ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଛେଡାପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା…
ଆତ୍ମହତ୍ୟା
ଭୁବନେଶ୍ୱର: ଆତ୍ମହତ୍ୟା ଏକ ଅନାବଶ୍ୟକ ଚିନ୍ତା। ଜୀବନର ମୂଲ୍ୟ ବୁଝିବାକୁ ଅସମର୍ଥ ହୋଇ କେହି କେହି ଏପ୍ରକାର ଭୁଲ୍ ନିଷ୍ପତ୍ତି ନିଅନ୍ତି। ମାତ୍ର ସମାଜ ଆତ୍ମହତ୍ୟାକୁ ପ୍ରତିରୋଧ…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳେ ରେଢାଖୋଲ ଏନ୍ଏସି ର କେଳାକଟା ଗ୍ରାମରେ ଘରୋଇ କଳହକୁ ନେଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପ୍ରକାଶ…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ସହରର ଦେହୁରିସାହିରେ ଜଣେ ଯୁବକ ଗତକାଲି ରାତିରେ ବେକରେ ରଶିଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, କିସିଣ୍ଡା…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ବେକରେ ଦଉଡି…
ନୂଆଦିଲ୍ଲୀ: ପତ୍ନୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଜନୈକ ଯୁବକ ନିଜେ ଆତ୍ମହତ୍ୟା କରିଛି। ଭାଉଜକୁ ବଞ୍ଚାଇବା ପାଇଁ ଆସିଥିବା ନିଜ ଭଉଣୀକୁ ମଧ୍ୟ ଯୁବକଜଣଙ୍କ…
ନୂଆଦିଲ୍ଲୀ: ଦେଶରେ କରୋନା ଏକ ଭୟଙ୍କର ରୂପ ନେଉଛି। ପ୍ରତ୍ୟେକ ଦିନ କରୋନା ନୂଆ ନୂଆ ରେକର୍ଡ କରି ଚାଲିଛି। ଏହା ଭିତରେ ଜଣେ କରୋନା ଆକ୍ରାନ୍ତ…
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ଯୁବକ ଜଣଙ୍କ ଆତ୍ମହତ୍ୟା କରିବାର କାରଣ ଏକ ଚିଠି…
ନୂଆଦିଲ୍ଲୀ: ଶନିବାର ସକାଳେ ପଶ୍ଚିମ ଜିଲ୍ଲାର ମୋତି ନଗର ଅଂଚଳରେ ଦିଲ୍ଲୀ ପୋଲିସ ଏଏସଆଇ ତେଜପାଲ ସେବା ରିଭଲଭର ସାହାଯ୍ୟରେ ଗୁଳି ଚଳାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୌଣସି ଏକ ଚଳଚ୍ଚିତ୍ରର ଦୁଃଖଦ ଅନ୍ତ ଭଳି ଏକ ଘଟଣା ବ୍ରହ୍ମପୁର ଅଂଚଳର ଦେଖିବାକୁ ମିଳିଛି। ଜନୈକ ପ୍ରେମିକା ନିଜ ପ୍ରେମିକକୁ…
ନୂଆଦିଲ୍ଲୀ: ୨୦୨୦ ବର୍ଷ ପରି ନୂତନ ବର୍ଷରେ ମଧ୍ୟ ମନୋରଞ୍ଜନ ଜଗତରେ ଦୁଃଖଦ ଖବର ଦେଖିବାକୁ ମିଳୁଛି। ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। କନ୍ନଡ ଅଭିନେତ୍ରୀ…
କନ୍ଦର୍ପ ବେହେରା ରେଢାଖୋଲ: ପ୍ରେମ ମାନେନା ବାଧା, ବନ୍ଧନ। ପ୍ରେମ ମାନେନା ଜାତି ଗୋତ୍ର। ଏଇ ପ୍ରେମ ପାଇଁ କେତେ ଯେ ପ୍ରେମିକ ପାଗଳ ବନିଛନ୍ତି ତାର…
ରମେଶ ମହାନ୍ତି ଜଗତସିଂହପୁର: ୨ଦିନ ପୂର୍ବେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ ଆଜି (ଶନିବାର) ସକାଳେ ଉଦ୍ଧାର ହୋଇଛି। ସୂଚନାନୁଯାୟୀ ଗତ ଗୁରୁବାର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଜଣେ ଯୁବକ ବ୍ରହ୍ମପୁର ରେଳଷ୍ଟେସନ ମଧ୍ୟରେ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦାୟକ ଘଟଣା ଘଟିଯାଇଛି।…
ବାଙ୍ଗାଲୁରୁ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ରାଜନୈତିକ ସଚିବ ଏନ.ଆର ସନ୍ତୋଷ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କୁହାଯାଇଛି ଯେ ସନ୍ତୋଷ ଏକାଧିକ ନିଦ ବଟିକା ଖାଇ ଏହି…
ବୀରମହାରାଜପୁର: ନିଜ ଦେହରେ କିରୋସିନ ଢାଳି ଜଣେ ୨୫ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମର ଏପରି ଏକ…
ନୂଆଦିଲ୍ଲୀ : ସାଧାରଣତଃ ଯୁବକମାନେ ଚାକିରି ନ ପାଇ ଦୁଃଖରେ ଆତ୍ମହତ୍ୟା କରନ୍ତି । କିନ୍ତୁ ଜଣେ ସରକାରୀ ଚାକିରି ପାଇବା ପରେ ଆତ୍ମହତ୍ୟା କରିଛନ୍ତି ।…
ଭୁବନେଶ୍ୱର, ଯେଉଁମାନଙ୍କର ଆତ୍ମହତ୍ୟା ମାନସିକତା ଆସେ ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଖୋଲିଲା ୨୪ ଘଣ୍ଟିଆ ନିଶୁଳ୍କ ଲାଇଫ୍ ଲାଇନ ନମ୍ବର। ପିପୁଲସ ଫୋରମ ସଂସ୍ଥା ତରଫରୁ…
କେନ୍ଦୁଝର : ଅନଲାଇନ୍ ଗେମ୍ ଯୋଗୁଁ ଜୀବନ ହାରିଲେ ନାବାଳକ । କାଳ ହେଲା ମୋବାଇଲ୍ରେ ଅନ୍ଲାଇନ୍ ଗେମ୍ ଖେଳିବା। ବାପାମା’ଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ପାଖାପାଖି ଲକ୍ଷେ…
ସୀତାରାମ ଅଗ୍ରୱାଲ ଚିଲିକା: ରୋଷେଇ କରିବାକୁ ନେଇ ଦୁଇ ଭଉଣୀଙ୍କ ମଧ୍ୟରେ ମନାନ୍ତର ହେବାରୁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା…
ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଚିରେ ଜଣେ ଯୁବକ ଦୁଇ ନାବାଳକ ପୁଅଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ରାଞ୍ଚି ଜିଲ୍ଲାର ଓରମାନଜୀ…