ସୀତାରାମ ଅଗ୍ରଓ୍ବାଲ ବାଣପୁର: ସାରା ଦେଶରେ କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଚାଲିଥିବାବେଳେ ବାଣପୁରରେ ସାମାନ୍ୟ ଶୁଆ ପକ୍ଷୀକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏପରିକି ଏହି ଘଟଣାକୁ ନେଇ ଗ୍ରାମବାସୀ ଓ ବନଅଧିକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇ ବହୁ […]
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ପ୍ରତିଷେଧ ମୂଳକ ବ୍ୟବସ୍ଥା ସ୍ୱରୁପ ଏବଂ ଜଗତସିଂହପୁରକୁ ତାଲାବନ୍ଦ ଘୋଷଣା କରାଯାଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗର ଆଦେଶ ଅନୂଯାୟୀ କେତେକ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ […]
କନ୍ଦର୍ପ ବେହେରା ରେଢାଖୋଲ: ଆଜି ଭୋରରୁ ହାତୀ ଆକ୍ରମଣରେ ଦୁଇଜଣକର ମୃତ୍ୟୁହୋଇଥିବାବେଳେଜ ଜଣେ ଆହତ ହୋଇଛନ୍ତି। ରେଢାଖୋଲ ବନାଞ୍ଚଳ ଅନ୍ତର୍ଗତ ଯୁଯୁମୁରା ବ୍ଲକ କେଶାପାଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରକାଶ ଯେ, ଯୁଯୁମୁରାବ୍ଲକ୍ କେଶାପାଲି ଗ୍ରାମ ପଞ୍ଚାୟତର କୋଲଗାଁରେ […]
ସମୀକ୍ଷା ବ୍ୟୁରୋ ବାଣପୁର: ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର ଶାଖା ତରଫରୁ ମନୋଜ ମଲିକ ଓ ଅମିତ ସ୍ୱାଇଁଙ୍କ ନେତୃତ୍ୱରେ ବାଣପୁର ସହରାଞ୍ଚଳର କରୋନା ଲକ ଡାଉନ ପରିପ୍ରେକ୍ଷୀରେ ବିଭିନ୍ନ ସେବା କାର୍ଯ୍ୟ କରାଯାଇଅଛି। କରୋନା କଟକଣାକୁ ଦୃଷ୍ଟିରେ […]
ରଞ୍ଜିତ ପଣ୍ଡା କୁଜଙ୍ଗ : ଜ୍ୟୋତି ଫେଡେରେସନ୍ ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କେନ୍ଦ୍ରର ଉଦ୍ଘାଟନ କରାଯାଇଛି । ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ବିତରଣ କେନ୍ଦ୍ର ଖୋଲାଯାଇଛି । […]
ରମେଶ ମହାନ୍ତି ଜଗତସିଂହପୁର: ଗତ ମଙ୍ଗଳବାର ଦିନ ତିର୍ତ୍ତୋଲ ନେହେରୁ ପଡିଆ ସାପ୍ତାହିକ ହାଟରେ ଏକତ୍ରିତ ହୋଇଥିଲେ ଶତାଧିକ ଲୋକ। ପୁଣି ଜଗତସିଂହପୁର ସୋମନାଥ ହାଟରେ ଏକତ୍ରିତ ହେଲେ ହଜାର ହଜାର ଲୋକ। କରୋନା ଭୂତାଣୁ ସଂକ୍ରମଣକୁ ନେଇ ରାଜ୍ୟର ସମସ୍ତ […]
ରଞ୍ଜିତ ପଣ୍ଡା କୁଜଙ୍ଗ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆଜି କୁଜଙ୍ଗବ୍ଳକର ବିଭିନ୍ନ ପଂଚାୟତର ୧୨୧୨ ଜଣ ଗରିବ, ଅସହାୟ ବ୍ୟକ୍ତି ମାନଙ୍କ ବିଭିନ୍ନ ପଂଚାୟତ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ମୋଟ ୨୮ଟି ପଂଚାୟତ ମଧ୍ୟରୁ ୧୭ଟି ପଂଚାୟତର ୧୨୧୨ଜଣ […]
