ସମୀକ୍ଷା ବ୍ୟୁରୋ କୁଜଙ୍ଗ: ଦେଶ ବ୍ୟାପୀ କରୋନା ଲଢେଇରେ ସାମିଲ ହୋଇଥିବା କରୋନା ଯୋଦ୍ଧାଙ୍କୁ ଜଗତସିଂହପୁର ଆରଏସ୍ଏସ୍, ଏବିଭିପି ଓ ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଡାକ୍ତର,ପୋଲିସ୍ ଅଧିକାରୀ, ସାମ୍ବାଦିକ, ସମାଜସେବୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ […]
ରମେଶ ମହାନ୍ତି ଜଗତସିଂହପୁର : ଗ୍ରୀନ୍ ଜୋନ୍ରେ ରହିଥିବା ଜଗତସିଂହପୁର ଜିଲ୍ଲାରୁ 5ଟି ପଜିଟିଭ୍ ଚିହ୍ନଟ ହେବା ପରେ ଏହା ଏବେ ଅରେଞ୍ଜ ଜୋନ୍କୁ ପରିବର୍ତ୍ତିତ ହୋଇଛି । ବାହାର ରାଜ୍ୟ ଫେରନ୍ତାଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । 3 ତାରିଖରୁ […]
ପୁରୀ : ରଥ ନିର୍ମାଣକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଗ୍ରୀନ୍ ସିଗନାଲ୍ ମିଳିଯିବା ପରେ ରଥ କାମ ଆରମ୍ଭ ହୋଇଛି। ତେବେ କରୋନାକୁ ଦୃଷ୍ଟିର ରଖି ରଥ କାମରେ ନିୟୋଜିତ ହୋଇଥିବା ସେବାୟତଙ୍କୁ ନିୟମିତ ସଚେତନ କରାଯିବା ସହ ସେବାୟତଙ୍କ ପରିବାରର […]
କନ୍ଦର୍ପ ବେହେରା ରେଢାଖୋଲ: କିଛିଦିନ ହେଲା ରାଜ୍ୟ ବାହାରୁ ରେଢାଖୋଲ ଉପଖଣ୍ଡକୁ ଫେରିଥିବା ପ୍ରବାସୀ ମାନଙ୍କର ସ୍ୱାବ୍ ଟେଷ୍ଟ ନେଗେଟିଭ ବାହାରିଥିବାରୁ ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଯେ, ରେଢାଖୋଲ ଉପଖଣ୍ଡରୁ ମୋଟ ୬୬ ଜଣଙ୍କର ସ୍ୱାବ୍ ଟେଷ୍ଟ […]
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରବାସୀ ଶ୍ରମିକଙ୍କ ଚିନ୍ତା ବେଶ୍ ଘାରିଛି। କରୋନା ସ୍ଥିତିକୁ ଦେଖି ବିଭିନ୍ନ ଦେଶରେ ଥିବା ବିଭିନ୍ନ ରାଜ୍ୟ ଓ ଜିଲ୍ଲାକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ […]
ଭୁବନେଶ୍ବର : ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ତିନି ଜଣ ମୟୂରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସକାଳେ 14 ଜଣ ଚିହ୍ନଟ ହୋଇଥିବାବେଳେ ଏବେ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକ୍ଡାଉନ୍ ପାଇଁ ବାଣପୁରରେ ଫସି ରହିଥିବା ଆନ୍ଧ୍ର ପ୍ରଦେଶରେ ଦୁଇ ଫୁଲ ବିକାଳୀଙ୍କ ପରିବାର ଆଜି ନିଜ ରାଜ୍ୟକୁ ଫେରିଛନ୍ତି। ଏହି ପରିବାରରେ ଶିଶୁଙ୍କ ସମେତ ୨୭ ଜଣ ସଦସ୍ୟ ରହିଥିଲେ। ସ୍ଥାନୀୟ ସାମ୍ବାଦିକ ସଂଘ ଚିଲିକା […]
ରମେଶ ମହାନ୍ତି ଜଗତସିଂହପୁର : ଗତକାଲି ଜଗତସିଂହପୁର ଜିଲ୍ଲାକୁ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ୫୯ଜଣ ପ୍ରବାସୀ ଶ୍ରମିକ ତଥା ଅନ୍ୟାନ୍ୟ ବ୍ୟକ୍ତି ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ତେଲେଙ୍ଗାନାରୁ ୩୬ଜଣ, […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଳକ ଏବଂ ଥାନା ଅଂଚଳରେ ରହିଥିବା ସମସ୍ତ ସରକାରୀ ମଦ ଦୋକାନକୁ ସରକାର ସିଲ କରିଛନ୍ତି । ମାତ୍ର ଏହା ସତ୍ୱେ କୁଜଙ୍ଗ ବ୍ଳକ ଏବଂ ଥାନା ଅଂଚଳରେ ବ୍ୟାପକ ମଦର କାରବାର ନେଇ […]
ରଞ୍ଜିତ ପଣ୍ଡା କୁଜଙ୍ଗ : କରୋନା ମହାମାରୀ ପାଇଁ ସାରା ବିଶ୍ୱ ଏବେ ନୀରବ । ବିଭିନ୍ନ ପୂଜା ପର୍ବାଣୀ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ନିଜ ପୁଅର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାରେ ରହିଛନ୍ତି କୁଜଙ୍ଗର […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାରା ବିଶ୍ୱ ମହାମାରୀ କରୋନା କବଳିତ। ବଡ଼ବଡ଼ ସମୃଦ୍ଧଶାଳୀ ଆମେରିକା, ଇଟାଲୀ, ଫ୍ରାନସ, ବ୍ରିଟେନ, ଜାପାନ, ଚୀନ ଦେଶରେ ଭୟାବହତା ଆମର ଭାରତଠାରୁ ବହୁ ଆଗରେ। ଏଇ ସପ୍ତାହ ଭିତରେ କରୋନାର ଭୟଙ୍କର ରୂପ ଦେଶରୁ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକକ୍ଡାଉନ୍ କାରଣରୁ ଚୋରାମଦ ବେପାର ନିୟମିତ ଭାବରେ ବଢିବାରେ ଲାଗିଛି। ଗୁରୁବାର ସନ୍ଧ୍ୟାରେ ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦୦ ଲିଟର ଦେଶୀ ମଦ ସହିତ ୮ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ […]
