Categories
ଆଜିର ଖବର

ସୀମାନ୍ତ ନିକଟରେ ଥିବା ସମସ୍ତ ବିମାନ ବନ୍ଦରରେ ଉଡାଣ ବାତିଲ୍‌

ଶ୍ରୀନଗର, ଜମ୍ମୁ, ଲେହ୍‌, ଅମୃତସର, ପଠାନକୋଟ୍‌, ଡେରାଡୁନ୍‌ ଏବଂ ଚଣ୍ଡିଗଡ଼ ସମେତ କେତେକ ବିମାନ ବନ୍ଦରକୁ ବେସାମରିକ ବିମାନ ଚଳାଚଳ ନିମନ୍ତେ ବନ୍ଦ ରଖାଯାଇଥିବା କଥା ବୁଧବାର ଦିନ ବିମାନ ବନ୍ଦରସୂତ୍ରରୁ ଜଣାପଡ଼ିଛି। ଜମ୍ମୁ, ଶ୍ରୀନଗର, ଅମୃତସର ଏବଂ ଚଣ୍ଡିଗଡ଼ର ସମସ୍ତ ୪ଟି ସେକ୍ଟର୍‌କୁ ମୁମ୍ବାଇ ବିମାନ ବନ୍ଦର ସବୁ ବିମାନ ବାତିଲ୍‌ କରିଛି। ଫଳରେ ଏହି ବିମାନ ବନ୍ଦରଗୁଡ଼ିକୁ କୌଣସି ବ୍ୟାବସାୟିକ ବିମାନ ଚଳାଚଳ କରିବ ନାହିଁ। ଏହି ସବୁ ବିମାନ ବନ୍ଦରରୁ କେତେକ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି ଆଉ କେତେକଙ୍କୁ ଅଟକ ରଖାଯାଇଛି। ସମସ୍ତ ବିମାନ ବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି । ଭାରତ ଏବଂ ପାକିସ୍ତାନକୁ ଯାତାୟାତ କରୁଥିବା ବହୁ ଆନ୍ତର୍ଜାତିକ ବିମାନ ଚଳାଚଳ ଏଥିଯୋଗୁଁ ପ୍ରଭାବିତ ହୋଇଥିବା ଖବର ଆସିଛି। କେତେକ ବିମାନ ଉଡ଼ାଣ ଆରମ୍ଭ କରିଥିବା ସ୍ଥାନକୁ ଫେରି ଯାଉଥିବା ବେଳେ ଅନ୍ୟ କେତେକ ବିକଳ୍ପ ପଥ ଖୋଜୁଛନ୍ତି। ପାକିସ୍ତାନ ମଧ୍ୟ ତୁରନ୍ତ ଲାହୋର, ମୁଲ୍‌ତାନ୍‌, ଫୈସାଲାବାଦ୍‌, ସିଆଲ୍‌କୋଟ୍‌ ଏବଂ ଇସ୍‌ଲାମାବାଦ ବିମାନ ବନ୍ଦରରୁ ହଠାତ୍‌ ଘରୋଇ ଏବଂ ଆନ୍ତର୍ଜାତିକ ବିମାନ ଉଡ଼ାଣ ବନ୍ଦ କରି ଦେଇଛି।

Categories
ଆଜିର ଖବର

କପି ପାଇଁ କାର୍ଯ୍ୟାନୁଷ୍ଠାନ ନେଲା ବୋର୍ଡ : ତିନୋଟି କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ୍‌

ମାଟ୍ରିକ ପରୀକ୍ଷାରେ ହୋଇଥିବା କପି ଅଭିଯୋଗରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୋର୍ଡ ପକ୍ଷରୁ ତିନୋଟି ପରୀକ୍ଷା କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଖାତା ମୂଲ୍ୟାୟନ ପରେ ବୋର୍ଡର ପରୀକ୍ଷା କମିଟି ଏହି ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ପରୀକ୍ଷା ବାତିଲ୍‌ ପାଇଁ ନିଷ୍ପତ୍ତି ହୋଇଥିବା କେନ୍ଦ୍ରଗୁଡ଼ିକ ମଧ୍ୟରେ ରହିଛି – ବଲାଙ୍ଗୀର ଜିଲ୍ଲାର ଘୁନୁସର ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଜିଲ୍ଲା ପଳାସପିଠାର ପି.ଆର୍‌. ଉଚ୍ଚ ବିଦ୍ୟାଳୟ ଏବଂ କଟକ ଗୋପୀନାଥପୁରର କୃପାସିନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ । ବାକି ଥିବା ପରୀକ୍ଷା ପାଇଁ ସମ୍ପୃକ୍ତ ବିଦ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି ତୃତୀୟ ଭାଷାର ପରୀକ୍ଷା ଅନୁଷ୍ଠିତ ହେବ ।

Categories
ଆଜିର ଖବର

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ : ରବି ଶଙ୍କରଙ୍କୁ ଜୟଦେବ ସମ୍ମାନ, ପାର୍ଥ ସାରଥୀ ଶ୍ରେଷ୍ଠ ଅଭିନତା, ସନମୀରା ଶ୍ରେଷ୍ଠ ଅଭିନେତ୍ରୀ

୨୦୧୭ ବର୍ଷ ପାଇଁ ଆଜି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଡିଟର ରବିଶଙ୍କର ପଟ୍ଟନାୟକଙ୍କୁ ‘ଜୟଦେବ ସମ୍ମାନ’ ମିଳିବ ବୋଲି ଘୋଷଣା କରାଯାଇଛି। ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ସମ୍ମାନ ମଧ୍ୟ ଘୋଷଣା କରାଯାଇଛି। ‘ହେଲୋ ଆର୍ସି’ ପାଇଁ ପାର୍ଥସାରଥୀ ରାୟ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ସେହିଭଳି ସମ୍ବିତ ମହାନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଏହି ପୁରସ୍କୃତ ହେବେ। ଅନ୍ୟପକ୍ଷରେ ‘ଲୈଲା ଓ ଲୈଲା’ ପାଇଁ ସନମୀରା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହିତ ୬ଷ୍ଠ ରାଜ୍ୟ ଟେଲି ପୁରସ୍କାର ବି ଘୋଷଣା କରାଯାଇଛି। ତରଙ୍ଗ ପ୍ରଡକ୍ସନର ‘ନୂଆବୋହୂ’ ଶ୍ରେଷ୍ଠ ଧାରାବାହିକ ଭାବେ ରାଜ୍ୟ ଟେଲି ପୁରସ୍କାର ପାଇବାକୁ ମନୋନୀତ ହୋଇଛି।

Categories
ଆଜିର ଖବର

ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍‌ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭାରତୀୟ ବାୟୁ ସେନା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ କରିଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ସାରା ଦେଶ ପ୍ରଶଂସା କରୁଛି । ବାୟୁ ସେନାର ଏପରି ସାହସିକତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍‌ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ବାୟୁସନୋକୁ ସାଲ୍ୟୁଟ୍‌ ଜଣାଇ ଲେଖିଛନ୍ତି ‘ଆମ ରାଷ୍ଟ୍ରର ପ୍ରତିରକ୍ଷା ଲାଗି ଆଜି ଭୋରରୁ  ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରିଥିବାରୁ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍‌।’ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍‌ କରି ଟ୍ବିଟ୍‌ କରିଥିଲେ । ସେହିପରି ଆମ୍‌ଆଦ୍‌ମୀ ପାର୍ଟିର ଅଧ୍ୟକ୍ଷ ଅରବିନ୍ଦ  କେଜ୍‌ରୀଓ୍ବାଲ୍‌ ମଧ୍ୟ

Categories
ଆଜିର ଖବର

ଏକତରଫା ପ୍ରେମକୁ ନେଇ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଏକତରଫା ପ୍ରେମକୁ ନେଇ ଯାଜପୁରର ଧର୍ମଶାଳା ଜିଲ୍ଲାର ଜଣେ ଯୁବକ ଉନ୍ମତ୍ତକାଣ୍ଡ କରିଛି । ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କୁ ଏକ ତରଫା ଭାବେ ଭଲ ପାଉଥିଲେ ଏହି ଯୁବକ ଜଣକ। ଏପରି କି ଅନେକ ସମୟରେ ତାଙ୍କୁ ପ୍ରେମ ନିବେଦନ ମଧ୍ୟ କରୁଥିଲେ । କିନ୍ତୁ ଯୁବତୀଜଣଙ୍କ ଏହାକୁ ଏଡାଇ ଯାଉଥିଲେ । ଆଜି ସେହି ଯୁବକଜଣଙ୍କ ଯୁବତୀଙ୍କୁ ଏକ ମନ୍ଦିରକୁ ଡାକିଥିଲେ ।ଯୁବତୀଜଣଙ୍କ ମନ୍ଦିରରେ ପହଁଚିବା ପରେ ସେ ତାଙ୍କୁ ଭୁଜାଲିରେ ହାଣି ପକାଇଥିଲେ ।  ଏହା ପରେ ଅଭିଯୁକ୍ତ ଯୁବକ ସେହି ଭୁଜାଲିରେ ନିଜକୁ ମଧ୍ୟ ହାଣି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭ ର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀ  ଯୁବକଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଧର୍ମଶାଳା ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Categories
ଆଜିର ଖବର

