Author: Samikhsya Bureau

ମେଷ- ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟିକ ଯାତ୍ରା ଅନୁକୂଳ ଲାଭ ଦେବ । ଲାଭ ପାଇଁ ସୁଯୋଗ ବାରମ୍ବାର ଆସିବ। ବିବେକ ବ୍ୟବହାର କରନ୍ତୁ। ଅଦରକାରୀ ଜିନିଷରେ ସମୟ ନଷ୍ଟ କରନ୍ତୁ ନାହିଁ । ବିନିଯୋଗ ଭଲ ହେବ। ଚାକିରିରେ ଅଗ୍ରଗତିର ସମ୍ଭାବନା ଅଛି । ବ୍ୟବସାୟର ଗତି ବୃଦ୍ଧି ପାଇବ। ଲାଭ ବୃଦ୍ଧି ପାଇବ। ପ୍ରଲୋଭିତ ହୁଅ ନାହିଁ। ବୃଷ- ଯେ କୈଣସି ପୁରୁଣା ରୋଗ ଅସୁବିଧା ସୃଷ୍ଟି କରିବ। ବିରୋଧୀମାନେ ସକ୍ରିୟ ରହିବେ। ଜଣେ ବଡ ସମସ୍ୟାର ସମ୍ମୁଖୀନ ହୋଇପାରେ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆପଣଙ୍କ କାର୍ଯ୍ୟରେ ଉନ୍ନତି କରିବ। ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସାମାଜିକ କାର୍ଯ୍ୟ କରିବାକୁ ଇଚ୍ଛା ରହିବ। ପ୍ରଭାବର କ୍ଷେତ୍ର ବୃଦ୍ଧି ପାଇବ। ବିନିଯୋଗ ଭଲ ହେବ। ମିଥୁନ- ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କୋର୍ଟର ବିଚାରାଧୀନ କାର୍ଯ୍ୟରେ ସୁସଙ୍ଗତତା ରହିବ। ବ୍ୟବସାୟ ଭଲ…

Read More

ଭୁବନେଶ୍ବର, ରଙ୍ଗର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ବାସ୍ତୁରେ ବହୁତ ଗୁରୁତ୍ୱ ଦେଇଥାଏ । ଏହା ବ୍ୟତୀତ, ଯଦି ଘରେ ବ୍ୟବହୃତ ରଙ୍ଗଗୁଡିକ ବାସ୍ତୁ ଅନୁଯାୟୀ ଚୟନ କରାଯାଏ, ତେବେ ଆପଣଙ୍କର କୌଣସି ସମସ୍ୟା ରହିବ ନାହିଁ।  ଯଦି ବାସ୍ତୁ ଅନୁସାରେ ନ କରନ୍ତି ତେବେ ଏହାର ବିପରୀତ ପରିଣାମର ସାମ୍ନା କରିବାକୁ ପଡିପାରେ । ରଙ୍ଗର ପ୍ରଭାବ ହେତୁ, ଘର ଏବଂ ଜୀବନରେ ନକାରାତ୍ମକ ଶକ୍ତି ଦୂରରେ ରହିଥାଏ ଏବଂ ସୁଖ ଏବଂ ଭାଗ୍ୟ ବୃଦ୍ଧି ପାଇଥାଏ । ପ୍ରତ୍ୟେକ ରଙ୍ଗର ନିଜସ୍ୱ ଜୀବନରେ ଭଲ ଏବଂ ଖରାପ ପ୍ରଭାବ ଥାଏ ।  ରଂଗ ବ୍ୟକ୍ତିର ଜୀବନରେ ସର୍ବଦା ସୁଖ, ଶାନ୍ତି ଏବଂ ସମୃଦ୍ଧିର ଯୋଗାଯୋଗ ରହିବ । ରଙ୍ଗ ଏବଂ ରଂଗୀନ ଚିତ୍ର ଏବଂ ରଂଗୀନ ବସ୍ତୁଗୁଡ଼ିକ ହେଉଛି ଶକ୍ତିଶାଳୀ ସକ୍ରିୟକାରୀ ଯାହାକି ବାସ୍ତୁଶାସ୍ତ୍ରର ପରିସରର। ଏହା ଶକ୍ତି ବଢାଇବା ସହିତ ବାସ୍ତୁ ତ୍ରୁଟି ସଂଶୋଧନ ପାଇଁ ମଧ୍ୟ…

