Author: Samikhsya Bureau

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟ ସରକାରଙ୍କୁ ପରୀକ୍ଷା ଫଳ ପ୍ରସ୍ତୁତି ଲାଗି ଗଠିତ ବିଶେଷଜ୍ଞ ଟିମ ରିପୋର୍ଟ ପ୍ରଦାନ କରିବେ। ଦଶମ ବୋର୍ଡ ପରୀକ୍ଷା ଫଳ ଆଧାରରେ ଯୁକ୍ତ ୨ ପରୀକ୍ଷା ଫଳ ମୂଲ୍ୟାୟନକୁ ଗୁରୁତ୍ଵ ଦିଆଯିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

Read More

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ବଜାରରେ ନିଜର ଦବ୍‌ଦବା କାୟମ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି ଏବଂ ୨୦୨୧ ମଇ ମାସରେ ସେକେଣ୍ଡ ପ୍ରତି ୨୦.୭ ମେଗାବିଟ୍ (ଏମବିପିଏସ୍‌) ହାରାହାରି ୪ଜି ସ୍ପିଡ୍ ସହିତ ନିଜର ନେତୃତ୍ୱ ସ୍ଥାନ ବଜାୟ ରଖିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ୪ଜି ନେଟୱର୍କ ସ୍ପିଡ ପୂର୍ବ ମାସ ତୁଳନାରେ ସାମାନ୍ୟ ବୃଦ୍ଧିପାଇଛି, ତେବେ ଚଳିତ ବର୍ଷ ମଇ ମାସରେ ଏହାର ହାରାହାରି ୪ଜି ଡାଉନଲୋଡ ସ୍ପିଡ ତାହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ଆଇଡିଆ ତୁଳନାରେ ତିନିଗୁଣରୁ ଅଧିକ ରହିଥିଲା। ଏହି ମାସରେ ଭୋଡାଫୋନ ଆଇଡିଆ ହାରାହାରି ଡାଉନଲୋଡ ସ୍ପିଡ୍ ୬.୩ ଏମବିପିଏସ୍ ରହିଥିବା ବେଳେ ଭାରତୀ ଏୟାରଟେଲର ଉକ୍ତ ମାସରେ ସର୍ବନିମ୍ନ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୪.୭…

Read More

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କୁ ସିବିଏସଇ ବୋର୍ଡ ଅବଗତ କରାଇବା ପରେ କାଉନ୍ସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେସନ ମଧ୍ୟ ଦ୍ଵାଦଶ ପରୀକ୍ଷା ଫଳ ନେଇ ଘୋଷଣା କରିଛି। ଜୁଲାଇ ୩୧ ତାରିଖ ସୁଦ୍ଧା ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ହେବ ବୋଲି ସିଆଇଏସସିଇ ଘୋଷଣା କରିଛି। ଦ୍ଵାଦଶ ପରୀକ୍ଷା ଫଳ ଜୁଲାଇ ୨୦ ତାରିଖ ବଦଳରେ ଜୁଲାଇ ୩୧ ତାରିଖ ପୂର୍ବରୁ ଘୋଷଣା ହେବ ବୋଲି ଆଇସିଏସଇ ଘୋଷଣା କରିଛି। ଦ୍ଵାଦଶ ପରୀକ୍ଷା ଫଳ ସହ ଏକାଦଶର ଇଣ୍ଟରନାଲ ମାର୍କ୍ସ ଆଧାରରେ ଏହି ପରୀକ୍ଷା ଫଳ ନିର୍ଣ୍ଣୟ କରାଯିବ। ଉଲ୍ଲେଖ ଯୋଗ୍ୟ ଯେ, ଆଜି ସୁପ୍ରିମକୋର୍ଟଙ୍କୁ ସିବିଏସଇ ବୋର୍ଡ ଦ୍ଵାଦଶ ପରୀକ୍ଷା ଫଳ ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ଅବଗତ କରିଥିଲା। ଏନେଇ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ବୋର୍ଡ ଏକ ଫର୍ମୁଲା ଉପସ୍ଥାପନ କରିଛି। ଦଶମ ଏବଂ ଏକାଦଶ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ପ୍ରକାଶ ହେବ।…

