Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଫ୍ରେଡ଼ରିକ୍ ଏଙ୍ଗେଲସ୍‌ଙ୍କ ୨୦୦ତମ ଜନ୍ମଜୟନ୍ତୀ ପାଳିତ
ଆଞ୍ଚଳିକ

ଫ୍ରେଡ଼ରିକ୍ ଏଙ୍ଗେଲସ୍‌ଙ୍କ ୨୦୦ତମ ଜନ୍ମଜୟନ୍ତୀ ପାଳିତ

November 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ମାର୍କସ୍‌ବାଦର ମହାନ୍ ରୂପକାର, କାର୍ଲମାର୍କସ୍‌ଙ୍କ ସାତ୍ତ୍ୱିକ ବନ୍ଧୁ ଏବଂ ମହନ୍ ଦାର୍ଶନିକ ଫ୍ରେଡ଼୍‌ରିକ୍ ଏଙ୍ଗେଲସ୍‌ଙ୍କର ୨୦୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ଆଲୋଚନା ସଭା ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ଗଂଜାମ ଜିଲ୍‌ଲା କମିଟି ତରଫରୁ ବ୍ରହ୍ମପୁର ସ୍ଥିତ ଶହୀଦ୍ ଲକ୍ଷ୍ମଣ ନାୟକ କମ୍ୟୁନିଟ୍ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ଟିର ଜିଲ୍ଲା ସଂପାଦକ କୈଳାସ ଷଡ଼ଙ୍ଗୀ ସଭାପତିତ୍ୱ କରିଥିଲେ। ପାର୍ଟିର ରାଜ୍ୟ ସଂପାଦକ ଅଳି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଜିକାର ଦିନରେ ମାର୍କ ଓ ଏଙ୍ଗେଲସ୍‌ଙ୍କ ତତ୍ତ୍ୱର ପ୍ରାସଙ୍ଗିକତା ସଂପର୍କରେ ଶ୍ରମିକ ଶ୍ରେଣୀ ଅଧିକ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି କହିଥିଲେ। ପୁଂଜିବାଦୀ, ସାମ୍ରାଜ୍ୟବାଦୀ ଶୋଷଣର ବିଲୋପ ଘଟାଇବାକୁ ହେଲେ ଶ୍ରମିକ ଶ୍ରେଣୀକୁ ସଚେତନତାର ସହ ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ପାର୍ଟିର ଜିଲ୍ଲା ନେତୃବୃନ୍ଦ ଯୁଧିଷ୍ଠିର ବେହେରା, ରାମଚନ୍ଦ୍ର ନାୟକ, ବସନ୍ଦ ନନ୍ଦ, ବିଦ୍ୟାଧର ଜେନା, ଦିଲୀପ ଛୋଟରାୟଙ୍କ ସମେତ ଶତାଧିକ କର୍ମୀ ଏହି ଆଲୋଚନାରେ ଯୋଗ ଦେଇଥିଲେ।

ଜନ୍ମଜୟନ୍ତୀ ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

August 27, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026
Latest News

କେବେ ଏବଂ କାହା ବିରୁଦ୍ଧରେ ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍?: ଦେଖନ୍ତୁ ସେପ୍ଟେମ୍ବରର କାର୍ଯ୍ୟସୂଚୀ

August 28, 2026

କଟକ ବଡ଼ ମେଡିକାଲରେ ଆର୍ଥିକ ହେରଫେର ଅଭିଯୋଗ : ଡାଟା ଏଣ୍ଟ୍ରି ଅପରେଟର ଗିରଫ

August 28, 2026

ଉତ୍ତର ପ୍ରଦେଶରେ ସ୍ୱାଇନ୍ ଫ୍ଲୁରେ ପ୍ରଥମ ମୃତ୍ୟୁ: ମହିଳା ଆକ୍ରାନ୍ତଙ୍କ ପ୍ରାଣହାନୀ

August 28, 2026

ସୁନା ଦର କମିଲା, ରୂପା ମଧ୍ୟ ଶସ୍ତା: ଜାଣନ୍ତୁ ଆଜିର ମୂଲ୍ୟ

August 28, 2026

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.