କେନ୍ଦ୍ରରେ ମହାମେଣ୍ଟ ସରକାର ଗଠନ କରିବ ବୋଲି କହିଛନ୍ତି ଶରଦ ଯାଦବ। ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ବିହାରରେ ମହାମେଣ୍ଟର ନିର୍ବାଚନୀ ପ୍ରଚାରର ଦାୟିତ୍ବ ନେଇଥିବା ଯାଦବ ଏହା କହିଛନ୍ତି। ନିଜର ନୂତନ ରାଜନୈତିକ ଦଳ ଲୋକତାନ୍ତ୍ରିକ ଜନତା ଦଳ ଗଠନ […]
ଦେଶକୁ ଚୁକ୍ତିଭିତ୍ତିକ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଜଣେ ଉତ୍ତମ ପ୍ରଧାନମନ୍ତ୍ରୀ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ମୁଖତାର ଆବାସ ନକ୍ଭୀ କହିଛନ୍ତି। ସୋମବାର ଦିନ ନକ୍ଭୀ କହିଛନ୍ତି, ରିମୋଟ କଣ୍ଟ୍ରୋଲ ଦ୍ବାରା ପରିଚାଳିତ ହେଉଥିବା ପ୍ରଧାନମନ୍ତ୍ରୀ କଂଗ୍ରେସକୁ […]
ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ ୩୭ ରନ୍ରେ ମୁ୍ମ୍ବାଇକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ଭାରତୀୟ ଯୁବ ଓ୍ବିକେଟ ରକ୍ଷକ ଋଷଭ ପନ୍ତ ୨୭ ବଲ୍ରୁ ଅପରାଜିତ ୭୮ରନ୍ କସଂଗ୍ରହ କରିଥିଲେ। ପନ୍ତଙ୍କ ଏହି […]
କଂଗ୍ରେସ ନିର୍ବାଚନରେ ପୁଣି ଥରେ ଗରିବୀ ହଟାଓକୁ ନିର୍ବାଚନୀ ପ୍ରସଙ୍ଗ କରିଛି। ଆଜି ଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ୨୦% ଗରିବଙ୍କୁ ପ୍ରତି ବର୍ଷ ୭୨ ହଜାର […]
ସୁପ୍ରିମକୋର୍ଟ ଏସପି ନେତା ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ପୁଅ ଅଖିଳେଶ ଯାଦବ ବିରୋଧରେ ଆୟବର୍ହିଭୂତ ସଂପତ୍ତି ଠୁଳ କରିବା ମାମଲାରେ ସିବିଆଇକୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ କରିବା […]
ବିଜେପି ରାଜ୍ୟ ଉପସଭାପତି ପୀତାମ୍ବର ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବେ। ନବୀନ ପଟ୍ଟନାୟକଙ୍କ ପାରମ୍ପରିକ ଆସନ ହିଞ୍ଜିଳିରେ ପୀତାମ୍ବର ତାଙ୍କୁ ଟକ୍କର ଦେବେ ବୋଲି ସୂଚନା ରହିଛି। ବିଜେଡ଼ିର ଦୁର୍ଗ ତଥା ନବୀନଙ୍କ ଆସନ ପାଇଁ ପୀତାମ୍ବରକୁ ହିଞ୍ଜିଳି ଆସନରୁ […]
ଉତ୍ତରପ୍ରଦେଶରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ସରକାରୀ ଚାକିରିଆର ମାନ୍ୟତା ଦେବା ନେଇ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସମଗ୍ର ରାଜ୍ୟରେ ସରକାରଙ୍କ ବିରୋଧରେ ଅଙ୍ଗନଓ୍ବାଡି କର୍ମୀଙ୍କ ମଧ୍ୟରେ ବିରାେଧାଭାସ ରହିଥିବା ବେଳେ ଏହି କର୍ମୀଙ୍କୁ ମାନ୍ୟତା ଦେବାର ଏହା ପ୍ରକୃଷ୍ଟ ସମୟ […]
ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ସୁବାସ ଚୌହାନ ଗତଥର ବିଜେପି ଟିକେଟ୍ରେ ବରଗଡ଼ ଲୋକସଭା ଆସନରୁ […]
ଚଳିତ ସାଧାରଣ ନିର୍ବାଚନରେ ମେଣ୍ଟ ରାଜନୀତି ଜୋର୍ ଧରିଛି। ଉତ୍ତରପ୍ରଦେଶରେ ବିଏସ୍ପି-ଏସ୍ପି ମେଣ୍ଟ କରିଥିବାବେଳେ ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ଓ କଂଗ୍ରେସ ମେଣ୍ଟ ହେବା ନେଇ ଚର୍ଚ୍ଚା ବହୁଦିନରୁ ଲାଗି ରହିଛି । ତେବେ ଏହାକୁ ନେଇ ଆଜି ଚୂଡ଼ାନ୍ତ […]
ରାଜ୍ୟ ସରକାରଙ୍କ କୃଷି ଓ କୃଷକମାନଙ୍କ ପାଇଁ ‘କାଳିଆ ଯୋଜନା’ର ଟଙ୍କାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବା ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଏହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପି ବିଜେଡ଼ିକୁ […]
‘ଚୌକିଦାର’କୁ ନେଇ ଜାତୀୟ ରାଜନୀତି ଏବେ ବେଶ୍ ସରଗରମ୍। କଂଗ୍ରେସ ‘ଚୌକିଦାର ଚୋର୍ ହୈ’ ନାରା ଲଗାଉଥିବାବେଳେ ଏହି ନାରାକୁ ବିଜେପି ତା’ର ନିର୍ବାଚନୀ ଆୟୁଧ କରିଛି। ‘ମେ ଭି ଚୌକିଦାର’ର ଅଭିଯାନ ଆରମ୍ଭ କରି ନିର୍ବାଚନ ପ୍ରଚାର କରୁଛି। ପ୍ରଧାନମନ୍ତ୍ରୀ […]
କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ବିଶ୍ବକପ୍ ଏବଂ ଆସେସ୍ ସିରିଜ୍ ନିମନ୍ତେ ଦୁଇ ବୋଲିଂ କୋଚ୍ ନିଯୁକ୍ତ କରାଯାଇଛି। ଆଡାମ୍ ଗ୍ରିଫିଥ୍ ଏବଂ ଟ୍ରୟ କୁଲିଙ୍କୁ ସହକାରୀ କୋଚ୍ ଭାବରେ ଦଳରେ ସାମିଲ କରାଯାଇଥିବା ଜଣାପଡିଛି। ଆସନ୍ତା ମେ ୩୦ରୁ ଇଂଲଣ୍ଡ ଏବଂ […]
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଅଭିନୀତ ଚଳଚିତ୍ର ‘ଛପାକ୍’ର ଫାଷ୍ଟଲୁକ୍ ପୋଷ୍ଟର ରିଲିଜ ହୋଇଛି। ଏହି ଚଳଚିତ୍ରରେ ଦୀପିକା ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ନଜର ଆସିବେ। ମେଘନା ଗୁଲଜାର ଏହି ଚଳଚିତ୍ରର ନିର୍ଦ୍ଦଶନା ଦେଉଥିବା ବେଳେ […]
ଅତ୍ୟଧିକ ଓଜନ ଉତ୍ତୋଳନ କରିପାରୁଥିବା ୧୫ଟି ଚିନୁକ୍ ହେଲିକପ୍ଟର୍ରୁ ପ୍ରଥମ ଚାରିଟିକୁ ସୋମବାର ଦିନ ଚଣ୍ଡିଗଡ଼ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି। ବାୟୁସେନା ମୁଖ୍ୟ ମାର୍ସାଲ୍ ବିଏସ୍ ଧନୋଆ ଏହି ହେଲିକପ୍ଟର୍ଗୁଡ଼ିକୁ ବାୟୁସେନାରେ ସାମିଲ କରାଯାଇଛନ୍ତି। ସମୁଦ୍ର ପତ୍ତନ ଠାରୁ ବହୁ […]
ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ୨ ଲେକସଭା ଏବଂ ୯ ବିମଧାନସଭା ଆସନ ନିମନ୍ତେ ପ୍ରର୍ଥୀପତ୍ର ଘୋଷଣା କରାଯାଇଛି । ଏହି ପ୍ରାର୍ଥୀ ଘୋଷଣାରେ ଦଳରେ ନୂତନ ଭାବେ ଯାେଗଦେଇଥିବା ତଥା ଅନ୍ୟ ରାଜନୈତିକ ଦଳରୁ ଆସିଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ […]
ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଆଜି ବିଜେପିରେ ମିଶିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେ କନ୍ଧମାଳ […]
ଆଇପିଏଲ୍ର ଦ୍ବିତୀୟ ଦିବସରେ କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ହାସଲ ସହିତ ଅଭିଯାନ ଆରମ୍ଭ କରିଛନ୍ତି। କେକେଆର ସନରାଇଜର୍ସ ହାଇଦ୍ରାବାଦକୁ ୬ଓ୍ବିକେଟ୍ରେ ପରାସ୍ତ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୩୭ ରନ୍ରେ ପରାସ୍ତ କରିଥିଲା। […]
ଆଜି ସନ୍ଧ୍ୟା ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମ ଓ ଦ୍ବିତୀୟ ପର୍ୟାୟ ପାଇଁ ନିଜ ଦଳର ଦ୍ବିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବଲାଙ୍ଗୀର – ଅର୍କେଶ ନାରାୟଣ ସିଂହଦେଓ ପଟାଙ୍ଗି – ପ୍ରୀତମ ପାଢୀ ଲୋଇସିଂହା – […]
ପାଞ୍ଚ ଥର ଆଜଲାନ ଶାହ ଟୁର୍ଣ୍ଣାମେଣ୍ଟ ଜିତିଥିବା ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ମ୍ୟାଚ୍ ଅମୀମାଂସିତ ଭାବରେ ଶେଷ ହାେଇଛି । ବର୍ଷାହାେଇ ମ୍ୟାଚ୍ ବନ୍ଦହେବା ପୂର୍ବରୁ ଭାରତ ୧-୦ରେ ଆଗୁଆ ରହିଥିଲା । ମାତ୍ର ମ୍ୟାଚ୍ର […]
ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ଯୋଗ ଦେଇ ପ୍ରକାଶ ମିଶ୍ର ପଦ୍ମ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ପୂର୍ବତନ ଜଳେଶ୍ବର ବିଧାୟକ […]
ଚଳିତ ଆଇପିଏଲରେ ରବିବାର ଦୁଇଟି ହାଇଭୋଲଟେଜ ମ୍ୟାଚ ଖେଳାଯିବ। ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଦିବସର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ କେକେଆର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍ ଜିତି ପ୍ରଥମେ ଫିଲ୍ଡିଂ […]