Read More

ନୂଆଦିଲ୍ଲୀ: ଦେଶରେ ନିର୍ମିତ ବାୟୋଲୋଜିକାଲ-ଇ ଟୀକା କୋଭିଡ଼ ବିରୋଧରେ ୯୦ ପ୍ରତିଶତ ପ୍ରଭାବୀ ହେବ ବୋଲି ସମ୍ଭାବନା ରହିଛି। ଏହା କରୋନା ମହାମାରୀ ବିରୋଧ ଲଢେଇରେ ଗେମ ଚେଞ୍ଜର ହୋଇପାରେ। ସରକାରଙ୍କ ପରାମର୍ଶଦାତା କମିଟିକୁ ଦେଶର ଜଣେ ବରିଷ୍ଠ ଡାକ୍ତର ଏନେଇ ଏହି ଅବଗତ କରାଇଛନ୍ତି। କେନ୍ଦ୍ର ସରକାରର କୋଭିଡ଼ ୱାର୍କିଂ ଗୃପର ଅଧ୍ୟକ୍ଷ ଏନକେ ଅରୋରା କହିଛନ୍ତି ଯେ, ଏହି ଟୀକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପହଞ୍ଚି ସାରିଛି। ଏବଂ ଏହା ଅକ୍ଟୋବର ମାସରେ ଉପଲବ୍ଧ ହୋଇପାରିବ। ଡା. ଅରୋରାଙ୍କ ଅନୁସାରେ, ବାୟୋଲୋଜିକାଲ-ଇ ଟୀକାକୁ କୋର୍ବେଭାକ୍ସ କୁହାଯିବ ଏବଂ ଏହା ନୋଭାଭାକ୍ସ ଭଳି ହେବ। ସେହିହାଳି କମ୍ପାନୀର ସୂଚନା ଅନୁଯାୟୀ, କୋଭିଡ଼ର ଭ୍ୟାରିଏଣ୍ଟ ବିରୋଧରେ ନୋଭାଭାକ୍ସ ୯୦ ପ୍ରତିଶତରୁ ଅଧିକ ପ୍ରଭାବୀ। ନୋଭାଭାକ୍ସକୁ ଦେଶରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ କରାଯିବ। ବର୍ତ୍ତମାନ ଏହି କମ୍ପାନୀ ଅକ୍ସୋଫୋର୍ଡ-ଆଷ୍ଟ୍ରୋଜୋନିକାର କୋଭିଷିଲ୍ଡ ଟୀକା ପ୍ରସ୍ତୁତ କରୁଛି।

Read More

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖ ସୁଦ୍ଧା ସିବିଏସଇ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଏକ ଫର୍ମୁଲା ପ୍ରସ୍ତୁତ କରାଯାଇଛି। ଦଶମ ଏବଂ ଏକାଦଶ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ପ୍ରକାଶ ହେବ। ମୂଲ୍ଯାୟାନ ସମୟରେ ଦଶମ ଏବଂ ଏକାଦଶ ପରୀକ୍ଷା ଫଳର ୩୦ ପ୍ରତିଶତ ନମ୍ବରକୁ ବିଚାର କରାଯିବାକୁ ଥିବା ବେଳେ ଦ୍ଵାଦଶର ପ୍ରି-ବୋର୍ଡ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ। ଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ସିବିଏସଇ ବୋର୍ଡ ଅବଗତ କରାଇଛି।