ରଞ୍ଜିତ ପଣ୍ଡା କୁଜଙ୍ଗ: ଆଜି କୁଜଙ୍ଗ ବ୍ଲକ୍ ପ୍ରଶାସନ ବ୍ଳକର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ରାହାମା ହାଟ ବଜାରକୁ ରାହାମା ମିନି ଷ୍ଟାଡିୟମକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। ପ୍ରଶାସନ ବହୁବାର ଲୋକଙ୍କୁ ସଚେତନ କାଲା ପରେ ମଧ୍ୟ ଲୋକେ ସାମାଜିକ […]
ସୀତାରାମ ଅଗ୍ରୱାଲ ବାଣପୁର: କରୋନାର ମୁକାବିଲା ପାଇଁ ସାରା ଦେଶ ଏକାଠି ହୋଇଥିବା ବେଳେ ଆଜି ନାଚୁଣୀ ପୋଲିସର ବଦାନ୍ୟତା ଦେଖିବାକୁ ମିଳିଛି। ଜନସାଧାରଣଙ୍କୁ ସଚେତନ କରିବାଠୁ ଆରମ୍ଭ କରି ଦିନ ରାତି ପ୍ରହରା ଦେବାରେ ବ୍ୟସ୍ତ ରହୁଛି ନାଚୁଣୀ ପୋଲିସ। […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ଅଶୀରୁ ଉର୍ଦ୍ଧ୍ବ ଶ୍ରମିକ ଆଣ୍ଡାମାନର ପୋର୍ଟମୁଟ୍ରେ ଫଶିରହିଛନ୍ତି। ସମସ୍ତ ଶ୍ରମିକଏଲ୍ ଆଣ୍ଡ ଟି କନଷ୍ଟ୍ରକସନ୍ ସାଇଟ୍ର ଲେବର୍ କ୍ୟାମ୍ପ୍ରେ ଫଶିରହିଛନ୍ତି। ସାରା ଭାରତରେ ଲକ୍ ଡାଉନ୍ ଯୋଗୁଁ ଏହି ଶ୍ରମିକମାନେ ସେଠାରେ ଫଶି ରହିଯାଇଥିବାବେଳେ ସେମାନେ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ମତ୍ସ୍ୟବିଭାଗର ଅତିରିକ୍ତ ମତ୍ସ୍ୟଅଧିକାରୀ ମାନସରଂଜନ ସାହୁଙ୍କ ଗତକାଲି ଅପରାହ୍ନ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାପଡ଼ିଛି । ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି । […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ଅନ୍ତର୍ଗତ କାଠକୋଟ ପଂଚାୟତରେ ସମ୍ଭାବ୍ୟ କରୋନା ଅକ୍ରାନ୍ତ ମାନଙ୍କ ପାଇଁ ସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମିତ ହୋଇଥିବା ଜଣାପଡ଼ିଛି । ପଂଚାୟତର ବାଣସରାସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ ପରିସରମଧ୍ୟରେ ଦୁଇଟି ପ୍ରକୋଷ୍ଟରେ ୧୨ଟି ସୁସଜ୍ଜିତ ଶଯ୍ୟା ରହିଥିବାବେଳେ ପ୍ରତ୍ୱେକ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ ସାଂସଦ ପ୍ରତିନିଧି ସୁଢଳ କୁମାର ସ୍ବାଇଁଙ୍କ ତତ୍ତ୍ବବଧାନରେ ନୂଆଗଡ ଗ୍ରାମବାସୀମାନେ ଗୋଟିଏ ହରିଣକୁ ଉଦ୍ଧାର କରି ପାରାଦ୍ବୀପ ଲକ ଥାନା ଆଇଆଇସି ପ୍ରଭାସ ସାହୁଙ୍କୁ ହସ୍ତାନ୍ତର କରିଛନ୍ତି। ଉଦ୍ଧାର କରିଥିବା ଗ୍ରାମବାସୀଙ୍କ ମଧ୍ୟରେ ଜ୍ଞାନଜିତ୍ […]
ରଞ୍ଜିତ ପଣ୍ଡା କୁଜଙ୍ଗ : ସମଗ୍ର ରାଜ୍ୟରେ କୋଭିଡ଼-୧୯ କୁନେଇ କଟକଣା ଜାରି କରାଯାଇଛି । ଏହି ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ହିଁ ଏକମାତ୍ର ଉପାୟ। ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଜାରୀ କରାଯାଇଥିବା […]
