ରମେଶ ମହାନ୍ତି ଜଗତସିଂହପୁର : ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା କୋଭିଡ୍ -19ର ଜିଲ୍ଲା ନୋଡାଲ୍ ଅଧିକାରୀ ହେମନ୍ତ ଶର୍ମା ଓ ଅତିରିକ୍ତ ଶାସନ ସଚିବ ଗୃହ ଓ ନଗର ଉନ୍ନୟନ ତଥା ମିଶନ ଡାଇରେରକ୍ […]
ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କାଲୋପଳା ଗ୍ରାମର ଏକ୍ ନମ୍ବର୍ ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଶ୍ରୀମତୀ ଲବଙ୍ଗଲତା ପାଡିଙ୍କ ନାମରେ ବହୁ ଅଭିଯୋଗ ଆସିଛି। ତାଙ୍କ ନାମରେ ଗର୍ଭବତୀ ମାଁ, ଶିଶୁ ଓ […]
କନ୍ଦର୍ପ ବେହେରା ରେଢାଖୋଲ : ଆଜି ଅପରାହ୍ନରେ ବିଦ୍ୟୁତ ତାର ଛିଣ୍ଡି ୩ଟି ବଳଦର ଜୀବନ ଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ହାତୀବାହାଳ ଗ୍ରାମରେ ଅପରାହ୍ନ ୨ଟାରେ ଏହି ଘଟଣା ଘଟିଛି । ରେଢାଖୋଲ ବ୍ଲକ୍ ବଡବାହାଳ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକଡାଉନ ସମୟରେ ଚିଲିକା ନିର୍ବାଚନମଣ୍ଡଳୀରେ ଭୋକ ଉପାସରେ ଦିନ କାଟୁଥିବା ଗରିବ, ଗୁରୁବା ତଥା ରାସନ କାର୍ଡ ନଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜନତା ପାର୍ଟି। ଆଜି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ […]
ସୀତାରାମ ଅଗ୍ରଓ୍ବାଲ ଖୋର୍ଦ୍ଧା (ଟାଙ୍ଗୀ) : କରୋନା ଭାଇରସ୍ କାରଣରୁ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି କରାଯାଇଥିବା ବେଳେ ଏହି ସମୟରେ ସକ୍ରୀୟ ହୋଇଛନ୍ତି ଚୋରା ମଦ ବେପାରୀ । ପୋଲିସ୍ ଏବଂ ଅବକାରୀ ବିଭାଗର ନିୟମିତ ପେଟ୍ରୋଲିଂ ମଧ୍ୟ ଚୋରା […]
ରମେଶ ମହାନ୍ତି ଜଗତସିଂହପୁର : କରୋନା ଭୂତାଣୁ କୋଭିଡ୍ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦେଶର ବିଭିନ୍ନ ରାଜ୍ୟର ଓଡ଼ିଆ ପ୍ରବାସୀମାନେ ରାଜ୍ୟକୁ ଫେରିବା ପାଇଁ ପଞ୍ଜିକରଣ କରିଛନ୍ତି। ଏହି କ୍ରମରେ ଜଗତସିଂହପୁର ଜିଲ୍ଲାକୁ ଗତ ମେ […]
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟରେ ଲକ୍ ଡାଉନ୍ ଚାଲିଥିବାବେଳେ ପକ୍ଷୀ ଶିକାରୀମାନେ ମାତିଥିବାର ଦେଖାଯାଇଛି। ଚିଲିକାରେ ପକ୍ଷୀ ଶିକାର ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ସୋରଣପେଣ୍ଠ ନିକଟରେ ବନ୍ୟ ପ୍ରାଣୀ ବିଭାଗ ଚଢାଉ କରି ଦୁଇ ଶିକାରୀଙ୍କୁ ଗିରଫ କରିବା […]
ବେଗୁନିଆପଡା: ଖରା ହେଉ କି ବର୍ଷା। ସବୁ ସମୟରେ ସବୁ ପରିସ୍ଥିତିରେ ଜଣେ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରିଥାଏ। ବିଶ୍ବ ମହାମାରୀ କରୋନା ଭୟ ଭିତରେ ବି ଘରୁ ବାହାରକୁ ଆସି ନିଷ୍ଠାପର ଭାବେ ଅହରହ […]
ହେମାଙ୍ଗ ରାଉଳ ବ୍ରହ୍ମପୁର : ଆଜି ଅପରାହ୍ନରେ ହୋଇଥିବା ବଜ୍ରାଘାତରେ ଗୋପାଳପୁର ଥାନା ଅନ୍ତର୍ଗତ ଟାଟା କଲୋନୀରେ ଜନୈକ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତଜଣକ ହେଲେ ଟାଟା କଲୋନୀ ନିବାସୀ 68 ବର୍ଷୀୟ ସୁବାସ […]
ରଞ୍ଜିତ ପଣ୍ଡା କୁଜଙ୍ଗ: ପିପିଏଲ ପକ୍ଷରୁ କୁଜଙ୍ଗ ବ୍ଳକର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ପ୍ରଦାନ କରାଯାଇଛି । ସରକାରୀ ସ୍ତରରେ ଗ୍ରାମର ଲୋକମାଙ୍କର ପାନୀୟ ଜଳର ଆବଶ୍ୟକତା ପୂରଣ କରାଯାଇ ପାରୁନଥିବା ବେଳେ ପିପିଏଲର ଏହି ଉଦ୍ୟମ ପାଇଁ ସ୍ଥାନୀୟ […]
କନ୍ଦର୍ପ ବେହେରା ରେଢାଖୋଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଡଇଁଚା ପଂଚାୟତର ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ଆଜି ବିଷୋଧନ କରାଯାଇଛି । ଏହି ସେଣ୍ଟରରେ ୧୭ ଜଣ ପ୍ରବାସୀ ଓଡିଆ […]