ପୁଲୱାମା ଆକ୍ରମଣ ପଛରେ ଥିବା ଷଡଯନ୍ତ୍ରର ଯାଞ୍ଚ ଯାଚିକାକୁ ଖାରଜ କଲେ ସୁପ୍ରିମକୋର୍ଟ

ଫେବୃଆରୀ ୧୪ରେ ଜମ୍ମୁ କାଶ୍ମୀରରେ ହୋଇଥିବା ବହୁ ଚର୍ଚ୍ଚିତ ଆତଙ୍କବାଦୀ ଆକ୍ରମଣ ପଛରେ ହୋଇଥିବା ଷଡଯନ୍ତ୍ରର ଯାଞ୍ଚ କରିବାକୁ ଆବେଦନ କରାଯାଇଥିବା ଏକ ଜନହିତ ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇ ଏବଂ ଅନ୍ୟ ନ୍ୟାୟାଧୀଶ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ଓକିଲ ବିନୀତ ଧାଣ୍ଡାଙ୍କ ଦ୍ୱାରା ଦାୟର କରାଯାଇଥିବା ଜନହିତ ଯାଚିକାର ଶୁଣାଣି କରୁଥିଲେ ।  ଏହି ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ଆକ୍ରମଣରେ ପାଖାପାଖି ୩୭୦ କେଜିର ଆରଡିଏକ୍ସ ଉପଯୋଗ କରାଯାଇଥିଲା ଏବଂ ଏଥିପାଇଁ ଏକ ବିସ୍ତୃତ ଯାଞ୍ଚ କରାଯିବା ପାଇଁ ଯାଚିକାରେ ଉଲ୍ଲେଖଥିଲା । ଆଜି ଏହି  ଦିଲ୍ଲୀରେ ତିନିସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଦୁଇଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ଆତଙ୍କବାଦ ସମର୍ଥିତ ପାକିସ୍ତାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Categories
ଆଜିର ଖବର

ମୋ’ ଦଳ ଭାଜପାର ବି ଟିମ୍‌ ନୁହେଁ, ତାମିଲ୍‌ନାଡୁର ଏ ଟିମ୍‌ : କମଲ୍‌ହାସନ୍‌

ଅଭିନେତାରୁ ରାଜନେତା ପାଲଟିଥିବା ତଥା ମକ୍କଲ ନିଧି ମଇଅମ(ଏମ୍‌ଏମ୍‌ଏମ୍‌) ଦଳର ମୁଖ୍ୟ କମଲ ହାସନ କହିଛନ୍ତି ତାଙ୍କ ଦଳ ଭାରତୀୟ ଜନତା ପାର୍ଟି(ଭାଜପା)ର ବି ଟିମ୍‌ ନୁହେଁ। ଏହା ହେଉଛି ତାମିଲନାଡୁର ଏ ଟିମ୍‌ । ତେବେ ତାଙ୍କ ଦଳର ପତିଆରା ବଢୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ସେ କହିଛନ୍ତି।  ତିରୁନେଲବଲୀଠାରେ ରବିବାର ବିଳମ୍ବିତ ରାତିରେ ଏକ ସଭାକୁ ଉଦ୍‌ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି। ତେବେ ତାଙ୍କ ଦଳ ଉପରେ ଯେଉଁ ଅଭିଯୋଗ ଆସିଛି କି  ଏମ୍‌ଏମ୍‌ଏମ୍‌ ଭାଜପାର ବି ଦଳ ତାହା ସମ୍ପୂର୍ଣ୍ଣ ମିଥ୍ୟା। ତାମିଲ୍‌ ଲୋକଙ୍କର ହଜିଯାଇଥିବା ରାଜନୈତିକ ଗାରିମା ଓ ଲୋକାଚାର ପାଇଁ ଏହି ପାର୍ଟି କାମ କରିବ । ଧର୍ମନିରପେକ୍ଷତା, ଶିକ୍ଷା ତଥା ଗରିବୀଙ୍କ ପାଇଁ ତାଙ୍କ ପାର୍ଟିର ବିଶେଷ ଦୃଷ୍ଟି ଦିଏ ବୋଲି କମଲ କହିଛନ୍ତି ।

Categories
ଆଜିର ଖବର

ଜାତିସଂଘର ସ୍ଥାୟୀ ପ୍ରତିନିଧୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ସୁଷମା

ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ବିଭିନ୍ନ ଦେଶର ପ୍ରତିନିଧି ଥିବା ଜାତିସଂଘର ଏକ ସ୍ଥାୟୀ ସଦସ୍ୟ ଦଳକୁ  ସାକ୍ଷାତ କରିଛନ୍ତି  । ବୈଦେଶିକ ମୁଖପାତ୍ର ରାବିଶ କୁମାର ଟ୍ବିଟ କରି କହିଛନ୍ତି ଯେ ଭରତ ଗସ୍ତ ରେ ଆସୁଥିବା ଜାତିସଂଘର ସ୍ଥାୟୀ ସଦସ୍ୟ ରାଷ୍ଟ୍ରମାନଙ୍କର ଏକ ଦଳକୁ ସୁଷମା ସ୍ଵରାଜ ସ୍ଵାଗତ କରିଛନ୍ତି ଏବଂ ସାମୁହିକ ସ୍ଵାର୍ଥ ପାଇଁ ଏକ ସାଙ୍ଗରେ ଆସିବାକୁ ଆହ୍ଵାନ କରିଛନ୍ତି । କଥୋପୋକଥନ ବେଳେ ସୁଷମା ସ୍ଵରାଜ ଅନ୍ତର୍ଜାତିକ ସହଭାଗିତାକୁ ସୁଦୃଢ କରିବା ଏବଂ ଆଞ୍ଚଳିକ ସମସ୍ୟାକୁ ସମାଧାନ କରିବା ସହ ଜାତିସଂଘର ସୁରକ୍ଷା ପରିଷଦକୁ ପୁନର୍ଗଠନକୁ ନେଇ ନିଜ ମତ ରଖିଥିଲେ ।

