ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ୍ ପଙ୍କପାଳ ଅଂଚଳ ଏବେ ଚୋରା ମଦ ବ୍ୟବସାୟୀଙ୍କ କବଳରେ । ଏହି ଅଂଚଳରେ ଗତ କିଛି ଦିନ ତଳେ କେତକ ବ୍ରାଉନ୍ସୁଗାର ଚୋରା ବ୍ୟବସାୟୀଙ୍କୁ ପୁଲିସ ଠାବ କରିଥିବା ବେଳେ ଏବେ ଚୋରା ମଦ […]
ରମେଶ ମହାନ୍ତି ଜଗତସିଂହପୁର : ଜିଲ୍ଲାପାନଙ୍କ ସଦ୍ଭାବନା ସଭାଗୃହଠାରେ ଜିଲ୍ଲା ମହୋତ୍ସବ କଲ୍ଲୋଳ-2020 ପାଳନ ନିମେନ୍ତ ଦ୍ବିତୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଂଗ୍ରମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଯୋଗଦେଇ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ […]
ସମୀକ୍ଷା ବ୍ୟୁରୋ ପୁରୀ : ବିଶ୍ବ ଦରବାରରେ ପୁରୀକୁ ପରିଚିହ୍ନିତ କରାଇବା ପାଇଁ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି। ମନ୍ଦିରର ସୌନ୍ଦର୍ଯ୍ୟ ଓ ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ ସହିତ ଉନ୍ନତିକରଣ ପାଇଁ କାର୍ଯ୍ୟ ମଧ୍ୟ ଜୋରସୋର୍ରେ ଚାଲିଛି। ଏହି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍କୁ ସିଜ୍ କରାଯାଇଛି। ଫିଟ୍ନେସ୍ ନଥାଇ ରାସ୍ତାରେ ଗଡିବା ଅଭିଯୋଗରେ ସିଜ୍। ବୈଧ ପଞ୍ଜୀକରଣ ଓ ପଲ୍ୟୁସନ୍ ନିୟମ ଉଲ୍ଲଂଘନ କରିଥିବାରୁ ଏହି ଜରିମାନା ଆଦାୟ କରାଯାଇଛି। ଉଭୟ […]
କନ୍ଦର୍ପ ବେହେରା ରେଢାଖୋଲ : ଓଡିଆ ନୃତ୍ୟ , ଓଡିଶୀ ସଂଗୀତ , ବିଶ୍ୱଦରବାରରେ ବେଶ୍ ପରିଚିତ ।ସାହିତ୍ୟ ମଣିଷକୁ ଦିଏ ନୂତନ ଚିନ୍ତାଧାର ତଥା ଦିଗ୍ଦର୍ଶନ । ଓଡିଆ ସାହିତ୍ୟ ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଛି ବୋଲି ମଧୁବନ ସାହିତ୍ୟ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟ ତରଫରୁ ଇତିହାସ ବିଭାଗର ଆଲୁମିନ ମିଟ୍ ଆୟୋଜିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକ। ଏହି ସଭାରେ ପିଏନ୍ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁକଲ୍ୟାଣ […]
ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଳୁପିଆଠାରେ ପି୍କଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ଡ୍ରାଇଭରକୁ ସଙ୍ଗେ ସଙ୍ଗେ କର୍ଲାମୁଣ୍ଡା ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ଦୁଃଖଦ ଘଟଣାକ୍ରମେ ଜନୈକ ବ୍ୟାଙ୍କ ମ୍ୟାନେଜରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭଗବାନ ସାହୁ (୫୪)। ଘଟଣାରୁ ପ୍ରକାଶ ଯେ ଗତକାଲି ନୂତନ ଭାବେ ସୋନପୁର ଗ୍ରାମୀଣ ବ୍ୟାଙ୍କରେ ମ୍ୟାନେଜର ଭାବେ […]
କୃଷ୍ଣଚନ୍ଦ୍ର ସୁଆସିଆଁ ଶେରଗଡ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ବରିଷ୍ଠ ନାଗରିକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଛି। ଯାହାର ଶ୍ରେୟ ନେବା ପାଇଁ ରାଜନୈତିକ ପ୍ରତିଯୋଗିତା ଦେଖିବାକୁ ମିଳୁଛି। କମ୍ ବୟସର କିଛି ବ୍ୟକ୍ତିମାନଙ୍କୁ ବହୁଦିନ ହେଲା ବାର୍ଦ୍ଧକ୍ୟ […]
ରମେଶ ମହାନ୍ତି ଜଗତସିଂହପୁର : ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ୨୦୧୯-୨୦ ଖରିଫ୍ ଋତୁ ପାଇଁ ଧାନ ସଂଗ୍ରହ ନିମନ୍ତେ ଦ୍ୱିତୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ ଜିଲ୍ଲାପାଳଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମୁଖ୍ୟ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜାତୀୟ ସ୍ୱାସ୍ଥ୍ୟ ମିଶନ ଯଥା ଓଡ଼ିଶାରେ ପ୍ରଚଳିତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ କାୟାକଳ୍ପ ପୁରସ୍କାର ଘୋଷିତ ହୋଇଛି। ଏହି ତାଲିକାରେ ଗଂଜାମର ବ୍ରହ୍ମପୁରର ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନ […]
ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଫୁପଗାଁ ରାସ୍ତା କଡରୁ ଜଣେ ଯୁବକର ମୃତ୍ୟୁଦେହ ଉଦ୍ଧାର ହୋଇଛି। ଗଛରେ ପିଟି ହୋଇ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ କୋକସରା ଥାନା […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ସହରର ଐତିହ୍ୟସମ୍ପନ୍ନ ପଲଟଣ ପଡ଼ିଆରେ ରହିଥିବା ଛାୟାମଣ୍ଡପ ଏବେ ଜୁଆ ଆଡ୍ଡା ପାଲଟିଥିବାର ଅଭିଯୋଗ ହୋଇଛି। ବାଣପୁରର ଆତ୍ମା ରହିଥିବା ଏହି ପଲଟଣ ପଡ଼ିଆ ନିକଟରେ ରହିଛି ସରକାରୀ ଅଫିସ ତଥା ବିଚାରାଳୟ। ଏହି […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଶ୍ରୀ ଶ୍ରୀ ବାବା ବାଙ୍କନିଧି ଦେବଙ୍କ ପୀଠରେ ବିଶ୍ବଶାନ୍ତି ଶୈବଯାଗ ଓ ଦୀପ ମହାଯଜ୍ଞ ଅନୁଷ୍ଠିତ ହେଉଛି । ଗତ 25 ତାରିଖଠାରୁ ଏହି ମହାଯଜ୍ଞ ଅନୁଷ୍ଠିତ ହୋଇଥିବାବେଳେ ଏହା ଆସନ୍ତା 1 ତାରିଖ ଯାଏଁ […]
କୃଷ୍ଣଚନ୍ଦ୍ର ସୁଆଁସିଆ ଶେରଗଡ଼ : ବୃକ୍ଷ ହିଁ ଜୀବନ। ସବୁଜ ବଳୟ ସୃଷ୍ଟି କରି ପରିବେଶ ସନ୍ତୁଳନ ରକ୍ଷା କରିବାକୁ ସରକାରୀ ସ୍ତରରୁ ଆରମ୍ଭ କରି ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ କରିବା ପରିଲକ୍ଷିତ ହୋଇଥାଏ। ଗଞ୍ଜାମ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଜୋର୍ ଧରିଛି। ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନକୁ ନେଇ 2007 ମସିହାରୁ ଦାବି ହୋଇ ଆସୁଛି। ତତ୍କାଳୀନ ଗଞ୍ଜାମ ବାର୍ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଗୁଜରାଟ ଦଙ୍ଗାର ସୃଷ୍ଟିକାରୀ ଅମିତ ଶାହା ପରୋକ୍ଷ ଭାବରେ ଏଥିପାଇଁ ନିଶ୍ଚିତ ଭାବେ ଦାୟୀ ଅଟନ୍ତି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର 8ଟି ଜିଲ୍ଲାରୁ ସମୁଦାୟ 976 ଜଣ ବରିଷ୍ଠ ନାଗରିକ ଆଜି ତୀର୍ଥ କରିବାକୁ ଏକ ସ୍ପେସାଲ୍ ଟ୍ରେନ ଯୋଗେ ଦକ୍ଷିଣ ଭାରତକୁ ଯାତ୍ରା କରିଛନ୍ତି । ବ୍ରହ୍ମପୁର ଷ୍ଟେସନର ପ୍ଲାଟଫର୍ମ ନଂ […]
ରମେଶ ମହାନ୍ତି ଜଗତସିଂହପୁର: ସମୀକ୍ଷାର ମହା ପ୍ରଭାବ। ମଧ୍ୟାହ୍ନ ଭୋଜନ ଦୁର୍ନୀତି ନେଇ ଏକ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଫେବୃୟାରୀ ୨୭ ତାରିଖ ଶୁକ୍ରବାର ଦିନ ସମୀକ୍ଷାରେ ଏ ସମ୍ପର୍କିତ ଖବର ପ୍ରକାଶ […]
କନ୍ଦର୍ପ ବେହେରା ରେଢାଖୋଲ : ଶୁଣ୍ଢିମୁଣ୍ଡା କନ୍ୟାଶ୍ରମରେ ରକ୍ତହୀନତା ଘଟଣାରେ ଆଜି ଉପଜିଲ୍ଲାପାଳ ଓ ଡାକ୍ତରୀଦଳ କନ୍ୟାଶ୍ରମ ଭ୍ରମଣ କରିଛନ୍ତି । କିଛିଦିନ ତଳେ କନ୍ୟାଶ୍ରମର କିଛି ଛାତ୍ରୀ ରକ୍ତହୀନତାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ରିପୋର୍ଟ ପ୍ରକାଶିତ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗତକାଲି ନବୀନ ପଟ୍ଟନାୟକ ରାଜ୍ୟରେ ରହିଥିବା ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପାଇଁ ୨୩ କୋଟି ଟଙ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ରାଜ୍ୟର ଦଶଟି ମନ୍ଦିର, ୫ଟି ଗୀର୍ଜା, ୬ଟି ମସଜିଦ୍ ଓ ୨ଟି ଗୁରୁଦ୍ବାର ସାମିଲ୍ […]