ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ପୁସ୍ତକ ଚାଣକ୍ୟ ନୀତିରେ ଜଣେ ବ୍ୟକ୍ତିଙ୍କ ଜୀବନକୁ ସଫଳ କରିବା ପାଇଁ ଅନେକ କଥା ବର୍ଣ୍ଣନା କରିଛନ୍ତି। ସେ ଅପମାନର ପ୍ରତିଶୋଧ ନେବା ଏବଂ ଏକ ପଦ ମାଧ୍ୟମରେ ଶତ୍ରୁକୁ ପରାସ୍ତ କରିବା ବିଷୟରେ ବହୁ କଥା କହିଛନ୍ତି। ଚାଣକ୍ୟ କହିଛନ୍ତି ଅନୁଲୋମେନ୍ ବିଲନଂମ୍ ପ୍ରତିଲୋମେନ୍ ଦୁର୍ଜନମ୍ ଆତ୍ମତୁଲ୍ୟବଳଂ ଶତ୍ରୁ, ବିନୟେନ ବିଳନେ ବା ଏହି ପଦରେ ଆଚାର୍ଯ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତି ନିଜ ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ହାସଲ କରିବା ଅତ୍ୟନ୍ତ ଜରୁରୀ ଅଟେ। ଶତ୍ରୁ ଦୁର୍ବଳ କିମ୍ବା ଏହା ବିଷୟରେ ଅବଗତ ନ ରହିଲେ ଏହା ବିରୁଦ୍ଧରେ ଏକ ନୀତି ପ୍ରସ୍ତୁତ କରାଯାଇ ପାରିବ ନାହିଁ । ସେ କହିଛନ୍ତି ଯେ ଯଦି ଶତ୍ରୁ ତୁମଠାରୁ ଅଧିକ ଶକ୍ତିଶାଳୀ, ତେବେ ତାଙ୍କୁ ପରାସ୍ତ କରିବାକୁ ହେଲେ ଜଣେ ବ୍ୟକ୍ତି ତାଙ୍କୁ ଅନୁକୂଳ ଆଚରଣ କରିବା ଉଚିତ୍ । ସେହି ସମୟରେ,…
Author: Samikhsya Bureau
ମେଷ ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର ବ୍ୟବସାୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁର ସଂପର୍କ ରହିବ। ତୁମର ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ। ବୃଷ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ। ଆପଣ କୌଣସି ସ୍ଥାନରୁ ଆର୍ଥିକ ସାହାର୍ଯ୍ୟ ପାଇବେ। ସାଙ୍ଗମାନଙ୍କୁ ଭେଟିବେ। ଆପଣଙ୍କଠାରୁ ଋଣ ନେବାକୁ ଆସିବେ। ଆଜି ଘରେ କିଛି ବିଷୟରେ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଛାତ୍ରମାନେ ସଫଳତା ପାଇବେ। ମିଥୁନ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ସକରାତ୍ମକତା ଅଧିକ ହେବ। ଅର୍ଥନୈତିକ ପ୍ରଗତି ପାଇଁ…
ମେଷ କାରବାରରେ ସତର୍କତା ଭାବେ କାର୍ଯ୍ୟ କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ଆସିପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବୃଦ୍ଧି ପାଇପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆପଣ ବନ୍ଧୁ ଏବଂ ପରିବାରର କୈଣସି କାର୍ଯ୍ୟରେ ଫସି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଆଜି ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଭାଗ ନେଇପାରନ୍ତି। ପ୍ରାର୍ଥନାରେ ଟିକିଏ ମନଯୋଗ ଦିଅନ୍ତୁ। ବ୍ୟବସାୟ ଭଲ କରିବେ । ଅଫିସ ଚାକିରିରେ ସନ୍ତୁଷ୍ଟ ରହିବ। ବିନିଯୋଗ ଇତ୍ୟାଦି କାର୍ଯ୍ୟରେ ଲାଭବାନ ହେବ । ଘର ବାହାରେ ଜୀବନ ଖୁସି ହେବ । ଆର୍ଥିକ ଦିଗ ବୃଦ୍ଧି ହେବ…