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ମୁସଲିମ ବୃଦ୍ଧଙ୍କ ଦାଢି କାଟିବା ମାମଲାରେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ସ୍ଵରା ଭାସ୍କରଙ୍କ ସମେତ ଅରଫା ଖାନମ ଶେଖାନୀ, ଆସିଫ ଖାନ, ଟ୍ବିଟର ଇଣ୍ଡିଆ ଏବଂ ଟ୍ବିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ଵରଙ୍କ ନାମରେ ମଧ୍ୟ ଏହି ଘଟଣାରେ ପୋଲିସ ଅଭିଯୋଗ ଆଣିଛି। ଅଭିଯୋଗ ଅନୁଯାୟୀ, ବିବାଦୀୟ ଟ୍ବିଟ କରିବା ଯୋଗୁଁ ସମସ୍ତଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ସମସ୍ତେ ମୁସଲିମ ବୃଦ୍ଧଙ୍କ ଦାଢି କାଟିବାକୁ ବିରୋଧ କରି ଟ୍ବିଟ କରିଥିଲେ। ଯାହାଫଳରେ ଅନେକ ଲୋକ ଏହାକୁ ରିଟ୍ବିଟ କରିଥିଲେ। ଓକିଲ ଅମିତ ଆଚାର୍ଯ୍ୟ ଏମାନଙ୍କ ବିରୋଧରେ ଦିଲ୍ଲୀର ତିଲକ ମାର୍ଗ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ବର୍ତ୍ତମାନ ଏତଲା ରୁଜୁ ହୋଇନାହିଁ। ପୋଲିସ ଏହି ଘଟଣା ଉପରେ ତଦନ୍ତ ଜାରି ରଖିଛି। ଏହା ପୂର୍ବରୁ କେତେଜଣ ସାମ୍ବାଦିକ ଏବଂ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସାମ୍ବାଦିକ ରାଣା…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୪୭୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ଝାରସୁଗୁଡା, ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଗଞ୍ଜାମ, କଳାହାଣ୍ଡି ଓ ଜଗତସିଂହପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ସୋନପୁର ଓ ବୌଦ୍ଧ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ନବରଙ୍ଗପୁର,ନୂଆପଡା ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୬ ହଜାର ୬୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୧୭ ହଜାର ୩୫୯ ଜଣ।…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୭ ହଜାର ୨୦୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୩୩୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୭ ଲକ୍ଷ ୩୧୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୯ ହଜାର ୩୬୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୩ ଲକ୍ଷ ୮୩ ହଜାର ୯୪୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୮ ଲକ୍ଷ ୨୬ ହଜାର ୭୪୦ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ସହିତ ସଂପ୍ରସାରଣ ହେବ। ଏ ନେଇ ଜାତୀୟ ଗଣ ମାଧ୍ୟମରେ ଚାଲିଛି ଚର୍ଚ୍ଚା। ତେବେ ପ୍ରଧାନମନ୍ତ୍ରୀଙ୍କ ଘନଘନ ବୈଠକ, ମନ୍ତ୍ରୀମାନଙ୍କ ସହିତ 1-2-1  ଆଲୋଚନା ଏହି ଅଦଳବଦଳକୁ ନିଶ୍ଚିତ କରିଦେଇଛି। ଯେଉଁଦିନଠାରୁ ଏହି ଖବର ଆସିଲାଣି ସେହି ଦିନଠାରୁ କିଏ ମନ୍ତ୍ରୀ ହେବ, କିଏ ବାହାରିବ ସେ ନେଇ ଚର୍ଚ୍ଚା ଜାରୀ ରହିଛି। ବର୍ତ୍ତମାନ ଓଡିଶାରୁ କିଏ ମନ୍ତ୍ରୀ ହେବ କିଏ ବାହାରିବ ସେ ନେଇ ମଧ୍ୟ ଆଲୋଚନା ଚାଲିଛି। ତେବେ ଏହି ଚର୍ଚ୍ଚା ଭିତରେ ସମସ୍ତଙ୍କର ନଜର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ରହିଛି। କାରଣ ଧର୍ମେନ୍ଦ୍ର 2014 ମସିହାରୁ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ଏବଂ ମୋଦିସାହାଙ୍କ ବେଶ ଘନିଷ୍ଠ ମଧ୍ୟ ଅଛନ୍ତି।  ସେ ହେଉଛନ୍ତି ଏପରି ଜଣେ ମନ୍ତ୍ରୀ ଯେ କି ମୋଦି ସରକାରର ଦୁଇ ପାଳିରେ ଗୋଟିଏ ବିଭାଗ ଦାୟିତ୍ବରେ ରହିଛନ୍ତି। ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟାରେ ଧର୍ମେନ୍ଦ୍ର…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୦୬୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୬୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୬ ହଜାର ୬୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୧୭ ହଜାର ୩୫୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୭ ହଜାର ୭୯୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୪୩୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୬୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୦୬ ଜଣ, କଟକ ଜିଲ୍ଲାରୁ ୪୩୮ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ଚେନ୍ନାଇ, ତାମିଲନାଡୁର ଭେଲରୋରେ ରହିଛି ଏକ ଆଶ୍ଚର୍ଯ୍ୟ ମନ୍ଦିର। ଯାହାକୁ ଯେ କେହି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ଏହି ମନ୍ଦିରର ନାମ ହେଉଛି ଶ୍ରୀପୁରମ ସ୍ବର୍ଣ୍ଣ ମନ୍ଦିର। ଚେନ୍ନାଇରୁ 145 କିଲୋମିଟର ଦୂରରେ ଥିବା ମାଲାଲକୋଡି ପାହାଡ ଉପରେ ଏହି ମନ୍ଦିରଟି ଅବସ୍ଥିତ। ଏହି ମନ୍ଦିରରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। ଏହି ମନ୍ଦିରର ଦୁଇଟି ବଡ ବିଶେଷତ୍ବ ରହିଛି। ତାହା ହେଉଛି ଏହାର ବିମାନମ ଏବଂ ଅର୍ଦ୍ଧ ମଣ୍ଡପମ ଦୁଇଟି ଖାଣ୍ଟି ସୁନାରେ ତିଆରି କରାଯାଇଛି। ଏହା ଭିତରକୁ ଯିବା ବେଳେ ସ୍ତମ୍ବଠାରୁ ଆରମ୍ଭ କରି ମନ୍ଦିରର କାରୁକାର୍ଯ୍ୟ ଖାଣ୍ଟି ସୁନାରେ ତିଆରି ହୋଇଛି। ଏଥିରେ 15 ହଜାର କିଲୋଗ୍ରାମର ସୁନା ଲାଗିଛି। ପ୍ରାୟ ଶହେ ଏକର ପରିମିତ ସ୍ଥାନରେ ଥିବା ଏହି ମନ୍ଦିରର ଆଉ ଏକ ବିଶେଷତ୍ବ ହେଉଛି ଯେ ଏହା ଶ୍ରୀଚକ୍ର ଆକୃତିର ନିର୍ମାଣ କରାଯାଇଛି। ଉପରୁ ଦେଖିଲେ ଏହା ଏକ ଶ୍ରୀଚକ୍ର ପରି ଦୃଶ୍ୟମାନ…