Read More

ତୂଳା- ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଭ୍ରମଣ ଲାଭଦାୟକ ହେବ। ଛାତ୍ରଛାତ୍ରୀ ସଫଳତା ପାଇବେ। ବ୍ୟବସାୟ ଅନୁକୂଳ ହେବ। ଚାକିରିରେ କାମକୁ ପ୍ରଶଂସା କରାଯିବ। ଲାଭ ସୁଯୋଗ ଆସିବ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରଲୋଭିତ ହୁଅ ନାହିଁ। ମୀନ- ଆଖିକୁ ଆଘାତ ହେବ। ଏକ ମୂଲ୍ୟବାନ ଜିନିଷ ନଷ୍ଟ ହୋଇପାରେ। କ୍ରନିକ ରୋଗ ଦେଖାଦେଇପାରେ। ଅନ୍ୟମାନଙ୍କ ସହିତ ଝଗଡା କର ନାହିଁ । କାହା ସହିତ ହାଲୁକା ଥଟ୍ଟା କରନ୍ତୁ ନାହିଁ। ଦିନଟା ନକାରାତ୍ମକତା ରହିବ।

Read More

ମକର- କୈଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ । ଦ୍ୱନ୍ଦ୍ୱ ଥାଇପାରେ । କାରବାରରେ ସାବଧାନ ରୁହନ୍ତୁ। ଆପଣ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିବେ। ବ୍ୟବସାୟ ଯାତ୍ରା ସଫଳ ହେବ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ। କୁମ୍ଭ- ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। ମସ୍ତିଷ୍କ ଯନ୍ତ୍ରଣା ହୋଇପାରେ। ଘର ବାହାରେ ସହଯୋଗ ହେବ। ଉପହାର ଗ୍ରହଣ କରିବା ସମ୍ଭବ ଅଟେ। ବେକାରୀ ଦୂର ହେବ। ହଠାତ୍, କୈଣସି ସ୍ଥାନରୁ ଲାଭ ହେବାର ସମ୍ଭାବନା ହୋଇପାରେ।

Read More

ବିଛା- ବ୍ୟବସାୟ ଭଲ କରିବ। ଆୟ ହ୍ରାସ ହୋଇପାରେ। ଦୁଃଖଦ ଖବର ଗ୍ରହଣ କରିବା ସମ୍ଭବ। କାମ ବୃଥା ଚାଲିବ। କାମ କରିବା ଭଳି ଅନୁଭବ କରିବେ ନାହିଁ। ଅନାବଶ୍ୟକ ବିବାଦ ଉପୁଜିପାରେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଧନୁ- ଶୀଘ୍ର କୈଣସି କାମ କର ନାହିଁ । କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିପାରେ। ଏକ ଜରୁରୀ ଜିନିଷ ନିଖୋଜ ହୋଇପାରେ। ଚିନ୍ତା ଏବଂ ଟେନସନ ହେବ। କୁମାରୀମାନେ ବିବାହ ପ୍ରସ୍ତାବ ପାଇପାରନ୍ତି। ପ୍ରୟାସ ସଫଳ ହେବ। ବିନିଯୋଗ ଭଲ ହେବ।

