ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ 9 ଜଣ ମୃତକଙ୍କ ପରିଚୟ ମିଳିଛି । ମୃତକ ମାନେ ହେଉଛନ୍ତି ବି ଏରେମା ରେଡ୍ଡୀ, ବି ଆଚିଆମ୍ମା ରେଡ୍ଡୀ, କେ ସଂଧ୍ୟା, କାମରାଜୁ ରେଡ୍ଡୀ, ବି ମୋହିନି, ବି ରାମେୟା, ସି,ଏଚ ତୁଳସୀ ଆମ୍ମା, ସନ୍ତୋଷୀନି ସାହୁ ଏବଂ ତନୟା ରେଡ୍ଡୀ । ସମସ୍ତ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଆହତ ମାନଙ୍କୁ ମାଗଣା ଚିକିତ୍ସା ନେଇ ଘୋଷଣା କରାଯାଇଛି । (ଏଜେନ୍ସି)
Author: Samikhsya Bureau
ମୁମ୍ବାଇ : ଅବୈଧ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ରାଜ୍ ଠାକ୍ରେ ଏକ ମେଗା ରାଲି କରିଛନ୍ତି । ଏହା ସହିତ ସିଏଏ, ଏନ୍ଆର୍ସି ଏବଂ ଏନ୍ପିଆରକୁ ନେଇ ନିଜର ସମର୍ଥନ ଜାହିର କରିଛନ୍ତି ରାଜ୍ ଠାକ୍ରେ । ଏହା ସହିତ ସିଏଏ, ଏନ୍ଆର୍ସି ଏବଂ ଏନ୍ପିଆରକୁ ନେଇ ବିରୋଧାଭାସ ପ୍ରଦର୍ଶନ କରୁଥିବା ସମ୍ପ୍ରଦାୟଙ୍କ ବିରୋଧରେ ଏଣିକି ରାଲି କରାଯିବ ବୋଲି ରାଜ୍ ଠାକ୍ରେ କହିଛନ୍ତି । ଦେଶରେ ଦୁଇ କୋଟିରୁ ଅଧିକ ପାକିସ୍ତାନୀ ଏବଂ ବାଂଲାଦେଶୀ ନାଗରିକ ରହିଛନ୍ତି । ଏମାନଙ୍କୁ ଦେଶରୁ ବାହାର କରିବା ପାଇଁ ଏକ ମିଶନର ଆବଶ୍ୟକତା ରହିଛି ବୋଲି ରାଜ୍ ଠାକ୍ରେ କହିଛନ୍ତି । ଖଣ୍ଡାର ଜବାବ ଖଣ୍ଡା ଏବଂ ପଥରର ଜବାବ ପଥରେ ଦିଆଯିବ । ତେଣୁ ଅବୈଧ ଅନୁପ୍ରବେଶକାରୀଙ୍କ ସପକ୍ଷରେ ଦେଶର ମୁସଲମାନ ଯଦି ଶୋଭାଯାତ୍ରା ବାହାର କରିବେ ତେବେ ତା ବିରୋଧରେ ମଧ୍ୟ ଶୋଭାଯାତ୍ରା କରାଯିବ ବୋଲି ଏମ୍ଏନ୍ଏସ୍…
ନୂଆଦିଲ୍ଲୀ : ଶନିବାର ଦିଲ୍ଲୀରେ ସମାପ୍ତ ହୋଇଥିବା ମତଦାନରେ 62 ପ୍ରତିଶତ ମତଦାନ ହୋଇଛି । ରବିବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ନିର୍ବାଚନକୁ 22 ଘଣ୍ଟା ବିତିଯାଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡାନ୍ତ ମତଦାନ ପ୍ରତିଶତ ଘୋଷଣା କରାଯାଇନଥିଲା । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଶ୍ନ ଉଠାଇବାରୁ ଶେଷରେ ନିର୍ବାଚନ କମିଶନଙ୍କ ପକ୍ଷରୁ ମତଦାନ ପ୍ରତିଶତ ଘୋଷଣା କରାଯାଇଛି । ରବିବାର ସନ୍ଧ୍ୟାରେ ନିର୍ବାଚନ କମିଶନଙ୍କ ପକ୍ଷରୁ 62.59 ପ୍ରତିଶତ ମତଦାନ ହୋଇଥିବା ନେଇ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, 2015 ବିଧାନସଭା ନିର୍ବାଚନରେ 67.12 ପ୍ରତିଶତ ମତଦାନ ହୋଇଥିଲା । (ଏଜେନ୍ସି)
Jaipur: A few of the 47 differently-abled couples who tied the knot at 34th Royal Mass Wedding Ceremony organised by Narayan Seva Sansthan, a Non-Profit Organization, in Jaipur on Feb 9, 2020. (Photo: IANS)