ନୂଆଦିଲ୍ଲୀ, ଆଜି ଆମେ ତିନୋଟି ରାଶି ବିଷୟରେ କହିବୁ ଯାହାଙ୍କର ପୂର୍ବରୁ ଅର୍ଥାତ ନଭେମ୍ବର 3 ତାରିଖରୁ ଖରାପ ସମୟ ଚାଲିଥିଲା। ହେଲେ ଆଜିଠାରୁ ଆପଣଙ୍କର ଏହି ଭାଗ୍ୟରେ କିଛି ଭିନ୍ନ ପରିବର୍ତ୍ତନ ହେବାକୁ ଯାଉଛି। ଆପଣ ଖୁସି ଓ ସୁଖ ପାଇବେ, ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବାକୁ ଯାଉଛି। ସମାଜରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ, ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି। ସେହି ରାଶି ତିନୋଟି ହେଉଛି ବୃଷ, କୁମ୍ଭ ଏବଂ ମୀନ ରାଶି। ଏହି ରାଶି ବ୍ୟକ୍ତିମାନେ ଆଗାମୀ ଦିନରେ ସମ୍ପତ୍ତି କାର୍ଯ୍ୟରେ ବଡ଼ ଲାଭ ପାଇବେ। ରୋଜଗାର ପ୍ରୟାସ ସଫଳ ହୋଇପାରେ। ଆପଣ ଯେ କୈଣସି ନୂତନ କାର୍ଯ୍ୟ ବିଷୟରେ ଅତ୍ୟଧିକ ଉତ୍ସାହିତ ହେବେ। ଆପଣ ଗ୍ରହଣ କରୁଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଲାଭଦାୟକ ପ୍ରମାଣିତ ହୋଇପାରେ। ଯାହା ସହିତ ଆପଣ ସମାଜରେ ନିଜର ପରିଚୟ…
ଭୁବନେଶ୍ବର, ଚଳିତ ବର୍ଷ ଶୁଭିବ ନାହିଁ ଆ କା ମା ବୈ । କାରଣ କରୋନା ପାଇଁ ଏଥର କୌଣସି ନଦୀ ପଠାରେ ଭକ୍ତମାନେ ଏକାଠି ହୋଇପାରିବେ ନାହିଁ। ଏ ନେଇ ରାଜ୍ୟ ସରକାର ଜାରୀ କରିଛନ୍ତି କଟକଣା। କରୋନା ଭାଇରସ ସଂକ୍ରାମଣ ଆଶଙ୍କା କରି ଏହି ନିଷ୍ପତି ନିଆଯାଇଛି। ଏପରିକି ପାରାଦ୍ବୀପ, କଟକ ପରି ବିଭିନ୍ନ ସ୍ଥାନରେ ହେଉଥିବା ବାଲିଯାତ୍ରା ମଧ୍ୟ ବନ୍ଦ କରି ଦିଆଯାଇଛି। ସେହିପରି ବୋଇତ ବନ୍ଦାଣ ଉତ୍ସବ, ବଡଓଷା ପରି ବିଭିନ୍ନ ସାମୁହିକ ଯାନିଯାତ୍ରା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏସବୁ କାର୍ଯ୍ୟକ୍ରମରେ କେହି ଏକାଠି ହୋଇପାରିବେ ନାହିଁ। ଆସନ୍ତା 30 ତାରିଖରେ ପଡୁଥିବା କାର୍ତ୍ତିକ ପୂର୍ଣ୍ଣିମାରେ ଏହି ଡଙ୍ଗା ଭସା ଉତ୍ସବ ଏବଂ ବୋଇତ ବନ୍ଦାଣ ଆୟୋଜିତ ହୋଇ ଥାଆନ୍ତା।
ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ନୟାଗଡରେ ଜଣେ 5 ବର୍ଷର ଝିଅର ମୃତ୍ୟୁରେ ମନ୍ତ୍ରୀ ପରୋକ୍ଷରେ ସଂପୃକ୍ତ ଅଛନ୍ତି ବୋଲି ଆସିଛି ଅଭିଯୋଗ। ବିଧାନସଭା ଆଗରେ ମୃତ ଝିଅର ବାପାମା ଆତ୍ମହୁତି ଦେବାବେଳେ ଏହି ଘଟଣା ପଦାକୁ ଆସିଛି। ବିଧାନସଭା ଆଗରେ ଏପରି ଘଟଣା ଘଟିବା ପରେ ବିରୋଧୀ ଦଳ ଏହାକୁ ନେଇ ଗୃହରେ ହାଙ୍ଗାମା କରିଥିଲେ। ଫଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏହା ଉପରେ ଉତ୍ତର ରଖିବା ପାଇଁ ବାଚସ୍ପତି ରୁଲିଂ ଜାରି କରିଛନ୍ତି। ସେହି ଅନୁସାରେ ବୁଧୁବାର ଦିନ ଗୃହରେ ବିବୃତି ରଖିବେ ଦିବ୍ୟଶଙ୍କର। ଗତ ଜୁଲାଇ ୧୪ ତାରିଖରେ ନୟାଗଡ ସଦର ଥାନା ଯଦୁପୁର ଗାଁରେ ଘଟିଛି ଏହି ଘଟଣା। ଅଶୋକ ସାହୁ ଏବଂ ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେହି ତାକୁ ଅପହରଣ କରି ନେଇଥିଲା । ଏ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଓଡ଼ିଶା ରାଜ୍ୟ ବାର୍ କାଉନ୍ସିଲର ପକ୍ଷରୁ ନିର୍ଦ୍ଦେଶ ତଥା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଗଂଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜ୍ଞପ୍ତି ଅନୁଯାୟୀ ୨୪ ଏବଂ ୨୫ ତାରିଖ ଦୁଇଦିନ ନାମାଙ୍କନ ପତ୍ର ଦାଖଲ ହେବ। ୨୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ୨୭ ତାରିଖରେ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯିବ। ୨୮ ତାରିଖ ୩ଟା ସୁଦ୍ଧା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଡ଼ିସେମ୍ବର ୧୨ ତାରିଖରେ ସକାଳ ୮ ଘଣ୍ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହୋଇ ସନ୍ଧ୍ୟାରେ ଭୋଟଗଣନା କରାଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏହିକ୍ରମରେ ଆଜି ପ୍ରଥମ ଦିନରେ ସଭାପତି ପଦବୀ ପାଇଁ କପିଳେଶ୍ୱର ପଟ୍ଟନାୟକ ଏବଂ ବଂଶୀଧର ପାଳ ନାମାଙ୍କନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜନୈକ ବ୍ୟକ୍ତିଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ରକୁ ଥଇଥାନ କରିବା ନେଇ ଶିକ୍ଷାବିଭାଗର ଜଣେ କିରାଣୀ ଲାଞ୍ଚ ନେଇ ଭିିଜିଲାନସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ବାଲିଗୁଡ଼ା ଥାନା ବାଲିଗୁଡ଼ା ନୂଆ ସାହି ତଥା ଦାରିଙ୍ଗିବାଡ଼ି ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଚିତ୍ତରଂଜନ ସିଂହ। ଘଟଣାରୁ ପ୍ରକାଶ ଯେ ଦାରିଙ୍ଗିବାଡ଼ି ଗୌଡ଼ ସାହିର ନିବାସୀ ଶିବ ଶଙ୍କର ପଟ୍ଟନାୟକ ତାଙ୍କ ବାପା ଶିକ୍ଷକ ସ୍ୱର୍ଗତ ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକଙ୍କ ୨୦୧୫ରେ ମୃତ୍ୟୁପରେ ଥଇଥାନ ବାବଦରେ ସେ ବିଇଓ କାର୍ଯ୍ୟାଳୟରେ ଯୋଗାଯୋଗ କରିଥିଲେ। ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଚିତ୍ତରଂଜନ ସିଂ ଥଇଥାନ କାଗଜ ପୋସେସିଂ କରିବା ପାଇଁ ଶିବଶଙ୍କରୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଶିବଶଙ୍କର ବ୍ରହ୍ମପୁର ଭିଜିଲାନସ ବିଭାଗ ସହ ଯୋଗାଯୋଗ କରିବା ପରେ ଲାଞ୍ଚୁଆ କିରାଣୀଙ୍କୁ ଧରିବା ପାଇଁ ଭିଜିଲାନସ ବିଭାଗ ପକ୍ଷରୁ ଜାଲ ବିଛାଯାଇଥିଲା।