Read More

ମେଷ: – ଆଜି ଆପଣ ଦିନଟି ଖୁସିରେ ବିତାଇବେ । ବୌଦ୍ଧିକ ପ୍ରବୃତ୍ତି ଏବଂ ଆଲୋଚନା ପାଇଁ ଦିନଟି ଭଲ । ଆଜି ତୁମେ ତୁମର କଳ୍ପନାର ସର୍ବୋତ୍ତମ ବ୍ୟବହାର କରିପାରିବ । ପିଲାଠାରୁ ଭଲ ଖବର ପାଇ ମନ ଖୁସି ହେବ । ବୃଷ : – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ । ମନ ଚିନ୍ତିତ ରହିବ ଏବଂ ବ୍ୟକ୍ତିଗତ ସମ୍ପର୍କୀୟଙ୍କ ସହ ମତଭେଦ ହେବାର ସମ୍ଭାବନା ଅଛି। ତଥାପି କୌଣସି ଅସୁବିଧା ଘଟିବ ନାହିଁ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ଅର୍ଥ ଏବଂ ଖ୍ୟାତି ହୋଇପାରେ । ମିଥୁନ: – ଯଦି ଆପଣ ଆଜି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଏକ ସାକ୍ଷାତ ଅଛି । ଆପଣ କାର୍ଯ୍ୟରେ ସଫଳତା ପାଇବେ ଏବଂ ପ୍ରତିଯୋଗୀମାନଙ୍କ ଉପରେ ବିଜୟ ପାଇବେ…