Luxury meets island escapes in UAE
My definition of fashion keeps changing Manish Malhotra
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ 30 ଜଣ ଆହତଙ୍କୁ ବ୍ରହ୍ମପୁରର ଏମ୍କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ଜଙ୍ଗଲ ନିଆଁ ସହାୟତା ପ୍ରଦାନ ପାଇଁ ଖେଳାଯାଇଥିବା କ୍ରିକେଟ୍ ମ୍ୟାଚ୍ରେ 7.7 ମିଲିୟନ୍ ଡଲାରର ଅର୍ଥରାଶି ସଂଗୃହୀତ ହୋଇଛି । ଏହି ମ୍ୟାଚ୍ ପାଇଁ ସଚିନ ତେନ୍ଦୁଲକର, ବ୍ରାୟାନ୍ ଲାରା, ଓ୍ବାସିମ୍ ଆକ୍ରମ୍, ରିକି ପଣ୍ଟିଂ, ଆଡାମ ଗିଲକ୍ରିଷ୍ଟ ଏବଂ ଯୁବରାଜ ସିଂଙ୍କ ପରି ଖେଳାଳି ଫେରିଥିଲେ । ଏହା ସହିତ ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ମହିଳା ଦଳର କିଛି ସଦସ୍ୟ ମଧ୍ୟ ଏହି ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚ୍ ବ୍ୟତିତ ସଚିନ୍ ଅଷ୍ଟ୍ରେଲିଆ ମହିଳା ଦଳ ସହିତ ଏକ ମ୍ୟାଚ୍ ଖେଳିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ 19 ବର୍ଷରୁ କମ୍ ବିଶ୍ବକପ୍ ଫାଇନାଲ୍ରେ ବାଂଲାଦେଶ ସମ୍ମୁଖରେ 178 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ। ଭାରତ ପକ୍ଷରୁ ଓପ୍ନର ଯଶସ୍ବୀ ଜୟସ୍ବାଲ ଟୁର୍ଣ୍ଣାମେଣ୍ଟରେ ନିଜର ପଞ୍ଚମ ଅର୍ଦ୍ଧଶତକ ହାସଲ କରିବା ସହିତ 88 ରନ୍ ସଂଗ୍ରହ କରିଥିଲେ ମଧ୍ୟ ଦଳ ମାତ୍ର 177 ରନ୍ରେ ସମସ୍ତ ଓ୍ବିକେଟ୍ ହରାଇଥିଲା। 9 ରନ୍ରେ ପ୍ରଥମ ଓ୍ବିକେଟ୍ ହରାଇଥିଲେ ମଧ୍ୟ ତିଲକ ବର୍ମା(38) ଜୟସ୍ବାଲଙ୍କ ସହିତ 94 ରନ୍ର ଭାଗିଦାରୀ କରିଥିଲେ। ମାତ୍ର ତିଲକଙ୍କ ଓ୍ବିକେଟ୍ ପତନ ପରେ ଅଧିନାୟକ ପ୍ରିୟମ୍ ଗର୍ଗ(7) ଶସ୍ତାରେ ଆଉଟ ହୋଇଥିଲେ। ଏହାପରେ ଧ୍ରୁବ ଜୁରେଲ୍(22)ଙ୍କ ସହିତ ଜୟସ୍ବାଲ 42 ରନ୍ର ଭାଗିଦାରୀ କରିଥିଲେ। ମାତ୍ର ଜୟସ୍ବାଲଙ୍କ ଓ୍ବିକେଟ୍ର ପତନ ପରେ ଭାରତୀୟ ଇନିଂସ ତାସ ପତା ପରି ଭୁଷୁଡି ପଡିଥିଲା। 156 ରନ୍ରେ ଚତୁର୍ଥ ଓ୍ବିକେଟ୍ ଭାବରେ ଜୟସ୍ବାଲ ଆଉଟ ହେବା ପରେ ପରବର୍ତ୍ତୀ…
ଲକ୍ଷ୍ନୌ : ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭତ୍ତାର ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର । ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛାତ୍ରଛାତ୍ରୀଙ୍କ ପାଇଁ ଭତ୍ତା ନିମନ୍ତେ ଘୋଷଣା କରିଛନ୍ତି । ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଗୋରଖପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଯୋଗୀ ଏହି ଘୋଷଣା କରିଛନ୍ତି । ରାଜ୍ୟରେ ରହିଥିବା ବିଭିନ୍ନ ବୈଷୟିକ କଲେଜରେ ଇଣ୍ଟର୍ନସିପ୍ ପାଇଁ ଛାତ୍ରଛାତ୍ରୀଙ୍କୁ ମାସିକ ଏହି ବେତନ ପ୍ରଦାନ କରାଯିବ । ଏହି ଭତ୍ତାରୁ 1000 ଟଙ୍କା ରାଜ୍ୟ ସରକାର ଏବଂ 1500 ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ । ଏହା ସହିତ ଆଗାମୀ ଦିନରେ ଉତ୍ତର ପ୍ରଦେଶ ପୋଲିସ୍ରେ 20 ପ୍ରତିଶତ ମହିଳାଙ୍କୁ ସାମିଲ କରାଯିବ ବୋଲି ଯୋଗୀ ସୂଚନା ଦେଇଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର :ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । 30ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ରହିଛନ୍ତି । ସମସ୍ତ ଗୁରୁତର ଯାତ୍ରୀମାନଙ୍କୁ ଏମକେସିଜି ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି । ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ଦୁର୍ଘଟଣାର କାରଣ ଜାଣିବା ପାଇଁ ଟ୍ବିଟ୍ କରିଛନ୍ତି ଧର୍ମେନ୍ଦ୍ର ।
ଜୟପୁର : ସିଏଏକୁ ନେଇ ଏକ ବଡ ବୟାନ ଦେଇଛନ୍ତି ରାଜସ୍ଥାନ ବିଧାନସଭାର ବାଚସ୍ପତି ସିପି ଯୋଶୀ । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ୍ ପ୍ରଣୟନ କରାଯାଇଥିବା ବେଳେ ଏହାକୁ ରାଜସ୍ଥାନ ବାଚସ୍ପତି ବିରୋଧ କରିଛନ୍ତି । ଭାରତ ଏକ ସଂଘୀୟ ରାଷ୍ଟ୍ର ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ଆଇନ୍କୁ ମାନିବା ଉଚିତ୍ । କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ପ୍ରଣୟନ କରିଛନ୍ତି ଏବଂ ରାଜ୍ୟ ସରକାର ଏହାକୁ ମାନିବା ଉଚିତ୍ । ନାଗରିକତା ସଦାସର୍ବଦା କେନ୍ଦ୍ରର ଅଧିକାର ରାଜ୍ୟ ସରକାରଙ୍କ ଏଥିରେ କୌଣସି ସମ୍ପର୍କ ନାହିଁ ବୋଲି ଯୋଶୀ ଜୟପୁରରେ ଏକ କାର୍ଯ୍ୟକ୍ରମ ଅବସରରେ ମତ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ରାଜସ୍ଥାନରେ ସିଏଏ ବିରୋଧରେ ଏକ ବିଲ୍ ପାଶ୍ କରାଯାଇଛି । (ଏଜେନ୍ସି)
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଯୋଗୀ ସରକାର ନାମ ବଦଳାଇବାର ଅଭିଯାନ ଜାରି ରଖିଛନ୍ତି । ଏବେ ବସ୍ତୀ ଜିଲ୍ଲାର ନାମ ବଦଳାଇବାକୁ ଚେଷ୍ଟା କରୁଥିବାର ସୂଚନା ରହିଛି । ବସ୍ତୀ ଜିଲ୍ଲାର ନାମ ବଦଳାଇ ବଶିଷ୍ଠ ନଗର କରାଯିବା ନେଇ ସୂଚନା ମିଳିଛି । ଅଯୋଧ୍ୟା ଜିଲ୍ଲା ନିକଟରେ ବସ୍ତୀ ଜିଲ୍ଲା ଅବସ୍ଥିତ । ଜିଲ୍ଲା ପ୍ରଶାସନ ବସ୍ତୀର ନାମ ପରିବର୍ତ୍ତନ ନେଇ ରାଜସ୍ବ ବିଭାଗକୁ ପ୍ରସ୍ତାବ ପଠାଇଛନ୍ତି । ଏହି ନାମ ବଦଳାଇବା ପାଇଁ ଏକ କୋଟିଟଙ୍କାର ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ବହୁତ ଶୀଘ୍ର କ୍ୟାବିନେଟ୍ ନାମ ବଦଳାଇବାର ପ୍ରସ୍ତାବକୁ ମୋହର ଦେଇପାରେ। ପୂର୍ବରୁ ବସ୍ତୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ୍ ହୋଇ ବସ୍ତୀ ମେଡ଼ିକାଲ କଲେଜର ନାମ ମହର୍ଷି ବଶିଷ୍ଠଙ୍କ ନାମାନୁସାରେ ନାମିତ କରିବା ନେଇ ଘୋଷଣା କରିଥିଲେ । ମହର୍ଷି ବଶିଷ୍ଠ ଭଗବାନ ରାମଙ୍କର ଗୁରୁ ଥିଲେ । ମେଡିକାଲ କଲେଜର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଜାପାନ ଟୋକିଓ ସହରର ଏକ ହୋଟେଲରେ ରୋଷେୟା କାମ କରୁଥିବା ଦୁଇ ଓଡ଼ିଆ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେମାନେ ହେଲେ ବାଲେଶ୍ୱର କମର୍ଦ୍ଦାର ଶେଖ୍ ମଣ୍ଟାଜ୍ ଏବଂ ଯାଜପୁର ବଡ଼ଚଣାର ଶେଖ୍ ବାହାରୁଦ୍ଦିନ୍ । ରୋଷେଇ କରୁଥିବା ବେଳେ ଗ୍ୟାସ୍ ନିର୍ଗତ କାରଣରୁ ଶ୍ୱାସରୁଦ୍ଧ ହୋଇ ସେମାନେ ମୃତ୍ୟୁବରଣ କରିଥିଲେ । ପୁଅର ଆକସ୍ମିକ ମୃତ୍ୟୁ ଖବର ପାଇବା ପରେ ସେମାନଙ୍କ ଶବକୁ ଓଡ଼ିଶା ଆଣିବା ପାଇଁ ପରିବାର ଲୋକେ ଚିନ୍ତାରେ ପଡ଼ିଥିବା ବେଳେ ସହାୟତା ପାଇଁ ଆଗେଇ ଆସିଥିଲେ ‘ଓଡ଼ିଶା-ମୋ ପରିବାର’ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ‘ଓଡ଼ିଶା-ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ ଏବଂ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ଜାପାନରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ମୃତ ଦୁଇ ଯୁବକଙ୍କ ଶବକୁ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି । ଆଜି ସକାଳୁ ବିମାନେଯୋଗେ ସେମାନଙ୍କ…
ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବାବେଳେ ଏହି ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । 40ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ରହିଛନ୍ତି । ସମସ୍ତ ଗୁରୁତର ଯାତ୍ରୀମାନଙ୍କୁ ଏମକେସିଜି ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ଓ ପୋଲିସ୍ ବାହିନୀ ନିୟୋଜିତ ରହିଥିବାବେଳେ ଏହି ଅଘଟଣକୁ ସ୍ବୀକାର କରିଛନ୍ତି ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ । ଏକ ବାହାଘର ପ୍ରସେସନ୍ରେ ଏହି ବସ୍ଟି ଯାଉଥିବାବେଳେ ଏହି ଅଘଟଣ ଘଟିଛି ।
(200206) — NEW YORK, Feb. 6, 2020 (Xinhua) — A model presents a creation of SUN=SEN during the Fashion Hong Kong runway show at New York Fashion Week Fall/Winter 2020 in New York, the United States, on Feb. 6, 2020. (Xinhua/Han Fang)
