https://www.youtube.com/watch?v=foB_vMfkFuo Priyanka gets emotional after Marrakech Film Fest honour
Author: Samikhsya Bureau
Mumbai: Actress Reem Shaikh during the red carpet of “Zee Rishtey Awards” 2019 in Mumbai on Dec 7, 2019. (Photo: IANS)
Mumbai: Actress Raai Laxmi during the celebration of Krishika Lulla’s birthday party, in Mumbai on Dec 7, 2019. (Photo: IANS)
Mumbai: Actress Shamita Shetty arrives at the first year anniversary celebration of fashion designer Kresha Bajaj’s store in Mumbai on Dec 7, 2019. (Photo: IANS)
Thiruvananthapuram: West Indies’ Hayden Walsh Jr. during the second T20I match between India and West Indies at the Greenfield International Stadium in Thiruvananthapuram, Kerala on Dec 8, 2019. (Photo: Surjeet Yadav/IANS)
New Delhi: Models walk the ramp during a fashion show organised by Fashion Design Council of India (FDCI) at the launch of “InHerit 2019” at Sunder Nursery Heritage Park in New Delhi on Dec 7, 2019. (Photo: Amlan Paliwal/IANS)
New Delhi: Models walk the ramp during a fashion show organised by Fashion Design Council of India (FDCI) at the launch of “InHerit 2019” at Sunder Nursery Heritage Park in New Delhi on Dec 7, 2019. (Photo: Amlan Paliwal/IANS)
ନୂଆଦିଲ୍ଲୀ,9/12 : ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି ଫିନଲ୍ୟାଣ୍ଡର ସାନ୍ନା ମାରିନ୍ । ଫିନଲ୍ୟାଣ୍ଡର ସୋସିଆଲ ଡେମୋକ୍ରାଟ ଦଳର ପୂର୍ବତନ ପରିବହନ ମନ୍ତ୍ରୀ ମାରିନ୍ 34 ବର୍ଷରେ ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ହାସଲ କରିଛନ୍ତି । ଏହା ସହିତ ମାରିନ୍ ନିଜ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ମଙ୍ଗଳବାର ଇସ୍ତଫା ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଆନ୍ଟ୍ଟି ରିନ୍ନେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ । ରବିବାର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଆଜି ମାରିନ୍ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚିତ ହେବା ସହିତ ୟୁକ୍ରେନ୍ ପ୍ରଧାନମନ୍ତ୍ରୀ ଓଲେକ୍ସୀ ହୋଞ୍ଚାରୁକ୍(35)ଙ୍କୁ ଅତିକ୍ରମ କରିଛନ୍ତି । (ଏଜେନ୍ସୀ)