Read More

ମେଷ- ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟିକ ଯାତ୍ରା ଅନୁକୂଳ ଲାଭ ଦେବ । ଲାଭ ପାଇଁ ସୁଯୋଗ ବାରମ୍ବାର ଆସିବ। ବିବେକ ବ୍ୟବହାର କରନ୍ତୁ। ଅଦରକାରୀ ଜିନିଷରେ ସମୟ ନଷ୍ଟ କରନ୍ତୁ ନାହିଁ । କନ୍ୟା- ରୋଜଗାର ଏବଂ ବେକାରୀ ବୃଦ୍ଧି ଦୂର ହେବ। ଅର୍ଥନୈତିକ ପ୍ରଗତି ପାଇଁ ପ୍ରୟାସ ସଫଳ ହେବ। ଏକତ୍ରିତ ପାଣ୍ଠି ବୃଦ୍ଧି ପାଇବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ସେୟାର ବଜାରରେ ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ।

Read More

ବୃଷ- ଯେ କୈଣସି ପୁରୁଣା ରୋଗ ଅସୁବିଧା ସୃଷ୍ଟି କରିବ। ବିରୋଧୀମାନେ ସକ୍ରିୟ ରହିବେ। ଜଣେ ବଡ ସମସ୍ୟାର ସମ୍ମୁଖୀନ ହୋଇପାରେ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆପଣଙ୍କ କାର୍ଯ୍ୟରେ ଉନ୍ନତି କରିବ। ସିଂହ- କୋର୍ଟରେ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ତୁମେ ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ। ବ୍ୟବସାୟ ଅନୁକୂଳ ହେବ। ଘର ବାହାରେ ସୁଖ ମିଳିବ। ସେୟାର ବଜାରରୁ ଲାଭ ମିଳିବ।

Read More

ମିଥୁନ- ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କୋର୍ଟର ବିଚାରାଧୀନ କାର୍ଯ୍ୟରେ ସୁସଙ୍ଗତତା ରହିବ। ବ୍ୟବସାୟ ଭଲ ହେବ। ବିନିଯୋଗ ଭଲ ହେବ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । କର୍କଟ- କଥାବାର୍ତ୍ତାରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହ। ପ୍ରତିଦ୍ୱନ୍ଦ୍ୱିତା କମ ହେବ। ଶତ୍ରୁମାନେ ସକ୍ରିୟ ରହିବେ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ଅସାବଧାନ ହୁଅନ୍ତୁ ନାହିଁ।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚାଷଙ୍ଗରା ଗ୍ରାମରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଯାଇଛି।ଯେଉଁଥିରେ ଦୁଇ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି। ସୂଚନା ମୁତାବକ ବାଣପୁର ଥାନା ରାଣୀପଡ଼ା ଗ୍ରାମର ଦୁଇ ଜଣ ଯୁବକ ସୁବଳ ମହାରଣା (୧୯) ଏବଂ ଶତ୍ରୁଘ୍ନ ପାଲଟାସିଂହ (୨୧) କୌଣସି କାର୍ଯ୍ୟରେ ଏକ ଅପାଚି ବାଇକ ଯୋଗେ ଚାଷଙ୍ଗରା ଗ୍ରାମକୁ ଯାଇଥିଲେ। ଘରକୁ ଫେରିବା ସମୟରେ ପାଖାପାଖି ଅପରାହ୍ନ ୫ ଘଟିକାରେ ଅସାବଧାନତା ବଶତଃ ବାଇକ ଚାଳକ ସୁବଳ ଉକ୍ତ ଗ୍ରାମର ଏକ ବିଶାଳ ତେନ୍ତୁଳି ଗଛକୁ ବାଇକଟିକୁ ପିଟିଦେଇଥିଲେ। ଫଳରେ ଉଭୟେ ବାଇକରୁ ଛିଟିକି ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହଯୋଗକ୍ରମେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲକୁ ନିଆଯାଇଥିଲା। ଉଭୟଙ୍କ ମସ୍ତିଷ୍କରେ ଗଭୀର ଆଘାତ ହୋଇଥିବାବେଳେ ପ୍ରଚୁର ରକ୍ତସ୍ରାବ ମଧ୍ୟ ହୋଇଛି। ତେବେ…