(200206) — QUEZON CITY, Feb. 6, 2020 (Xinhua) — Contestants pose onstage during the final screening of candidates for the Binibining PIlipinas (Miss Philippines) 2020 beauty pageant in Quezon City, the Philippines, Feb. 6, 2020. A total of 40 women were picked out of 56 contestants and will vie for the Binibining Pilipinas 2020 beauty pageant this year. (Xinhua/Rouelle Umali)
NEW YORK, Feb. 6, 2020 (Xinhua) — Models present creations of HARRISON WONG during the Fashion Hong Kong runway show at New York Fashion Week Fall/Winter 2020 in New York, the United States, on Feb. 6, 2020. (Xinhua/Han Fang/IANS)
NEW YORK, Feb. 7, 2020 (Xinhua) — A model presents a creation of LIE during “Concept Korea” show at the New York Fashion Week in New York, the United States, on Feb. 7, 2020. (Xinhua/Wang Ying/IANS)
ଉତ୍ତରପ୍ରଦେଶ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଯାଇଥିବାବେଳେ ଏବେ କେବଳ ଅପେକ୍ଷା ଆସନ୍ତା 11 ତାରିଖକୁ ନିର୍ବାଚନୀ ପରିଣାମ ପାଇଁ । ତେବେ ବୁଥ୍ ବାହୁଡା ମତରୁ ଜଣାପଡିଛି ଯେ, ପୁଣି ଥରେ ଦିଲ୍ଲୀରେ କେଜରୀଓ୍ବାଲ ସରକାର ବହୁ ମତ ପାଇ ସରକାର ଗଠନ କରୁଛନ୍ତି । ସେହିପରି ବିଜେପିକୁ ଆଶାଠାରୁ କମ୍ ଭୋଟ ମିଳୁଛି । ଏକଜିଟ୍ ପୋଲ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ। ଅଖିଳେଶ ଯାଦବ କହିଛନ୍ତି ଯେ, କେଜରୀଓ୍ବାଲ ବହୁମତ ନେଇ ସରକାରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଦିଲ୍ଲୀର ଜନତା ହିନ୍ଦୁ ମୁସଲମାନଙ୍କ ନାମରେ ନୁହେଁ ବରଂ ବିକାଶ ନାମରେ ଭୋଟ ଦେଇଛନ୍ତି । ଏବେ ବିଜେପି ଯେଉଁଠି ଯେଉଁଠି ନିର୍ବାଚନ ଲଢିବ, ସେଇଠି ସେଇଠି ହାରିବ । ବାରାବଙ୍କିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଖିଳେଶ ଏହା କହିଛନ୍ତି । ଚାଷୀ ପ୍ରସଙ୍ଗ ନେଇ ଆମେ ପୂରା…
NEW YORK, Feb. 7, 2020 (Xinhua) — Li Yalan, founder and creative director of Blancore, greets the audience at the end of Blancore’s show during the New York Fashion Week in New York, the United States, on Feb. 7, 2020. (Xinhua/Wang Ying/IANS)