ଓ୍ବିମ୍ବିଲଡନ୍ରେ ଅଭ୍ୟାସ ପିଚ୍ ଖରାପ କରିବା ମାମଲାରେ ପୂର୍ବତନ ଚାମ୍ପିୟନ୍ ସେରେନା ଓ୍ବିଲିୟମ୍ସଙ୍କୁ ୧୦ ହଜାର ଡଲାର ଅର୍ଥରାଶିରେ ଦଣ୍ଡିତ କରାଯାଇଛି। ଓ୍ବିମ୍ବିଲଡନ୍ର କ୍ବାର୍ଟର ଫାଇନାଲ୍ରେ ପହଞ୍ଚି ସାରିଥିବା ବେଳେ ସୋମବାର କାର୍ଲା ସୁଆରେଜ୍ଙ୍କୁ ପରାସ୍ତ କରି କ୍ବାର୍ଟରରେ ପହଞ୍ଚିଛନ୍ତି ସେରେନା। […]
ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜ୍ ଠାକ୍ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ଉଭୟ ଦଳଙ୍କ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ବୈଠକ […]
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯିବ । ମଂଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫେଡ ଷ୍ଟାଡିୟମରେ ଭାରତୀୟ ସମୟ ଅନୁସାରେ ଅପରାହ୍ଣ 3ଟାରେ ଏହି ମ୍ୟାଚ ଖେଳିବ । ବହୁ ପ୍ରତୀକ୍ଷିତ ଏହି ମ୍ୟାଚ ପାଇଁ ଭାରତ ଓ […]
ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଚାଲିଥିବାବେଳେ ଏକ ଲଜ୍ଜା ଜନକ ଘଟଣା ଘଟିଯାଇଛି। ବସ୍ରେ ଯାତ୍ରା କରୁଥିବା ଜଣେ ଆଦିବାସୀ ନାବାଳିକକୁ ବଳାତ୍କାର କରାଯାଇଛି। ଅଭିଯୁକ୍ତ ଜଣକ ବସ୍ର ହେଲ୍ପର ବୋଲି ଅଭିଯୋଗ ହୋଇଛି। ଆଦିବାସୀ ନାବାଳିକା ଜଣକ କେନ୍ଦୁଝରରୁ […]
ସମୀକ୍ଷା ବ୍ୟୁରୋ ଏଣିକ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଅବହେଳିତ ବ୍ୟକ୍ତିମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ସଂସ୍କୃତି ବିଭାଗ ତରଫରୁ ଆସିଥିବା ସୁପାରିଶକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ନିକଟରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ […]
ଶାହିଦ୍ କପୁର ଓ କିଆରା ଆଡ଼ଭାନୀଙ୍କ ଅଭିନୀତ ଫିଲ୍ମ ‘କବିର୍ ସିଂ’ ରେକର୍ଡ କରୁଛି । ମାତ୍ର ୧୩ ଦିନ ଭିତରେ ୨୦୦ କୋଟି କ୍ଲବ୍ରେ ପ୍ରବେଶ କରିସାରିବା ପରେ ଏବେ ବିଦେଶରେ ଜଲ୍ଓ୍ବା ଦେଖାଇବା ଆରମ୍ଭ କରିଛି । ଅଷ୍ଟ୍ରେଲିଆରେ […]
ଝାରସୁଗୁଡ଼ା ବେଦାନ୍ତ କାରଖାନା ଜିଏପି ପ୍ଲାଣ୍ଟରେ ନିଆଁ ଲାଗିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମଗ୍ର କାରଖାନା ସିଲ କରି ଅଗ୍ନି ନିରାପତ୍ତା ସୁରକ୍ଷା ଯାଂଚ ସହକାରୀ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଜିଏପି ପ୍ଳାଣ୍ଟକୁ ଫ୍ୟାକ୍ଟ୍ରି […]