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବେଆଇନ ମଦ ବିକ୍ରୀ ତଥା ପ୍ରସ୍ତୁତ ହେଉଥିବାବେଳେ ତହସିଲ୍ଦାର ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଏହାକୁ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେବାରେ ଲାଗିଛନ୍ତି। ଏହି ଯୋଗାଣ ଚେନ୍କୁ ଭାଙ୍ଗିବା ପାଇଁ ବିଭିନ୍ନ ମଦ ତିଆରି କାରଖାନା ଲୁଚା ଛପା ବେଆଇନ ମଦ ନେଉଥିବା ଅଂଚଳରେ ଚଢ଼ାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୮୦ ହଜାର ଲିଟର ପୋଚକୁ ନଷ୍ଟ କରାଯାଇ ମଦ ବେପାରୀଙ୍କ ମେରୁଦଣ୍ଡ ଭାଙ୍ଗିବା ସହ ଯୋଗାଣ ଚେନ୍ଙ୍କୁ ଭଙ୍ଗାଯାଇଛି। ଆଜି ସକାଳ ଏହି ବ୍ଲକ୍ର ବାଉଁସିଆପଲ୍ଲୀ ଅଂଚଳରେ ବେଆଇନ ମଦ ପ୍ରସ୍ତୁତ ହେଉଥିବା ନେଇ କୁକୁଡ଼ାଖଣ୍ଡି ତହସିଲ୍ଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ଅଧିକାରୀ, ଦିଗପହଣ୍ଡି ଥାନା କର୍ମଚାରୀ ଏବଂ ଏପିଆର୍ ଫୋସ୍ ମିଳିତ ଭାବେ ଏକ ବେଆଇନ ମଦ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲେ। ଚଢ଼ାଉରେ ୬ହଜାର ଲିଟର ପୋଚକୁ ନଷ୍ଟ କରାଯିବା…
ଭୁବନେଶ୍ବର, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନା ସମୀକ୍ଷା ବୈଠକ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନଫ୍ରେସିଂରେ ଯୋଗଦେଇଥିଲେ। ମୁଖ୍ୟତଃ କୋଭିଡ19 ଟୀକା ଆସିଲେ ଏହାର ବିତରଣ କିପରି ହେବ ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ଟୀକା ବଣ୍ଟନ ପାଇଁ ସମସ୍ତ ପ୍ରସ୍ତତି କରାଯାଇଛି ବୋଲି କହିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମି, ବୟସ୍କ ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ। ଏହି ବୈଠକରେ ଓଡିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ବାଣପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା କରାଯାଇଅଛି। ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଏବିଭିପି ଓଡିଶା ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ପୁରୁଣା ନଗର ସମିତି ଭଙ୍ଗା ଯାଇ ନୂତନ ସମିତି ଘୋଷଣା କରାଯାଇଥିଲା। ଏହି ସମ୍ମିଳନୀରେ ନୂତନ ଭାବରେ ଅଧ୍ୟାପକ ଲକ୍ଷ୍ମୀପ୍ରସାଦ ମିଶ୍ରଙ୍କୁ ନଗର ସଭାପତି ଏବଂ ବିବେକାନନ୍ଦ ଗଡ଼ନାୟକଙ୍କୁ ନଗର ସମ୍ପାଦକ ଭାବେ ଦାଇତ୍ୱ ପ୍ରଦାନ କରାଯାଇଅଛି। ନଗର ସହ ସମ୍ପାଦକ ରୂପେ ପ୍ରିୟାଂଶୁ ପ୍ରଧାନ, ସୌମ୍ୟ ରଂଜନ ସାହୁ, ପୃଥ୍ୱୀରାଜ ଛୋଟରାୟ, ଶୁଭମ ତ୍ରିପାଠୀ ଓ ପ୍ରଦୀପ କୁମାର ସ୍ୱାଇଁ ନିର୍ବାଚିତ ହୋଇଥିବାସ୍ଥଳେ ନଗରର ଅନ୍ୟ ଗୁରୁତ୍ୱପୂର୍ଣ ଦାଇତ୍ୱଗୁଡିକୁ ମଧ୍ୟ…