Read More

କୁମ୍ଭ : – ଆଜି ତୁମର ଦିନ ମଧ୍ୟମ ଫଳପ୍ରଦ ଅଟେ । ଘର ବ୍ୟବସାୟରେ ସାବଧାନ ରୁହନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ, କିନ୍ତୁ ମନ ଆପଣଙ୍କ ସାଥୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହେବ। କିଛି ସୁନ୍ଦର ସ୍ଥାନ ପରିଦର୍ଶନ ପାଇଁ ଯୋଗ ପ୍ରସ୍ତୁତ କରାଯାଉଛି । ହଠାତ୍ ମୁଦ୍ରା ଲାଭ ହୋଇପାରେ । ମୀନ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ଏବଂ ମନ ମଧ୍ୟ ଖୁସି ହେବ । ସୁଖଦ ଘଟଣା ଘଟିବ । ଏହି ରୋଗରେ ପୀଡିତଙ୍କ ଅବସ୍ଥାରେ ଉନ୍ନତି ସହିତ ସନ୍ତୁଷ୍ଟ ହେବାର ସମ୍ଭାବନା ରହିବ ।

Read More

ଧନୁ : – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱର ଦିନ ହେବ । ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ପ୍ରତିଯୋଗୀମାନଙ୍କ ସହିତ କୌଣସି ପ୍ରକାର ଆଲୋଚନାରୁ ଦୂରେଇ ରୁହନ୍ତୁ । ମକର : – ଆଜି ତୁମର ଦିନ ଅସୁବିଧାରେ ପରିପୂର୍ଣ୍ଣ । କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବା ଏବଂ ଆଜି ଚିକିତ୍ସା ଏବଂ ଅସ୍ତ୍ରୋପଚାର ନ କରିବାକୁ ପରାମର୍ଶ ଦିଆଯାଇଛି। କ୍ରୋଧରୁ ଦୂରରେ ରୁହନ୍ତୁ । ସରକାରୀ କାର୍ଯ୍ୟରେ ବାଧା ଉପୁଜିବ ।

Read More

ମେଷ: – ଆଜି ଆପଣ ଦିନଟି ଖୁସିରେ ବିତାଇବେ । ବୌଦ୍ଧିକ ପ୍ରବୃତ୍ତି ଏବଂ ଆଲୋଚନା ପାଇଁ ଦିନଟି ଭଲ । ଆଜି ତୁମେ ତୁମର କଳ୍ପନାର ସର୍ବୋତ୍ତମ ବ୍ୟବହାର କରିପାରିବ । ପିଲାଠାରୁ ଭଲ ଖବର ପାଇ ମନ ଖୁସି ହେବ । ବିଛା : – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ନିଯୁକ୍ତ ଏବଂ ବ୍ୟବସାୟୀମାନଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ କୃପା ରହିବ।

Read More

ବୃଷ : – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ । ମନ ଚିନ୍ତିତ ରହିବ ଏବଂ ବ୍ୟକ୍ତିଗତ ସମ୍ପର୍କୀୟଙ୍କ ସହ ମତଭେଦ ହେବାର ସମ୍ଭାବନା ଅଛି। ତଥାପି କୌଣସି ଅସୁବିଧା ଘଟିବ ନାହିଁ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ସିଂହ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହିତ ହେବେ । ଆର୍ଥିକ ଦୃଷ୍ଟିରୁ ଦିନଟି ଲାଭଦାୟକ ଅଟେ । ଆଧ୍ୟାତ୍ମିକତା ଏବଂ ଚିନ୍ତା ଶକ୍ତି ଭଲ ରହିବ ।

