ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ତେବେ କେତେ ତାରିଖରେ ମାଟ୍ରିକ୍ ରେଜଲ୍ଟ ବାହାରିବ ସେନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି। ଫେବୃଆରୀ […]
ଚଳିତ ବର୍ଷର ସିଏଟ୍ କ୍ରିକେଟ୍ ରେଟିଂ (ସିସିଆର୍) ଇଣ୍ଟରନ୍ୟାସନାଲ୍ ଆଓ୍ବାର୍ଡ ୨୦୧୯ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଦିଆଯାଇଥିବା ଏହି ପୁରସ୍କାର ବିତରଣ ଉତ୍ସବରେ କ୍ରିକେଟ୍ ଖେଳାଳୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଭାରତର ଅଧିନାୟକ ବିରାଟ କୋହଲି ବର୍ଷର ଶ୍ରେଷ୍ଠ ଇଣ୍ଟରନ୍ୟାସନାଲ୍ କ୍ରିକେଟର […]
ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଆଉ ହାତରେ କେଇଟା ଦିନ। ସବୁ ରାଜନୈତିକ ଦଳ ଏବେ ଜୋର୍ସୋର୍ରେ ପ୍ରଚାର ପ୍ରସାର ଚଳାଇଥିବାବେଳେ ଆରୋପ ପ୍ରତ୍ୟାରୋପ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି। ବିଏସ୍ପି ସୁପ୍ରିମୋ ମାୟାବତୀ ଲଗାତାର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ […]
ବଲିଉଡରେ ଡେବ୍ୟୁ କରିବେ ଆଲିଆ। କଥାଟି ଟିକେ ଅଜବ ଲାଗୁଥିବ ନିଶ୍ଚୟ। କିନ୍ତୁ ଏଠାରେ ଆଲିଆ ଭଟ୍ଟଙ୍କ କଥା କୁହାଯାଉନାହିଁ। ପୂଜା ବେଦୀଙ୍କ ଝିଅ ଆଲିଆ ଫଣ୍ଣିଚରଓ୍ବାଲାଙ୍କ ବିଷୟରେ କୁହାଯାଉଛି। ସୈଫ୍ ଅଲ୍ଲୀ ଖାନ୍ଙ୍କ ପ୍ରଯୋଜିତ ଆଗାମୀ ଫିଲ୍ମ ‘ଜଓ୍ବାନୀ ଜାନେମନ୍’ଜରିଆରେ […]
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ତିଆରି ହୋଇଥିବା ଏକ ମିମକୁ ସୋଶାଲ୍ ମିଡିଆରେ ଶେୟାର କରିବା ବିଜେପିର ଜଣେ ନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ସୁପ୍ରିମକୋର୍ଟ ଏଭଳି ଆଚରଣ ପାଇଁ […]
ଇରାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜବାଦ ଜରୀଫ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଜରୀଫ ଇରାନରୁ ତୈଳ ଆମଦାନୀକୁ ନେଇ ଆମେରିକା ଲଗାଇଥିବା ପ୍ରତିବନ୍ଧକକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଆଲୋଚନା କରିବେ। ଆଲୋଚନାରେ ଏହି ପ୍ରସଙ୍ଗରେ […]
ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍କୁ ଏକ ବଡ଼ ସଫଳତା ମିଳିଛି। ସ୍ପେଶାଲ ସେଲ୍ ଜୈଶ୍-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନର ସଦସ୍ୟ ଅବଦୁଲ ମଜିଦ ବାବାକୁ ଗିରଫ କରିଛି। ସ୍ପେଶାଲ ସେଲ୍ ଦୀର୍ଘ ଦିନ ହେବ ଜେଏମର ଆତଙ୍କବାଦୀ ମଜିଦ ବାବାକୁ ଖୋଜୁଥିଲା। ତା […]
ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି । କୁଶୀନଗରଠାରେ ଏକ ରାଲିକୁ ସମ୍ବୋଧନ କରିଛନ୍ତି ମୋଦି । ଏହି ରାଲିରେ ଯୋଗ ଦେଇ ମୋଦି କଂଗ୍ରେସ […]
ମାଲକାନଗିରି ସପ୍ତଧାରା ନଦୀ ନିକଟରେ ଆଜି ମାଓବାଦୀମାନେ ଆଇଡି ବିସ୍ଫୋରଣ କରିଛନ୍ତି। ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି। ମାଲକାନଗିରି ଜୟପରୁ ମାଲକାନଗିରି ମୁଖ୍ୟ ରାସ୍ତା ନିକଟରେ ଥିବା ସପ୍ତଧାରା ନଦୀ ଅଞ୍ଚଳରେ ବିଏସଏଫ ର ଯବାନ ମାନେ […]
ଲୋକସଭା ନିର୍ବାଚନ ଚାଲୁଥିବା ସମୟରେ ପଂଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଘୋଟାଲା ମାମଲାରେ କେନ୍ଦ୍ର ସରକାରଙ୍କୁ ଝଟ୍କା ଲାଗିଛି । ଏହି ଘୋଟାଲାର ମୁଖ୍ୟ ଆରୋପୀ ମେହୁଲ୍ ଚୋକ୍ସୀଙ୍କୁ ଆଣ୍ଟିଗୁଆ ପ୍ରଶାସନ ଗିରଫ କରିବାକୁ ମନା କରିଛନ୍ତି । ଚୋକ୍ସୀଙ୍କ ଉପରେ ସାଢେ […]
