Author: Samikhsya Bureau

ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବା ଭାରତର ଦୂରସଂଚାର ନିୟାୟକ କର୍ତ୍ତୁପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଓଡ଼ିଶାରେ ପ୍ରାୟ ୪୨% ଗ୍ରାହକ ବଜାର ଅଂଶ ରହିଛି ଏବଂ ରାଜ୍ୟରେ ଏହାର ୧.୪୩ କୋଟିରୁ ଅଧିକ ମୋବାଇଲ ଗ୍ରାହକ ଅଛନ୍ତି। ୨୦୨୧ ମାର୍ଚ୍ଚ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବାବେଳେ ଏହି ମାସରେ ଏୟାରଟେଲ ମାତ୍ର ୬୪,୭୦୧ ଏବଂ ବିଏସଏନଏଲ୍ ୪୯,୧୩୩ ଗ୍ରାହକ ଯୋଗ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି। ଏହି ମାସରେ ଭୋଡାଫୋନ ଆଇଡିଆ ରାଜ୍ୟରେ ୫୨,୭୫୧ ଗ୍ରାହକ ହରାଇଛି। ଏଥିସହିତ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ…

Read More

ନୂଆଦିଲ୍ଲୀ: ଗାଜିଆବାଦରେ ମୁସଲିମ୍ ବୃଦ୍ଧଙ୍କୁ ପିଟିବା ଏବଂ ଦାଢି କାଟିବା ଘଟଣାରେ ଆଜି ସମାଜବାଦୀ ନେତା ଉମ୍ମେଦ ପହଲୱାନଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଉମ୍ମେଦ ସହିତ ଗୁଲସନକୁ ମଧ୍ୟ ଗିରଫ କରାଯାଇଛି। ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲ ନିକଟରୁ ଉଭୟଙ୍କୁ ଗିରଫ କରାଯାଇଛି। ଗାଜିଆବାଦର ଲୋନୀରେ ବୃଦ୍ଧଙ୍କୁ ମାଡ ମରାଯାଇଥିଲା। ଉମ୍ମେଦ ପହଲୱାନ ଉପରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ବୃଦ୍ଧାଙ୍କୁ ପିଟିବା ଅଭିଯୋଗରେ ଶେଷରେ ଅଭିଯୁକ୍ତ ଗୁଲଶନକୁ ମଧ୍ୟ ଦିଲ୍ଲୀ ପୋଲିସ ଗିରଫ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ୧୧ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଏବେ ଦିଲ୍ଲୀରୁ ଗାଜିଆବାଦ ନେବା ପାଇଁ ପୋଲିସ ବ୍ୟବସ୍ଥା କରୁଛି।

Read More

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏକ ପ୍ରକାର ଆଶ୍ଵସ୍ତି ମିଳୁଛି। ହେଲେ ଲୋକେ ସଂପୂର୍ଣ୍ଣ ବିପଦ ମୁକ୍ତ ଭାବିବା ଠିକ ନୁହେଁ। ସମସ୍ତ ରାଜ୍ୟ ସରକାର କରୋନା କଟକଣା ପ୍ରତି ଧ୍ୟାନ ଦେବା ଉଚିତ। କଟକଣାକୁ କଡାକଡି କରିବା ପାଇଁ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ସତର୍କ କରାଇଛନ୍ତି। ଅନଲକ ହେଉଥିବା ସ୍ଥାନଗୁଡିକରେ କଟକଣା ଉପରେ ନଜର ରଖିବାକୁ ଅଜୟ ଭାଲ୍ଲା କହିଛନ୍ତି। ସଂକ୍ରମଣ କମୁଥିବାରୁ କେତେକ ରାଜ୍ୟରେ କଟକଣାକୁ କୋହଳ କରାଯାଉଛି। ତେବେ କଟକଣା କୋହଳ ବେଳେ ଆଦୌ ବେପରୁଆ ନହେବାକୁ କେନ୍ଦ୍ର ଗୃହ ସଚିବ ସତର୍କ କରାଇଛନ୍ତି। ବର୍ତ୍ତମାନ ବିପଦ ସଂପୂର୍ଣ୍ଣ ଟଳିନି, କରୋନାରେ ଲଗାମ ପାଇଁ ପଞ୍ଚସୂତ୍ରୀ ଫର୍ମୁଲାକୁ କଡାକଡି ପାଳନ କରିବା ପାଇଁ ଅଜୟ କହିଛନ୍ତି। କୋଭିଡ ନିୟମ ମାଣିବା ସହ ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ ଟୀକାକରଣ ଉପରେ ଗୁରୁତ୍ଵ ଦେବା…