Read More

କନ୍ୟା: – ଆଜି ଆପଣଙ୍କ ଭିତରେ ଏକାଗ୍ରତାର ଅଭାବ ରହିବ । ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ । ପୁଞ୍ଜି ବିନିଯୋଗରେ ବିଶେଷ ଧ୍ୟାନ ଆବଶ୍ୟକ । ପ୍ରିୟଜନଙ୍କଠାରୁ ଦୂରରେ ରୁହନ୍ତୁ, କାରଣ ସେମାନେ ବିଚ୍ଛିନ୍ନ ହୋଇପାରନ୍ତି । ତୂଳା: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଦିନଟି ପ୍ରିୟଜନ, ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ।

Read More

ମିଥୁନ: – ଯଦି ଆପଣ ଆଜି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଏକ ସାକ୍ଷାତ ଅଛି । ଆପଣ କାର୍ଯ୍ୟରେ ସଫଳତା ପାଇବେ ଏବଂ ପ୍ରତିଯୋଗୀମାନଙ୍କ ଉପରେ ବିଜୟ ପାଇବେ । କର୍କଟ : – ଆଜି ହଠାତ୍ ମୁଦ୍ରା ଲାଭ ହୋଇପାରେ । ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି, ଯାହା ଘରକୁ ନଷ୍ଟ କରିପାରେ । ଛାତ୍ରମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ । ନକାରାତ୍ମକ ଚିନ୍ତାଧାରା ଉପରେ ସଂଯମ ରଖନ୍ତୁ ।