ରମେଶ ମହାନ୍ତି ଜଗତସିଂହପୁର : ଗୁରୁବାର ପରୀକ୍ଷଣ ପାଇଁ ଯାଇଥିବା ଜଗତସିଂହପୁରର 33ଟି ନମୂନାର ରିପୋର୍ଟ ଆସିଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି 33ଟି ନମୂନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ସମସ୍ତ […]
ପୁରୀ : ପୁରୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାନବସ୍ତା ପଡିଯିବାରୁ ଜଣେ ମହିଳା ଓ ତାଙ୍କ 12 ବର୍ଷର ଝିଅର ମୃତ୍ୟୁଘଟିଛି। ପୁରୀ ଜିଲ୍ଲା ବ୍ରହ୍ମଗିରିର ଖଜୁରିଆ ନିକଟ ହୋବା ସାହିରେ ଏଭଳି ଅଘଟଣ ଘଟିଯାଇଛି। ଗତକାଲି ରାତିରେ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗର ବରିଷ୍ଠ ନାଗରିକ କିଶୋର ପ୍ରଧାନଙ୍କ ନାତି ତଥା ଯୁବସମାଜସେବୀ ଦେବୀପ୍ରସନ୍ନ ସରୋଜ କୁମାରଙ୍କ ୪ ବର୍ଷର ପୁତ୍ର ଦିଗଦିଜୟ(ରୋହନ) ନିଜର ସଂଚିତ ଅର୍ଥ ୫ ହଜାର ଟଙ୍କା ନିଜର କୁମ୍ପି ଭାଙ୍ଗି ଆଦି ମୁଖ୍ୟମନ୍ତ୍ରୀଙ୍କ ରିଲିଫ […]
ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାରେ ଗତକାଲି ପ୍ରଥମକରି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୪ ଜଣ କରୋନା ଆକ୍ରାନ୍ତ ସୁରାଟ ଫେରନ୍ତା ଏବଂ ଉକ୍ତ ୪ ଜଣ ଆକ୍ରାନ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି ପୃଥକ୍ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତଥା କେନ୍ଦ୍ରପଡ଼ା ଜିଲ୍ଲାର ୯ ଜଣ ଦାଦନ ଶ୍ରମିକ ଏବେ କର୍ଣ୍ଣାଟକରେ ଫସିଥିବାବେଳେ ସେମାନଙ୍କୁ ରାଜ୍ୟ ସରକାର ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଥିବା ଜଣାପଡ଼ିଛି। ସେମାନେ ହେଲେ ଗୌରାଙ୍ଗ ବେହେରା, ଜିଲ୍ଲାନାସୀ, […]
ବାଣପୁର: କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଆମ ଦେଶର ପୁଲିସ, ପ୍ରଶାସନ, ଡାକ୍ତର, ସଫେଇ କର୍ମଚାରୀ ଓ ସାମ୍ବାଦିକ। ଏମାନେ କୌଣସି ଯୋଦ୍ଧାରୁ କମ ନୁହନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସଦାସର୍ବଦା ଶିକ୍ଷା କ୍ଷେତ୍ରରେ […]
ଧାନକଉଡା : ପ୍ରଚଣ୍ଡ ରୌଦ୍ରତାପରେ ଚାଲି ଚାଲି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ପଶ୍ଚିମବଙ୍ଗର ମାଲଦା ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ସହର ଉପକଣ୍ଠ ଜାତୀୟ ରାଜପଥ ଧନକଉଡାରେ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଚାଲି ଚାଲି ୪୭ ଜଣ ଶ୍ରମିକ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ : କଟକ ଦକ୍ଷିଣ ମଣ୍ଡଳ ଅନ୍ତର୍ଗତ କୁଜଙ୍ଗ ଉପଖଣ୍ଡ ଡ଼ାକନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ କରୋନା ରୋଗ ଜନିତ ରିଲିଫ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। କୁଜଙ୍ଗ ଉପଖଣ୍ଡ ଡ଼ାକବିଭାଗ ନିରୀକ୍ଷକ ସତ୍ୟବ୍ରତ ଗାହାଣଙ୍କ ନେତୃତ୍ୱରେ କୁଜଙ୍ଗ, […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ନୂତନଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି ନବନିଯୁକ୍ତ ତହସିଲଦାର ସ୍ମୃତିପଜ୍ଞା ପ୍ରିୟ ଦର୍ଶିନୀ । ପୂର୍ବରୁ ଏଠାରେ ମାତ୍ର ୫ ମାସ ତହସିଲଦାରଭାବେ କାର୍ଯ୍ୟକରିଥିବା ପ୍ରଭାଷଚନ୍ଦ୍ର ବେହୁରାଙ୍କର ଅଚାନକ ବୈାଦ୍ଧଜିଲ୍ଲାର ହରଭଙ୍ଗା ବ୍ଳକର ବିଡ଼ିଓଭାବେ […]