Read More

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚରେ ବର୍ଷା ସମ୍ଭାବନା ଯୋଗୁଁ ଖେଳାପ୍ରେମୀମାନେ ଚିନ୍ତାରେ ପଡିଛନ୍ତି। ଇଂଲଣ୍ଡର ସାଉଥେମ୍ପଟନରେ ଲଗାତର ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଛି। ତେବେ ଆଗାମୀ ଦିନରେ ଆହୁରି ବର୍ଷା ହେବା ସମ୍ଭାବନା ଥିବାରୁ ଫାଇନାଲ ମ୍ୟାଚକୁ ନେଇ ଆଶଙ୍କା ବଢିଛି। ପ୍ରଥମ ଦିନ ଖେଳ ବାତିଲ ହୋଇଥିଲେ ମଧ୍ୟ ଆଉ ୫ ଦିନ ଖେଳ ବାକି ଅଛି। ଇଂଲଣ୍ଡ ଜଳବାୟୁର ସ୍ଥିତିକୁ ଦେଖି ପୂର୍ବରୁ ଆଇସିସି ଏହି ମ୍ୟାଚ ପାଇଁ ଆଉ ଏକ ରିଜର୍ଭ ଡେ’ ର ବ୍ୟବସ୍ଥା କରିଥିଲା। ଏହି ମ୍ୟାଚ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବେଳେ ୨୩ ତାରିଖଟି ରିଜର୍ଭ ଡେ’ ଭାବେ ଆଇସିସି ଘୋଷଣା କରିଥିଲା। ଆଇସିସି ମୁତାବକ, ଯେତେବେଳେ ପ୍ରଥମ ୫ ଦିନରେ ମୋଟ ୩୦ ଘଣ୍ଟା ଖେଳାଯାଇପାରିବ ନାହିଁ, ସେତେବେଳ ଏହି ରିଜର୍ଭ ଡେ’ ର ବ୍ୟବହାର କରାଯାଇପାରିବ। ବର୍ତ୍ତମାନ…

Read More

ଭୁବନେଶ୍ବର, ବରିଷ୍ଠ ଆଇପିଏସ ଦେବାଶିଷ ମହାପାତ୍ରଙ୍କ ପରଲୋକ ଖବର ପରେ ରାଜ୍ୟ ଆଉ ଜଣେ ବରିଷ୍ଠ ଆଇଏଏସଙ୍କୁ ମଧ୍ୟ ହରାଇଛି। କରୋନାରେ ଗୁରୁତର ହୋଇପଡିଥିବା ଓଡିଆ ଆଇଏଏ, ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ ଘଟିଛି। ସେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିଲେ। ୧୯୮୬ ବ୍ୟାଚ୍ ଗୁଜୁରାଟ କ୍ୟାଡରର ଆଇଏଏସ୍ ଗୁରୁପ୍ରସାଦ ହେଉଛନ୍ତି ଓଡିଶାର ପ୍ରଖ୍ୟାତ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ପୁତ୍ର। ଗୁରୁପ୍ରସାଦ କେନ୍ଦ୍ର ସରକାରଙ୍କ ଡିପିଆଇଆଇଟି (ଡିପାର୍ଟମେଣ୍ଟ ଫର୍ ପ୍ରମୋସନ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାସନାଲ ଟ୍ରେଡ୍) ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଏୟାରପୋର୍ଟ ଅଥରିଟ ଅଫ ଇଣ୍ଡିଆର ଅଧ୍ୟକ୍ଷ ମଧ୍ୟ ଥିଲେ। ସେ ମଧ୍ୟ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର କମିସନର ଭାବରେ କାର୍ଯ୍ୟ କରିଥିଲେ ଏବଂ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ…

