Author: Samikhsya Bureau

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଭୂମିପୂଜନ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଭିମିପୂଜନ କରିଛନ୍ତି ।  2022 ସୁଦ୍ଧା ନୂଆ ଭବନ ନିର୍ମାଣ ଶେଷ ହେବା ନେଇ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ପୁରୁଣା କୋଠାର ମାତ୍ର କିଛି ମିଟର୍ ଦୂରରେ ହୋଇଛି ଭବ୍ୟ କାର୍ଯ୍ୟକ୍ରମ । ପୂରା ରୀତି ନୀତି ଅନୁସାରେ ଆଜି ଭୂମିପୂଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନଜର ଦେଖାଦେଇଥିଲା ଭାରତର ଏକତା, ଭାତୃତ୍ବ ଓ ଧର୍ମ ନିରପେକ୍ଷତାର ଝଲକ । ଭୂମି ପୂଜନ କାର୍ଯ୍ୟକ୍ରମ ପରେ ଏଠାରେ ସର୍ବଧର୍ମ ପୂଜା ବି ସମ୍ପନ୍ନ ହୋଇଥିଲା । ଏଠାରେ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ମୁସଲମାନ୍, ଖ୍ରୀଷ୍ଟ ଭଳି ଧର୍ମ ଗୁରୁ ଉପସ୍ଥିତ ଥିଲେ। ସବୁ ଧର୍ମର ଶ୍ଲୋକ, ପାଠରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ଆଜିର ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ୍…

Read More

ଭୁବନେଶ୍ୱର: ଠିକ ବର୍ଷେ ତଳେ ଡିସେମ୍ବର 8 ତାରିଖରେ ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହାଡ଼ ନିକଟରେ ପାଇକ ବିଦ୍ରୋହର ସ୍ମାରକୀକୁ ଭିତ୍ତି ପ୍ରସ୍ତର ପଡିଥିଲା। ପାଇକ ସ୍ମୃତି ସ୍ତମ୍ଭ ସଂଗ୍ରହାଳୟ ନିର୍ମାଣ ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କଲାଭଳି ଅନେକ କାର୍ଯ୍ୟକ୍ରମ ହେବ ବୋଲି ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର। ରାଷ୍ଟ୍ରପତି ରାମନାଥ କୋବିନ୍ଦ  ବରୁଣେଇ ଆସି ଏହି ଐତିହ୍ୟ ସ୍ମାରକୀ ପାଇଁ ଶିଳାନ୍ୟାସ କରିଥିଲେ। ସେତେବେଳେ ଏହି ଖବର ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା। ଏଥିପାଇଁ କେନ୍ଦ୍ର ସରକାର ସ୍ୱୀକୃତି ଦେଇଥିଲେ, ଅର୍ଥ ବି ମଞ୍ଜୁର କରିଛନ୍ତି। ସେହି ଅନୁସାରେ ରାଜ୍ୟ ସରକାର ୧୦ ଏକର ଜମି ବି ଯୋଗାଇଛନ୍ତି। ହେଲେ ବର୍ଷେ ପୂରଣ ହୋଇଥିଲେ ବି ଉକ୍ତ ସ୍ଥାନ ସେମିତି ଖାଲି ପଡିଛି। ନିର୍ମାଣ ଆରମ୍ଭ ନ ହେବାରୁ ସହିଦ ପାଇକଙ୍କ ପ୍ରତିମୂର୍ତ୍ତି ସେମିତି ଖୋଲାରେ ପଡିଛି। ଏହାକୁ ନେଇ ଖୋର୍ଦ୍ଧାବାସୀ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ କେଉଁ କାରଣରୁ…

