ସମୀକ୍ଷା ବ୍ୟୁରୋ ଚିଲିକା,୧୫/୧୨ : ଚିଲିକାରେ ଶନିବାର ସନ୍ଧ୍ୟାରେ ବିଦ୍ୟୁତ୍ ଆଘାତରେ ଜଣେ ବାଳକର ମୃତ୍ୟୁ ହୋଇଛି। ବଡକୂଳସ୍ଥିତ ଜେଟିରେ ଏହି ଅଘଟଣ ଘଟିଛି। ବଡକୂଳ ଗ୍ରାମର ପ୍ରଫୁଲ୍ଲ ବାରିକଙ୍କ ୧୫ ବର୍ଷୀୟ ପୁଅ ଆନନ୍ଦ ବାରିକ ଏହି ଘଟଣାରେ ପ୍ରାଣ […]
କଳାହାଣ୍ଡି/ ସମୀକ୍ଷା ବ୍ୟୁରୋ: ଓଡ଼ିଶାରେ ଦାଦନର କରୁଣ ଦୃଶ୍ୟ କିଛି ନୂଆ ନୁହେଁ। ଇଟାମାଟି,ଘର ଦ୍ୱାର ଛାଡ଼ି ରୋଜଗାର ଆଶାରେ ଆଜି ବି ଅନେକ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ଖଟିବା ବେଳେ କେବେ ଅଘଟଣରେ ତ ଆଉକେବେ ରୋଗରେ […]
ସୋରଡା, 15/12 : (ସମୀକ୍ଷା ବ୍ୟୁରୋ) ମିଶନ ଶକ୍ତି ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାଙ୍କୁ ଉଦ୍ୟାନ କୃଷି ବିଭାଗ ଦ୍ବାରା ସ୍ବୟଂ ସମ୍ବଳ ବୃଦ୍ଧି ପାଇଁ ପନିପରିବା ଚାଷ କରିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। ଏନେଇ ସ୍ଥାନୀୟ ସହକାରୀ […]
ସମୀକ୍ଷା ବ୍ୟୁରୋ / ବାଲୁଗାଁ ବାଲୁଗାଁର ଗଙ୍ଗନଗର ଗ୍ରାମରେ ଯୁବତୀଙ୍କ ଘରେ ପଶି ତଣ୍ଟିକାଟିବା ଘଟଣାକୁ ନେଇ ଚାଲିଛି ତନାଘନା। ଏହି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ବାଇଁ। ଖୋର୍ଦ୍ଧା ଏସପିଙ୍କ ଅଧ୍ୟକ୍ଷତାରେ ବାଣପୁର […]
ସମୀକ୍ଷା ବ୍ୟୁରୋ ବାଲୁଗାଁ, ୧୪/୧୨ : ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଇଞ୍ଜନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆଇଏନଏସ୍ ଚିଲିକା ପକ୍ଷରୁ ଏହି ଦେୟମୁକ୍ତ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଆଇଏନଏସ […]
ସମୀକ୍ଷା ବ୍ୟୁରୋ ବାଲୁଗାଁ, ୧୪/୧୨ : ବାଲୁଗାଁ ବାଇପାସ୍ ରୋଡ୍ର ସୁବୁଦ୍ଧିପାଟଣା ଛକ ନିକଟରେ ଆଜି ସକାଳୁ ଘଟିଯାଇଛି ପୁଣି ଏକ ଦୁର୍ଘଟଣା। ପଶୁପକ୍ଷୀଙ୍କ ଔଷଧ ବୋଝେଇ ଏକ ଟ୍ରକ ଓଲଟି ପଡିବା ସହିତ ଦୁଇ ଜଣ ଆହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ […]
ସମୀକ୍ଷା ବ୍ୟୁରୋ ବାଣପୁର,୧୩/୧୨ : ବୁଧବାର ବାଣପୁର ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ତିନୋଟି ପୃଥକ ଘଟଣାରେ ପୋଲିସ୍ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି। ବଚସା ଏବଂ ଆକ୍ରମଣକୁ ନେଇ ଚାରିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ […]
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା, ୧୨/୧୨: ବାଲୁଗାଁ ମହାବିଦ୍ୟାଳୟରେ ଦୁଇ ଦିନ ଧରି ‘ଖୋର୍ଦ୍ଧା ଜିଲ୍ଲା ଯୁବ ଓ ସେବା ଉତ୍ସବ-୨୦୧୯’ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବକୁ ଓଡିଶା ସରକାରଙ୍କର ଖୋର୍ଦ୍ଧା ଜିଲ୍ଲା ଯୁବ ଓ ସେବା ବିଭାଗ ଆୟୋଜନ […]