Read More

ଭୁବନେଶ୍ୱର: ମହାମାରୀ କରୋନାର ପ୍ରଥମ ଲହର ପରେ ବର୍ତ୍ତମାନ ଦ୍ୱିତୀୟ ଲହର ସାରା ରାଜ୍ୟ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ବିଶେଷକରି କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାଜ୍ୟ ସରକାର ବାଧ୍ୟ ହୋଇ ପର୍ଯ୍ୟାୟକ୍ରମେ ଲକଡ଼ାଉନ ଓ ସଟଡ଼ାଉନ ଘୋଷଣା କରିଚାଲିଛନ୍ତି। ଏଥିଯୋଗୁ ଲୋକମାନେ ନିଜର ଜୀବନ ଜୀବିକା ହରାଇ ବସିଛନ୍ତି। ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଏକ ପ୍ରକାର ଦୋହଲି ଯାଇଛି। ଅଧିକାଂଶ ଲୋକ ଓଳିଏ ଖାଇଲେ ଓଳିଏ ଉପାସ ରହି ଏକ ପ୍ରକାର ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ଲୋକମାନଙ୍କ ଏପରି ଅବସ୍ଥାକୁ ହୃଦୟଙ୍ଗମ କରି ସମାଜସେବୀ ପ୍ରତାପ ସାହୁ ସହଯୋଗର ହାତ ବଢାଇଛନ୍ତି। ଗତ ୨୦୨୦ ମସିହା ଫେବୃୟାରୀ ମାସରେ ଦେଖା ଦେଇଥିବା କରୋନା ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ପର୍ଯ୍ୟନ୍ତ ଦୀର୍ଘ ୪୫୦ ଦିନ ଧରି କ୍ରମାଗତ ଭାବେ ଶ୍ରୀଯୁକ୍ତ ସାହୁ ଲୋକଙ୍କୁ…

Read More

କଟକ, ଆଉ କିଛି ସମୟ ମଧ୍ୟରେ ବରିଷ୍ଠ ଆଇପିଏସ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର କଟକରେ ପହଞ୍ଚିବ। ଗତକାଲି ରାତିରେ ତାଙ୍କର କୋଲକତାର ଏକ ଘରୋଇ ହସପିଟାଲରେ ଦେହାନ୍ତ ହୋଇଥିଲା। ଏହାପରେ ରାତିରେ ଏକ ସ୍ବତନ୍ତ୍ର ଗାଡିରେ ତାଙ୍କର ମରଶରୀର କଟକ ଅଣାଯାଉଛି। କଟକ ଆସିବା ରାସ୍ତାରେ ବାଲେଶ୍ବରରେ କିଛି ସମୟ ପାଇଁ ତାଙ୍କର ଶେଷ ଦର୍ଶନ କରିଥିଲେ। ବାଲେଶ୍ବର ଭିଜିଲାନସ ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ସେଠାରେ ଶେଷ ଦର୍ଶନ କରିଥିଲେ। ସେହିପରି କଟକ ଆସିବା ପରେ ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯିବ। ଏହାପରେ କଟକ ସତୀଚଉରାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ।

Read More

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପରେ ହୋଇଥିବା ହିଂସା ମାମଲାର ଶୁଣାଣୀ ପାଇଁ ସୁପ୍ରିମକୋର୍ଟର ବିଚାରପତି ନିଜକୁ ଅଲଗା କରିଦେଇଛନ୍ତି। ବିଚାରପତି ଇନ୍ଦିରା ବାନାର୍ଜୀ ଏହି ମାମଲାର ଶୁଣାଣିରୁ ନିଜକୁ ପୃଥକ ରଖିଛନ୍ତି। ବିଚାରପତି କହିଛନ୍ତି ଯେ, ସେ ଏହି ମାମଲାର ଶୁଣାଣୀ କରିବାକୁ ଚାହୁଁ ନାହାନ୍ତି। ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ପୀଡିତ ପରିବାର ସୁପ୍ରିମକୋର୍ଟ ପହଞ୍ଚିଥିଲେ। ପଶ୍ଚିମବଙ୍ଗ ସରକାର ଠାରୁ ଏହି ମାମଲା ପାଇଁ ସୁପ୍ରିମକୋର୍ଟ ଉତ୍ତର ମାଗିଥିଲେ। ଯାହାର ଉତ୍ତର ରଖି ସରକାର କହିଥିଲା ଯେ, ଯାଚିକା କର୍ତ୍ତା ରାଜନୀତିରେ ପ୍ରେରିତ ହୋଇଛନ୍ତି, ତେଣୁ ଏହି ଆବେଦନକୁ ଖାରିଜ କରାଯାଉ।

