ଅକ୍ଷୟ କୁମାର ଓ ପରିଣୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘କେଶରୀ’ ଆଜି ପରଦା ଉପରକୁ ଆସିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅନୁରାଗ ସିହ୍ନା। ଏହି ଫିଲ୍ମକୁ କରନ୍ ଜୋହର୍ ଓ ଅରୁଣ ଭାଟିଆଙ୍କ ମିଳିତ ପ୍ରଯୋଜନା ସଂସ୍ଥା […]
ଜମ୍ମୁ କଶ୍ମୀରର ଉଧମପୁର ଇଲାକାରେ ଜଣେ ଯବାନଙ୍କ ଗୁଳିରେ ତିନି ସାଥୀ ଯବାନ ପ୍ରାଣ ହରାଇଛନ୍ତି । ସାଥୀଙ୍କ ସହିତ ବଚସା ହେବାରୁ କନେଷ୍ଟବଳ ଅଜିତ୍ କୁମାର ନିଜର ତିନି ସାଥୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତିନି ଜଣ […]
ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି। ଗୁରୁବାର କେତେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବା ବେଳେ ଶୁକ୍ରବାର ସାରା ଦେଶର ଏହି ହୋଲି ପର୍ବକୁ ଆନନ୍ଦର ସହିତ ପାଳନ କରାଯିବ। ରଙ୍ଗ ଓ ଭାଇଚାରାର ଏହି ପର୍ବକୁ ପାଳନ ଅବସରରେ […]
ଭାରତୀୟ ଭେଟେରାନ୍ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ଫ୍ରାନ୍ସରେ ଅନୁଷ୍ଠିତ ୪୬୦୦୦ପାଉଣ୍ଡ ପୁରସ୍କାର ରାଶି ବିଶିଷ୍ଟ ଏଟିପି ଚ୍ୟାଲେଞ୍ଜର୍ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି। ଅଷ୍ଟ୍ରିଆର ଫିଲିପ୍ ଓସଓ୍ବାଲ୍ଡଙ୍କୁ ସାଥୀ କରି ଖେଳୁଥିବା ପେସ୍ଙ୍କୁ ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ସିଡ୍ର ମାନ୍ୟତା […]
ବିଜେଡିରୁ ଟିକେଟ ପାଇନଥିବା ଅସନ୍ତୁଷ୍ଟ ବିଧାୟକ ମାନେ ବିଜେପିରେ ଯାେଗ ଦେଇଛନ୍ତି। ଏହି ତାଲିକାରେ ସାମିଲ ହାେଇଛନ୍ତି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ଆସିକା ବିଧାୟକ ଦେବରାଜ ମହାନ୍ତି। ଏହି ତିନି ଜଣଙ୍କ ବ୍ୟତୀତ ପୂବର୍ତନ […]
୨୦୧୯ ସାଧାରଣ ନିର୍ବାଚନର ଉଷ୍ମତା ଧିରେ ଧିରେ ସାରା ଦେଶରେ ବଢିବାରେ ଲାଗିଛି। ଓଡିଶାରେ ମଧ୍ୟ ସବୁ ଦଳ ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଉଦ୍ୟମ ଆରମ୍ଭ କରିସାରିଲେଣି। ବିଜେଡ଼ି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସର ‘ଚୌକିଦାର ଚୋର ହେ’ କୁ ଟାର୍ଗେଟ କରିବା ସହିତ କଂଗ୍ରେସ ସିଧାସଳଖ ଆକ୍ରମଣ କରିବାର ସାହସ ରଖୁନାହିଁ ତେଣୁ ପରୋକ୍ଷ ଆକ୍ରମଣ କରୁଛି ବୋଲି କହିଛନ୍ତି। ହୋଲି ଅବସରରେ ହଜାର ହଜାର ଚୌକିଦାରଙ୍କ ସହିତ […]
୧୪୦୦୦କୋଟିର ଋଣ ନେଇ ବିଦେଶ ପଳାୟନ କରିଥିବା ନୀରବ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଥିବା ବେଳେ ଏହି ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆ ଯାଇଛି ବାେଲି କଂଗ୍ରେସ […]