Categories
ଆଜିର ଖବର

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କେଜରିୱାଲ ! ମୋଦି-ଶାହଙ୍କ ଯୋଡ଼ି ଗଣତନ୍ତ୍ର ପାଇଁ ବିପଦ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଅନଶନ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଅନଶନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି  କହିଛନ୍ତି ଯେ, ୭୦ ବର୍ଷରେ ଯେଉଁ କାମ ପାକିସ୍ତାନ କରିପାରିଲା ନାହିଁ ସେହି କାମକୁ ମାତ୍ର ୫ ବର୍ଷରେ ମୋଦି-ଶାହ ଯୋଡ଼ି କରିଦେଖାଇଛନ୍ତି । ଦେଶରେ ଶାନ୍ତି ଭଙ୍ଗ କରିଛନ୍ତି ମୋଦି ସରକାର । ଦେଶରେ ଶାନ୍ତି ବଜାୟ ନ ରହିଲେ ଦେଶର ବିକାଶ ହେବନାହିଁ । ଦେଶ ଭିତରେ ଏବେ ଭୟର ବାତାବରଣ । ସାଧାରଣ ଲୋକେ ଭୟରେ ଜୀବନ ବ୍ୟତିତ କରୁଛନ୍ତି । ଯାଂଚ ଏଜେନ୍ସି ଗୁଡ଼ିକର ଦୂରପୋଯୋଗ କରାଯାଉଛି ବୋଲି କହିଛନ୍ତି ଅରବିନ୍ଦ । ଏବେ ଜନତାଙ୍କ ସମୟ ଆସିଛି ଏବଂ ମୋଦି-ଶାହଙ୍କ ଯୋଡ଼ିକୁ ମୁକାବିଲା କେବଳ ଜନତା ହିଁ କରିପାରିବେ ବୋଲି କହିଛନ୍ତି କେଜ୍‌ରୀଓ୍ବାଲ ।  ନିର୍ବାଚନକୁ ଆଖିଆଗରେ ରଖି ମୋଦି ଶାହାଙ୍କ ଯୋଡ଼ିଙ୍କୁ ଗାଦିରୁ ହଟାଇବା ପାଇଁ ସେ ଜନତାଙ୍କୁ ଆହ୍ବାନ କରିଛନ୍ତି ।ଦେଶରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛନ୍ତି ମୋଦି ଶାହା । ପୁଣିଥରେ ମୋଦି ସରକାର ଗାଦି ଅକ୍ତିଆର କଲେ ନିର୍ବାଚନ ହେବା ମଧ୍ୟ ବନ୍ଦ ହୋଇଯିବ । ମୋଦି ସରକାରକୁ ହିଟଲର୍‌ଙ୍କ ଶାସନ କହିବା ସହିତ ଏହା ବଦଳିବା ନିହାତି ଦରକାର ବୋଲି କହିଛନ୍ତି ।  ସେହିପରି ମହାଗଠବନ୍ଧନକୁ ନା କହିବା ସହିତ ଏକା ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି ଅରବିନ୍ଦ ।

Categories
ଆଜିର ଖବର

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ : ୩୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦ୍‌ଘାଟନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଗସ୍ତ କରିଛନ୍ତି । ସେ ଏଠାରେ ବିଭିନ୍ନ ପ୍ରକଳ୍ପନର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଠାରେ ମୁଖ୍ୟମନ୍ତ୍ରୀ ୨୩୭.୩୫ କୋଟି ଟଙ୍କାର ୩୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ସହ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ  ଦେଇ କହିଥିଲେ  ଯେ, ’କାଳିଆ’ ଯୋଜନାରେ ୩୦ ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇଲେଣି, ଏପ୍ରିଲ୍‌ ୧ରେ ଦ୍ବିତୀୟ କିସ୍ତି ‘କାଳିଆ ଟଙ୍କା’ ମିଳିବ ବୋଲି ମଧ୍ୟ କହିଛନ୍ତି । ଏହାଛଡ଼ା ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି ଓ କେନ୍ଦ୍ର ସରକାର ୬ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲେ ।

Categories
ଆଜିର ଖବର

ବୃଦ୍ଧି ହେଲା ଯବାନଙ୍କ ମାସିକ ଭତ୍ତା

ପୁଲୱାମା ଆକ୍ରମଣ ପରେ କେନ୍ଦ୍ର ସରକାର ଅର୍ଦ୍ଧ ସାମରିକ ବଳଙ୍କୁ ଆଉ ଏକ ଉପହାର ଦେଇଛନ୍ତି । ରିପୋର୍ଟ ଅନୁସାରେ କେନ୍ଦ୍ର ଗୃହ ବିଭାଗ ରବିବାର କେନ୍ଦ୍ର ସଶସ୍ତ୍ର ସେନା ବଳ(ସିଏପିଏଫ)ର ଇନସପେକ୍ଟର ଏବଂ ଉପର ଅଧିକାରୀଙ୍କୁ ଦିଆଯାଉଥିବା ଆରଏଚ୍‌ଏ ୭୮ ପ୍ରତିଶତ ବଢାଇଥିବା ଘୋଷଣା କରିଛନ୍ତି । ଗୃହ ମନ୍ତ୍ରାଳୟ ଅନୁସାରେ, ଅର୍ଦ୍ଧ ସାମରିକ ବଳର ଯବାନ ମାନଙ୍କୁ ଏବେ ମାସିକ ଭତ୍ତା ୯,୭୦୦ରୁ ୧୭,୩୦୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅଧିକାରୀମାନଙ୍କୁ ମିଳୁଥିବା ମାସିକ ଭତ୍ତା ୧୬,୯୦୦ରୁ ୨୫,୦୦୦ କରାଯାଇଛି । ଏହାର  ଲାଭ ଜମ୍ମୁ କାଶ୍ମୀରର ତଥା ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନିୟୋଜିତ ଥିବା ଯବାନ ମାନଙ୍କୁ ମିଳିବ । ଆତଙ୍କବାଦୀ ଆକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରେ ନିୟୋଜିତ ଥିବା ଯବାନମାନଙ୍କୁ ଆକାଶ ମାର୍ଗରେ ଯାତ୍ରା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର

ରାଜନୀତିରେ ପାଦ ଥାପିବେ ରର୍ବଟ ଭଦ୍ରା  !

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଯୋର ଧରିଛି। ଗତକାଲି ସୋସିଆଲ ମିଡିଆରେ ରବର୍ଟ ଏସମ୍ପର୍କରେ ସାମାନ୍ୟ ସୂଚନା ଦେଇଥିଲେ। ଏହାର ଠିକ୍‌ ଗୋଟିଏ ଦିନପରେ ଏବେ ରବର୍ଟଙ୍କର ଏକ ପୋଷ୍ଟର ଏହାକୁ ଆହୁରି ସରଗରମ କରିଛି । ତେବେ ପୋଷ୍ଟରଟି ଉତ୍ତର ପ୍ରଦେଶରେ ଲାଗିଥିବା ବେଳେ ଏଥିରେ ରବର୍ଟଙ୍କ ସହ ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଟୋ ରହିଛି। ମୁରାଦାବାଦ ଯୁବ କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟରରେ ମୁରାଦାବାଦ ଲୋକ ସଭା ଆସନରେ ରବର୍ଟ ଭଦ୍ରାଙ୍କ ନିର୍ବାଚନ ଲଢିବାକୁ ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ ଯେ, ରବିବାର ରବର୍ଟ ଭଦ୍ରାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ଦେଖି ଏଭଳି ଆଲୋଚନା କରାଯାଉଛି। ଉକ୍ତ ପୋଷ୍ଟରେ ଭଦ୍ରା ଭାଜପା ସରକାରଙ୍କ ଉପରେ ବର୍ଷିଥିବାବେଳେ ତେବେ ସରକାର ତାଙ୍କ ନାଁକୁ ଖରାପ କରିବାକୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ସେ କହିଛନ୍ତି। ଜନତା ତାଙ୍କ ସମ୍ପର୍କରେ ସବୁ ଜାଣିଛନ୍ତି। ସେଥିପାଇଁ ସେମାନେ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ଶୁଭେଚ୍ଛା ମଧ୍ୟ ଦେଉଛନ୍ତି। ତେଣୁ ତାଙ୍କ ଉପରେ ଲାଗିଥିବା ଅଭିଯୋଗ ମିଥ୍ୟା ପ୍ରମାଣ ହେବା ପରେ ସେ ସେଥିରୁ ମୁକ୍ତି ପାଇବା ପରେ ଲୋକଙ୍କ ସେବା କରିବେ ବୋଲି ପ୍ରକାଶ କରିଛନ୍ତି। ପୂର୍ବରୁ ସେ ବିଭିନ୍ନ ରାଜ୍ୟ ଗସ୍ତ କରିଛନ୍ତି ଲୋକଙ୍କ ସହ ମିଶିଛନ୍ତି। ଆଗକୁ ମଧ୍ୟ ସେ ଏହା ଜାରି ରଖିବେ ବୋଲି କହିଥିଲେ । ପରେ ପରେ ଭଦ୍ରାଙ୍କର ଏପରି ପୋଷ୍ଟକୁ ଦେଖିଲା ପରେ ଜିଜାଜୀଙ୍କ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ ଆଲୋଚନା ଜୋର ଧରିଛି।

Categories
ଆଜିର ଖବର

୭୧ ବର୍ଷରେ ବଲିଉଡ ଖଳନାୟକ ଡ୍ୟାନି

ବଲିଉଡ୍‌ ଖଳନାୟକ ଡ୍ୟାନି ଡେଞ୍ଜୋଙ୍ଗ୍‌ପା ଆଜି ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଫେବୃୟାରୀ ୨୫ରେ ସିକିମ୍‌ର ଗ୍ୟାଙ୍ଗଟକ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ଡ୍ୟାନିଙ୍କ ପୂରାନାମ ଥେସରିଂ ଫିଣ୍ଟୋସ୍‌ ଡେଞ୍ଜୋଙ୍ଗ୍‌ପା ଥିଲା। ୧୯୭୧ରେ ‘ଜରୁରତ୍‌’ରୁ ଫିଲ୍ମ କ୍ୟାରିଅର୍‌ ଆରମ୍ଭ କରିଥିବାବେଳେ ଗୁଲଜାର୍‌ଙ୍କ ‘ମେରେ ଅପ୍‌ନେ’ରେ ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ୧୯୦ରୁ ଉର୍ଦ୍ଧ୍ବ ଫିଲ୍ମରେ ସେ ତାଙ୍କ ଅଭିନୟ ଦେଖାଇସାରିଛନ୍ତି । ତେବେ ତାଙ୍କ ଲୋକପ୍ରିୟ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – ଧୁଣ୍ଡ, ୩୬ ଘଣ୍ଟେ, ବନ୍ଦିସ୍‌, ଜିଓ ଔର ଜିନେ ଦୋ, ଧର୍ମ ଔର କାନୁନ୍‌, ଅଗ୍ନିପଥ, ଫକୀରା, ଚୋର ମଚାଏ ସୋର୍‌, ଦେବତା, କାଲୀଚରଣ, ବୁଲନ୍ଦୀ, ଅଧିକାର, ଫିର୍‌ ଓ୍ବହୀ ରାତ୍‌ ପ୍ରମୁଖ । ନିକଟରେ ତାଙ୍କୁ କଙ୍ଗନା ରଣାଓ୍ବତଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ରେ ଦେଖିବାକୁ ମିଳିଥିଲା ।  ସେ ସିକିମ୍‌ର ରାଜକୁମାରୀ ଗାଓ୍ବାକୁ ବିବାହ କରିଥିବାବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।

Categories
ଆଜିର ଖବର

ଷ୍ଟ୍ରିଟ ଚାଇଲ୍ଡ କ୍ରିକେଟ ୱାର୍ଲ୍ଡ କପ ୨୦୧୯ର ଭାରତର ରାଷ୍ଟ୍ରଦୂତ ହେଲେ ଗାଙ୍ଗୁଲି

ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ସୌରଭ ଗାଙ୍ଗୁଲି ଲର୍ଡ୍ସରେ ଖେଳାଯିବାକୁ ଥିବା ଷ୍ଟ୍ରିଟ ଚାଇଲ୍ଡ ୱାର୍ଲ୍ଡ କପ ଫାଇନାଲ ପାଇଁ ଭାରତୀୟ ଦଳର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି ।ସୌରଭ ବର୍ତ୍ତମାନ କ୍ରିକେଟ ଆସୋସିଆସନ ଅଫ ବେଙ୍ଗଲର ଅଧ୍ୟକ୍ଷ ଏବଂ ୱିସ୍ଡେନ ଇଣ୍ଡିଆର ସମ୍ପାଦକ ମଣ୍ଡଳୀର ଅଧ୍ୟକ୍ଷ ଅଛନ୍ତି  । ଆଗକୁ ଖେଳା ଯିବାକୁ ଥିବା ଆଇସିସି କ୍ରିକେଟ ୱାର୍ଲ୍ଡ କପ ଅବସରରେ ମଇ ୨୦୧୯ ରେ ଶିଶୁ ମାନଙ୍କ ପାଇଁ ହେବାକୁ ଥିବା ଷ୍ଟ୍ରିଟ ଚାଇଲ୍ଡ ୱାର୍ଲ୍ଡ କପରେ ଭାରତ ଦୁଇ ଦଳକୁ ନେଇ ପଡିଆକୁ ଓହ୍ଳାଇବ । ଶିଶୁ ସୁରକ୍ଷା ପାଇଁ ହୋପ ଫାଉଣ୍ଡସନ, ମ୍ୟାଜିକ ବସ ଏବଂ କରୁଣାଳୟ ସହଯୋଗରେ ଅନୁଷ୍ଠିତ ହେଉଛି ।  ପ୍ରେସ କନଫେରେନ୍ସରେ ସୌରଭ କହିଲେ ଯେ ଭାରତରେ ଷ୍ଟ୍ରିଟ ଚାଇଲ୍ଡ ୱାର୍ଲ୍ଡ କପ ପାଇଁ ରାଷ୍ଟ୍ରଦୂତ ହେବା ମୋ ପାଇଁ ସୌଭାଗ୍ୟର କଥା । ମୁଁ ମୋ ନିଜ ଅନୁଭୂତିରୁ ଜାଣେ ଯେ ଦେଶର ଅବହେଳିତ ଶକ୍ତିକୁ ବାହାରକୁ ଆଣିବାରେ ଖେଳର ମହତ୍ଵପୂର୍ଣ୍ଣ ଭୂମିକା ଅଛି । ଏହି ପ୍ରୟାସ ଲମ୍ବା ସମୟ ଧରି ବାଉଣ୍ଡରୀ ବାହାରେ ଥିବା ଶିଶୁଙ୍କୁ ଉତ୍କୃଷ୍ଟ ଖେଳ ପଡିଆ ଯୋଗାଇ ଦେବ । ମୁଁ ଏ ମହତ ଉଦ୍ଦେଶ୍ୟ କୁ ସମର୍ଥନ କରୁଛି ଏବଂ  ଲର୍ଡ୍ସ ପଡିଆରେ ଖେଳିବାକୁ ପ୍ରସ୍ତୁତ ଥିବା ଭାରତୀୟଙ୍କ ସହ ଅଛି ।