Read More

ନୂଆଦିଲ୍ଲୀ : ବ୍ରିଟେନରେ ଟିକାକରଣ ଆରମ୍ଭ ହୋଇଛି । ଫାଇଜର ଟିକାକୁ ବ୍ରିଟେନ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ଏହି ଟିକାକୁ ନେଇ ଏକ ନୂତନ ସମସ୍ୟା ସମ୍ମୁଖକୁ ଆସିଛି । ଫାଇଜର ଟିକା ନେଇ ଦୁଇ ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବାର ଖବର  ସମ୍ମୁଖକୁ ଆସିଛି । ଏହି ଘଟଣା ସମ୍ମୁଖକୁ ଆସିବା ପରେ ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଅସୁସ୍ଥ ହୋଇଥିବା ଦୁଇ ବ୍ୟକ୍ତି ସ୍ୱାସ୍ଥ୍ୟ କର୍ମୀ ଏବଂ ଟିକା ନେବାର 24 ଘଣ୍ଟା ମଧ୍ୟରେ ଉଭୟ ଅସୁସ୍ଥ ହୋଇ ପଡିଥିଲେ । ଉଭୟ ସ୍ୱାସ୍ଥ୍ୟକର୍ମୀଙ୍କ ଅବସ୍ଥା ସୁଧୁରୁଥିବା ନେଇ ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଭ୍ୟାକ୍‌ସିନ୍‌ କାରଣରୁ ଦୁହିଁଙ୍କର ଆର୍ଲଜି ରିଆକ୍ସନ ହୋଇଥିବାର ସୂଚନା ଦେଇଛି ବ୍ରିଟେନ୍‌ର ନ୍ୟାସନାଲ୍‌ ହେଲ୍ଥ ସର୍ଭିସ୍‌ । ଏହାପରେ ଯେଉଁମାନଙ୍କର ମେଡିସିନ୍‌ ଅଥବା ଖାଦ୍ୟ ଓ ଭ୍ୟାକସିନ୍‌କୁ ନେଇ…

Read More

ଭୁବନେଶ୍ବର : ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ ଖୋଲିପାରେ । ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭାବନା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ପ୍ରଥମେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଯଦି ଜାନୁଆରୀରେ ସ୍କୁଲ ଖୋଲେ, ଛୁଟିଦିନରେ ବି କ୍ଲାସ୍‌ ହେବ । କେବଳ ପର୍ବପର୍ବାଣୀ ଛୁଟିକୁ ଛାଡି, ଅନ୍ୟ ଛୁଟିରେ କ୍ଲାସ୍‌ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ ଡିସେମ୍ବରରେ ସ୍କୁଲ ଖୋଲିହେବ ବୋଲି ଏସ୍‌ଆରସି ପୂର୍ବରୁ କହିଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରେ ସ୍କୁଲ ଖୋଲିବା ସମ୍ଭାବନା ନୁହେଁ । ତେବେ ଜାନୁଆରୀରୁ ସ୍କୁଲ ଖୋଲାଯିବା ନେଇ ସମ୍ଭାବନା ରହିଛି । ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେହିପରି ନୂଆବର୍ଷରୁ ରାଜ୍ୟରେ…

Read More

ମୁମ୍ବାଇ : ବିଶ୍ବର 50 ଏସୀୟ ସେଲିବ୍ରିଟିଙ୍କ ତାଲିକାର ଶୀର୍ଷସ୍ଥାନ ଅଳଙ୍କୃତ କରିଛନ୍ତି ଅଭିନେତା ସୋନୁ ସୁଦ୍‌ । କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି  ଲୋକପ୍ରିୟ ହୋଇଥିବା ଅଭିନେତା ସୋନୁ ସୁଦଙ୍କୁ ଦକ୍ଷିଣ ଏସୀୟ ସେଲିବ୍ରିଟି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି। ବ୍ରିଟେନ୍‌ର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ବାରା ପ୍ରକାଶିତ ‘ବିଶ୍ବର 50 ଏସୀୟ ସେଲିବ୍ରିଟି୍‌ ସୂଚୀରେ 47 ବର୍ଷୀୟ ସୋନୁ ଶୀର୍ଷ ସ୍ଥାନରେ ରହି ଚର୍ଚ୍ଚା ସୃଷ୍ଟି କରିଛନ୍ତି ।  ନିଜ କାର୍ଯ୍ୟ ଦ୍ବାରା ସମାଜରେ ସାକାରତ୍ମକ ପ୍ରଭାବ ପକାଇବା ସହିତ ଅନ୍ୟମାନଙ୍କୁ ପ୍ରେରିତ କରିଥିବା କଳାକାରମାନେ ଏହି ତାଲିକାରେ ସାମିଲ୍‌ ହୋଇଛନ୍ତି।  ଲକଡାଉନ୍ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଯେଉଁଭଳି ଭାବରେ ଅସହାୟମାନଙ୍କୁ ସାହାଯ୍ୟର ହାତବଢାଇଥିଲେ ସେଥିପାଇଁ ଲୋକମାନେ ତାଙ୍କୁ ରିୟଲ ହିରୋ ମାନୁଛନ୍ତି । ସୋନୁ 2020 ମସିହା ପାଇଁ ଏକ ନମ୍ବର ଏସୀୟ ସେଲିବ୍ରିଟି ଭାବରେ ମନୋନୀତ…

