ଜାତୀୟ ଖବର

ଅମରାବତୀ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ତିନି ରାଜଧାନୀ ପ୍ରସ୍ତାବକୁ କ୍ୟାବିନେଟ୍‌ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସୋମବାର ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍‌ ବୈଠକରେ…

ନୂଆଦିଲ୍ଳୀ : ଦିଲ୍ଲୀ ପରିବହନ ନିଗମ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ସିଭିଲ୍‌ ଲାଇନ୍ ସ୍ଥିତ ଦିଲ୍ଲୀ ପରିବହନ ନିଗମର କାର୍ଯ୍ୟାଳୟରେ ସୋମବାର ସକାଳ 8.38 ମିନିଟ୍‌ରେ…

ବିଶାଖାପଟ୍ଟନମ୍‌ : କ୍ଷେପଣାସ୍ତ୍ର ପରୀକ୍ଷଣ କ୍ଷେତ୍ରରେ ଭାରତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ଆଣବିକ ଅସ୍ତ୍ର ବହନ କ୍ଷମତା ରଖୁଥିବା କ୍ଷେପଣାସ୍ତ୍ର କେ-4ର ସଫଳ…

ନୋଇଡା- ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରର ବା ନୋଇଡା କମିଶନରେଟ ପୋଲିସରେ ସଂଯୋଗ ବସତଃ ଏକ ଅଭୁତ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ଉତ୍ତର…

ମୁମ୍ବାଇ- ଆଜି ବିଳମ୍ବିତ ରାତିରେ ସିରିଡି ସାଇବାବା ପିଠରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ମନ୍ଦିର ଟ୍ରଷ୍ଟିମାନଙ୍କର ସୋମବାର ସକାଳୁ ଆଲୋଚନା…

ଢାକା: ସୋସିଆଲ ମିଡିଆ ଜରିଆରେ ପୁଣି ଥରେ ଜଣେ ତାଙ୍କ ପରିବାର ପାଖକୁ ଫେରିପାରିଛନ୍ତି। ଜଣେ ବ୍ୟକ୍ତି 48 ବର୍ଷ ପରେ ତାଙ୍କ ପରିବାରକୁ ଭେଟିଛନ୍ତି ।…

ଉତ୍ତରପ୍ରଦେଶ : ସ୍ବଚ୍ଛ ଭାରତ ମିଶନର ଡିଣ୍ଡିମ ପିଟୁଥିବାବେଳେ ଖୋଦ୍‌ ବିଜେପି ସରକାରଙ୍କ ରାଜ୍ୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସ୍ବଚ୍ଛ ଭାରତକୁ ନେଇ ସରକାର ଅନେକ…

ନୂଆଦିଲ୍ଲୀ : କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ୍‌ଙ୍କ ଗିରଫଦାରୀ ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବିଜେପିକୁ ଟାର୍ଗେଟ କରିଛନ୍ତି । ପ୍ରିୟଙ୍କା ଗାନ୍ଧି…

ନୂଆଦିଲ୍ଲୀ: କଂଗ୍ରେସର ଦୁଇ ବଡ ନେତା ସିଏଏକୁ ନେଇ କେରଳ ରାଜ୍ୟପାଳ ଆରିଫ୍‌ ମୋହମ୍ମଦ ଖାନ୍‌ଙ୍କ ବୟାନକୁ ସମର୍ଥନ କରିଛନ୍ତି। ଆରିଫ୍‌ ମୋହମ୍ମଦ ଖାନ୍‌ କହିଥିଲେ ଯେ,…

ରାଜସ୍ଥାନ : ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜସ୍ଥାନ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ଆଦିବାସୀ…

ମୁମ୍ବାଇ : ଅଭିନେତ୍ରୀ ଶାବ୍‌ନା ଆଜ୍‌ମୀ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଖାଲାପୁର ଟୋଲ୍‌-ପ୍ଲାଜ୍‌ ନିକଟସ୍ଥ ପୁଣେ-ମୁମ୍ବାଇ ଏକ୍ସପ୍ରେସ୍‌ ହାଇଓ୍ବଠାରେ ତାଙ୍କ କାର୍‌ ଏକ ଟ୍ରକ୍‌କୁ…

କୋଲକାତା : ନାଗରିକତା ସଂଶୋଧନ ଆଇନ (ସିଏଏ), ଏନପିଆର ଓ ଏନ୍‌ଆରସିକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଆକ୍ରମଣ ଜାରି ରଖିଛି । ଆଜି କଂଗ୍ରେସର ବରିଷ୍ଠ…

ଶିରିଡି : ଯଦି ଆପଣ ସାଇଙ୍କ ଭକ୍ତ, ଶିରିଡି ଯିବାକୁ ଭାବୁଛନ୍ତି, ତେବେ ଏହି ଖବରଟି ଆପଣଙ୍କୁ ନିଶ୍ଚିତ ଭାବରେ ଦୁଃଖ ଦେଇପାରେ । ହିନ୍ଦୁ ଓ…

ନୂଆଦିଲ୍ଲୀ: ଶିବସେନା, କଂଗ୍ରେସ ଓ ଏନ୍‌ସିପିର ସରକାର ମଧ୍ୟରେ ଫାଟ ସୃଷ୍ଟି ହେବାର ଖବର ଆସୁଛି । ଭିନ୍ନ ବିଚାରଧାରାରେ ଭାଗ ହୋଇ ରହିଥିବା ତିନି ରାଜନୈତିକ…

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଭାରତୀୟ ଜନତା ଦଳର ଟିକେଟ ଆବଣ୍ଟନକୁ ନେଇ କିଛି ନେତା ବିଦ୍ରୋହ କରିବାର ନଜର ଆସିଛନ୍ତି । ଟିକେଟ ଭାଗବଣ୍ଟାକୁ ନେଇ କିଛି କାର୍ଯ୍ୟକର୍ତ୍ତା…

ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ମା’ଙ୍କୁ ଦୋଷୀଙ୍କୁ କ୍ଷମା ଦେବାକୁ ଅପିଲ୍‌ କରିଥିବାବେଳେ ଏହାକୁ ନେଇ ଇନ୍ଦିରାଙ୍କ ଉପରେ ବର୍ଷିଛନ୍ତି ନିର୍ଭୟାଙ୍କ ମା’…

ଛତିଶଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତ୍ୱ…

ରାଜସ୍ଥାନ :ରାଜସ୍ଥାନର ଶିକର ଜିଲ୍ଲାର ନିମକାଥାନା ଗ୍ରାମରେ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ପୁରାନ ବାସ ପଞ୍ଚାୟତରୁ ବିଦ୍ୟା ଦେବୀ 207 ଭୋଟରେ…