Categories
ଆଜିର ଖବର

Odisha CM announces Rs.25 lakh each to the bereaved families of two CRPF jawans

The Chief Minister of Odisha Naveen Patnaik announced an ex-gratia of Rs.25 lakh each to the bereaved families of the two CRPF jawans martyred in the Pulwama terror attack. The chief minister while condoling the deaths of the two jawans paid homage to the remains after their arrival in Bhubaneswar.

Categories
ଆଜିର ଖବର

AP CM announced Rs.5 L ex-gratia to each of the bereaved families of CRPF jawans

Andhra Pradesh Chief Minister N Chandrababu Naidu announced Rs 5 lakh ex-gratia to each of the bereaved families of the CRPF personnel, who were martyred in Pulwama terror attack in Jammu and Kashmir on Thursday.

The Telugu Desam Party (TDP) politburo meeting which was held here on Saturday was chaired by Chief Minister and TDP National President N Chandrababu Naidu. The politburo condoled the deaths of CRPF jawans and observed two minutes silence as a mark of respect.

Addressing the politburo meeting, the Chief Minister described the killing of CRPF personnel by Pakistan backed terrorists as barbaric and inhuman act.

He announced Rs.5 lakh to each of the bereaved families of martyred CRPF jawans and assured to extend any kind of help to them.

Mr Naidu said that the AP government would back whatever steps the Centre would take to contain the terrorist activities.

Categories
ଆଜିର ଖବର

Business activities comes to halt in civil lines

Business and other activities came to halt on Saturday afternoon in the civil lines, including historic Lal Chowk against alleged attack on Kashmiri’s in Jammu and other parts of the country.

Meanwhile, Kashmir Traders and Manufacturers Forum (KRMF) and Kashmir Economic Alliance (KEA) and other trade bodies have called for a general strike on Sunday against attacks on Kashmiris outside the valley after the fidayeen attack at Lehtpora in Pulwama on Srinagar-Jammu highway in which 40 CRPF personnel were killed and several injured.

All shops and business establishments were closed at 1500 hrs in the civil lines, including historic Lal Chowk, the nerve centre of the city, Ganthaghar, Budshah Chowk, Maisuma, Koker Bazar and adjoining business hubs.

Later the traders and their salesmen assembled at Gantaghar.

The traders alleged that criminals were being allowed to target residential colonies of Kashmir.

Raising slogans against Jammu and Governor administration for failing to protect the live and property of Kashmiris in Jammu where over 100 vehicles were allegedly torched by demonstrators after Pulwama attack.

Categories
ଆଜିର ଖବର

‘Chhota Bheem – Kung Fu Dhamaka 3D’ to release on May 10

Green Gold Animation Private Ltd, the creators of ‘Chhota Bheem’, announced the release of their next big screen adventure featuring Bheem and friends– ‘Chhota Bheem – Kung Fu Dhamaka 3D’ on May 10.

Packed with fun, adventure and excitement, this movie will be the first feature film featuring ‘Chhota Bheem’ which has been conceptualised and shot in Stereoscopic 3D.

Yash Raj Films have partnered with Green Gold Animation for the release of the movie across the country. This will mark the third collaboration of Yash Raj Films and Green Gold Animation.

Rohan Malhotra, Vice President – Distribution of Yash Raj Films said, ‘We are proud of our association with Green Gold Animation and Chhota Bheem is the most popular Indian animation character among kids today. We are thrilled and excited about this 3D extravaganza and we are planning to give ‘Chhota Bheem: Kung Fu Dhamaka’ the widest ever release for an animation film across India”.