Read More

ଭୁବନେଶ୍ବର, ଜଟଣୀର କଂଗ୍ରେସ ବିଧାୟକ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟକୁ ନେଇ ବେଶ୍ ଚର୍ଚ୍ଚାକୁ ଆସିଥାନ୍ତି। କେତେବେଳେ ବିବାଦୀୟ ମନ୍ତବ୍ୟ ଦେଇ ହେଉ କିମ୍ବା କେତେବେଳେ ରଜ ଦୋଳିରେ ଝୁଲିବା ହେଉ। ଏହି ବୟସରେ ସେ ବେଶ ଚଳଚଞ୍ଚଳ ସହିତ ଚର୍ଚ୍ଚାରେ ରହିଥାନ୍ତି। ସେହିପରି ବିଧାୟକ ସୁରେଶ ରାଉତରାୟ ଆଜି ଶୀତଳଷଷ୍ଠୀ ଉପଲକ୍ଷେ ସେ ପୁରୁଣା ଭୁବନେଶ୍ବରରେ ଥିବା ଗୁଆଝର ପରିସରରେ ସଂଧ୍ୟାରେ ଚନ୍ଦନ ସ୍ନାନ କରିଛନ୍ତି। ଆଜି ପ୍ରଭୃ ଲିଙ୍ଗରାଜଙ୍କ ବିବାହ ଉତ୍ସବ କେଦାରଗୌରୀ ମନ୍ଦିରରେ ଅନୁଷ୍ଠିତ ହେଉଛି। ସେହିଠାରେ ଥିବା ପୋଖରୀରେ ଭକ୍ତମାନଙ୍କ ସହିତ ସେ ଏହି ଚନ୍ଦନ ସ୍ନାନ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ବେଶ୍ ପ୍ରସଂଶା କରାଯାଉଛି।