ବାତ୍ୟା ‘ଫନି’ର ଦଶ ଦିନ ପରେ ଆଜି ପୁରୀରୁ ସ୍ୱାଭାବିକ ହୋଇଛି ଟ୍ରେନ୍ ଚଳାଚଳ। ନିର୍ଦ୍ଧାରିତ ସମୟରେ ସମସ୍ତ ପାସେଞ୍ଜର ଏବଂ ଦ୍ରୁତଗାମୀ ଟ୍ରେନ୍ ଆଜିଠାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି। କୌଣସି ଟ୍ରେନ୍ର ସମୟ ପରିବର୍ତ୍ତନ କରାଯାଇନି କି […]
ଚଳିତ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ମେ ୧୯ ତାରିଖରେ ହେବାକୁ ରହିଥିବାବେଳେ ରାଜନୈତିକ ବାକ୍ ଯୁଦ୍ଧ ଥମିବାର ନାଁ ଥରୁନାହିଁ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଅଲବର୍ ଦୁଷ୍କର୍ମ ଘଟଣାକୁ ନେଇ ମାୟାବତୀଙ୍କୁ ଘେରିଥିବାବେଳେ ଆଜି ମାୟାବତୀ […]
ନିକଟରେ ବିଜେପିରେ ଯୋଗଦାନ କରିଥିବା ଅଭିନେତା ସନ୍ନି ଦେଓଲଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳେ ସନ୍ନି ପଠାନ୍କୋଟରୁ ଗୁରୁଦାସପୁରକୁ ପ୍ରଚାର ପାଇଁ ଯାଉଥିଲେ । ଘାରିବାଲୀ ନିକଟରେ ତାଙ୍କ କାରର ଚକା ଫାଟି ଯାଇଥିଲା । ଫଳରେ କାର୍ଟି […]
ରମଜାନ ମାସରେ ଶୀଘ୍ର ମତଦାନ କରିବା ପାଇଁ ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଯାଚିକାକୁ ସୁପ୍ରିମ୍କୋର୍ଟ ଆଜି ଖାରଜ କରିଦେଇଛନ୍ତି । ଏହାଉପରେ କୋର୍ଟ କହିଛନ୍ତି ଯେ, ମତଦାନ ସମୟ ନିର୍ଦ୍ଧାରଣ କରିବା ନିର୍ବାଚନ ଆୟୋଗଙ୍କ ଅଧିକାର । ସେହିପରି ସକାଳ ୭ଟାରୁ […]
ରବିବାର ଦିନ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟାୟରେ ସାତୋଟି ରାଜ୍ୟର ୫୯ଟି ଆସନ ପାଇଁ ଭୋଟ୍ଗ୍ରହଣ ହୋଇଥିଲା । ଏହି ପର୍ଯ୍ୟାୟରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ତାଙ୍କ ସ୍ଵାମୀ […]
ଉତ୍ତରପ୍ରଦେଶରେ କଂଗ୍ରେସ ପାର୍ଟିକୁ ବଡ ଝଟକା ଲାଗିଛି । ଭଦ୍ରୋହୀ ଜନପଦର କଂଗ୍ରେସ ଜିଲ୍ଲାଧ୍ୟକ୍ଷ ସମେତ ଅନେକ ପଦାଧିକାରୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଭଦ୍ରୋହୀ କଂଗ୍ରେସର ଅଧ୍ୟକ୍ଷ ନୀଲମ ମିଶ୍ରା କଂଗ୍ରେସ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟବହାରକୁ ନେଇ […]
ଆସନ୍ତା ୧୯ ତାରିଖରେ ଦେଶରେ ଅନୁଷ୍ଠିତ ହେବ ୨୦୧୯ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଏବେ ରାଜନୈତିକ ବାତାବରଣ ବେଶ୍ ସରଗରମ। ସବୁ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ବ୍ୟସ୍ତ । ଭାରତୀୟ ଜନତା […]
ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ହରିନ୍ଦର ସିଦ୍ଧୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ସହିତ ଇଭିଏମ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ଏହା ସହିତ ଇଭିଏମ ଉପରେ ଯେମିତି ପ୍ରଶ୍ନ କରାଯାଉଛି, ଠିକ୍ ସେମିତି ବାଲାଟ୍ ପେପରର ପ୍ରାମାଣିକତା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇ […]
ଜମ୍ମୁ-କାଶ୍ମୀରର ସୋପିଆନରେ ଆଜି ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇବା ସହ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଗୁଳିଗୋଳା ଜବତ କରାଯାଇଛି । ସୂଚନା ମୁତାବକ, ସୋପିଆନ ହିନ୍ଦ ସୀତାପୁରା ଅଂଚଳରେ […]
ଆଜି ହେଉଛି ମଦର୍ସ ଡେ’ ବା ମାତୃ ଦିବସ । ମଇ ୧୨ ତାରିଖ ଦିନ ବିଶ୍ବ ମାତୃ ଦିବସ ପାଳନ କରାଯାଇଥାଏ । ତେବେ କେତେକ ଦେଶରେ ଏହାକୁ ଅଲଗା ଅଲଗା ଦିନରେ ମଧ୍ୟ ପାଳନ କରାଯାଏ । ଏମିତିରେ […]
କବୀର ଖାନ୍ଙ୍କ ସୁପରହିଟ୍ ଫିଲ୍ମ ‘ଏକ ଥା ଟାଇଗର୍’ର ସିକ୍ବେଲ୍ର ଆଶାତୀତ ସଫଳତା ପରେ ଏହାର ସିକ୍ବେଲ୍ ‘ଟାଇଗର୍ ଜିନ୍ଦା ହୈ’ ପରଦାକୁ ଆସିଥିଲା, ଯାହା ବକ୍ସ ଅଫିସ୍ରେ ମଧ୍ୟ ବହୁଳ ଲୋକପ୍ରିୟ ରହିଥିଲା । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ […]