ପାକିସ୍ତାନ ସରକାର ଭାରତ ଓ ପାକିସ୍ତାନ ମଧ୍ୟରେ ଯାଉଥିବା ସମଝୌତା ଏକ୍ସପ୍ରେସକୁ ରବ୍ଦ କରିଛନ୍ତି । ଏନେଇ ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଛି । ସମଝୌତା ଏକ୍ସପ୍ରେସ ଭାରତର ରାଜଧାନୀ ନୂଆଦିଲ୍ଲୀରୁ ପାକିସ୍ତାନର ଲାହୋରକୁ ଚଳାଚଳ କରିଥାଏ । ଭାରତ ସରକାର […]
ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍ଙ୍କ ଝିଅ ମରିୟମ୍ ନଓ୍ବାଜଙ୍କୁ ଗୁରୁବାର ଦିନ ପାକିସ୍ତାନରେ ଗିରଫ କରାଯାଇଛି । ଗୁରୁବାର ଏନ୍ଏବି ପକ୍ଷରୁ ମରିୟମ୍ଙ୍କୁ ଗିରଫ କରାଯାଇଥିବା ନେଇ ଜନୈକ ପିଏମ୍ଏଲ୍ ନେତ୍ରୀ ସୂଚନା ଦେଇଛନ୍ତି । ପିଏମ୍ଏଲ୍ ମୁଖପାତ୍ର ମରିୟମ ଔରଙ୍ଗଜେବ୍ […]
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଆସାମ ଗାୟକ ଭୁପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ତେବେ ନାନାଜୀ ଦେଶମୁଖ […]
ଆଇସିସି ପକ୍ଷରୁ ଆଫ୍ରିକୀୟ ରାଷ୍ଟ୍ର ଜିମ୍ବାଓ୍ବେ ଉପରେ ଆଇସିସି ପକ୍ଷରୁ ବାସନ୍ଦାଦେଶ ଲାଗୁ କରାଯାଇଥିବା ବେଳେ ବାଂଲାଦେଶ ଏବଂ ଆଫଗାନିସ୍ତାନ ସହିତ ଏହା ଏକ ତ୍ରୀରାଷ୍ଟ୍ରୀୟ ସିରିଜ୍ ଖେଳିବାକୁ ଯାଉଛି । ବାଂଲାଦେଶ ପକ୍ଷରୁ ଆଜି ସିରିଜ୍ର ସୂଚୀ ଘୋଷଣା କରାଯାଇଛି […]
ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଗତ କିଛିଦିନ ହେବ ସୁରକ୍ଷା ଘେରା ମଧ୍ୟରେ ରହିଥିବା ଜମ୍ମୁ କାଶ୍ମୀର ପ୍ରବେଶ ଉଦ୍ୟମ କରୁଥିବା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦଙ୍କୁ ବିମାନବନ୍ଦରରେ […]
ରାଜ୍ୟ ପୋଲିସ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି । କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ […]
ତାମିଲ ସୁପରଷ୍ଟାର ଅଜିତ୍ କୁମାରଙ୍କ ଅପ୍କମିଙ୍ଗ ଫିଲ୍ମ ନେରକୋଣ୍ଡା ପାରବୀ ରିଲିଜ୍ ପୂର୍ବରୁ ଅନ୍ଲାଇନ୍ ଲିକ୍ ହୋଇଯାଇଛି । ବଲିଉଡ୍ ଫିଲ୍ମ ପିଙ୍କର ଅଫିସିଆଲ ତାମିଲ ରିମେକ୍ରେ ଅମିତାଭ ବଚ୍ଚନଙ୍କ ଭୂମିକାରେ ନଜର ଆସିବେ ଥାଲା ଅଜିତ୍ । ରିଲିଜ୍ର ଗୋଟିଏ […]
ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚାଲାଣ ଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ବେଧଡ଼କ ଭାବେ ଚାଲିଛି ଗଞ୍ଜେଇ ଚୋରାଚାଲାଣ । ଆଜି ପୁଣି କନ୍ଧମାଳ ଜିଲ୍ଲାରୁ 70 କେଜି ଗଞ୍ଜେଇ ଜବତ କରିବା ସହ 4 ଜଣଙ୍କୁ ପୋଲିସ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅପରାହ୍ନ 4ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସେ ନିଜର ସମ୍ବୋଧନରେ ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଶେଷ କରିବା ଓ 2ଟି କେନ୍ଦ୍ର ଶାସିତ ଅଂଚଳରେ ଭାଗ […]
ଗୁରୁବାର ସକାଳେ ତାଇଓ୍ବାନ୍ରେ 6.4 ତୀବ୍ରତାର ଏକ ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଗୁରୁବାର ଭୋର 5.28 ମିନିଟ୍ ସମୟରେ ଏହି ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଏହି ଭୂମିକମ୍ପରେ କୌଣସି ଜନଜୀବନ ହାନି ହୋଇନଥିବା ବେଳେ ବିଭିନ୍ନ କୋଠା ଗୁଡିକ […]