ନିର୍ବାଚନୀ ଅନିୟମିତତା ଅଭିଯୋଗ ନେଇ ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ମାମଲା ଦାୟର ହୋଇଛି। ସାରଦାଙ୍କ ନାଁରେ ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ ମାମଲା ଦାୟର କରିଛନ୍ତି। ଅଫିସ୍ ଅଫ୍ ପ୍ରଫିଟ୍ […]
ରାଜ୍ୟରେ ଏ ବର୍ଷ ସଡ଼କ ଦୁର୍ଘଟଣାର ପରିମାଣ ବୃଦ୍ଧି ପାଇଛି । ଚଳିତ ବର୍ଷରେ ୧୦ ପ୍ରତିଶତ ସଡ଼କ ଦୁର୍ଘଟଣା ବଢ଼ିଛି । ମଦ୍ୟପାନ ଓ ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର କରିବା ଦ୍ବାରା ଅଧିକାଂଶ ଦୁର୍ଘଟଣାର କାରଣ ବୋଲି […]
ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ବିଶେଷକରି ପୁରୀ ଜିଲ୍ଲା, ଅସ୍ତରଙ୍ଗ ବ୍ଲକର ଉଦୟକଣି, ତଣ୍ଡାହାର ତଥା କେନ୍ଦ୍ରାପଡ଼ାର ବଗପାଟିଆ କଲୋନିରେ ରହୁଥିବା ଜଳବାୟୁ ପରିବର୍ତ୍ତନ ଜନିତ ବିସ୍ଥାପିତ ଲୋକମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଓ୍ବାଟର ଇନିସିଏଟିଭ୍ ଓଡ଼ିଶାର ଆବାହକ ରଞ୍ଜନ ପଣ୍ଡା […]
କର୍ଣ୍ଣାଟକର ରାଜନୈତିକ ବ୍ୟବସ୍ଥାକୁ ସୁଧାରିବାର ପ୍ରୟାସ କରିଛି କଂଗ୍ରେସ । କ୍ୟାବିନେଟ୍ ସଂପ୍ରସାରଣ ନେଇ ସମସ୍ତ ମନ୍ତ୍ରୀ ଏକ ସଙ୍ଗରେ ଇସ୍ତଫା ଦେଇଥିବା ଜଣାପଡିଛି । ଜୁଲାଇ 8 ତାରିଖରେ ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଳଙ୍କ ସହିତ ଦଳୀୟ […]
ଆଜି ରାଜ୍ୟର 6ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କଟକ […]
ଜାତିପ୍ରଥାକୁ ନେଇ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ଆର୍ଟିକିଲ୍ 15 ବିରୋଧରେ ଦାୟର କରାଯାଇଥିବା ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମ୍କୋର୍ଟ । ଫିଲ୍ମ ବିରୋଧରେ କୌଣସି ଅଭିଯୋଗ ଥିଲେ ସିବିଏଫ୍ସି ନିକଟରେ ଅଭିଯୋଗ କରନ୍ତୁ ସୁପ୍ରିମ୍କୋର୍ଟରେ ନୁହେଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି […]
ଗ୍ରାହକଙ୍କ ବ୍ୟାଙ୍କ ତଥ୍ୟକୁ କିଛି ହ୍ୟାକର ହ୍ୟାକ୍ କରିବା ଅଭିଯୋଗରେ ବ୍ରିଟିଶ୍ ଏୟାରଓ୍ବେଜ୍କୁ 183 ମିଲିୟନ୍ ପାଉଣ୍ଡର ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ବ୍ରିଟିଶ୍ ଏୟାରଓ୍ବେଜ୍ରେ ଯାତ୍ରା କରିଥିବା 1 ହଜାରରୁ ଅଧିକ ଯାତ୍ରୀଙ୍କ ବ୍ୟାଙ୍କ ଖାତାର ତଥ୍ୟ ଚୋରି ହୋଇଥିବା […]