ବିହାର ମହାମେଣ୍ଟ ବିଧାୟକମାନଙ୍କୁ ସମ୍ବୋଧିତ କରୁଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ
ତିରୂମାଲସ୍ଥିତ ସ୍ବାମୀ ଭେଙ୍କେଟଶ୍ବର ମନ୍ଦିରରେ ପୂର୍ଜା ଅର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଭୁବନେଶ୍ୱର: ଶ୍ରୀଜୟଦେଵଙ୍କ ରଚିତ ଗୀତଗୋବିନ୍ଦ ଆମ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଶ୍ରୀମନ୍ଦିର ରୀତିନୀତି ମଧ୍ୟରେ ଗୀତଗୋବିନ୍ଦର ପ୍ରଚଳନ ହିଁ ଏହାର ଉଦାହରଣ।ଶବ୍ଦ ସଂଯୋଜନା, ଭାବ ଓ ଭକ୍ତିର ଅପୂର୍ବ ନିଦର୍ଶନ ସ୍ୱରୂପ ଏହାର ପ୍ରଚାର ପ୍ରସାର ଦ୍ୱାରା ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଲାଭ କରିବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ୟୁନିଟ-୨ ସ୍ଥିତ ଲେଖକ ସମବାୟ ସମିତି ଗୃହରେ ଆୟୋଜିତ ଗୀତଗୋବିନ୍ଦ ଭିଡିଓ ସଂଗୀତର ଲୋକାର୍ପଣ ଅବସରରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। ଦୂରଦର୍ଶନ ଉଦଘୋଷିକା ଓ ଲେଖିକା କଳ୍ପନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚନ୍ଦନଶ୍ରୀକ୍ଷେତ୍ର ଯାଜପୁର ପ୍ରାୟୋଜିତ ସଙ୍ଗୀତ ନିର୍ଦ୍ଦେଶକ ପ୍ରତାପ କୁମାର ପଣ୍ଡାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଗୋବିନ୍ଦ ଭିଡିଓ ଗୀତ ଲୋକାର୍ପିତ ହୋଇଯାଇଛି। ଏଥିରେ ‘ଏକମାତ୍ର’ ଖବରକାଗଜର ସମ୍ପାଦକ ତାରକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୀତଗୋବିନ୍ଦର ଶବ୍ଦ,ଭାବ ଓ ଆଧ୍ୟାତ୍ମିକ ଦିଗ ସମ୍ପର୍କରେ କହିଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅଂଚଳରେ ଦିନକୁ ଦିନ ଚୋରା କାଠ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। କରତ କଳକୁ ଟାଙ୍ଗୀ ଅଂଚଳରେ ବ୍ୟାନ କରାଯାଇଥିବା ବେଳେ ଚୋରା କାଠ ମାଫିଆ ମାନେ ବେଆଇନ ଭାବେ କରତ କଳ ଚଲାଇ ବେଶ୍ ମୁନାଫା କମାଇବାରେ ଲାଗିଛନ୍ତି। ଟାଙ୍ଗୀ ଥାନା ତରାପି ଗ୍ରାମ ଜଙ୍ଗଲ ଭିତରେ ଏକ ଚୋରା କରତ କଳ ଚାଲୁଥିବାର ଟାଙ୍ଗୀ ବନ ବିଭାଗ ସୂଚନା ପାଇ ତରାପି ଜଙ୍ଗଲରେ ଚଢାଉ କରିଥିଲା। ବନ ବିଭାଗ ଅଧିକାରୀ ରବୀନ୍ଦ୍ର ନାଥ ପଣ୍ଡା ଏବଂ ତାଙ୍କ ଦଳ ଏହି ଚଢାଉରେ ସାମିଲ ହୋଇ କରତ କଳ ସହ ଏକ ଟ୍ରାକ୍ଟର ଜବତ କରିବାକୁ ସକ୍ଷମ ହୋଇଛନ୍ତି। ଏହା ସହ ଲକ୍ଷାଧୀକ ଟଙ୍କାର ମୂଲ୍ୟବାନ କାଠ ଜବତ କରିଛନ୍ତି।