ପାକିସ୍ତାନ ତରଫରୁ ପୁଣି ଥରେ ବୁଧବାର ଅସ୍ତ୍ରବିରତି ଉଲଂଘନ କରାଯାଇଛି । ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ସୁନ୍ଦରବଣୀ ସେକ୍ଟରରେ ପାକିସ୍ତାନ ତରଫରୁ ବୁଧବାର ରାତି ପ୍ରାୟ ୧୦ଟାରେ ଗୁଳି ବର୍ଷା ହୋଇଛି । […]
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ବର୍ଷାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ବନ୍ୟା ଯୋଗୁଁ ଶହ ଶହ ପରିବାର ଜଳବନ୍ଦୀରେ […]
ଆସାମ ପୋଲିସ ବୁଧବାର ୟୁନାଇଟେଡ ଲିବେରେଶନ ଫ୍ରଣ୍ଟ ଅଫ ଆସାମ (ଉଲ୍ଫା) ଉଗ୍ରବାଦୀ ସଂଗଠନର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି । ଦେବ୍ରୁଗଡ଼ ଏସପି ଏସ ଶଙ୍କରନ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି । ଗିରଫ ହୋଇଥିବା 4 […]
ସମୀକ୍ଷା ବ୍ୟୁରୋ ଆଜି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଉନ୍ନୟନ କମିଶନର ଥିବା ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ଅସୀତ କୁମାର ତ୍ରିପାଠୀଙ୍କୁ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି […]
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନ୍ର ରୂପ ନେଇଛି। ଏହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟ ସରକାର ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି, […]
ଦେଶର ଶ୍ରେଷ୍ଠ ୧୦ଟି ଥାନାର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା । ୨୦୧୮ ମସିହା ଦେଶର ଥାନା ଗୁଡ଼ିକର ବାର୍ଷିକ ରାକିଂରେ ତରଭା ସ୍ଥାନ ପାଇଛି । । […]
ଆଫଗାନିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 24 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 100ରୁ ଅଧିକ ଲୋକ ଆହତ ହୋଇଛନ୍ତି । କାବୁଲ ସ୍ଥିତ ପୋଲିସ୍ ମୁଖ୍ୟାଳୟରେ ବୁଧବାର ଘଟିଥିବା ଭୟଙ୍କର କାର୍ ବୋମା ବିସ୍ଫୋରଣରେ 24 […]
ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ତେଜ୍ ପ୍ରତାପ ଯାଦବଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ଐଶ୍ବର୍ଯ୍ୟା ରାୟ । ତେଜ୍ ପ୍ରତାପ ଜଣେ ଡ୍ରଗ୍ସ ସେବନକାରୀ ଏବଂ ସେ […]
ପଞ୍ଚଭୂତରେ ବିଲୀନ ହେଲେ ସୁଷମା ସ୍ବରାଜ । ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଲୋଧି ରୋଡ୍ ଶ୍ମଶାନ ଘାଟରେ ସୁଷମାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସୁଷମାଙ୍କ ଝିଅ […]
ହ୍ୟୁଣ୍ଡାଇର ଆଇ 10 ମଡେଲ୍ର ଏକ ନୂତନ କାର୍ ଭାରତୀୟ ବଜାରରେ ପ୍ରବେଶ କରାଇଛି । ଗ୍ରାଣ୍ଡ ଆଇ 10 ନିଓସ୍ ନାମକ ଏହି କାର୍ଟି ଆଇ ଟେନ୍ ମଡେଲ୍ର ତୃତୀୟ ସଂସ୍କରଣ । ଆସନ୍ତା ମାସ ସୁଦ୍ଧା ଏହି କାର୍ […]
ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଡିପ ଡିପ୍ରେସନର ରୂପ ନେବା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । କଳାହାଣ୍ଡିରେ ପ୍ରବଳ ବର୍ଷା ଫଳରେ ହାତୀ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟାସ୍ଥିତି ଉପୁଜିଛି […]