ଜୁଲାଇ ୧୫ରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ ଚନ୍ଦ୍ରାୟନ ୨ ଲଂଚ୍ କରିବାକୁ ଯାଉଛି । ଆଜି ଏହାର ଫଟୋ ଇସ୍ରୋ ୱେବସାଇଟ୍ ପକ୍ଷରୁ ଜାରି କରାଯାଇଛି । ପାଖାପାଖି ୧ହଜାର କୋଟି ଟଙ୍କା ବିନିଯୋଗ କରାଯାଇଥିବା ଏହି ମିଶନକୁ ଜିଏସଏଲବି […]
ଉତ୍ତର ପ୍ରଦେଶ ଆଲିଗଡର ଜଣେ ମୁସଲମାନ ମହିଳା ଭାଜପାରେ ଯୋଗଦେବାରୁ ସେ ଭଡା ରହୁଥିବା ଘରର ମାଲିକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଘର ଖାଲି କରିବାକୁ କହିଛନ୍ତି। ଆଉ ଏହାକୁ ନେଇ ଏବେ ପୋଲିସରେ ଅଭିଯୋଗ ଦାଖଲ କରାଯାଇଛି। ସୂଚନାଯୋଗ୍ୟ, […]
ଭାରତୀୟ କ୍ରିକେଟର ପ୍ରିନ୍ସ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି 47 ବର୍ଷରେ ପଦାର୍ପଣ କରିଛନ୍ତି । ଜୁଲାଇ ; 1972 ମସିହାରେ ପଶ୍ଚିମବଙ୍ଗର କଲିକତାରେ ଜନ୍ମଗ୍ରହଣ କରିଥିଲେ ସୌରଭ । ଭାରତୀୟ କ୍ରିକେଟ୍କୁ ଏକ ନୂତନ ଦିଶା ପ୍ରଦାନ କରିଥିବା […]
କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାର ଏବେ ସଂକଟରେ । ବିଗତ ଏକ ସପ୍ତାହ ଧରି କର୍ଣ୍ଣାଟକ ରାଜନୀତିରେ ଇସ୍ତଫା ରାଜନୀତି ଚାଲିଥିବା ବେଳେ ଶେଷରେ ବିଦ୍ରୋହୀ କଂଗ୍ରେସ ବିଧାୟକ କୁମାରସ୍ବାମୀ ସରକାରରୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ […]
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଏହି ନିର୍ବାଚନ ପାଇଁ ଆଜି ନବୀନ ନିବାସରେ ବୈଠକ ଚାଲିଛି । ଆସନ୍ତା ୨୦ରେ ପାଟକୁରା ନିର୍ବାଚନରେ ସିଧାସଳଖ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ଲଢେଇ ହେବ । […]
ଜଣେ ଗ୍ରାହକଙ୍କୁ ଭୁଲ ଖାଦ୍ୟ ପରିବେଷଣ କରୁଥିବା ଅଭିଯୋଗରେ ଜୋମାଟୋକୁ ୫୫ ହଜାର ଟଙ୍କାର ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ଜଣେ ଶାକାହାରୀ ଗ୍ରାହକଙ୍କୁ ପନୀର ବଦଳରେ ଚିକେନ୍ ପ୍ରଦାନ କରାଯାଇଥିବାରୁ ଏକ ଉପଭୋକ୍ତା ଅଦାଲତ ଜୋମାଟୋ ଏବଂ ଉପରୋକ୍ତ ହୋଟେଲ […]
ରଥଯାତ୍ରା ଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ । ରଥଯାତ୍ରାରେ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିର ଯାଇଥିବାବେଳେ ପତ୍ନୀ ଶ୍ରୀଲକ୍ଷ୍ମୀ ସାଆନ୍ତାଣୀଙ୍କୁ ବଡ଼ ଦେଉଳରେ ଛାଡ଼ି ଦେଇଆସିଛନ୍ତି । ହେଲେ ୯ […]