ହିଞ୍ଜିଳିକାଟୁ,୧୦/୧୨ : ହିଞ୍ଜିଳିକାଟୁ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ନିକଟସ୍ଥ ପୋଡଙ୍ଗି ଗ୍ରାମରେ ଗ୍ରାମ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧୁନା ସମାଜରେ ଯୁବପିଢି ଗାଁ ସଂସ୍କୃତି,ପରମ୍ପରା,ଐତିହ୍ୟକୁ ଭୁଲି ବ୍ୟକ୍ତିଗତ ଜୀବନରେ ପରିବର୍ତ୍ତନ ଘଟିବା ପରେ ସହରାଭିମୁଖୀ ହେବା […]
ହିଞ୍ଜିଳିକାଟୁ, ୦୯/୧୨: ସାମ୍ପ୍ରତିକ ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ଅନଲାଇନ୍ କାର୍ଯ୍ୟ ଗୁରୁତ୍ବ ବହନ କରୁଛି। ସାଧାରଣ ଜନତାଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ସରକାର ଗାଁଠାରୁ ସହର ପର୍ଯ୍ୟନ୍ତ ଜନସେବା କେନ୍ଦ୍ରମାନ ସ୍ଥାପନ କରିଛନ୍ତି। ଜନସେବା କେନ୍ଦ୍ରର ଚାହିଦା ବଢିଥିବାବେଳେ, ଏହି […]
ସମୀକ୍ଷା ବ୍ୟୁରୋ ବାଣପୁର, ୯/୧୨: ବାଣପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୀତା ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି। ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର, ବାଲୁଗାଁ ଶାଖା ଆନୁକୂଲ୍ୟରେ ଆୟୋଜିତ ଏହି ଗୀତା ଜୟନ୍ତୀ ଉତ୍ସବରେ ଗୀତା ଅଧ୍ୟୟନର ଆବଶ୍ୟକତା […]
ସମୀକ୍ଷା ବ୍ୟୁରୋ ନାଚୁଣୀ, ୮/୧୨: ଆଜି ନାଚୁଣୀ ଗୋଦାବରୀଶ ବିଦ୍ୟାପୀଠ ଖେଳ ପଡିଆଠାରେ ନାଚୁଣୀ ପ୍ରିମିଅର ଲିଗର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚ ହାଲିମସାନ ଦଳ ଏବଂ ଭାଇଜାନ ଫାଇଟର ମଧ୍ୟରେ ଟକ୍କର ହୋଇଥିଲା। ହାଲିମସାନ ଦଳ […]
ସମୀକ୍ଷା ବ୍ୟୁରୋ ବାଣପୁର, ୮/୧୨: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ସାରା ଭାରତରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧିଙ୍କ ବାଣପୁର ଆଗମନ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଆଜି ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଏକ […]
ସମୀକ୍ଷା ବ୍ୟୁରୋ ବାଣପୁର, : ୮/୧୨: ଚିଲିକା ନିର୍ବାଚନ ମଣ୍ଡଳୀରେ ହେଉଥିବା ପ୍ରତିଦିନର ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଦେଖାଶୁଣା ତଥା ସୁପରିଚାଳନା କରିବା ପାଇଁ ପ୍ରତିନିଧି ଚୟନ କରାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବିଜ୍ଞାପିତ ଅଞ୍ଚଳର ବାଲିପଦର ନିବାସୀ ମିଟୁ […]
ବ୍ରହ୍ମପୁର, ୮/୧୨ : ୬୫ତମ ଜାତୀୟ ବିଦ୍ୟାଳୟସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ଆସନ୍ତା ୯ ଡ଼ିସେମ୍ବରରୁ ୧୩ ଡ଼ିସେମ୍ବର ପର୍ଯ୍ୟନ୍ତ ଜାମ୍ମୁକାଶ୍ମୀରଠାରେ ଅନୁଷ୍ଠିତ ହେବ । ଏଥିରେ ଭାଗ ନେବାକୁ ଆଜି ୧୭ବର୍ଷରୁ କମ୍ ବାଳକ ବିଭାଗ ଓଡ଼ିଶା ଦଳ ଯାତ୍ରା କରିଛନ୍ତି […]
ବ୍ରହ୍ମପୁର, 8/12: କାଜାଖିସ୍ଥାନରେ ଡ଼ିସେମ୍ବର ୨ ତାରିଖରୁ ଚାଲିଥିବା ଏସିଆନ୍ କ୍ଲାସିକ୍ ପାୱାରଲିଫ୍ଟିଂ ଚମ୍ପିୟନସିପ୍ରେ ବ୍ରହ୍ମପୁରର ରଂଜିତା ମିଶ୍ର ୩ଟି ସ୍ୱର୍ଣ୍ଣପଦକ ପାଇ ବ୍ରହ୍ମପୁର ତଥା ଦେଶପାଇଁ ଗୌରବ ଆଣିଛନ୍ତି । ଇଣ୍ଡିଆନ ପାୱାରଲିଫିଂ ଅର୍ଗନାଇଜେସନ୍ ପକ୍ଷରୁ ଭାରତରୁ ୫୬ ଜଣ […]
ବୌଦ୍ଧ, ୭/୧୨: ବିଳମ୍ବିତ ରାତ୍ରିରେ ଗଛକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବସ୍ ଓଲଟି ୧୧ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍’ରେ ଚାରିଜଣଙ୍କର ଅବସ୍ଥା ବେଶ୍ ଗୁରୁତର ରହିଛି। ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ତିନିଟା ବେଳେ ଏହି ଦୁର୍ଘଟଣା […]
ସମୀକ୍ଷା ବ୍ୟୁରୋ ଗଞ୍ଜାମ,6/12: ଇଣ୍ଡୋ ନେପାଳ ରୁରାଲ କବାଡି ଚାମ୍ପିୟନସିପ୍ରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟ ଅଜିତ ଜେନାଙ୍କୁ ତାଙ୍କ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ଧରାକୋଟର ବାହାଡାଗୁଡା ଗ୍ରାମର ଅଜିତ ଜେନାଙ୍କୁ ବିଜେପି […]
ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର, ୫/୧୨: ଗୁରୁକୁଳ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲ ପରିସରରେ ସ୍କୁଲର ଚେୟାରମ୍ୟାନ ତଥା ବ୍ରହ୍ମପୁର ସ୍କେଟିଂ ଏକାଡ଼େମୀର ସଭାପତି ପ୍ରଶାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଶୁଭେଚ୍ଛା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍କୁଲ ପରିସର ତଥା ବ୍ରହ୍ମପୁର ସ୍କେଟିଂ […]
ସମୀକ୍ଷା ବ୍ୟୁରୋ ବାଣପୁର, ୫/୧୨: ଉତ୍କଳ ବିଶ୍ବବିଦ୍ୟାଳୟ ମହିଳା ଭଲିବଲ୍ ଦଳରେ ସ୍ଥାନ ପାଇଛନ୍ତି ବାଣପୁରର ଦୁଇ ଛାତ୍ରୀ ସୁନୀତା ମାର୍ଥା ଓ ସୁନୀତା ସମାନ୍ତରାୟ। ଦୁହେଁ ବାଣପୁରର ପ୍ରତିଷ୍ଠିତ କ୍ରୀଡ଼ା ଅନୁଷ୍ଠାନ ‘ମା’ ଭଗବତୀ ଗ୍ରାମୀଣ ସ୍ପୋର୍ଟସ୍ ଏକାଡେମୀର ନିୟମିତ […]
ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ,୦୪/୧୨: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ସ୍ବେଚ୍ଛାସେବୀ ସଙ୍ଗଠନ ଗଞ୍ଜାମର ହିଞ୍ଜିଳିକାଟୁରେ ଏକ ରାଲି ଅନୁଷ୍ଠିତ ହେବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ବେଚ୍ଛାସେବୀ ସଙ୍ଗଠନ ତ୍ରିରଙ୍ଗା ସେବା ସଙ୍ଘ ଏବଂ କଳିଙ୍ଗ ବୈଶ୍ୟ […]