Read More

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ପୁଣି ଥରେ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଆସନ୍ତା ୨୪ ତାରିଖକୁ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇପାରନ୍ତି। ଏଥିରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ଲାଗି ଆଲୋଚନା ହେବା ସମ୍ଭାବନା ରହିଛି। ୨୦୧୯ ଅଗଷ୍ଟ ମାସରେ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟାଇବା ଏବଂ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ବାଣ୍ଟିବା ପରେ କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ପାଖାପାଖି ୨ ବର୍ଷ ପରେ ଜମ୍ମୁ-କାଶ୍ମୀରରେ ଚାଲିଥିବା ରାଜନୈତିକ ଗତିରୋଧ ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଏହା ଏକ ବଡ ପ୍ରୟାସ ବୋଲି କୁହାଯାଉଛି। ଏହି ବୈଠକ ପାଇଁ ଜମ୍ମୁ-କାଶ୍ମୀରର ନେତାଙ୍କୁ ମଧ୍ୟ ଡକାଯାଇଛି। ଗତକାଲି ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରର ୯ ଟି ରାଜନୈତିକ ଦଳକୁ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୭୫୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୬୪୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୮ ଲକ୍ଷ ୨୩ ହଜାର ୫୪୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୫ ହଜାର ୧୩୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୬ ଲକ୍ଷ ୭୮ ହଜାର ୩୯୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭ ଲକ୍ଷ ୬୦ ହଜାର ୧୯ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୪୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ଝାରସୁଗୁଡା, ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡା, ବରଗଡ ଓ କୋରାପୁଟ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ମାଲକାନାଗିରି, ମୟୂରଭଞ୍ଜ ଓ ନୂଆପଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, ସୋନପୁର ଓ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୩ ହଜାର ୯୨୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୨୯ ହଜାର…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୪୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୭୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୩ ହଜାର ୯୨୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୨୯ ହଜାର ୮୫୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୦ ହଜାର ୪୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୦୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୪୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୫୩ ଜଣ, କଟକ ଜିଲ୍ଲାରୁ ୩୯୬ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ମେଷ- ସଠିକ୍ କାର୍ଯ୍ୟକୁ ମଧ୍ୟ ବିରୋଧ କରାଯିବ ।  କୌଣସି କ୍ରନିକ ରୋଗ ଅସୁବିଧା ସୃଷ୍ଟି କରିପାରେ । ଏକ ବଡ ସମସ୍ୟାର ସମ୍ମୁଖୀନ ହେବେ।  ଚିନ୍ତା ଏବଂ ଟେନସନ ହେବ । ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟଧାରରେ ଉନ୍ନତି କରିବ । ସାମାଜିକ କାର୍ଯ୍ୟ କରିବା ପାଇଁ ଏକ ପ୍ରବୃତ୍ତି ରହିବ । ଆଜି ଆପଣ ସମ୍ମାନ ପାଇବେ । ସ୍ଥଗିତ କାର୍ଯ୍ୟଗୁଡ଼ିକରେ ଗତି ହେବ । ବିନିଯୋଗ ଭଲ ହେବ । ଚାକିରିରେ ଶାନ୍ତି ରହିବ। ବୃଷ- ଧର୍ମ ଏବଂ କାର୍ଯ୍ୟ ପ୍ରତି ଆଗ୍ରହ ରହିବ । କୋର୍ଟର କାର୍ଯ୍ୟ ଅନୁକୂଳ ହେବ । ଲାଭ ସୁଯୋଗ ଆସିବ । ଆଘାତ ଏବଂ ବିବାଦରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ଅସୁବିଧାରେ ପଡ଼ନ୍ତୁ ନାହିଁ । ବ୍ୟବସାୟ ବୃଦ୍ଧି ପାଇବ । ଚାକିରିରେ ଆପଣ…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କ ପ୍ରତି କଣ ରହିଛି କର୍ତ୍ତବ୍ୟ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ ନିଜେ ବିଦ୍ୟା ଶିକ୍ଷା ନ ଦିଅନ୍ତି ସେମାନେ ପିଲାଙ୍କ ଶତ୍ରୁ ବୋଲି କୁହାଯିବ। ବାପା ହେଉଛନ୍ତି ବାହାର ଶତ୍ରୁ ଏବଂ ମାତା ହେଉଛନ୍ତି ଗୃହ ଶତ୍ରୁ। ସେଥିପାଇଁ ପିଲାମାନଙ୍କୁ ପ୍ରଥମେ ବାପାମା ଶିକ୍ଷା ପ୍ରଦାନ କରିବା ଆବଶ୍ୟକ। ସେହିପରି ଚାଣକ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ବେଶୀ ଆଦର କରିବା ଉଚିତ ନୁହେଁ। କାରଣ ଏପରି ଆଦର କଲେ ପିଲାମାନେ ବେଖାତିର ହୋଇ ଯାଆନ୍ତି। ସେମାନଙ୍କ ଭିତରେ ଏକ ବଦଗୁଣ ବିକଶିତ ହୋଇଯାଏ। ସେଥିପାଇଁ ପିତାମାତା ଏବଂ ଗୁରୁ, ପିଲାମାନଙ୍କୁ ଆଦର ନ କରି ଶାସନ କରନ୍ତୁ।