Read More

ଭୁବନେଶ୍ୱର, କଦଳୀ ପଟରୁ ଉନ୍ନତ ମାନର ଦଉଡ଼ି, ଆକର୍ଷଣୀୟ ମ୍ୟାଟ୍‌ ଓ ଡିସ୍‌ପୋଜେବୁଲ କପ୍‌ ପ୍ରଭୃତି ପ୍ରସ୍ତୁତ କରିବା କଦଳୀ ଚାଷୀମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିଛି । ଏହା ଉଦ୍ୟାନ କୃଷିକୁ ନେଇ ଏକ ଅର୍ଥନୈତିକ ବିପ୍ଳବ ଆଣିପାରିବ । ଏଥିସହିତ କଦଳୀ ମଞ୍ଜାରୁ ଆଚାର ଏବଂ ପାମ୍ପଡ଼ ପ୍ରସ୍ତୁତ ହେବା ଭଳି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି । ଆଚାର ଓ ପାମ୍ପଡ଼ ପ୍ରସ୍ତୁତ ପରେ ଅବଶିଷ୍ଟ ବର୍ଜ୍ୟରୁ ଉଦ୍ୟାନ ପାଇଁ ବ୍ୟବହୃତ ଯୋଗ୍ୟ ଜିଆ ଖତ (ଭର୍ମି-କମ୍ପୋଷ୍ଟ) ପ୍ରସ୍ତୁତ ହୋଇପାରୁଛି । ଏହାକୁ ସମ୍ଭବ କରି ପାରିଛନ୍ତି ‘ସ୍ପୁର୍ତ୍ତି’ କ୍ଲଷ୍ଟରରେ କାର୍ଯ୍ୟରତ ଉଦ୍ୟୋଗ ‘ଜୟଦେବ ବନାନା ଫାଇବର ଏକ୍ସଷ୍ଟ୍ରାକ୍ସନ୍‌’ । ଏହି ଉଦ୍ୟୋଗ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାଠାରେ ପ୍ରତିଷ୍ଠା କରିଥିବା ଶିଳ୍ପାନୁଷ୍ଠାନରେ ଏହି ଉତ୍ପାଦଗୁଡ଼ିକ ଉତ୍ପାଦନ କରିବାକୁ ଯାଉଛି । ଏହି ଧରଣର ଉତ୍ପାଦନ ଓଡ଼ିଶାରେ ପ୍ରଥମ ହେବ । ପୂର୍ବରୁ କଦଳୀ ଗଛରୁ କଦଳୀ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୬ ଜଣ, ଚିଲିକା ବ୍ଲକରେ ୮ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୧୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୫ ଜଣ, ଚିଲିକା ବ୍ଲକରୁ ୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୫୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୪ ଜଣ, ଚିଲିକା ବ୍ଲକରେ ୬୨…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୭୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୮୨, କଟକରୁ ୬୮୯, ଯାଜପୁରରୁ ୪୮୬, ମୟୂରଭଞ୍ଜରୁ ୪୮୦, ପୁରୀରୁ ୩୯୩, ବାଲେଶ୍ବରରୁ ୨୮୪, ଭଦ୍ରକରୁ ୨୬୧, ସୁନ୍ଦରଗଡରୁ ୨୪୧, କେନ୍ଦ୍ରାପଡାରୁ ୨୩୭, ଜଗତସିଂହପୁରରୁ ୨୧୯, ନବରଙ୍ଗପୁରରୁ ୧୮୬, ରାୟଗଡାରୁ ୧୮୪, ବୌଦ୍ଧରୁ ୧୭୯, ନୟାଗଡରୁ ୧୭୭, କୋରାପୁଟରୁ ୧୬୩, ଅନୁଗୁଳରୁ ୧୫୯, ବରଗଡରୁ ୧୧୯, ମାଳାକାନାଗିରିରୁ ୧୧୭, ଢେଙ୍କାନାଳରୁ ୧୦୯, କଳାହାଣ୍ଡିରୁ ୧୦୦, ସମ୍ବଲପୁରରୁ ୧୦୦, କନ୍ଧମାଳରୁ ୮୭, ବଲାଙ୍ଗୀରିରୁ ୮୨, ଝାରସୁଗୁଡାରୁ ୭୨, ଗଞ୍ଜାମରୁ ୬୯, କେନ୍ଦୁଝରରୁ ୬୫, ସୋନପୁରରୁ ୬୩, ଗଜପତିରୁ ୩୬, ନୂଆପଡାରୁ ୩୪, ଦେବଗଡରୁ ୧୯  ଏବଂ ଷ୍ଟେଟ ପୁଲରୁ ୨୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ବେଳକୁ ବେଳ ଗୋରୁମାଫିଆଙ୍କ ପାଦୁର୍ଭାବ ବଢିଚାଲିଛି। ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅଞ୍ଚଳରୁ ଶହ ଶହ ଗୋରୁଙ୍କୁ ବେଆଇନ ଚାଲାଣ କରି ରାଜ୍ୟ ବାହାରକୁ ନିଆଯାଉଥିବା ଅଭିଯୋଗ ହେଉଛି। ପୋଲିସର କାର୍ଯ୍ୟାନୁଷ୍ଠାନ ହେଉଥିଲେ ମଧ୍ୟ ସେମାନଙ୍କର ବେଆଇନ କାରବାର କମିବାର କାହିଁ ଦେଖାଯାଉନି। ଗୋରୁଙ୍କୁ ଦୟନୀୟ ଭାବେ ଧାନ ବସ୍ତା ଲଦି ନେଲା ଭଳି ମାଫିଆମାନେ ଗାଡିରେ ଭର୍ତ୍ତି କରି ନେଉଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଜୀବିତ ଗୋରୁ ଶ୍ଵାସ ରୁଦ୍ଧ ହୋଇ କିମ୍ବା ଖାଦ୍ୟ ଅଭାବ ଯୋଗୁଁ ଗାଡି ଭିତରେ ମୃତ୍ୟୁବରଣ କରୁଛନ୍ତି। ଗତ ୧୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିବା ପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ସେହି କଣ୍ଟେନରରେ ମୋଟ ୬୯ ଟି ଗାଈ ଦୟନୀୟ ଭାବେ ବନ୍ଧା ହୋଇଥିବା ବେଳେ ତନ୍ମଧ୍ୟରୁ ୧୬ ଟି ଗାଈ ମୃତ୍ୟୁବରଣ କରିଥିଲେ।…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୫୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୩୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୮୩୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୦ ହଜାର ୯୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୪୬୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୮୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର, ରେଳ ମନ୍ତ୍ରଣାଳୟ ନିମ୍ନଲିଖିତ ଅନୁଯାୟୀ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ସେହି ଅନୁସାରେ 08637/08638 ହାଟିଆ-ବେଙ୍ଗାଲୁରୁ କ୍ୟାଣ୍ଟ.-ହାଟିଆ ସ୍ବତନ୍ତ୍ରବେ ଟ୍ରେନ ହାଟିଆରୁ ଜୁନ ମାସ ୧୯ ଓ ୨୬ ତାରିଖ (ଶନିବାର) ଦିନମାନଙ୍କରେ ସନ୍ଧ୍ୟା ୬ଘ.୨୫ମି. ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ବେଙ୍ଗାଲୁରୁ କ୍ୟାଣ୍ଟ.ରୁ ଜୁନ ମାସ ୨୩ ଓ ୩୦ ତାରିଖ ବୁଧବାର ଦିନ ମାନଙ୍କରେ (ମଙ୍ଗଳବାର ମଧ୍ୟ ରାତ୍ରି) ୧୨ଘ.୨୦ମି.ରେ ଛାଡିବ। ଏହି ଟ୍ରେନ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ଉଭୟ ଦିଗରୁ ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ପାର୍ବତୀପୁରମ୍, ବବିଲି, ବିଜୟନଗରମ, ବିଶାଖାପାଟନମ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ। ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି ବିଶେଷ ଟ୍ରେନ ସାମୟିକ ବାତିଲ୍ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 08519/08520 ବିଶାଖାପାଟନମ୍-ମୁମ୍ବାଇ…