ଭାରତୀୟ ବଜାରରେ ଆସନ୍ତା ବର୍ଷ ପ୍ରବେଶ କରିବାକୁ ଯାଉଛି ମୋରିସ୍ ଗ୍ୟାରେଜ୍। ନିଜ ବ୍ରାଣ୍ଡର ଗୁଣବତ୍ତା ଏବଂ ବିଶ୍ବସନୀୟତା ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ପାଇଁ କମ୍ପାନୀ ଏକ ୭ ସିରିଜ ବିଶିଷ୍ଟ ଓ୍ବେବ୍ ସିରିଜ୍ ନିର୍ମାଣ କରିବାକୁ ଯାଉଛି। ଏହି ଓ୍ବେବ୍ […]
ବିଏସ୍ପି ନେତା ଚନ୍ଦ୍ରପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ମୃତି ଇରାନୀ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ଆମେଥୀରେ ମୋଦିଙ୍କ ଉନ୍ନତିମୂଳକ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଶ୍ରୀ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି ବାେଲି […]
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ହଜାର କୋଟିର ଋଣ ନେଇ ବିଦେଶ ପଳାୟନ କରିଥିବା ଗହଣା ବ୍ୟବସାୟୀଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ବ୍ରିଟିଶ ପୋଲିସ ପକ୍ଷରୁ ଏହି ଖବର ସ୍ପଷ୍ଟ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ ମୋଦିଙ୍କୁ ସେଣ୍ଟ୍ରାଲ ଲଣ୍ଡନର ହଲବର୍ଣ୍ଣ ଇଲାକାରୁ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେ ଭି ଚୌକିଦାର’ ଅଭିଯାନକୁ ଆକ୍ରମଣ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ। ବୁଧବାର କେଜ୍ରିଓ୍ବାଲ କହିଛନ୍ତି ଯେଉଁମାନେ ନିଜ ସନ୍ତାନଙ୍କୁ ଚୌକିଦାର ବନାଇବାକୁ ଚାହୁଁଛନ୍ତି ସେମାନ ମୋଦିଙ୍କୁ ଭୋଟ ଦିଅନ୍ତୁ କାରଣ ମୋଦିଜୀ ସମଗ୍ର ଦେଶକୁ ଚୌକିଦାର ବନାଇବାକୁ […]
ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ପ୍ରଥମ ଥର ପାଇଁ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର ହେବାକୁ ଯାଉଛି। ରାଷ୍ଟ୍ରପତି ଫେଲିକ୍ସ ଟିସେକେଡିଙ୍କ ନିର୍ବାଚନ କଙ୍ଗୋର ଜନସାଧାରଣଙ୍କ ପାଇଁ ଏକ ଅସାଧାରଣ ସୁଯୋଗ ବୋଲି ମିଳିତ ଜାତିସଂଘର ମାନବାଧିକାର ସାଧାରଣ ସଚିବ ଆଣ୍ଡ୍ରୁ […]
ଟିକେଟ ବଣ୍ଟନକୁ ନେଇ ଦଳରେ ଅଳ୍ପ କିଛି ସ୍ଥାନରେ ଅସନ୍ତୋଷ ରହିଥିବା ବିଜେଡି ପକ୍ଷରୁ କୁହାଯାଇଛି। ବିଜେଡି ପକ୍ଷରୁ ଅରୁଣ ସାହୁ କହିଛନ୍ତି ଯେ ବିଜେଡି ଓଡିଶାର ସର୍ବବୃହତ ଦଳ ତେଣୁ ସମସ୍ତେ ବିଜେଡିରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। ବିଚାର ବିମର୍ଶ […]
