ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 5734ରେ ପହଞ୍ଚିଥିବାବେଳେ 166ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି କେନ୍ଦ୍ର ଓ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ । ଗତ 24 […]
ନୂଆଦିଲ୍ଲୀ : କରୋନା ଯୋଗୁଁ ବିଶ୍ବ ବେକାବୁ ହୋଇପଡିଛି । ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୟାନକ ଭାଇରସ୍ ବିଶ୍ବର ସମସ୍ତ ରାଷ୍ଟ୍ରରେ ନିଜର କାୟା ବିସ୍ତାର କରି ସାରିଛି । ବିଶ୍ବର ସର୍ବ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା […]
ଆମେରିକା : କରୋନା ଭାରଇସ୍ ଚିକିତ୍ସାରେ ଉପଯୋଗ ହେଉଥିବା ଔଷଧ ହାଇଡ୍ରୋକ୍ସିକ୍ଲୋରାକୁଇନ୍ର ରପ୍ତାନୀ ଅନୁମତି ମିଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତର ଧନ୍ୟବାଦ କରିଛନ୍ତି । ଟୁଇଟ୍ ଯୋଗେ ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ, ସଂକଟ ସମୟରେ ବନ୍ଧୁମାନଙ୍କ […]
ନୂଆଦିଲ୍ଲୀ: ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ। ଗତ 24 ଘଣ୍ଟାରେ ଦୁଇ ହଜାର ଟପିଲା ମୃତ୍ୟୁ ସଂଖ୍ୟା। ଆମେରିକାରେ କରୋନା ରୋଗୀଙ୍କ ସଂଖ୍ୟା 4ଲକ୍ଷକୁ ଟପିଲାଣି। ସେହିପରି ମୃତ୍ୟୁ ସଂଖ୍ୟା 12ହଜାରକୁ ଟପିଛି। ସେହିପରି ଆମେରିକାରେ 21,674ଜଣ ସୁସ୍ଥ ହୋଇଛନ୍ତି। ଆମେରିକାରେ […]
ବ୍ରିଟେନ୍ : କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗତକାଲି ଜନସନ୍ଙ୍କୁ ସେଣ୍ଟ ଥୋମାସ ହସ୍ପିଟାଲକୁ ନିଆଯାଇଥିଲା। ଏବେ ତାଙ୍କୁ […]
ନୂଆଦିଲ୍ଲୀ : ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ପୃଥିବୀର 208ଟି ଦେଶକୁ ବ୍ୟାପି ସାରିଛି। ଏହି ଭାଇରସ୍ କବଳରେ ଭାରତ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହି ମହାମାରୀ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା 100 […]
ନ୍ୟୁୟର୍କ : ବାଘୁଣୀ ଦେହରେ କରୋନା ପଜିଟିଭି । ପ୍ରଥମ ଥର ପାଇଁ ବାଘୁଣୀ ପରି ପଶୁ ଦେହରେ କରୋନା ପଜିଟିଭିକୁ ଚିହ୍ନଟ କରାଯାଇଛି । ନ୍ୟୁୟର୍କର ବ୍ରୋନକ୍ସ ଚିଡିଆଘରେ ମାଲେସିଆରୁ ଆସିଥିବା ଚାରି ବର୍ଷ ବାଘୁଣୀ ଦେହରେ କରୋନାକୁ ଚିହ୍ନଟ […]
କରୋନା ଭାଇରସ୍ ଏବେ ସାରା ଦୁନିଆରେ ନିଜର ପ୍ରକୋପ ଜାରି ରଖିଛି । ଦୁନିଆରେ 12 ଲକ୍ଷରୁ ଅଧିକ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି 70,000ରେ ପହଞ୍ଚିଛି । ସେହିପରି ଏହି ରୋଗରୁ 2,62,486ଜଣ ସୁସ୍ଥ ହୋଇଛନ୍ତି । […]
ନୂଆଦିଲ୍ଲୀ, କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶରେ ମାସ୍କର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେହି ଚାହିଦା ପୂରଣ କରିବାକୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍.ଆର.ଏଲ୍.ଏମ୍) ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଛି । ଦେଶର 24 ଟି ରାଜ୍ୟର 399 ଜିଲ୍ଳାରେ […]
ନ୍ୟୁୟର୍କ : କରୋନା ସଙ୍କ୍ରମିତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ତଥା ଗାୟିକା ପିଙ୍କ । ତେବେ ନିଜେ କରୋନା ସଙ୍କ୍ରମଣରୁ ସୁସ୍ଥ ହେବା ପରେ ଏହି ଅଭିନେତ୍ରୀ ଜଣକ ୧ ମିଲିୟନ୍ ଡଲାର (୭.୬ କୋଟି) ଟଙ୍କା ପ୍ରଦାନ […]
ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କ୍ରମଣକୁ ନେଇ ସରକାରଙ୍କ ପକ୍ଷରୁ ନୂତନ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଦେଶର ୪୪ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ବୟସ ୨୧ରୁ ୪୦ ମଧ୍ୟରେ ରହିଛି । ଯୁବପିଢି ଏହି ଭାଇରସ୍ […]
ନୂଆଦିଲ୍ଲୀ : କରୋନାକୁ ନେଇ ସମଗ୍ର ଦେଶରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀପ ଜଳାଇବା ଫଣ୍ଡାକୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଦୀପଦାନ ଦ୍ୱାରା ଦେଶରେ କରୋନାକୁ ଲାଗି ରହିଥିବା […]
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଯୋଗୁଁ ହାହାକାର ଲାଗିରହିଥିବାବେଳେ ବିଶ୍ବର ବହୁ ଦେଶ ଏବେ ଏହି ମହାମାରୀ କବଳରେ । ଏବେ ଏହି ଭୟାନକ କରୋନା କବଳରେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର । ଏହି ରାଷ୍ଟ୍ରରେ ବିଶ୍ବର ସର୍ବାଧିକ […]
କଟକ, ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଥିପାଇଁ ବିଭିନ୍ନ ହସପିଟାଲ କର୍ତ୍ତୁପକ୍ଷ ଚିନ୍ତାରେ ପଡିଯାଇଛନ୍ତି। ଅନ୍ୟ ରୋଗୀମାନେ ଯେପରି ପ୍ରଭାବିତ ନ ହେବେ ସେଥିପାଇଁ କଟକ ଏସସିବି ହସପିଟାଲ ତରଫରୁ ନିଆଯାଇଛି ନୂଆ ନିଷ୍ପତି। ନିଷ୍ପତି ଅନୁସାରେ […]
ନୂଆଦିଲ୍ଲୀ : ଦେଶରେ କରୋନାର ବର୍ଦ୍ଧିତ ସଙ୍କଟ କାରଣରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପ ରାଜ୍ୟପାଳଙ୍କ ସହିତ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ସହିତ ଉପ ରାଷ୍ଟ୍ରପତି ଏମ୍ […]
ମୁମ୍ବାଇ : କରୋନା ମୁକାବିଲା ପାଇଁ ମୋବାଇଲ୍ କମ୍ପାନୀ ସିମେନ୍ସ ଇଣ୍ଡିଆ ପକ୍ଷରୁ ୨୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ନୋକିଆର ପ୍ୟାରେଣ୍ଟ କମ୍ପାନୀ ସିମେନ୍ସର ଭାରତୀୟ କାର୍ଯ୍ୟାଳୟ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ତିନି ଜଣ ନୂତନ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି । ଭୁବନେଶ୍ୱରର ବମିଖାଲ ଅଞ୍ଚଳରୁ ଏହି ତିନି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି […]
ନୂଆଦିଲ୍ଲୀ : କରୋନା ଭାଇରସ୍ ସଙ୍କ୍ରମଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂତନ ସୂଚନା ପ୍ରକାଶ କରାଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୩୩୬ଟି ନୂତନ ସଂକ୍ରମଣ ମାମଲା ସମ୍ମୁଖକୁ ଆସିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୧ରେ […]
ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ଇମ୍ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଖୁବ ଶିଘ୍ର ପ୍ରସ୍ତୁତ କରିବ କୋଭିଡ-19 ଭାକସିନ୍। ଏନେଇ କଂପାନୀ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ଘୋଷଣା କରାଯାଇଛି। ପ୍ରବାସୀ ଭାରତୀୟ ଡକ୍ଟର ସୁଜୟ ସିଂ ଦ୍ବାରା […]
ଇରାନ୍ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ 9 ଲକ୍ଷ ପାର କରି ସାରିଲାଣି । ସେହିପରି ଏହି ରୋଗରେ ମୃତ୍ୟୁ ସଂଖ୍ୟା ପଚାଶ ହଜାର ଡେଇଁ ସାରିଛି । ଏହି ରୋଗରେ କବଳରେ କେବଳ ସାଧାରଣ ଲୋକେ ନୁହଁନ୍ତି ଦୁନିଆର […]
ସୀତାରାମ ଅଗ୍ରୱାଲ ବାଣପୁର: ସାରା ଦେଶରେ କରୋନା ମହାମାରୀ ରୋକିବା ପାଇଁ ଲକ ଡାଉନ ଚାଲିଥିବା ବେଳେ ଏଥିରେ ଜନଜୀବନ ଓ ଜୀବିକା ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଏହି ସମୟରେ ବହୁ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଦିନ ମଜୁରିଆ ତଥା […]