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ବାସୀଙ୍କୁ ସୋସିଆଲ ମିଡିଆ ଗୁଜବରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ । ବିଭିନ୍ନ ବ୍ୟକ୍ତି ସୋସିଆଲ ମିଡିଆ ଜରିଆରେ ଗୁଜବ ପ୍ରଚାର କରୁଥିବା ବେଳେ ଏହାକୁ ବିଶ୍ବାସ ନ […]
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି : ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମଗ୍ର ଭାରତବର୍ଷ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ଓଡିଶାରେ ବର୍ତମାନ ତୃତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାପ୍ରଶାସନ ବ୍ୟାପକ […]
ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : କରୋନାକୁ ପ୍ରତିହତ କରିବାପାଇଁ ଲକଡାଉନ୍ ଜାରି କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ଅବମାନନା କରାଯାଉଛି। ଏହି ସମୟରେ ବାଇକ୍ରେ ଚକ୍କର କାଟୁଥିବା ବ୍ୟକ୍ତିଙ୍କ ବାଇକ୍ ସହ ମୋବାଇଲ୍ ଫୋନ୍ ମଧ୍ୟ ଜବତ […]
ରମେଶ ମହାନ୍ତି ଜଗତସିଂହପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍ ଘୋଷଣା ହୋଇଥିବାରୁ ରାଜ୍ୟ ସରକାର ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଆଗାମୀ ୪ ମାସର ଏପ୍ରିଲ,ମେ,ଜୁନ୍ ଓ ଜୁଲାଇ ମାସ ପାଇଁ ଅଗ୍ରୀମ ଭତ୍ତା ପ୍ରଦାନ କରିବାକୁ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକ୍ ଡାଉନ୍ର ଦ୍ବିତୀୟ ଦିନରେ ବାଣପୁର-ବାଲୁଗାଁରେ ଆଜି ଯାଞ୍ଚକୁ ଆହୁରି କଡାକଡି କରାଯାଇଛି। ଏସ୍ଡିପିଓ ସୁରେଶ କୁମାର ଦାସଙ୍କ ନେତୃତ୍ବରେ ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମାହାଲିକ ଓ ତାଙ୍କ ଟିମ୍ ବାଲୁଗାଁ ଅଞ୍ଚଳରେ ଲକ୍ ଡାଉନ୍କୁ […]
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଆଗାମୀ ଏପ୍ରିଲ, ମେ ଏବଂ ଜୁନ୍ ମାସ ନିମନ୍ତେ ଚାଉଳ ଓ ଗହମ ଯୋଗାଇ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ : କୁଜଙ୍ଗ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ଲକଡ଼ାଉନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଆଜି ଦିନତମାମ କୁଜଙ୍ଗରେ ଜନସାଧାରଣମାନେ ଏହି କଟକଣାକୁ ଅମାନ୍ୟ କରିଥିବାବେଳେ କୁଜଙ୍ଗ ପୁଲିସ ଏବଂ ପ୍ରଶାସନ ଏହାକୁ କଡ଼ାକଡ଼ିଭାବେ ପାଳନ କରିବାକୁ […]