Read More

ଭୁବନେଶ୍ବର: ପରୀ ଗାଁରେ ପହଁଞ୍ଚିଛନ୍ତି ବିଜେପି ରାଜ୍ୟ ପ୍ରଭାବରୀ ଡି. ପୁରନ୍ଦେଶ୍ବରୀ। ପରୀ ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଜୋରସୋରରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଆଜି ନୟାଗଡ ଜିଲ୍ଲା ଯଦୁପୁରସ୍ଥିତ ପରୀ ଗାଁରେ ପହଞ୍ଚି ପରୀର ଦେହାବଶେଷ ପଡିଥିବା ସ୍ଥାନ ବୁଲି ଦେଖିଛନ୍ତି ଡି. ପୁରନ୍ଦେଶ୍ୱରୀ। ଏଥିସହ ସହ ଘଟଣା ସମ୍ପର୍କରେ ପରୀ ବାପାଙ୍କ ସହ ଆଲୋଚନା କରିଛନ୍ତି। ଏ ପରିପ୍ରେକ୍ଷୀରେ ସେ ଗଣମାଧ୍ୟମ ଆଗରେ ସମଗ୍ର ରାଜ୍ୟବାସୀ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଏକ ଛୋଟ ଝିଅକୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ରାଜ୍ୟ ସରକାର ହତ୍ୟାକାରୀକୁ ଖୋଜି ପାଉ ନାହାନ୍ତି। ଏଥିସହ ପରୀର ବାପାମା’ଙ୍କୁ ସୁରକ୍ଷା ଦେଇପାରୁ ନ ଥିବା ସରକାର କିପରି ସମଗ୍ର ରାଜ୍ୟବାସୀଙ୍କୁ ସୁରକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି ପୁରନ୍ଦେଶ୍ବରୀ । ସେହିପରି ଏସ୍‌ଆଇଟି ପାଖରେ କୌଣସି ନ୍ୟାୟିକ କ୍ଷମତା…

