ଆଜି ଦୁବାଇ ଠାରେ ଆଇସିସିର ମହତ୍ବପୂର୍ଣ୍ଣ ବୈଠକ ବସୁଛି। ଏହି ବୈଠକରେ ବିଶ୍ଵକପ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ନେଇ ଆଲୋଚନା ହେବ। ପାକିସ୍ତାନକୁ ଖେଳରୁ ବାସନ୍ଦ କରିବାପାଇଁ ସବୁ ସଦସ୍ୟଙ୍କ ଠାରୁ ମତାମତ ନେବାର ସୂଚନା ରହିଛି। ବିଶେଷକରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ […]
ଭାରତରେ ପାଦ ଦେଲେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ସବୁ ଔପଚାରିକ ପ୍ରକ୍ରିୟା ପୂରା କରିବା ପରେ ଅଭିନନ୍ଦନଙ୍କୁ ରାତି ୯ଟା ୨୧ରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ହସ୍ତାନ୍ତର କରିଛି ପାକିସ୍ତାନ । ଅଟାରୀ-ୱାଘା ବର୍ଡର ଦେଇ ଅଭିନନ୍ଦନ ଭାରତରେ […]
ରାଉରକେଲାର ସେକ୍ଟର-୧୩ସ୍ଥିତ ଏୟାରପୋର୍ଟ ପଡ଼ିଆରେ ଅନୁଷ୍ଠିତ ଚାଷୀ ମହା ସମାବେଶରେ ଚାଷୀ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ଏଯାଏଁ ୩୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଆଗାମୀ ଦିନରେ ଆହୁରି ୧୦ […]
ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅନ୍ତିମ ଫିଲ୍ମ ‘ମମ୍’ ଚୀନ୍ରେ ରିଲିଜ୍ ହେବ । ଆସନ୍ତା ୨୨ ତାରିଖ ‘ମମ’ ଚୀନରେ ରିଲିଜ୍ ହେବାକୁ ଯାଉଛି। ଗତ ୨୪ ତାରିଖ ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଫିଲ୍ମଟି ୨୦୧୭ ଜୁଲାଇ ୭ […]
ଜାତୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ ତବୁଙ୍କୁ ଲସ୍ଏଞ୍ଜେଲ୍ଠାରେ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ରେ ସମ୍ମାନିତ କରାଯିବ । ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କ୍ରିଷ୍ଟିନା ମାରୁୱାଡା ସୂଚନା ଦେଇ କହିଛନ୍ତି ଯେ, ଭାରତୀୟ ସିନେମାରେ ତବୁଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ […]
ଭାରତରେ ପୁଣି ଜନସନ୍ ବେବି ପାଉଡ଼ର ଉତ୍ପାଦନ ଆରମ୍ଭ ହୋଇଯାଇଛି । ପରୀକ୍ଷା ନିରୀକ୍ଷା ପରେ ସରକାର କମ୍ପାନୀକୁ ପାଉଡ଼ର ଉତ୍ପାଦନ କରିବା ପାଇଁ ଅନୁମତି ଦେଇଛନ୍ତି । ସୂଚନାଯୋଗ୍ୟ ବେବି ପାଉଡ଼ରରେ କ୍ୟାନସର ତତ୍ୱ ଥିବା ଅଭିଯୋଗ ପରେ ଯାଞ୍ଚ […]
ବିଦେଶ ରାଜ୍ୟ ମନ୍ତ୍ରୀ ବି.କେ. ସିଂହ ଭାରତୀୟ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ପ୍ରତ୍ୟାବତ୍ତର୍ନକୁ ସ୍ଵାଗତ କରିବା ସହିତ ପାକିସ୍ତାନ ଶାନ୍ତି ପାଇଁ ନିଜ ପ୍ରତିବଦ୍ଧତାକୁ ମଜବୁତ୍ କରିବା ଉପରେ ପଦକ୍ଷେପ ନେବା ଉଚିତ୍ ବୋଲି ଏକ ଟ୍ଵିଟ୍ କରିଛନ୍ତି । ଏହା […]
ସବୁବେଳେ କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଏବେ ପୁଣିଥରେ ଟ୍ଵିଟ୍ କରି ଚର୍ଚ୍ଚାରେ ରହିଛନ୍ତି । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତିରେ ଚାଣକ୍ୟଙ୍କ ଏକ ବାକ୍ୟକୁ ଟ୍ଵିଟ୍ […]
ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସମୟରେ ଲୋକସଭା ନିର୍ବାଚନ ଠିକ୍ ସମୟରେ ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋଡା ସ୍ପଷ୍ଟ କରିଛନ୍ତି । ନିର୍ବାଚନ ଆୟୋଗ ଖୁବ୍ ଶୀଘ୍ର ତାରିଖ ଘୋଷଣା କରିବ […]
ଭାରତୀୟ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଫେରାଇ ନେବା ନେଇ ରାଜନୀତି ଜୋର୍ ଚାଲିଛି । ଗୋଟିଏ ପଟେ ଭାରତୀୟ ବୀର ଯବାନଙ୍କ ଭାରତ ପ୍ରତ୍ୟାବର୍ତ୍ତନକୁ ନେଇ ଭାରତବାସୀ ଖୁସି ହେଉଛନ୍ତି । ଅନ୍ୟପଟେ ଆମର ରାଜନୈତିକ ବ୍ୟକ୍ତିବିଶେଷମାନେ ଟିପ୍ପଣୀ […]
ମାଟ୍ରିକ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ମାମାଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି । ବନ୍ଧୁଗାଁ ସରକାରୀ ସ୍କୁଲରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା […]
ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆବୁଧାବିରେ ହେଉଥିବା ୪୬ତମ ଅରଗାନାଇଜେସନ୍ ଅଫ୍ ଇସଲାମିକ କୋଅପରେସନର ବୈଠକରେ ସାମିଲ ହୋଇଛନ୍ତି । ସେ ଏହି ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି । ଏହି ଅବସରରେ ଏହି ଅଧିବେଶକୁ ସମ୍ବୋଧିତ କରି ସୁଷମା […]
ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ୍ ଶାହା ପୁଲୱାମା ଆକ୍ରମଣରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ମୌନ ରହିବା ଘଟଣାକୁ ନେଇ ପ୍ରଶ୍ନ କରିଛନ୍ତି । ଅମିତ୍ ଶାହା ଇମ୍ରାନ୍ ଖାନ୍ଙ୍କୁ ସମାଲୋଚନା କରି କହିଛନ୍ତି ଯେ, କେଉଁ ପରିସ୍ଥିତିରେ ଇମ୍ରାନ୍ […]
ଅନ୍ତରଷ୍ଟ୍ରୀୟସ୍ତରରେ ପାକିସ୍ତାନକୁ ଭାରତ ଘେରିବା ପରେ ଏବେ ଆମେରିକା ମଧ୍ୟ ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଆଜି ଆମେରିକା ପୁଣି ପାକର ଆତଙ୍କବଦୀ ସଂଗଠନ ଅଲ କାୟଦା ବିରୋଧରେ କଡା ପଦକ୍ଷେପ […]
ସୋମାଲିଆର ରାଜଧାନୀ ମୋଗାଦିଶୁରେ ତିନୋଟି କାର୍ ବିସ୍ଫୋରଣ ହୋବ ଫଳରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ସହାଫୀ ହୋଟେଲ୍ ଓ ସିବିଆଇ କାର୍ଯ୍ୟାଳୟ ପାଖରେ ତିନୋଟି କାର ବିସ୍ଫୋରଣ ହୋଇଥିଲା । […]
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଜାମ୍ମୁ ଓ କାଶ୍ମୀରରେ କିନ୍ତୁ ଭାରତୀୟ ସେନା ତାହାର ଅଭିଯାନ ବଜାୟ ରଖିଛି । ଆଜି ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ହିନ୍ଦୱାଡା ଅଂଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଭୀଷଣ […]
ଗତ ୨୬ ତାରିଖରେ ହୋଇଥିବା ଭାରତ ପକ୍ଷରୁ ଏୟାର୍ ଷ୍ଟ୍ରାଇକ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏୟାର ଷ୍ଟ୍ରାଇକ ପରେ ପ୍ରଧାନମନ୍ତ୍ରୀ ମୋଦି କୌଣସି ପ୍ରକାର ପାର୍ଟି ବୈଠକ ଡକାଇନଥିଲେ ତେଣୁ ବାୟୁସେନା ଅପରେସନର ସମ୍ପୂର୍ଣ୍ଣ […]
ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମସୁଦ ଅଜହର ପାକିସ୍ତାନରେ ଅଛି ବୋଲି ସ୍ୱୀକାର କଲେ ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସୀ । ତେବେ ମସୁଦ ଅଜହରର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେ ଘରୁ ବାହାରି ପାରୁନଥିବା ପ୍ରକାଶ କରିଛନ୍ତି ପାକ୍ […]
କ୍ରିତି ସାନୋନ୍ ଓ କାର୍ତ୍ତିକ ଆାର୍ଯ୍ୟନ୍ଙ୍କ ଅଭିନୀତ ରୋମାଣ୍ଟିକ କମେଡ଼ି ‘ଲୁକାଛପି’ ଆଜି ପରଦା ଉପରକୁ ଆସୁଛି । ଲକ୍ଷ୍ମଣ ଉତେକର୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଦିନେଶ୍ ଭିଜନ୍ ପ୍ରଯୋଜିତ କରିଛନ୍ତି । ଫିଲ୍ମର କାହାଣୀ ଲେଖିଛନ୍ତି ରୋଶନ୍ ଶଙ୍କର । […]
ମହାରାଷ୍ଟ୍ରର ଔରଙ୍ଗବାଦରେ ଚାଲିଥିବା ନବମ ଜାତୀୟ ହକି ଜୁନିୟର ବାଳକ ହକି ଚାମ୍ପିୟନଶିପରେ ଓଡିଶା ଦଳ ଉତ୍ତରପ୍ରଦେଶ ଦଳକୁ ପରାଜିତ କରି ଚାମ୍ପିୟନ ହୋଇଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ପେନାଲିଟ୍ ସୁଟ୍ଆଉଟ୍ ଟାଇବ୍ରେକରେ ଓଡ଼ିଶା ୪-୩ ଗୋଲ୍ରେ ଉତ୍ତରପ୍ରଦେଶକୁ ପରାସ୍ତ […]
ଆଜି ଝାରସୁଗୁଡା ଓ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡା ଓପିଜିସିରେ ୧୩୨୦ ମେଗାୱାଟ କ୍ଷମତା ସମ୍ପନ୍ନ ତୃତୀୟ ଓ ଚତୁର୍ଥ ସୁନିଟର ଉଦଘାଟନ କରିବେ । ଏଥି ସହ ସେ ଓପିଜିସିର ସୁନ୍ଦରଗଡରେ ରହିଥିବା ମନୋହରପାଲି […]