Read More

ଭୁବନେଶ୍ବର, ପୂର୍ବତଟ ରେଳପଥର ଓଡିଶା ମଧ୍ୟ ଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ସେହି ଅନୁସାରେ ଏହି ଦୁଇଟି ଟ୍ରେନ ଯେଉଁ ନିର୍ଦ୍ଧାରିତ ସମୟରେ ଛାଡିବ ତାହା ହେଲା.. ୦୨୫୧୬/୦୨୫୧୫ ସୀଲଚାର-କୋଏମ୍ବାଟୁର-ସୀଲଚାର ସ୍ବତନ୍ତ୍ର ଟ୍ରେନ ସୀଲଚାରରୁ ୨୨ ଜୁନ୍ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ରାତ୍ର ୮ଘ.୧୦ମି,ରେ ଛାଡିବାକୁ ଥିବାବେଳେ ଏହା କୋଏମ୍ବାଟୁରରୁ ୨୭ ଜୁନ୍ ଠାରୁ ପ୍ରତ୍ୟେକ ରବିବାର ରାତ୍ରି ୯ଘ.୪୫ମି.ରେ ଛାଡି ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ ସୀଲଚାର-କୋଏମ୍ବାଟୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୌହାଟୀ, ନ୍ୟୁ ଜଲପାଇଗୁଡି, ରାମପୁର ହାଟ, ଡାଙ୍କୁଣୀ, ଖଡ଼ଗ୍ପୁର, ଭୁବନେଶ୍ୱର, ବିଶାଖାପାଟନମ୍, ବିଜୟୱାଡା, ଆରାକୋନମ୍, ସାଲେମ୍ ସହିତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ। ୦୫୬୩୦/୦୫୬୨୯ ସୀଲଘାଟ-ତାମ୍ବରମ-ସୀଲଘାଟ ସ୍ବତନ୍ତ୍ର ଟ୍ରେନ ସୀଲଘାଟ ଷ୍ଟେସନରୁ ୨୫ ଜୁନ୍ ଠାରୁ ପ୍ରତି ଶୁକ୍ରବାର ଦିନ ପୂର୍ବାହ୍ନ ୧୦ଘ.୦୫ମି.ରେ ଛାଡିବାକୁ ଥିବାବେଳେ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଭୂ-ବିଜ୍ଞାନ ମନ୍ତ୍ରଣାଳୟ (ଏମଓଇଏସ)ର “ଗଭୀର ମହାସାଗର ଅଭିଯାନ”କୁ ମଞ୍ଜୁର କରିଛନ୍ତି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଗଭୀର ସମୁଦ୍ରରେ ରହିଥିବା ସମ୍ପଦଗୁଡ଼ିକର ଅନୁସନ୍ଧାନ କରିବା ଏବଂ ମହାସାଗରୀୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ଗଭୀର ସମୁଦ୍ର ପ୍ରଯୁକ୍ତିକୁ ବିକଶିତ କରିବା । ଏହି ଅଭିଯାନକୁ ପଯ୍ୟାୟ କ୍ରମେ ଲାଗୁ କରିବା ଦିଗରେ ୫ ବର୍ଷର ଅବଧି ଲାଗି ଆନୁମାନିକ ୪,୦୭୭ କୋଟି ଟଙ୍କା ବ୍ୟୟ କରାଯିବ। ତିନି ବର୍ଷ (୨୦୨୧-୨୦୨୪) ଲାଗି ପ୍ରଥମ ପର‌୍ୟ୍ୟାୟରେ ଆନୁମାନିକ ୨୮୨୩.୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗଭୀର ମହାସାଗର ପ୍ରକଳ୍ପ ଭାରତ ସରକାରଙ୍କ ନୀଳ ଅର୍ଥବ୍ୟବସ୍ଥା ଯୋଜନାକୁ ସମର୍ଥନ କରିବା ଲାଗି ଏକ ମିଶନ ଆଧାରିତ ପ୍ରକଳ୍ପ ହେବ। ଭୂ-ବିଜ୍ଞାନ ମନ୍ତ୍ରଣାଳୟ (ଏମଓଇଏସ) ନୋଡାଲ ମନ୍ତ୍ରଣାଳୟ ଭାବେ ଏହି ବହୁସଂସ୍ଥାଗତ ମହତ୍ୱାକାଂକ୍ଷୀ ଅଭିଯାନକୁ ଲାଗୁ କରିବ। ଏହି ଗଭୀର…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି (ସିସିଇଏ) ସାର ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ୨୦୨୧-୨୨ (ବର୍ତ୍ତମାନର ମୌସୁମୀ ଋତୁ) ପାଇଁ ଫସଫେଟିକ ଓ ପୋଟାସିକ (ପି ଆଣ୍ଡ କେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ନିର୍ଦ୍ଧାରଣ କରିବା ଲାଗି ସାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏବେ କ୍ୟାବିନେଟ ଅନୁମୋଦିତ ସବସିଡି ଦର ଲାଗୁ ହେବ। ଭାରତ ସରକାର ବିଭିନ୍ନ ପ୍ରକାରର ସାର, ବିଶେଷ କରି ୟୁରିଆ ଏବଂ ୨୨ ଗ୍ରେଡ ବିଶିଷ୍ଟ ପି ଆଣ୍ଡ କେ ସାରଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରୁଛନ୍ତି, ଯେଉଁଥିରେ ଡିଏପି ମଧ୍ୟ ସାମିଲ ରହିଛି। ଏସବୁ ସାର ନିର୍ମାତା ଏବଂ ଆମଦାନୀକାରୀମାନଙ୍କ ଠାରୁ ସବସିଡି ଦରରେ ଚାଷୀମାନଙ୍କୁ ମିଳିବ। ପି ଆଣ୍ଡ କେ ସାର ଉପରେ ସବସିଡି ଏନବିଏସ ଯୋଜନା ଆଧାରରେ ଦିଆଯାଉଛି। ଏହା ଏପ୍ରିଲ ପହିଲା, ୨୦୧୦…

Read More