Read More

ଭୁବନେଶ୍ବର :  ନୂଆବର୍ଷରେ କଲେଜ ଖୋଲି କ୍ଲାସ୍‌ ହେବା ନେଇ ଆଶା ବ୍ୟକ୍ତ କରିଛନ୍ତି ଉଚ୍ଚଶିକ୍ଷା ସଚିବ । କଲେଜ ଖୋଲିବା ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଶା ପ୍ରକାଶ କରିଛନ୍ତି । ତେବେ କଲେଜ ଖୋଲିବା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସେହିପରି ୟୁଜି ଓ ପିଜି ପାଇଁ ସେମିଷ୍ଟର ଘୁଞ୍ଚିବ ବୋଲି କହିଛନ୍ତି ଶାଶ୍ବତ ମିଶ୍ର । ସେହିପରି ପରୀକ୍ଷାକୁ ନେଇ ମଧ୍ୟ ମତ ରଖିଛନ୍ତି ସଚିବ । ଅନଲାଇନ୍‌ ପଢାକୁ ନେଇ ପରୀକ୍ଷା କଲେ ଫେଲ୍‌ ପ୍ରତିଶତ ବଢିବ । ତେଣୁ କଲେଜ ଖୋଲିବା ପରେ କ୍ଲାସ୍‌ରେ 70/80 ଦିନ ପାଠ ପଢାଯିବା ପରେ ପରୀକ୍ଷା କରାଯିବ । ଯଦି ଖୋଲିବା ବିଳମ୍ବ ହେବ, ସିଲାବସ୍‌ ହ୍ରାସ ଚିନ୍ତା କରାଯାଇପାରେ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ସଚିବ । ସୂଚନାଯୋଗ୍ୟ, କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସହର ସମଗ୍ର ଓଡ଼ିଶାରେ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି। ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ମା’ ଭଗବତୀ ମନ୍ଦିର, ବରବରା ଠାରେ ଏସିଆ ମହାଦେଶର ବୃହତ୍ତମ ଶାଗୁଆନ ଜଙ୍ଗଲ, ଶାଳିଆ ଡ୍ୟାମ ଓ ଦକ୍ଷେଶ୍ୱର ମନ୍ଦିର ପରି ଏକାଧିକ ପର୍ଯ୍ୟଟନ ସ୍ଥଳ ଥିବା ବେଳେ ବେତ କାମ ଉକ୍ତ ସହରର ଖ୍ୟାତି ବୃଦ୍ଧି କରୁଛି। ବଢୁଥିବା ଜନବସତି ଏବଂ ପର୍ଯ୍ୟଟନ ବିକାଶକୁ ନଜରରେ ରଖି ରାଜ୍ୟ ସରକାର ବାଣପୁରକୁ ୧୯୭୩ ମସିହାରେ ଏନ.ଏ.ସି ଘୋଷଣା କରିଥିଲେ। ଯାହାଦ୍ୱାରା ବାଣପୁର ଏକ ସହରର ମର୍ଯ୍ୟାଦା ପାଇଥିଲା ଏବଂ ଏଠାରେ ବସବାସ କରୁଥିବା ନାଗରିକ ମାନେ ସହରର ସମସ୍ତ ସୁବିଧା ସୁଯୋଗ ପାଇପାରିବେ। ତେବେ ୧୫ ଟି ୱାର୍ଡ ବିଶିଷ୍ଟ ଉକ୍ତ ସହରର ଜନସଂଖ୍ୟା ୨୦୦୧ ଜନଗଣନା ଅନୁଯାୟୀ ୧୭୨୭୮ ଥିବାବେଳେ ବର୍ତ୍ତମାନ ଏହା ପାଖାପାଖି ଦ୍ବିଗୁଣିତ ହୋଇଛି। ହେଲେ ଏଯାବତ ଏନ.ଏ.ସି…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା, ବଲାଙ୍ଗିର, କେଉଁଝର, ମୟୂରଭଞ୍ଜ ଓ ସୁନ୍ଦରଗଡରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୭ ଜଣ ଚିହ୍ନଟ ହୋଇଥିବାବେଳେ ୧୪୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୨ହଜାର ୬୪୨କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୭ହଜାର ୪୧୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୩୮୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୯୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୫ ଟି ଜିଲ୍ଲାରୁ ମୋଟ୍‌ ୩୪୩ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ…

Read More

ମୁମ୍ବାଇ : ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ ତାଙ୍କ ପ୍ରଶଂସକଙ୍କୁ ସର୍ବଦା ସରପ୍ରାଇଜ୍‌ ଦେଇଥା’ନ୍ତି । ସଲମାନ୍‌ଙ୍କ ନୂଆ ଲୁକ୍‌ ଏବେ ତାଙ୍କ ଫ୍ୟାନ୍‌ମାନଙ୍କୁ ସରପ୍ରାଇଜ୍‌ କରିଛି । ସଲ୍ଲୁ ଏବେ ନିଜର ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସଲମାନ୍‌ ଏବେ ଜଣେ ପଞ୍ଜାବୀ ପୋଲିସ୍‌ ଭୂମିକାରେ ଦେଖାଯାଇଛନ୍ତି । ସଲମାନ୍‌ ତାଙ୍କର ନୂଆ ଫିଲ୍ମ ‘ଅନ୍ତିମ୍‌ ଦ ଟ୍ରୁଥ୍‌’ରେ ଜଣେ ପଞ୍ଜାବୀ ପୋଲିଦ୍‌ ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମର ସଲମାନ୍‌ଙ୍କ ଫାଷ୍ଟ ଲୁକ୍‌କୁ ସେୟାର କରିଛନ୍ତି ସଲମାନ୍‌ଙ୍କ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମା । କଳା ପଗଡି ଓ ଖାଲ୍‌ସା ଲକେଟ୍‌ରେ ସଲମାନ୍‌ ତାଙ୍କ ଦବଙ୍ଗ୍‌ ଷ୍ଟାଇଲ୍‌ରେ ଏକ ସବ୍‌ଜି ମଣ୍ଡିରେ ଚାଲୁଥିବାର ଦେଖାଯାଇଛି ।  ଏହି ଫିଲ୍ମର ଶୁଟିଂ ନଭେମ୍ବର 16 ତାରିଖରୁ ପୁନେଠାରେ ଆରମ୍ଭ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ମହେଶ ମଞ୍ଜେରକର୍‌ ଦେଉଥିବାବେଳେ ଏହି ଫିଲ୍ମଟି…