କେଦାର ମିଶ୍ର ପ୍ରଥମରୁ ଗୋଟେ ସ୍ଵୀକାରୋକ୍ତି- ମୋଦୀ ହୈ ତୋ ମୁମକିନ ହୈ। ମୋଦୀ ଅଛନ୍ତି ମାନେ ସବୁକିଛି ସମ୍ଭବ। ଆଜି ଯଦି ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ବଦଳରେ ଆଉ କେହି ବି ପ୍ରଧାନମନ୍ତ୍ରୀ ଥାଆନ୍ତା, ତାହେଲେ ତାଙ୍କୁ ନିଦ ଇ ହେଉନଥାନ୍ତା। ପିଆଜ କିଲୋ ୨୦୦ ଟଙ୍କା ହେବା ପରେ ବି ଦେଶରେ ଯଦି କୌଣସି ପ୍ରତିବାଦ ନାହିଁ, ତାହେଲେ ଆମକୁ ଭାବି ନେବାକୁ ହେବ ଯେ, ଦେଶରେ ପ୍ରତିବାଦ କରିବାର ଆଉ ଶକ୍ତି ବା ସାମର୍ଥ୍ୟ ନାହିଁ। ମାତ୍ର ପନ୍ଦର ଦିନ ଭିତରେ ପିଆଜ କିଲୋ ପଚାଶରୁ ଦୁଇ ଶହରେ ପହଞ୍ଚିଛି। ଯେଉଁ ଗତିରେ ପିଆଜ ଦର ବଢୁଛି, ତାହା ହୁଏତ ଆଗାମୀ ସପ୍ତାହରେ ୩୦୦ କି ୫୦୦ ମଧ୍ୟ ହୋଇପାରେ। କୌଣସି ବି ଦେଶରେ ସବୁଠୁ ଅତ୍ୟାବଶ୍ୟକ ମନେ କରାହେଉଥିବା ଏକ ଖାଦ୍ୟ ପଦାର୍ଥର ଦର ଏମିତି ବଢେନାହିଁ। ଯେତେବେଳେ ମୁଦ୍ରାସ୍ଫୀତି ଅନିୟନ୍ତ୍ରିତ ହୁଏ ଓ…
(191208) — MARRAKECH, Dec. 8, 2019 (Xinhua) — British actress Roxanne Scrimshaw poses with her trophy for the Best Actress award at the closing ceremony of the 18th Marrakech International Film Festival in Marrakech, Morocco, Dec. 7, 2019. (Photo by Chadi/Xinhua)
Mumbai: Actress Ridhima Pandit during the red carpet of “Zee Rishtey Awards” 2019 in Mumbai on Dec 7, 2019. (Photo: IANS)
ରାଞ୍ଚି,9/12: ଝାରଖଣ୍ଡରେ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଳଢେଇ କାରଣରୁ 2 ଜଣଙ୍କ ପ୍ରାଣହାନି ଘଟିଛି । ମୃତକଙ୍କ ମଧ୍ୟରେ ଜଣେ କମାଣ୍ଡର ରହିଛନ୍ତି । ଯବାନଙ୍କ ମଧ୍ୟରେ ଝଗଡାର କାରଣ ଜଣା ପଡି ନାହିଁ । ଝଗଡାରୁ ଜଣେ ଯବାନ ନିଜ କମାଣ୍ଡରଙ୍କୁ ଗୁଳି ମାଡ କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ । ରାଞ୍ଚିର ଖେଲଗାଓଁରେ ଥିବା ସିଆରପିଏଫ୍ କ୍ୟାମ୍ପରେ ଏହି ଅଭାବନୀୟ ଘଟଣା ଘଟିଛି । କମ୍ପାନୀ କମାଣ୍ଡର ଏବଂ ଯବାନଙ୍କ ମଧ୍ୟରେ ବଚସା ହେବାରୁ ପ୍ରଥମେ କମାଣ୍ଡର ଏବଂ ପରେ ନିଜକୁ ଗୁଳି ମାରିଥିଲେ ଯବାନ । ଦୁଇ ଯବାନ ହେଉଛନ୍ତି କମ୍ପାନୀ କମାଣ୍ଡର ମେଲା ରାମ କୁରେ ଏବଂ ଯବାନ ବିକ୍ରମ ରାଜଓ୍ବାଡେ । (ଏଜେନ୍ସୀ)
ନୂଆଦିଲ୍ଲୀ,9/12: ଗତକାଲି ଉତ୍ତର ଦିଲ୍ଲୀର ଗହମ ଗୋଦାମରେ ଅଗ୍ନିକାଣ୍ଡ ଘଟି 43 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆଜି ପୁନର୍ବାର ସେହି କୋଠାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ସମ୍ପର୍କରେ ସମ୍ପେ୍ଟ ସୂଚନା ନଥିଲେ ମଧ୍ୟ ଧୂଆଁ ବାହାରୁଥିବାରୁ 4ଟି ଦମକଳ ଗାଡିକୁ ଉକ୍ତ ସ୍ଥାନକୁ ପଠାଯାଇଛି । ରାଣୀ ଝାନ୍ସୀ ରୋଡ୍ରେ ବେଆମଇନ ଭାବରେ ଏହି ଗୋଦାମ ନିର୍ମାଣ କରାଯାଇଥିବାରୁ ଦୁଇ ଜଣ ମାଲିକଙ୍କୁ ଗିରଫ କରାଯାଇଛି । ରବିବାର ଘଟିଥିବା ଭୟାବହ ଅଗ୍ନିକାଣ୍ତରେ 43 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଏକାଧିକ ଆହତ ହୋଇଥିଲେ । ଗୋଦାମର ମାଲିକ ରେହାନ ଏବଂ ଇମ୍ରାନଙ୍କୁ ଗିରଫ କରାଯାଇ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ପଚରାଉଚୁରା କରାଯାଉଛି । ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । (ଏଜେନ୍ସୀ)