Read More

ନୂଆଦିଲ୍ଲୀ, କିମ୍ବଦନ୍ତୀ ଭାରତୀୟ ଆଥଲେଟ୍ ମିଲ୍କା ସିଂଙ୍କର କରୋନାରେ ପରଲୋକ ଘଟିଛି। ଶୁକ୍ରବାର ରାତିରେ ଚଣ୍ଡିଗଡ଼ର ଏକ ହସପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି କରୋନାରେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହେବାର ପାଞ୍ଚ ଦିନ ପରେ ତାଙ୍କର ଦେହାନ୍ତ ହୋଇଛି। କରୋନା ଆକ୍ରାନ୍ତ ମିକ୍କାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅକ୍ସିଜେନ ସ୍ତର ହ୍ରାସ ପାଇବାରୁ ତାଙ୍କୁ ଆଇସିୟୁ ରଖି ଚିକିତ୍ସା କରାଯାଉଥିଲା। ହେଲେ ସେ ଶୁକ୍ରବାର ରାତି 11 ଟା 30 ମିନଟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

Read More

ସିଂହ- ଜମି କ୍ରୟ ଏବଂ ବିକ୍ରୟ ପାଇଁ ଏକ ଯୋଜନା ପ୍ରସ୍ତୁତ ହେବ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ଆର୍ଥିକ ଅଗ୍ରଗତି ହେବ । ଏକତ୍ରିତ ପାଣ୍ଠି ବୃଦ୍ଧି ପାଇବ । ଦାୟିତ୍ବ କମ୍ ହେବ । କନ୍ୟା- ଶାରୀରିକ ଯନ୍ତ୍ରଣା ସମ୍ଭାବନା । କାରବାରକୁ ଶୀଘ୍ର କର ନାହିଁ । ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ଯାତ୍ରା ଉପଭୋଗ୍ୟ ହେବ । ସୁସ୍ୱାଦୁ ଖାଦ୍ୟ ଉପଭୋଗ କରନ୍ତୁ ।

Read More

ମେଷ- ସଠିକ୍ କାର୍ଯ୍ୟକୁ ମଧ୍ୟ ବିରୋଧ କରାଯିବ ।  କୌଣସି କ୍ରନିକ ରୋଗ ଅସୁବିଧା ସୃଷ୍ଟି କରିପାରେ । ଏକ ବଡ ସମସ୍ୟାର ସମ୍ମୁଖୀନ ହେବେ।  ଚିନ୍ତା ଏବଂ ଟେନସନ ହେବ । ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟଧାରରେ ଉନ୍ନତି କରିବ । ସାମାଜିକ କାର୍ଯ୍ୟ କରିବା ପାଇଁ ଏକ ପ୍ରବୃତ୍ତି ରହିବ । ବୃଷ- ଧର୍ମ ଏବଂ କାର୍ଯ୍ୟ ପ୍ରତି ଆଗ୍ରହ ରହିବ । କୋର୍ଟର କାର୍ଯ୍ୟ ଅନୁକୂଳ ହେବ । ଲାଭ ସୁଯୋଗ ଆସିବ । ଆଘାତ ଏବଂ ବିବାଦରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ଅସୁବିଧାରେ ପଡ଼ନ୍ତୁ ନାହିଁ ।