Read More

ତାଇଓ୍ବାନ : ସାରା ବିଶ୍ବରେ କରୋନା ତା’ର ପ୍ରକୋପ ଜାରି ରଖିଛି । ଯଦିଓ ଏବେ କରୋନାକୁ ନେଇ ଜାରି ହୋଇଥିବା କଠୋର କଟକଣାରେ ଟିକେ କୋହଳ କରାଯାଇଛି । କିନ୍ତୁ ଏବେବି ଅନେକ ଦେଶରେ କରୋନାକୁ ନେଇ ଜାରି ହୋଇଥିବା କଟକଣାକୁ କଡାକଡି କରାଯାଉଛି । ତାଇଓ୍ବାନରେ ଜଣେ ବ୍ୟକ୍ତି କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗି ଅର୍ଥଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ମାତ୍ର 8 ସେକେଣ୍ଡ ପାଇଁ ବ୍ୟକ୍ତିଜଣକ କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗି 3500 ଡଲାର୍‌ ଅର୍ଥାତ୍‌ 2 ଲକ୍ଷ 57 ହଜାର 495ଟଙ୍କା ଜରିମାନା ଭରିଛନ୍ତି । ବ୍ୟକ୍ତିଜଣକ ଜଣେ ପ୍ରବାସୀ କର୍ମଚାରୀ ରୂପେ ସୂଚନା ରହିଛି । ସେ କ୍ବାୟୋସିୟୁଙ୍ଗ ସିଟିର ଏକ ହୋଟେଲ୍‌ରେ କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିଥିଲେ । ସେ ନିଜ ରୁମ୍‌ରୁ ବାହାରି ହଲ୍‌ ପର୍ଯ୍ୟନ୍ତ ଯାଇଥିବାରୁ ତାଙ୍କୁ ଅର୍ଥଦଣ୍ଡର ସମ୍ମୁଖୀନ ହେବାକୁ ପଡିଛି । ଫିଲିଫାଇନ୍ସର ଏହିବ୍ୟକ୍ତିଜଣକ ହୋଟେଲ୍‌ରେ କ୍ବାରେଣ୍ଟାଇନ୍‌ରେ ରହିଥିଲେ ।…

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏକ ବାହାଘରରେ ଜୟମାଲ୍ୟ ଦେବା ସମୟରେ ବରର ପ୍ରେମିକା ପହଞ୍ଚି ହଙ୍ଗାମା କରିବା ସହିତ ବିବାହ ମଣ୍ଡପରୁ ନିଜ ପ୍ରେମିକ ଅର୍ଥାତ୍‌ ବରକୁ ଉଠାଇନେଇଛି ।  ପ୍ରେମିକା ଜଣକ ବିବାହ ମଣ୍ଡପରେ ଉପସ୍ଥିତ ହୋଇ ବାହାଘର ବନ୍ଦ କରିବା ସହିତ ନିଜ କାର୍‌ରେ ପ୍ରେମିକାକୁ ନେଇ ସେଠାରୁ ପଳାଇଥିଲା । ତେବେ ବରଯାତ୍ରୀ ବିନା ବଧୂରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଘଟଣାଟି ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ରହୁଥିବା ଜଣଷ ଯୁବକ ବିବାହ ପାଇଁ ବରଯାତ୍ରୀ ସହ ସଜବାଜ ହୋଇ କନ୍ୟା ଘଣକୁ ଯାଇଥିଲେ । ତେବେ ବାହାଘରର ପ୍ରଥମ ପର୍ବ ଜୟମାଲ୍ୟା ହେବା ପୂର୍ବରୁ ଫିଲ୍ମି ଷ୍ଟାଇଲ୍‌ରେ ସେଠାରେ ବରର ପ୍ରେମିକା ଏଣ୍ଟ୍ରି ମାରିଥିଲେ । ଏହାପରେ ସେ ବରକୁ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ଭାରତଠାରୁ ଅଧିକ ମାମଲା ଆମେରିକା, ବ୍ରାଜିଲ୍‌ ଓ ତର୍କୀରେ ଦେଖଯାଉଛି । ଦେଶରେ ଗତ 24 ଘଣ୍ଟାରେ 31 ହଜାର 521 ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 412ଜଣଙ୍କର ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା 97 ଲକ୍ଷ 67 ହଜାର 371ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ 41 ହଜାର 772ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ତିନିଲକ୍ଷ 72 ହଜାର ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ 92 ଲକ୍ଷ 53 ହଜାର ଲୋକେ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ସୁଦ୍ଧା 15 କୋଟି 7 ଲକ୍ଷ କରୋନା ନମୁନା ପରୀକ୍ଷଣ ହୋଇଥିବାର ସୂଚନା ଦେଇଛି ଆଇସିଏମ୍‌ଆର୍‌ ।…