ବେଙ୍ଗାଳୁରୁ,09/12: କର୍ଣ୍ଣାଟକ ବିଧାନସଭାର 15ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଘୋଷିତ ହେବ । ସକାଳ 8ଟା ସମୟରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏହି ନିର୍ବାଚନୀ ଫଳାଫଳ ଉପରେ ୟୁଦ୍ୟୁରପ୍ପା ସରକାରଙ୍କ ଭାଗ୍ୟ ନିର୍ଭର କରୁଛି । ସରକାରରେ ରହିବାକୁ ହେଲେ ବିଜେପିକୁ ଅନ୍ୟୁନ 6ଟି ଆସନରେ ବିଜୟୀ ହେବାକୁ ପଡିବ । 17ଟି ଖାଲି ଆସନରୁ ଡିସେମ୍ବର 5 ତାରିଖ ଦିନ 15ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି 15ଟି ବସନ ମଧ୍ୟରୁ 12ଟିରେ ଜେଡିଏସ୍ ବିଜୟୀ ହୋଇଥିବା ବେଳେ 3ଟିରେ କଂଗ୍ରେସ ବିଜୟୀ ହୋଇଥିଲା । 11ଟି ଭୋଟଗଣତି କେନ୍ଦ୍ରରେ ଭୋଟ ଗଣନା କରାଯାଉଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଏବଂ ପରେ ସାଧାରଣ ବାଲାଟ୍ର ଗଣନା କରାଯିବ ବୋଲଇ ମୁଖ୍ୟ ନିର୍ବାଚନ କମିଶନ ଜି ଜାଡିୟାପ୍ପା ସୂଚନା ଦେଇଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ: ସଂସଦର ବୈଠକରେ ନିଶ୍ଚିତ ଯୋଗ ଦେବା ପାଇଁ ଆଜି ବିଜେପି ତରଫରୁ ଦୁଇ ଧାଡିଆ ହୁଇପ୍ ଜାରୀ କରାଯାଇଛି। ଦଳର ସମସ୍ତ ସାଂସଦଙ୍କ ପାଖକୁ ଏହି ଦୁଇ ଧାଡିଆ ହୁଇପ ମୋବାଇଲ ମେସେଜ ମାଧ୍ୟମରେ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଆସନ୍ତା 9 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ସମସ୍ତେ ନିଶ୍ଚିତ ଉପସ୍ଥିତ ରହିବେ। କାରଣ ଏହି ତିନିଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ କେତେକ ଗୁରୁତ୍ବ ପୂର୍ଣ୍ଣ ବିଷୟ ରହିଥିବାରୁ ସାଂସଦମାନେ ଯୋଗଦେବାର ନିହାତି ଆବଶ୍ୟକ। ସରକାରଙ୍କ ନିଷ୍ପତିକୁ ସମର୍ଥନ କରିବା ଆବଶ୍ୟକ ରହିଛି ବୋଲି ଏହି ମେସେଜରେ କୁହାଯାଇଛି। ହୁଇପ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।ସଂସଦୀୟ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ତିନିଦିନରେ ଯେଉଁ ସବୁ ଗୁରୁତ୍ବ ପୂର୍ଣ୍ଣ ବିଲ୍ ଆସିବାର ଅଛି ସେଥିରେ ରହିଛି “ନାଗରିକ ସଂଶୋଧନ ଆଇନି 2019″। ଏହି ଆଇନକୁ କଂଗ୍ରେସ ବିରୋଧ କରିବ ବୋଲି ଘୋଷଣା କରିଛି। ସେଥିପାଇଁ…
Delhi Fire Tragedy Which Claimed 43 Lives. (IANS Infographics)
Golden monkeys play at a valley in Foping County, northwest China’s Shaanxi Province, The Qinling Mountains, a natural boundary between the country’s north and south, are home to a huge variety of plants and wild animals such as giant pandas, golden monkeys, crested ibis and takins.