ପାରଳାଖେମୁଣ୍ଡିର ବିଜେଡ଼ିର ପୂବର୍ତନ ବିଧାୟକ ନାରାୟଣ ରାଓ ଆାଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ ନାରାୟଣ। ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡ଼ି […]
ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଆଜି ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। ଟିକେଟ କଟିବା ପଛରେ ଅସନ୍ତୁଷ୍ଟ ପୂର୍ଣ୍ଣଚନ୍ଦ୍ର ଦଳର କିଛି ମୁଷ୍ଟିମେୟ ନେତାଙ୍କ ଆଡକୁ ଇଙ୍ଗିତ କରିଛନ୍ତି। ନିଜ ଇସ୍ତଫାପତ୍ରରେ ଦଳକୁ ସମାଲୋଚନା କରିବା ସହିତ ଟିକଟ ପାଇଥିବା ନେତା ୭ […]
ବିଜେଡିରୁ ଇସ୍ତଫା ଦେଇଛନ୍ତି ପ୍ରତ୍ୟୁଷା ସିଂଦେଓ। କନ୍ଧମାଳରୁ ସାଂସଦ ରହିଥିବା ପ୍ରତ୍ୟୁଷାଙ୍କୁ ଟିକେଟ୍ ନମିଳିବାରୁ ଦଳ ଛାଡିଥିବା ପ୍ରତ୍ୟୁଷା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳପ୍ରତି ମୋର ଆନୁଗତ୍ୟକୁ ଅଣଦେଖା କରାଯାଇଛି ବୋଲି କହିବା ସହିତ ପ୍ରତ୍ୟୁଷା କହିଛନ୍ତି ଯେ, ବିଜେଡି […]
ବୁଧବାର ବିଜେପି ଚଳିତ ଲୋକସଭା ନିର୍ବାଚନ ନିମନ୍ତେ ଏହାର ପ୍ରାର୍ଥୀପତ୍ର ଘୋଷଣା ପୂବର୍ରୁ ଉତ୍ତର ପ୍ରଦେଶରେ ବଡ ପରିବର୍ତ୍ତନ ହାେଇପାରେ ବାେଲି ଆଶଙ୍କା ପ୍ରକାଶ ପାଇଛି। ମଙ୍ଗଳବାର ରାତ୍ରରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ରାଜ୍ୟର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। […]
ସମସ୍ୟା ମଧ୍ୟରେ ଗତି କରୁଥିବା ଜେଟ୍ ଏୟାରଓ୍ବେଜ୍ ପାଇଁ ଏକ ନୂତନ ସମସ୍ୟା ଦେଖାଦେଇଛି। ବେତନ ପାଇନଥିବାରୁ ଏହାର ପାଇଲଟ୍ ମାନେ ଆସନ୍ତା ୧ତାରିଖରୁ ଧାରଣାରେ ବସିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ବିଗତ ତିନି ମାସ ଧରି ନିଜର ଦରମା ପାଇନଥିବାରୁ […]
ଅନ୍ତରୀକ୍ଷରେ ସୁରକ୍ଷାକୁ ନେଇ ବ୍ରାଜିଲ୍ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଆମେରିକୀୟ ଗୃହ ବିଭାଗ ବ୍ରାଜିଲ୍ ସହିତ ମଙ୍ଗଳବାର ଏହି ଚୁକ୍ତି ସ୍ବାକ୍ଷର କରିଛି। ଏହି ଦକ୍ଷିଣ ଆମେରିକୀୟ ରାଷ୍ଟ୍ରରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଗୁଡିକର ବୈଷୟିକ […]
ପରିବାରବାଦ ରାଜନୀତିକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରିବାରବାଦ ରାଜନୀତିରେ ସବୁଠୁ ଅଧିକ ସମସ୍ୟା ଭୋଗିଥାଏ ସମାଜ। ଗଣମାଧ୍ୟମ ଠାରୁ ସଂସଦ ଏବଂ ସେନା ଠାରୁ ନେଇ ମତପ୍ରକାଶର ଅଧିକାର ଏବଂ ନିର୍ବାଚନମଣ୍ଡଳୀ ଠାରୁ ନେଇ ବିଚାରାଳୟ ସମସ୍ତ ସଂସ୍ଥାନ […]