ଆକ୍ରମଣକାରୀ ମନୋଭାବ ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ତଳେ ଜନୈକ ଇଲୋକ୍ଟ୍ରାନିକସ୍ ମିଡ଼ିଆ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ମନରୁ ନଯାଉଣୁ ପୁଣି ୨୫ ତାରିଖରେ ଅର୍ଗସ ନୁଉଜ୍ର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। […]
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁରର ବଡହନ୍ତୁଆଡ଼ ସେବା ସମବାୟ ସମିତି ଅଧୀନରେ ଥିବା ଧାନ ମଣ୍ଡିକୁ ଐତିହାସିକ ପଲଟନ ପଡ଼ିଆଠାରେ ଶୁଭ ଉଦଘାଟନ କରିଛନ୍ତି ସ୍ଥାନୀୟ ତହସିଲଦାର ମନ୍ମଥ କୁମାର ବେହେରା। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଉପସ୍ଥିତ ଅତିଥି ମାନେ ବାଣପୁର ଆତ୍ମା […]
କନ୍ଦର୍ପ ବେହେରା ରେଢାଖୋଲ: ଆଜି ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଥାନାରେ ଏକ ଏତଲା ଦେଇଥିବା ଜଣା ପଡିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଧାନମନ୍ତ୍ରୀଙ୍କର ଏକ ଯୋଜନା। କେନ୍ଦ୍ରସରକାର ଦେଇଥିବା ଏହି ଯୋଜନାକୁ ରାଜ୍ୟ […]
ସୀତାରାମ ଅଗ୍ରୱାଲ ବାଣପୁର: ୧୫ ଓ ୨୦ ରୁ କମ ଛାତ୍ର ଓ ଛାତ୍ରୀ ଥିବା ୭୭୭୨ ରୁ ଉର୍ଦ୍ଧ୍ଵ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଘୋଷଣା କରିଛନ୍ତି। ଏହାକୁ ବିରୋଧ କରି ସର୍ବ ଦଳୀୟ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦଳୁଆ ସାହି ସ୍ଥିତ ଲିୟାନା ଡ଼େନ୍ସ ଏକାଡ଼ମୀ ପରିସରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ଉପରେ ଏକ ଭିଡ଼ିଓ ଆଲବମ୍ ନିର୍ମାଣ ହୋଇ ତାହା ଉନ୍ମୋଚିତ ହୋଇଯାଇଛି। ଷ୍ଟାର କ୍ରିଏଟିଭ୍ ଦ୍ୱାରା ନିର୍ମିତ […]