Read More

ନୂଆଦିଲ୍ଲୀ, ଡିସେମ୍ବର ୧୦, ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ସଂସଦ ମାର୍ଗରେ ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ନୂତନ ଅଟ୍ଟାଳିକା ଆତ୍ମନିର୍ଭର ଭାରତ’ ଦର୍ଶନର ଏକ ଗୁରୁତ୍ବପୂର୍ଣ ଅଂଶ ହେବ ଏବଂ ସ୍ଵାଧୀନତା ପରେ ପ୍ରଥମ ଥର ଲୋକଙ୍କ ପାଇଁ ସଂସଦ ଗଠନ କରିବା ଲାଗି ଏକ ସୁଯୋଗ ସୃଷ୍ଟି କରିବ। ଏହା ୨୦୨୨ ରେ ୭୫ ତମ ସ୍ଵାଧୀନତା ଦିବସ ଅବସରରେ ନୂତନ ଭାରତର ଆବଶ୍ୟକତା ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରିବ। ନୂତନ ସଂସଦ ଭବନ ଅତ୍ୟାଧୁନିକ ଓ ଶକ୍ତି ଦକ୍ଷ ହେବ ଏବଂ ବର୍ତ୍ତମାନର ସଂସଦ ନିକଟରେ ଏକ ତ୍ରିକୋଣୀୟ ଆକୃତିର କୋଠା ଭାବରେ ନିର୍ମାଣ କରାଯିବ। ଏହି ଅଟ୍ଟାଳିକାରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ରହିବ। ଲୋକସଭା ବର୍ତ୍ତମାନ ଆକାରର ତିନି ଗୁଣ ହେବ ଏବଂ ରାଜ୍ୟସଭା ମଧ୍ୟ ଯଥେଷ୍ଟ ବଡ଼ ହେବ । ଏହି ନୂତନ କୋଠାର ଭିତର…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି। ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ…

Read More

ମେଷ- ଧର୍ଯ୍ୟବାନ ହୁଅନ୍ତୁ, କାରଣ ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ। ଆପଣ କଳା କ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ ଏବଂ ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଆପଣ ମନୋରଞ୍ଜନ କ୍ଷେତ୍ରରେ ମଧ୍ୟ ଉପଭୋଗ କରିବେ। ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ପାଇବାର ସମ୍ଭାବନା ଅଛି। ବୃଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ମିଳିବ। ମଧ୍ୟଭାଗ ପରେ ଆପଣଙ୍କର କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ଆପଣଙ୍କ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ। ମିଥୁନ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ। ଅର୍ଥ ଏବଂ ଖ୍ୟାତି ହରାଇବେ, କିନ୍ତୁ ମଧ୍ୟଭାଗ ପରେ…

