Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କୁଜଙ୍ଗ: ଦୁଇ ମଦ୍ୟପ ଗାଡ଼ି ଚାଳକ ଗିରଫ
ଆଞ୍ଚଳିକ

କୁଜଙ୍ଗ: ଦୁଇ ମଦ୍ୟପ ଗାଡ଼ି ଚାଳକ ଗିରଫ

September 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: କୁଜଙ୍ଗ ଥାନା କଟକ-ପାରାଦ୍ୱୀପ ରାସ୍ତାରେ କୁଜଙ୍ଗ ପୋଲିସ୍ ନାକାବନ୍ଦୀ କରି ବିଭିନ୍ନ ଗାଡ଼ି ଯାଂଚ କରୁଥିବା ବେଳେ ଦୁଇ ଯୁବକ ମଦ୍ୟପାନ କରି ଗାଡି ଚଳାଉଥିଲେ। ପୋଲିସ୍ ଗାଡିଟିକୁ ଅଟକାଇଥିଲେ। ମାତ୍ର ଦୁଇ ଯୁବକ ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିବାରୁ ପୋଲିସ୍ ତାଙ୍କୁ ଗିରଫ କରିଛି। ତାସହିତ ବ୍ୟବହୃତ ବୁଲେଟ୍ ଗାଡି ନମ୍ବର (ଓଡି୨୧ବି୮୩୪୪)ଟିକୁ ଜବତ କରିଛି। ଅଭିଯୁକ୍ତ ଦ୍ୱୟହେଲେ ତିର୍ତୋଲ ଥାନା ରସୁଲପୁର ଅଂଚଳର ଆସିଫ୍ ଖାନ (୨୪) ଏବଂ ସେକ୍ ସଲମନ୍ ହୁସେନ୍ (୩୭)। ଆଜି ଅଭିଯୁକ୍ତ ମାନଙ୍କୁ ପୋଲିସ୍ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମୀରଂଜନ ଦାଶ ପ୍ରକାଶ କରିଛନ୍ତି।

ଅନୁରୁପଭାବେ ଗତକାଲି ବିଳମ୍ବିତ ରାତିରେ ଏରସମା ଥାନା ଅଂଚଳର ସର୍ବେଶ୍ୱର ସ୍ୱାଇଁ, ବସନ୍ତ ବିଶ୍ୱାଳ, ସରୋଜ ନାୟକ ବାଲିତୁଠ ବଜାରରେ ମଦ୍ୟପାନ କରି ସ୍ଥାନିୟ ବ୍ୟବସାୟିଙ୍କ ସାଂଗରେ ଝଗଡ଼ା କରୁଥିଲେ। ଏହି ଖବର ପୋଲିସ୍ ପାଇବା ମାତ୍ରେ ଘଟଣାସ୍ଥଳରେ ପହଁଚି ୩ ଯୁବକଙ୍କୁ ଥାନାକୁ ଉଠାଇଆଣିଥିଲେ। ପରେ ସେମାନଙ୍କ ନାମରେ ୧୦୭ ଦଫା ଦେଇ ସେମାନଙ୍କୁ ଛାଡିଦେଇଥିବା ପୋଲିସ୍ କହିଛି।

କୁଜଙ୍ଗ ଗିରଫ ମଦ୍ୟପ ଗାଡ଼ି ଚାଳକ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

୯ କୋଟିରୁ ଅଧିକ ସରକାରୀ ପାଣ୍ଠି ହଡ଼ପ ମାମଲା: ବନ୍ଧା ହେଲେ ଆଉ ୩ ସରକାରୀ କର୍ମଚାରୀ

October 10, 2026
Latest News

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି: ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026

ଚଳିତ ବର୍ଷ ରାବଣ ସାଙ୍ଗକୁ ଜଳିବ ୩୦ ଫୁଟର ‘କକ୍ରୋଚ୍’

October 16, 2026

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.