Read More

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ପାଇଁ ପ୍ଲେଇଙ୍ଗ ଏକାଦଶ ଖେଳାଳି ମନୋନୀତ କରିଛନ୍ତି। ଏହି ମ୍ୟାଚ ଆସନ୍ତା ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯିବ। ତେବେ ଫାଇନାଲ ମ୍ୟାଚ ପାଇଁ ପୁର୍ବତନ ଖେଳାଳି ଏମିତି ଏକ ପ୍ଲେଇଙ୍ଗ ଏକାଦଶ ଟିମ ମନୋନୀତ କରିଛନ୍ତି, ଯେଉଁଥିରେ ଅଧିନାୟକ ବିରାଟ କୋହିଲୀ ମଧ୍ୟ ମୋହର ଲଗାଇପାରନ୍ତି। ଆକାଶ ଚୋପ୍ରା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଶୁଭମାନ ଗିଲ ଏବଂ ରୋହିତ ଶର୍ମାଙ୍କୁ ଚୟନ କରିଥିବା ବେଳେ ତୃତୀୟ ନମ୍ବର ବ୍ୟାଟ୍ସମ୍ୟାନ ଭାବେ ଚେତେଶ୍ଵର ପୂଜାର, ଚତୁର୍ଥରେ ବିରାଟ କୋହିଲୀ ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ଚୟନ କରିଛନ୍ତି। ସେହିଭଳି ଷଷ୍ଠ ନମ୍ବର ସ୍ଥାନରେ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ତାଲିକାରେ ରଖିଛନ୍ତି। ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ସ୍ଥାନ ଦେଇଛନ୍ତି। ତେବେ…