କନ୍ଦର୍ପ ବେହେରା ରେଢାଖୋଲ: ଜନୈକା ମହିଳାଙ୍କୁ ଜଣେ ଫରେଷ୍ଟଗାର୍ଡ ଅସଦାଚରଣ ଅଭିଯୋଗରେ ରେଢାଖୋଲ କେନ୍ଦୁପତ୍ର ଡିଏଫ୍ଓ ଙ୍କ କାର୍ଯ୍ୟାଳୟରେ ପରିବାର ତରଫରୁ ଆଜି ଧାରଣାରେ ବସିଥିଲେ। ପ୍ରକାଶ ଯେ, ସୋନପୁର ଜିଲ୍ଲା ବୀରମହାରାଜପୁର ଅମରପାଲି ଗ୍ରାମର ଜନୈକା ମହିଳାଙ୍କୁ ସେଇ ଗ୍ରାମର ବରୁଣ ନାଏକ ନାମକ ଫରେଷ୍ଟ ଗାର୍ଡ ଗତ ତା ୧୫ ନଭେମ୍ବର ରାତିରେ ଶାଢିକୁ ଟଣାଓଟରା କରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏନେଇ ରେଢାଖୋଲ କେନ୍ଦୁପତ୍ର ଡିଏଫ୍ଓଙ୍କ କାର୍ଯ୍ୟାଳୟରେ ଫରେଷ୍ଟ ଗାର୍ଡଙ୍କୁ ଚାକିରିରୁ ବହିଷ୍କାର କରିବା ଦାବୀରେ ପରିବାର ତରଫରୁ ଧାରଣାରେ ବସିଥିଲେ। ମହିଳାଙ୍କ ଅଭିଯୋଗ ଯେ, ଫରେଷ୍ଟଗାର୍ଡ ଆଗରୁ ବହୁବାର ସେଇ ଗାଁ ରେ ଝିଅବୋହୂମାନଙ୍କୁ ଖରାପ କଥା କହିବା ଅଭିଯୋଗରେ ଗାଁରେ ସମାଧାନ ହୋଇଥିଲା। ଏହା ସତ୍ତ୍ୱେ ସେ ପୁନର୍ବାର ଗ୍ରାମର ଜନୈକା ମହିଳାଙ୍କୁ ଅସଦାଚରଣ କରିବାରୁ ସଂପୃକ୍ତ ମହିଳାଙ୍କ…
ଭୁବନେଶ୍ଵର: ଆଜି ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜୁ ଛାତ୍ର ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଛାତ୍ର ନେତା ମାନଙ୍କୁ ସାମିଲ କରାଯାଇଛି। ଏହା ସହିତ ନୂତନ ଜିଲ୍ଲା କମିଟିରେ ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନଙ୍କ ସମେତ ୧୦ ଜଣ ଜିଲ୍ଲା ଉପସଭାପତି,୧୦ ଜଣ ଜିଲ୍ଲା ସାଧାରଣ ସମ୍ପାଦକ, ୨୦ ଜଣ ସମ୍ପାଦକ, ୨ ଜଣ ସୋସିଆଲ ମିଡିଆ କୋଡିନେଟର ଏବଂ ଜିଲ୍ଲାରେ ଥିବା ସମସ୍ତ ବ୍ଲକ, ମୁନିସିପାଲିଟି ଓ ଏନ୍.ଏ.ସି ର ସଭାପତି ନିଯୁକ୍ତି ଦିଆଯାଇଛି ବୋଲି ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନ ସୂଚନା ଦେଇଛନ୍ତି। ଏହି…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତା କରି କହିଲେ ଜଗତସିଂହପୁର ଏକ କୃଷି ପ୍ରଧାନ ଜିଲ୍ଲା। ଆଗାମୀ ରବି ଋତୁରେ ଜିଲ୍ଲାର ୯୯,୫୦୦ ହେକ୍ଟର ଜମିରେ ରବିଚାଷ କରାଯିବ। ଜିଲ୍ଲାରେ ଅଧିକ ଡାଲି ଜାତୀୟ ଫସଲ, ତୈଳବୀଜ ଓ ପନିପରିବା ଚାଷ ପାଇଁ ଉନ୍ନତ ମାନର ବିହନ, ସାର ଓ କୀଟନାଶକ ଔଷଧ ଚାଷୀମାନଙ୍କୁ ଯୋଗାଇ ଦେବାକୁ କୃଷି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବାସୁମତି ଭଳି ବାସନା ଧାନ ଚାଷ ନିମନ୍ତେ ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ରାସାୟନିକ ସାର ବ୍ୟତୀତ ଜୈବୀକ ସାର ବ୍ୟବହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବ୍ଲକରେ ଅନ୍ୟୁନ ଗୋଟିଏ ଗୋଟିଏ ଯାଗାରେ ବାସୁମତି ଧାନଚାଷ କରାଗଲେ, ଚାଷୀମାନେ ଅଧିକ ଲାଭବାନ ହୋଇ ପାରିବେ।…