ସମୀକ୍ଷା ବ୍ୟୁରୋ ନାଚୁଣୀ, ୮/୧୨: ଆଜି ନାଚୁଣୀ ଗୋଦାବରୀଶ ବିଦ୍ୟାପୀଠ ଖେଳ ପଡିଆଠାରେ ନାଚୁଣୀ ପ୍ରିମିଅର ଲିଗର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚ ହାଲିମସାନ ଦଳ ଏବଂ ଭାଇଜାନ ଫାଇଟର ମଧ୍ୟରେ ଟକ୍କର ହୋଇଥିଲା। ହାଲିମସାନ ଦଳ ବିଜୟ ହୋଇ ଚମ୍ପିୟାନ ଟ୍ରଫି ଅକ୍ତିଆର କରିଥିବାବେଳେ ଭାଇଜାନ ଫାଇଟର ଉପ-ବିଜେତା ଟ୍ରଫି ଅକ୍ତିଆର କରିଛି। ହାଲିମସାନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର(୧୫)ରେ ୧୩୦ ରନ କରିବାରେ ସମର୍ଥ ହୋଇଥିଲା। କିନ୍ତୁ ଭାଇଜାନ ଫାଇଟର ୧୩୧ ରନର ଲକ୍ଷକୁ ପୂରଣ କରିବା ଆଶାରେ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ଦଳ ମାତ୍ର ୮୦ ରନ କରି ସମସ୍ତ ୱିକେଟ ହରାଇଥିଲା। ହାଲିମସାନ ଦଳର ନାସୀର ସର୍ବାଧିକ ୨୦ଟି ବଲରେ ୪୦ ରନ କରିଥିବାବେଳେ ମୁସାରଫ ସର୍ବାଧିକ ତିନୋଟି ୱିକେଟ ଅକ୍ତିଆର କରିଥିଲେ। ଏହି ନାଚୁଣୀ ପ୍ରିମିଅର ଲିଗରେ ଅଲରାଉଣ୍ଡର ପ୍ରଶାନ୍ତ ବେହେରାଙ୍କୁ ‘ମ୍ୟାନ ଅଫ ଦି ସିରିଜ’…
ସମୀକ୍ଷା ବ୍ୟୁରୋ ସାରାଦେଶରେ ଏବେ ଗଣଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା। ହାଇଦ୍ରାବାଦର ଗଣଦୁଷ୍କର୍ମ ଓ ଏହାର ପରବର୍ତ୍ତୀ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଉନ୍ନାଓ ମୃତ୍ୟୁ। ପୁଣି ଦୁଷ୍କର୍ମ ଅଭିଯୋଗ ଫେରାଇ ନ ଆଣିବା ପାଇଁ ଏସିଡ୍ ମାଡ଼ର ଘଟଣା ସାମ୍ନାକୁ ଆସିଛି। ଦେଶରେ ନାରୀ ଜାତି ଉପରେ ଚାଲିଥିବା ନିର୍ଯାତନା ଓ ଅତ୍ୟାଚାର ଥମିବାର ନାଁ ଧରୁନାହିଁ। ଗୋଟିଏ ଘଟଣା ଉପରୁ ପରଦା ନ ଉଠୁଥିବାବେଳେ ଅନ୍ୟ ଗୋଟେ ଘଟଣା ଘଟିଯାଉଛି। ପ୍ରତି କୋଡିଏ ମିନିଟ୍ରେ ଜଣେ ଦୁଷ୍କର୍ମର ଶିକାର ହେଉଛନ୍ତି। ସମ୍ପ୍ରତି ଦେଶରେ ଚାଲିଥିବା ଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ସାରା ଦେଶ ଏବେ ଦୁଇ ଭାଗରେ ବିଭାଜିତ ହୋଇଯାଇଛି। ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣାର ଏନକାଉଣ୍ଟର ପରେ ଏହାକୁ ନେଇ ଦେଶରେ ଗୋଟେ ଅଲଗା ପ୍ରକାର ବାତାବରଣ ଦେଖିବାକୁ ମିଳିଛି। ତେଲେଙ୍ଗାନା ପୋଲିସ୍ର ଏପରି କାର୍ଯ୍ୟକୁ ପ୍ରଚୁର ଜନସମର୍ଥନ ମିଳୁଥିବାବେଳେ ବୁଦ୍ଧିଜୀବୀ, ସମାଜକର୍ମୀ ତଥା…