Rajiv Chilaka, CEO and Founder of Green Gold Animation said, ‘We are absolutely delighted to announce the release of Chhota Bheem Kungfu Dhamaka this May. This film will see an adventurous story, exciting characters, great visuals, high-end 3D animation and an introduction of Bheem in a new 3D avatar. We are happy and delighted to partner with industry giants Yash Raj Films to distribute our film. We look forward to their expertise and we are proud of our association with them. We are looking forward to our audience having a wonderful time with Chhota Bheem.’

The film is set in China and this time Chhota Bheem and his friends set on an adventure in the Land of the Dragon, to participate in the biggest Kungfu competition of the world.

The competition is disrupted midway when, Chhota Bheem is called on to help save the princess and protect China and its people from the evil nemesis Zuhu.

Directed by Rajiv Chilaka, produced by Green Gold Animation and distributed by Yash Raj Films, ‘Chhota Bheem Kungfu Dhamaka’ is all set for an release on May 10.

Categories
ଆଜିର ଖବର

Pulwama terror attack: Shabana Azmi, Javed Akhtar not to attend 2-day event in Karachi

In the wake of the recent terror attack in Pulwama district of Jammu and Kashmir, celebrity couple Shabana Azmi and Javed Akhtar have decided not to attend a two day event in which they were scheduled to participate in Karachi.

Taking to micro-blogging site Twitter, Shabana said, “@Javedakhtarjadu and I have cancelled Karachi Arts Councils celebration of my father Kaifi Azmi’s centenary and Rekhta’s 3 day celebration in Dubai which included a show of our play Kaifi aur Main by IPTA. All Indians stand united as one.”

“@Javedakhtarjadu n I were invited for a 2 day event celebrating #Kaifi Azmi centenary. I appreciate that our hosts #Karachi Arts Council have mutually agreed with us to cancel the event at the nth hr in view of the dastardly Pulwama Massacre,” Shabana said in a series of tweets.

Javed Akhtar said, “Karachi art council had invited Shabana and me for a two day lit conference about Kaifi Azmi and his poetry. We have cancelled that. In 1965 during the Indo-Pak war Kaifi saheb had written a poem . “AUR PHIR KRISHAN NE ARJUN SE KAHA”.

“I have a special relation with CRPF. I have written their anthem. Before putting the pen to paper I met a number of CRPF officers n what ever I learned my respect admiration and love for these braves increased by many a fold. Today I share the grief of the dear ones of the martyrs,” Javed said in another tweet.

Categories
ଆଜିର ଖବର

Sanya Malhotra kickstarts shoot for Anurag Basu’s directorial

After enjoying the success of ‘Badhaai Ho’, Sanya Malhotra has started shooting for her new upcoming film which is an Anurag Basu’s directorial.

While Sanya is currently gearing up for ‘Photograph’ which is all set to release next month, she has also started shooting for Anurag Basu’s film.

The ‘Badhaai Ho’ actress has posted a Instagram story while prepping up in her vanity and grooving on a song with a very chilled mood ahead of her first day of shoot of her new film.

Anurag Basu directorial will mark as Sanya Malhotra’s fifth film of her career.

Sanya had a great run at the box office in 2018. Now, the powerhouse of talent has been named as one of the ‘Berlinale Breakouts: 5 talents to watch’.

Published by Hollywood Reporter, Sanya has found herself on a list that also includes actors from around the world.

The US-based website has acknowledged Sanya’s performances in 2018 blockbusters ‘Badhaai Ho’, as well as ‘Pataakha’.

According to the publication, Sanya’s performance as a stranger who is convinced by a struggling photographer to pose as his fiancee in ‘Photograph’ may be her chance to cross over internationally.

Be it on-screen or off, Sanya doesn’t fail to surprise us with her characters played on screen.

Categories
ଆଜିର ଖବର

Trailer of ‘Photograph’ to release on Feb 18

The trailer of award-winning director Ritesh Batra’s next ‘Photograph’ starring Nawazuddin Siddiqui and Sanya Malhotra will be released on February 18.
After giving us ‘LunchBox’, now Ritesh Batra is coming together with Nawazuddin Siddiqui to give us an exceptionally unique love story.
The movie captures the story of a struggling street photographer who is persuaded by his grandmother to get married, in turn, convinces a shy stranger to pose as his fiancée.
There is a great bond created amidst this chaos which transforms them in an unexpected way. This journey is set with Mumbai as its backdrop for a perfect combination.
The reunion of Ritesh Batra and Nawaduddin Siddiqui has created a big buzz in the fans for another path-breaking film. Whereas Sanya who gave a big box office blockbuster ‘Badhaai Ho’ last year is all set to start her new year with the award-winning director Ritesh Batra.

‘Photograph’ recently received huge appreciation at the reputable Berlin Film Festival. The movie was premiered at the Sundance Fim Festival.
The film presents an unusual pairing of Nawazuddin Siddiqui and Sanya Malhotra, intriguing the audience to witness the refreshing chemistry.
Nawazuddin who has given the industry some characters which will live on forever is set to deliver yet another interesting performance.
Written and directed by Ritesh Batra, ‘Photograph’ is presented by Amazon Studious in association with The Match Factory and is slated to release in India on March 15.