Read More

ମୁମ୍ବାଇ, ବ୍ୟାଙ୍କ ନେଣଦେଣ ଠିକ୍ ଭାବେ କରି ନ ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଏକ ବ୍ୟାଙ୍କ ଲାଇସେନସକୁ ରଦ୍ଦ କରିଦେଇଛି। ଡିସେମ୍ବର ସାତ ତାରଖଠାରୁ ଏହି ବ୍ୟାଙ୍କ କୌଣସି କାରବାର କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି। ତୁରନ୍ତ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ଆରବିଆଇ କହିଛି ଯେ, ସାଧାରଣତଃ ସମବାୟ ବ୍ୟାଙ୍କ ଗୁଡିକ ଯେତିକି ନିମ୍ନତମ ଜମା ରଖିବା କଥା ତାହା ଏହି ବ୍ୟାଙ୍କ କରି ନାହିଁ। ଏଥି ସହିତ ଆରବିଆଇ କହିଛି ଯେ ଏହି ବ୍ୟାଙ୍କ ସାଧାରଣରେ ଯେତିକି କାରବାର କରିବା  କଥା ତାହା ମଧ୍ୟ କରିପାରୁ ନାହିଁ। ଏପରିକି ବ୍ୟାଙ୍କର ଆୟ ବୋଲି କିଛି ନାହିଁ। ଫଳରେ ବ୍ୟାଙ୍କି ରେଗୁଲେସନ ଆକ୍ଟ 1949ର ସେକ୍ସନ 22(3) (a), 22 (3) (b), 22(3)(c), 22(3) (d) ଏବଂ 22(3)(e) ଧାରା ଅନୁଯାଇ ଏହାକୁ ବନ୍ଦ କରାଯାଇଛି। ଏହି ବ୍ୟାଙ୍କଟି ହେଉଛି…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ କେତେଥର ବାୟୁସେନା ବିମାନରେ ଗସ୍ତ କରିଛନ୍ତି ସେ ସଂପର୍କରେ କୌଣସି ତଥ୍ୟ ଦେଇ ହେବ ନାହିଁ। କୋର୍ଟକୁ ଏପରି ରୋକଠୋକ ଭାବେ ଜଣାଇଛି  ଭାରତୀୟ ବାୟୁସେନା। ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଗସ୍ତ ସଂପୂର୍ଣ୍ଣ ଭାବେ ଗୋପନୀୟ। ଏଥିସହିତ ସୁରକ୍ଷା ଦୃଷ୍ଟିରୁ ଏହା ବାହାରେ ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି ବାୟୁସେନା କହିଛି। ଦିଲ୍ଲୀ କୋର୍ଟରେ ସୂଚନା ଅଧିକାର ଆଇନି ବଳରେ ତଥ୍ୟ ଦିଆ ନ ଯିବାକୁ ନେଇ ଏକ ମାମଲା କରାଯାଇଥିଲା। ଏହି ମାମଲରେ କୋର୍ଟ ବାୟୁସେନାକୁ ତଥ୍ୟ ଦେବା ପାଇଁ କହିଥିଲେ। ହେଲେ ବାୟୁସେନା ତରଫରୁ ଏହାକୁ ଦିଆଯାଇପାରିବ ନାହିଁ ବୋଲି କହିଛି। ଏଥିସହିତ ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହିତ କେଉଁ ଅଧିକାରୀମାନେ ଯାଆନ୍ତି ବୋଲି ପଚରାଯାଇଛି। ଏହା ମଧ୍ୟ ସୁରକ୍ଷା ଦୃଷ୍ଟିରୁ ବାହାରେ କହିବା ସମ୍ଭବ ନୁହେଁ ବୋଲି କୋର୍ଟକୁ ବାୟୁସେନା ଜଣାଇଛି।

Read More

କଟକ,  ଅନୁଭବ ବର୍ଷା ଦମ୍ପତିଙ୍କ ବିବାଦ ଥମି ନଥିବା ବେଳେ ବର୍ତ୍ତମାନ ଆଉ ଏକ ବିବାଦ ସାମନାକୁ ଆସିଛି। ତାହା ହେଉଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ସେ ଅନୁଭବଙ୍କ ନାମରେ ନୁହେଁ। ବରଂ ଅନୁଭବଙ୍କ ନାମରେ  ଥିବା ଫେସବୁକ ଫ୍ୟାନ କ୍ଲବ ବିରୋଧରେ ଏତଲା ଦେଇଛନ୍ତି। ବର୍ଷା ଏତଲାରେ ଦର୍ଶାଇଛନ୍ତି ଯେ, ସେ ଫେସବୁକ ଦେଖିଲା ବେଳେ ଅନୁଭବ ଫ୍ୟାନ କ୍ଲବ ନାମରେ ଏକ ପେଜ ରହିଛି। ସେଥିରେ ଅନୁଭବଙ୍କୁ ବହୁ ଲୋକ ପ୍ରଶଂସା କରି ଲେଖିଛନ୍ତି। ହେଲେ କେତେକ ମୋ ସଂପର୍କରେ ସମ୍ମାନ ହାନୀ ହେବା ପରି ଟିପ୍ପଣୀ ଦେଇଛନ୍ତି। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବର୍ଷା ଏତଲାରେ ଉଲ୍ଲେଖ କରିଛନ୍ତି।

Read More