Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଅଟୋରୁ ପଡ଼ି ଶ୍ରମିକ ମୃତ
ଆଞ୍ଚଳିକ

ବାଣପୁର: ଅଟୋରୁ ପଡ଼ି ଶ୍ରମିକ ମୃତ

August 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ଚଳନ୍ତା ଅଟୋରୁ ପଡ଼ି ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି।

ଖବର ମୁତାବକ ଆଜି ସକାଳୁ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଭାବିନିପୁର ଗ୍ରାମର ୮ ଜଣ ଶ୍ରମିକ ଧାନ ରୋଇବା ନିମନ୍ତେ କାର୍ଯ୍ୟ ଅନ୍ୱେଷଣରେ ବାଣପୁର ଅଭିମୁଖେ ଏକ ଅଟୋରେ ଆସୁଥିଲେ। ତେବେ ସକାଳ ପାଖାପାଖି ୬ ଘଟିକା ସମୟରେ ଅଟୋର ପଛ ପାର୍ଶ୍ୱରେ ବସିଥିବା ଶ୍ରମିକ ସ୍ବର୍ଗତ ଚେମା ଗୌଡ଼ଙ୍କ ପୁତ୍ର ପୀତବାସ ଗୌଡ଼ (୪୫) ଅସାବଧାନତା ବଶତଃ ଅଟୋରୁ ଖସି ପଡିଥିଲେ। ପ୍ରତାପ ଗ୍ରାମ ନିକଟସ୍ଥ ଶାଳିଆ ଡ୍ୟାମ ଉପର କେନାଲ ରୋଡରେ ଏହି ଦୁର୍ଘଟଣା ଘଟିଥିଲା।

ସଙ୍ଗେ ସଙ୍ଗେ ସାଥି ଶ୍ରମିକ ମାନେ ତାଙ୍କୁ ବାଣପୁର ମେଡିକାଲ ଆଣିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଡାକ୍ତରଙ୍କ ସୂଚନା କ୍ରମେ ବାଣପୁର ପୋଲିସ ବର୍ତ୍ତମାନ ମେଡିକାଲ ପହଞ୍ଚି ଶବ ଜବତ କରିଛି।

ବାଣପୁର ଶ୍ରମିକ ମୃତ
Share. Facebook Twitter LinkedIn Email WhatsApp Copy Link

Related Posts

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026

ମା’ ଭଗବତୀଙ୍କ ପୀଠରେ ପ୍ରସିଦ୍ଧ ଭେଟ ଯାତ୍ରା: ଏହି ଦିନ ଦୁଇ ଭଉଣୀଙ୍କ ହେବ ଅପୂର୍ବ ମିଳନ ଉତ୍ସବ

October 9, 2026
Latest News

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

“ଗଣତନ୍ତ୍ରର ମରାମତି ପୁଣି ଥରେ ଆରମ୍ଭ ହେବ”: CJP ପ୍ରତିବାଦ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

October 10, 2026

‘ସିଜେପି ପ୍ରତିବାଦଠାରୁ ନିଜକୁ ଦୂରେଇ ରଖନ୍ତୁ”: ଯୁବପିଢ଼ିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୌଲାନା

October 10, 2026

୯ କୋଟିରୁ ଅଧିକ ସରକାରୀ ପାଣ୍ଠି ହଡ଼ପ ମାମଲା: ବନ୍ଧା ହେଲେ ଆଉ ୩ ସରକାରୀ କର୍ମଚାରୀ

October 10, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଠିଆ ହୋଇଥିବା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍, ୩ ଗୁରୁତର

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.