Read More

ମୁମ୍ବାଇ, ଆମୀର ଖାନଙ୍କ ଫିଲ୍ମ ଲଗାନ 20 ବର୍ଷ ପୂରଣ କରିଛି । 2001 ମସିହାରେ, ଏହି ଚଳଚ୍ଚିତ୍ରଟି ଜୁନ୍ 15 ରେ ମୁକ୍ତିଲାଭ କରିଥିଲା ​। ଏହା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ମୁକ୍ତିଲାଭ କରିଥିଲା । ଏହି ଆଇକନିକ୍ ଚଳଚ୍ଚିତ୍ର ଲାଗାନ୍ ଆଶୁତୋଷ ଗୋୱାରିକର ନିର୍ଦ୍ଦେଶନା ଦେଇଥିଲେ ଏବଂ ଆମୀର ଖାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ବର୍ତ୍ତମାନ ଏହି ଚଳଚିତ୍ର ନେଟଫ୍ଲିକ୍ସରେ 190 ରୁ ଅଧିକ ଦେଶରେ ପ୍ରଦର୍ଶିତ କରାଯିବ ବୋଲି ଘୋଷଣା କରାଯାଇଛି। ନେଟଫ୍ଲିକ୍ସ, ଆମୀର ଖାନ ପ୍ରଡକ୍ସନ୍ସ ଏବଂ ଅଶୁତୋଶ ଗୋୱାରିକର ଏକାଠି ହୋଇ ଭାରତୀୟ ସିନେମାରେ ଏହି ଐତିହାସିକ ମୁହୂର୍ତ୍ତକୁ ପାଳନ କରିଛନ୍ତି। ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ଏହା ‘ଚଲେ ଚାଲୋ ଲାଗାନ୍ – ଏକ ଇମପସିବୁଲ ଡ୍ରିମ’, ନାମରେ ପ୍ରଦର୍ଶିତ ହେବ ବୋଲି ଅଫିସିଆଲ୍ ଘୋଷଣା କରାଯାଇଛି। ଏହି ଡକ୍ୟୁମେଣ୍ଟାରୀ ନେଟଫ୍ଲିକ୍ସ ଇଣ୍ଡିଆର ୟୁଟ୍ୟୁବ୍ ଚ୍ୟାନେଲରେ ଷ୍ଟ୍ରିମ୍ ହେବ । ବିଦେଶୀ ଭାଷା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ପହିଲି ରଜ ଥିବାବେଳେ ଜୁଆଡ଼ି ମାନେ ବିଭିନ୍ନ ଅଞ୍ଚଳରେ ସକ୍ରିୟ ହୋଇଉଠିଥିବାର ଦେଖାଯାଇଛି। ପୋଲିସ ମଧ୍ୟ ଏମାନଙ୍କ ଉପରେ କଡ଼ା ନଜର ରଖୁଛି।  ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଗତକାଲୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏକାଧିକ ଜୁଆଡ଼ିଙ୍କୁ ଗିରଫ କରିଛି। ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଗତକାଲି ବିଭିନ୍ନ ଗ୍ରାମରେ ଜୁଆ ଆଡ୍ଡା ଚାଲିଥିବାର ସୂଚନା ପାଇ ଟିମ ସହ ଚଢ଼ାଉ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ଭବାନୀପୁର ଆମ୍ବ ତୋଟା ଜଙ୍ଗଲ ଅଞ୍ଚଳ ଏବଂ ସରଳସିଂହ ସ୍କୁଲରେ ଚଢ଼ାଉ କରି ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ତେବେ ଅନ୍ୟ ଜୁଆଡ଼ି ମାନେ ଜଙ୍ଗଲ ତଥା ଖୋଲା ଅଞ୍ଚଳର ଫାଇଦା ନେଇ ଖସି ପଳାଇଥିଲେ। ପୋଲିସ ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ଟାରପୁଲିନ, ଖୋଲା ତାସ,୫ ହଜାର ୬ ଶହ ନଗଦ ଟଙ୍କା, ୬ ଗୋଟି ବାଇକ ଏବଂ ୩ ଗୋଟି…