ଭୁବନେଶ୍ଵର: ଆଜି ରାଜ୍ୟରୁ ୬୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୬ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୫୧, କଳାହାଣ୍ଡିରୁ ୪୮, କଟକରୁ ୪୦, ସୁନ୍ଦରଗଡ଼ରୁ ୩୫, ବଲାଙ୍ଗିରିରୁ ୩୪, ପୁରୀରୁ ୩୪, ଜଗତସିଂହପୁରରୁ ୩୨, ବରଗଡରୁ ୩୧, ବାଲେଶ୍ଵରରୁ ୨୯, କେନ୍ଦୁଝରରୁ ୨୫, କେନ୍ଦ୍ରାପଡାରୁ ୨୪, ମୟୂରଭଞ୍ଜରୁ ୨୪, ଢେଙ୍କାନାଳରୁ ୨୩, ନୂଆପଡାରୁ ୨୦, ସମ୍ବଲପୁରରୁ ୨୦, ରାୟଗଡାରୁ ୧୮, ନବରଙ୍ଗପୁରରୁ ୧୩, ବୌଦ୍ଧରୁ ୧୨, ମାଲକାନଗିରିରୁ ୧୦, ଝାରସୁଗୁଡାରୁ ୯, ଗଞ୍ଜାମରୁ ୮, ଭଦ୍ରକରୁ ୬, ଯାଜପୁରରୁ ୪, କନ୍ଧମାଳରୁ ୪, ଦେବଗଡ଼ରୁ ୩, ଗଜପତିରୁ ୩, ସୋନପୁରରୁ ୩, କୋରାପୁଟରୁ ୧, ନୟାଗଡରୁ ୧ ଓ ଷ୍ଟେଟ୍ ପୁଲରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…
ନୂଆଦିଲ୍ଲୀ : ଭାରତ ସରକାର ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି । ଆଉ 43ଟି ମୋବାଇଲ୍ ଆପସ୍କୁ ବ୍ଲକ୍ କରିଛନ୍ତି ଭାରତ ସରକାର । ସୂଚନା ପ୍ରଯୁକ୍ତି ଆଇନର ଧାରା (କ) ଅନୁସାରେ 43ଟି ଆପ୍କୁ ବ୍ୟାନ୍ କରିଛନ୍ତି ଭାରତ ସରକାର । ଭାରତ ଏକତା, ଅଖଣ୍ଡତା ପ୍ରତି ବିପଦ କାରଣରୁ ଏହି ସବୁ ଆପ୍କୁ ବ୍ଲକ୍ କରାଯାଇଛି । ଏହି ବ୍ଲକ୍ ଆପ୍ ମଧ୍ୟରେ ସ୍ନାକ ଭିଡିଓ, କ୍ୟାମ୍ କାର୍ଡ, ଓ୍ବିଡେଟ୍, ରେଲା ଆଦି ଆପସ୍ ରହିଛି । ସୂଚନାଯୋଗ୍ୟ ପୂର୍ବରୁ ସେପ୍ଟେମ୍ବର ମାସରେ 118ଟି ମୋବାଇଲ୍ ଆପ୍କୁ ବ୍ୟାନ୍ କରାଯାଇଥିବାବେଳେ ଜୁନ୍ ଶେଷରେ ଟିକ୍ଟକ୍, ହାଲୋ ସମେତ 59ଟି ମୋବାଇଲ୍ ଆପ୍ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଥିଲେ । ସେହିପରି ଜୁଲାଇ ଶେଷରେ 47ଟି ଆପ୍କୁ ଭାରତରେ ନିଷେଧ କରାଯାଇଥିଲା ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 34 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 34 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 8 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 26 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1331188205131948033?s=20 ସେହିପରି ଆଜି 53 ଜଣ ସୁସ୍ଥ ହୋଇଛନ୍ତି । ନୂତନ 34 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 30 ହଜାର 532ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 29 ହଜାର 766ଜଣ ସୁସ୍ଥ ହୋଇଥିବାବେଳେ 209ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 536 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