ସମୀକ୍ଷା ବ୍ୟୁରୋ ବାଣପୁର, ୮/୧୨: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ସାରା ଭାରତରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧିଙ୍କ ବାଣପୁର ଆଗମନ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଆଜି ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଏକ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧି ୧୯୨୭ ଡିସେମ୍ବର ୮ ତାରିଖରେ ପଣ୍ଡିତ ଗୋଦାବରୀଶ ମିଶ୍ର, ତତ୍କାଳୀନ ବିହାର – ଓଡ଼ିଶା ବିଧାନ ପରିଷଦ ସଦସ୍ୟଙ୍କ ଅନୁରୋଧରେ ବାଣପୁର ଆସିଥିଲେ। ସେ ପଣ୍ଡିତ ଗୋଦାବରୀଶଙ୍କ ବାଣପୁର ହାତୀମୁଣ୍ଡା ଆଶ୍ରମରେ ରହଣି କରିଥିଲେ। ସେଦିନ ସନ୍ଧ୍ୟାରେ ବାଣପୁର ଜନସାଧାରଣଙ୍କୁ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଫିରିଙ୍ଗି ସରକାର ବିରୋଧରେ ସ୍ବାଧୀନତା ଆନ୍ଦୋଳନ ଜୋରଦାର କରିବା ପାଇଁ ଆହ୍ବାନ ଦେଇଥିଲେ। ଗାନ୍ଧିଙ୍କ ସ୍ମୃତିକୁ ମନେପକାଇବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି।…
ରଙ୍ଗାଚରଣ ପ୍ରଧାନ କେବଳ ତିନୋଟି ଶବ୍ଦର ସଂଜ୍ଞା ନିରୁପଣ କରିବା ପାଇଁ ୧୫ ବର୍ଷ ଲାଗିଗଲା। ଗତ ଦଶନ୍ଧିଗୁଡିକରେ ଟେଲିକମ୍ କ୍ଷେତ୍ରକୁ ଆମ ଆର୍ଥିକ ସଫଳତାର ଏ ବିରାଟ କାହାଣୀ ରୁପେ ଦେଖାଯାଉଥିଲା। ଆଜି ସବୁ ଟେଲିକମ୍ କମ୍ପାନୀକୁ ମିଶାଇଲେ ଦେଶରେ ୧୦୦ କୋଟିରୁ ଅଧିକ ଟେଲି ଗ୍ରାହକ ଅଛନ୍ତି । ମାତ୍ର ସରକାରଙ୍କର ବିଭିନ୍ନ ନୀତି ଓ ନିୟନ୍ତ୍ରଣଗତ ନିଷ୍ପତ୍ତି ଦ୍ବାରା ଆକ୍ରାନ୍ତ ହୋଇ ଏହି ଶିଳ୍ପ ବର୍ତ୍ତମାନ ତାହାର ପୂର୍ବ ସତ୍ତା ହରାଇବାକୁ ଯାଉଛି। ପରିସ୍ଥିତି ଏପରି ହେଲାଣି ଯେ ଗତ ଅକ୍ଟୋବର ୨୪ ତାରିଖରେ ଭାରତର ଏକ ବଡ ଟେଲିକମ୍ କମ୍ପାନୀ ଭୋଡାଫୋନର ସିଇଓ ନିକ୍ ରିଡ୍ କହିଛନ୍ତି ଯେ ସେମାନେ ଭାରତରେ ଖଟାଇଥିବା ପୁଞ୍ଜିକୁ ଏବେ ତାଙ୍କ ଖାତାରେ ଶୂନ୍ୟ ବୋଲି ଦେଖାଇବେ ଏବଂ ଭାରତରେ ସେମାନେ ଆଉ ପୁଞ୍ଜିନିବେଶ କରିବେ ନାହିଁ। ଗତକାଲି ଭୋଡାଫୋନ୍-ଆଇଡିଆର ଚେୟାରମ୍ୟାନ୍ କୁମାର ମଙ୍ଗଳମ୍ ବିର୍ଲା ମଧ୍ୟ ସେହିକଥା କହିଛନ୍ତି …