Read More

ଭୁବନେଶ୍ବର, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ତଥା ସଂପ୍ରସାରଣ ନେଇ ଜାତୀୟ ରାଜନୀତି ବେଶ ସରଗରମ ହୋଇ ଉଠିଛି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବୈଠକ ଏହି ଚର୍ଚ୍ଚାକୁ ଆହୁରି ତାଜା କରୁଛି। ସେହିପରି କେତେବେଳେ ମନ୍ତ୍ରୀ ରାଜନାଥ ସିଂ, କେତେବେଳେ ମନ୍ତ୍ରୀ ନୀତିନ ଗଡକରିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଏହି ଅଦଳବଦଳ ସନ୍ଦେହକୁ ଦୃଢିଭୂତ କରୁଛି। ତେବେ ଜାତୀୟ ରାଜନୀତିରେ ଯେପରି ଚର୍ଚ୍ଚା ଚାଲିଛି ଓଡିଶା ରାଜନୀତିରେ ମଧ୍ୟ ଏହାକୁ ନେଇ ବେଶ କିଛି ଦିନ ଧରି ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ସେଥିମଧ୍ୟରେ ରହିଛି ଓଡିଶାରୁ ଜଣେ ମନ୍ତ୍ରୀ ହଟିବେ, ଆଉ ନୂଆ ଜଣେ ପଶିବେ। ତେବେ କିଏ ବାହାରିବେ କିଏ ପଶିବେ ସେ ନେଇ ଚାଲିଛି ଅଙ୍କ କଷା। ବର୍ତ୍ତମାନ କେନ୍ଦ୍ରରେ ଓଡିଶାରୁ ଦୁଇଜଣ ମନ୍ତ୍ରୀ ଅଛନ୍ତି। ଜଣେ ହେଲେ ଧର୍ମେନ୍ଦ୍ର ପ୍ରଧାନ ଆଉ ଜଣେ ପ୍ରତାପ ଷଡଙ୍ଗୀ। ତେବେ ଏହି ଦୁଇଜଣଙ୍କ ମଧ୍ୟରୁ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଇନ୍ଦ୍ରାବତୀ ଜଳସେଚନ ଯୋଜନାରେ ଆଗାମୀଦିନରେ ସଠିକ ଭାବରେ ଜଳସେଚନ ବ୍ୟବସ୍ଥା କରାଯିବା ପାଇଁ ଜୁନାଗଡ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଭାଗୀୟ ପଦାଧିକଲାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଭବାନୀପାଟଣାସ୍ଥିତ ସର୍କିଟ ହାଉସରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠଖରେ ଇନ୍ଦ୍ରାବତୀ ମୂଖ୍ୟ ନିର୍ମାଣ ଯନ୍ତ୍ରୀ, ବାମ ମୂଖ୍ୟ କେନାଲର ନିର୍ବାହୀ ଯନ୍ତ୍ରୀ, ଡାହାଣ ମୂଖ୍ୟ କେନାଲର ନିର୍ବାହୀ ଯନ୍ତ୍ରୀ, ଓଏଚପିସିର ମୂଖ୍ୟ ସାଧାରଣ ପରିଚାଲକ, ସାଧାରଣ ପରିଚାଲକ ପ୍ରମୂଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ କେନାଲ ଗୁଡିକର ତୁରନ୍ତ ମରାମତି, କେନାଲ ତଳମୁଣ୍ଡକୁ ଜଳସେଚନ ପାଣି ପହଂଚାଇବା ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ବାମକେନାଲ ଅନ୍ତଗ୍ରତ ଅମ୍ବାଦୁଲା ଡିଷ୍ଟ୍ରିବ୍ୟୂଟାରୀ, ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ, ଡାହାଣ କେନାଲର ମୁଣ୍ଡରାଗୁଡା ଡିଷ୍ଟ୍ରିବ୍ୟୁଟାରୀ, ଭତ୍ରାଯୋର ଡିଷ୍ଟ୍ରିବ୍ୟୁଟାରୀ ଆଦି ଅନେକ କେନାଲର ଲାଇନିଂ କାର୍ଯ୍ୟ କରାଯିବା ପାଇଁ ମାନ୍ୟବର ମନ୍ତ୍ରୀ…

Read More