ରାଜ୍ୟ ଖବର

ଗଞ୍ଜାମ: ଅନ୍‌ଲାଇନ୍ ବେଟିଂ ଆପ୍‌ ଜରିଆରେ ଠକେଇ ଅଭିଯୋଗରେ ଗଞ୍ଜାମ ସାଇବର ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଝାଡ଼ଖଣ୍ଡର ଶତ୍ରୁଘ୍ନ କୁମାର ପାଣ୍ଡେ…

ଭୁବନେଶ୍ବର:  ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ଅତିଥି ୫ ଓରାଙ୍ଗଉଟାନ୍ ଶାବକ ନୂଆ ପରିବେଶ ସହ ଖାପଖୁଆଇ ନେଉଛନ୍ତି। କ୍ୱାରେଣ୍ଟାଇନ୍ ସେଲ୍‌ରେ ଥିବା ଏହି ଶାବକମାନଙ୍କ…

ଭୁବନେଶ୍ବର: ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ (ଏମ୍‌ଏମ୍‌ଡିଆର) ସଂଶୋଧନ ଆଇନକୁ ନେଇ ଓଡ଼ିଶା ରାଜନୀତି ସରଗରମ। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା…

କଟକ: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ କଟକରେ ଅଭାବନୀୟ ଘଟଣା ଘଟିଛି। ତାଳଦଣ୍ଡା କେନାଲରେ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଛନ୍ତି।…

ସୋର: ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଧାମରାରୁ ହାୱଡ଼ା ଯାଉଥିବା କୋଇଲା ବୋଝେଇ ଟ୍ରେନର ୮ଟି ବଗିରେ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହୋଇ ସେପ୍ଟେମ୍ବର ୨୧ ତାରିଖ ସନ୍ଧ୍ୟା ସୁଦ୍ଧା ଅବପାତରେ ଏବଂ ସେପ୍ଟେମ୍ବର ୨୩ ତାରିଖ…

ଭୁବନେଶ୍ୱର: ପିଆଇବି ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ରବିବାରଠାରୁ ପାଞ୍ଚଦିନିଆ ଆସାମ ଗସ୍ତ ଆରମ୍ଭ କରିଛି। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଉତ୍ତର-ପୂର୍ବାଞ୍ଚଳରେ…

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଶନିବାର ସନ୍ଧ୍ୟାରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଧୀରେ ଧୀରେ ସମୁଦ୍ରରୁ ବଳ ଗୋଟାଉଛି। ତେବେ…

ଭୁବନେଶ୍ୱର: ପୁଲିସ୍ ବାବୁଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ। ଡ୍ୟୁଟି ସମୟରେ ରିଲ୍ସ କଲେ ହେବ ଆକ୍ସନ। ଡ୍ୟୁଟିରେ ଥିବା ବେଳେ ମୋବାଇଲ୍ କାଢ଼ି ନିଜ…

ଭୁବନେଶ୍ୱର: ଯାତ୍ରୀ ଓ ରେଳ କର୍ମଚାରୀମାନଙ୍କ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ପରିବେଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ରେଳ ଷ୍ଟେସନ ଓ ରେଳ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଓଏସଆରଟିସିର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ ଅନ୍ତର୍ଗତ ୨୦୨୬-୨୭ ଆର୍ôଥକ ବର୍ଷର ପ୍ରଥମ…

କଟକ: ବହୁଚର୍ଚ୍ଚିତ ଚୌଦ୍ୱାର ଜେଲ୍‌ରୁ କଏଦୀ ଫେରାର ଏବଂ କାଗଜପତ୍ର ଜାଲିଆତି ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଗିରଫଦାରୀରୁ ବଞ୍ଚିବା ପାଇଁ ଦୀର୍ଘ ଦିନ ହେବ…

ଭୁବନେଶ୍ୱର: ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସମୁଦ୍ର ସର୍ବଦା ଅନିଶ୍ଚିତତାର ସ୍ଥାନ ହୋଇ ରହିଆସିଛି। ପାରାଦୀପରୁ ବାହାରୁଥିବା ଏକ ଡଙ୍ଗା ଭରପୂର…

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏନେଇ ପୁଲିସ ମହାନିର୍ଦ୍ଦେଶକ ସୁରକ୍ଷା…

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ଆଖୁଆପାଳ ପଞ୍ଚାୟତ ୩ନଂ କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀକୁ ପିଟିପିଟି ହତ୍ୟା କରିବା…

ଭୁବନେଶ୍ୱର: ଭୁବନେଶ୍ଵର ବୁଦ୍ଧମନ୍ଦିରର ବରିଷ୍ଠ ସଦସ୍ୟ ଡଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଭୁବନେଶ୍ଵର ବୁଦ୍ଧ ମନ୍ଦିରରେ ଚାଲିଥିବା ବ୍ୟବସାୟ ଓ ସ୍କୁଲ୍ ପଇସାରେ ହରିଲୁଟ୍ ଉପରେ, ଆଜି ୟୁନିଟ୍-୪…

ଭୁବନେଶ୍ୱର: ସୁଧ ଟଙ୍କା କାରବାରକୁ କେନ୍ଦ୍ର କରି ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଓଏଏସ୍‌ ଅଫିସରଙ୍କ ଘର ଆଗରେ ପେଟ୍ରୋଲ ଢାଳି ନିଆଁ ଲଗାଇ…

ଭୁବନେଶ୍ୱର: ଦୀର୍ଘଦିନର ମହାନଦୀ ଜଳ ବିବାଦର ସମାଧାନ ଖୁବଶୀଘ୍ର ହେବାକୁ ଯାଉଛି। ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଏହି…

ରଣପୁର: ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ପରୀକ୍ଷା ରବିବାର ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସୁଚାରୁ…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ତାରାତାରିଣୀ ମହାବିଦ୍ୟାଳୟରେ ଅଧ୍ୟୟନରତ ଯୁକ୍ତ ତିନି ଛାତ୍ର ସୁମିତ୍ କୁମାର ମିଶ୍ର ରୁଷିକୁଲ୍ୟା ନଦୀର ସ୍ରୋତରେ…

ଅକ୍ଷୟ ଉପନ୍ୟାସ ପୁରସ୍କାର: ଉପନ୍ୟାସ ଲେଖିବା ହେଲା ଏକ କଠିନ ଅଧ୍ୟବସାୟ କାର୍ଯ୍ୟ । ଗୀତ, କବିତା ଲେଖା ସୁନା ରୂପା ଜରି କାମ କିନ୍ତୁ ଉପନ୍ୟାସ…