Read More

ତୂଳା- ଶତ୍ରୁମାନେ ପରାସ୍ତ ହେବେ । ବ୍ୟବସାୟ ଭଲ ହେବ । ଆୟରେ ନିଶ୍ଚିତତା ରହିବ। ଆପଣ ଦୁଃଖଦ ଖବର ପାଇପାରିବେ । ଚେଷ୍ଠା ବୃଥା ହେବ । କାର୍ଯ୍ୟରେ ଧ୍ୟାନ ଦେବାକୁ ସମର୍ଥ ହେବ ନାହିଁ । ଅନାବଶ୍ୟକ ଭାବରେ ଜଣେ ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ ହୋଇପାରେ । ଅଧିକ ପରିଶ୍ରମ କରିବାକୁ ପଡ଼ିବ । ମୀନ- ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ । ଲାଭ ସୁଯୋଗ ଆସିବ । ବୁଦ୍ଧିମାନ ଭାବରେ କାର୍ଯ୍ୟ କର । ଲାଭ ବୃଦ୍ଧି ପାଇବ । ଅଦରକାରୀ ଜିନିଷ ପ୍ରତି ଧ୍ୟାନ ଦିଅ ନାହିଁ । ବିନିଯୋଗ ଭଲ ହେବ । ଚାକିରିରେ ଅଗ୍ରଗତି ହେବ ।

Read More

ମକର- କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସାବଧାନତାର ସହିତ ନିଅନ୍ତୁ । କିଛି ଦୁର୍ଘଟଣାର ସମ୍ଭାବନା ରହିବ । ଶାରୀରିକ ଯନ୍ତ୍ରଣା ସମ୍ଭବ । କାରବାରରେ ବେପରୁଆ ହୁଅନ୍ତୁ ନାହିଁ । ବ୍ୟବସାୟ ଯାତ୍ରା ସଫଳ ହେବ । କୁମ୍ଭ- ମସ୍ତିଷ୍କରେ ଏକ ଯନ୍ତ୍ରଣା ହୋଇପାରେ । ଏକ ଜରୁରୀ ଜିନିଷ ନଷ୍ଟ ହୋଇପାରେ କିମ୍ବା ଠିକ୍ ସମୟରେ ମିଳିବ ନାହିଁ । କ୍ରନିକ ରୋଗ ଦେଖାଦେଇପାରେ । ଅନ୍ୟମାନଙ୍କ ସହିତ ଝଗଡା କରନ୍ତୁ ନାହିଁ ।

Read More

ବିଛା- ପୁରୁଣା ରୋଗ ଅସୁବିଧାର କାରଣ ହୋଇପାରେ । ତତ୍ପରତା ନାହିଁ । ଜରୁରୀ ଜିନିଷଗୁଡିକ ନିଖୋଜ ହୋଇପାରେ । ଚିନ୍ତା ଏବଂ ଟେନସନ ହେବ । ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ । ଧନୁ- କୈଣସି ପ୍ରକାର ବିବାଦ ଭିତରକୁ ଯାଆନ୍ତୁ ନାହିଁ । ଶୀଘ୍ର କ୍ଷତି ଘଟାଇବ । ରୟାଲଟି ହାସଲ ହେବ । ଦୂରରୁ ସୁସମାଚାର ଗ୍ରହଣ କରାଯିବ । ଅତିଥିମାନେ ଘରେ ପହଞ୍ଚିବେ । ସେଠାରେ ଖର୍ଚ୍ଚ ହେବ ।

Read More

ମିଥୁନ- ଶତ୍ରୁ ଭୟ ରହିବ । ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ବିବାଦ ସମସ୍ୟା ସୃଷ୍ଟି କରିବ । ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସାବଧାନ ରୁହନ୍ତୁ । ମୂଲ୍ୟବାନ ସାମଗ୍ରୀ ଆପଣଙ୍କ ପାଖରେ ରଖନ୍ତୁ । କର୍କଟ – ପ୍ରତିଦ୍ୱନ୍ଦ୍ୱିତା କମ୍ ହେବ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଜିନିଷ ଖରାପ ହୋଇପାରେ । ଶତ୍ରୁ ଭୟ ହେବ । କୋର୍ଟର କାର୍ଯ୍ୟ ଅନୁକୂଳ ହେବ । ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ । ବ୍ୟବସାୟ ଲାଭଦାୟକ ହେବ ।

Read More