ଗୁରୁପଦ ବେରା କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ବୋଲି ଅଭିହିତ କରାଯାଇଥିଲେ ମଧ୍ୟ ଜଣେ ବିଡିଓଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ। ଏହି ଘଟଣାକୁ ନେଇ ପୋଲିସ୍ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସର ଉଦାସୀନ […]
ଚନ୍ଦ୍ରାକନ୍ତି ବୌଦ୍ଧ ନରସିଂହପୁର: କଟକ ଜିଲ୍ଲା ନରସିଂହପୁରଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ନାଳରେ ବୁଡି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ନିଜିଗଡ଼ ଗ୍ରାମ ପଞ୍ଚାୟତର ମାଧେଇପଦା ଗ୍ରାମର ଜଣେ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ : ବାର୍ଦ୍ଧକ୍ୟରେ ସାହା ହେଲେନି ପରିବାର ଓ ଆତ୍ମୀୟ। ଜୀବନ କଟୁଛି ବୃଦ୍ଧାଶ୍ରମରେ। ବୟସାଧିକ୍ୟ ଯୋଗୁ ବିଭିନ୍ନ ସମୟରେ ଶାରିରୀକ ଅସୁସ୍ଥତା ସେମାନଙ୍କ ପାଇଁ ସୃଷ୍ଟି କରୁଛି ସମସ୍ୟା। ଏଭଳି ସ୍ଥିତିରେ ସହାୟତାର ହାତ ବଢାଇଛନ୍ତି ଅଠରବାଙ୍କି […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ମୁକାବିଲା ଲାଗି ଦେଶରେ ଜାରି ରହିଛି ଲକ୍ ଡାଉନ୍। ଏବେ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜାରି ରହିଛି। ଏହା ମେ ୧୭ ପର୍ଯ୍ୟନ୍ତ ଜାରି ରହିବ। ଏହି ଲକ୍ ଡାଉନରେ ବେଶି ପ୍ରଭାବିତ ହେଉଛନ୍ତି […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ : ଲକ୍ ଡାଉନ କୋହଳ ହେବା ପରେ ସମୁଦ୍ର କୂଳରେ ମଜା କରିବାକୁ ଆସି ଫସିଲେ ଯୁବକ। ସମୁଦ୍ରରେ ଗାଡି ଫସିଗଲା । ଶେଷରେ ଅଗ୍ନିଶମ ବିଭାଗ ଓ ପୋଲିସ୍ କର୍ମଚାରୀ ପହଞ୍ଚି ଉଦ୍ଧାର କଲେ ଗାଡିକୁ। ଏଭଳି […]
କନ୍ଦର୍ପ ବେହେରା ରେଢାଖୋଲ : ସରକାର ବାହାର ରାଜ୍ୟରେ ଥିବା ଶ୍ରମିକ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି । ଅପରପକ୍ଷରେ ନାକ୍ଟିଦେଉଳ ବ୍ଲକ୍ ଗୋଗୁଆ ପଂଚାୟତରେ କିଛି ଲୋକ କ୍ବାରେଣ୍ଟାଇନ୍ ସେଣ୍ଟରରେ ତାଲା ମାରି ଦେଇଛନ୍ତି […]
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଗପୁର ଆଦର୍ଶ ଵିଦ୍ୟାଳୟ ଓ ବେଗୁନିଆପଡା ଜନତା ହାଇସ୍କୁଲରେ ପ୍ରବାସୀ ଓଡ଼ିଆଙ୍କ ରହଣି ପାଇଁ କ୍ବାରେଣ୍ଟାଇନ୍ ସେଣ୍ଟର କରାଯାଇଛି । ରାଗପୁର ଆଦର୍ଶ ବିଦ୍ୟାଳୟ ଠାରେ 145 ଓ […]
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ ଡାଉନ୍ ଯୋଗୁଁ ଓଡିଆ ଶ୍ରମିକ ମାନଙ୍କୁ ଜିଲ୍ଲାକୁ ଫେରାଇ ଅଣାଯାଇଛି। ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଗତକାଲି କେରଳ,ରାଜସ୍ଥାନ ଓ ଗୁଜୁରାଟରୁ ବହୁ ଶ୍ରମିକ ଓ ଛାତ୍ର ଛାତ୍ରୀ ଜଗତସିଂହପୁର […]
ରଞ୍ଜିତ ପଣ୍ଡା କୁଜଙ୍ଗ: ଜଗତସିଂହପୁର ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରାଯାଇଛି। ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦୁଇ ସପ୍ତାହ ପର୍ଯ୍ୟନ୍ତ ସନ୍ଧ୍ୟା ୭ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସାରା ଜିଲ୍ଲାରେ କର୍ଫ୍ୟୁ ବଳ ବତ୍ତର ରହିବ। […]
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର। ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ମହାଦୁର୍ନୀତି ସମ୍ବନ୍ଧରେ ତଥ୍ୟଗତ ପ୍ରମାଣ ଓ ସରକାରୀ ତଦନ୍ତ ସତ୍ଵେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି । କୌଣସି […]