କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଶିକ୍ଷା, ସୁରକ୍ଷା ଓ ରୋଜଗାର ସମସ୍ତଙ୍କ ଅଧିକାର । ଏବିଭିପି ଗଞ୍ଜାମ ପକ୍ଷରୁ ଗୁରୁବାର ଏକ ଛାତ୍ର ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ଓ ସମସ୍ତ ମହାବିଦ୍ୟାଳୟରେ ଖାଲି ରହିଥିବା […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ପଞ୍ଚଦୋଳ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ପଲଟଣ ପଡିଆର ଛାୟା ମଣ୍ଡପ ଠାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବାଣପୁର ତହସିଲଦାର ମନ୍ମଥ ବେହେରା ଏହି ବୈଠକର ସଭାପତିତ୍ବ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଓଡ଼ିଶା ନାଗରିକ ସମାଜ ଓ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ପଦ୍ମଶ୍ରୀ ଇନ୍ଦ୍ର ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସୁସମ୍ପର୍କ ସ୍ଥାପନ, କଳା, […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ଗୌରବମୟ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଅବ୍ୟବସ୍ଥା ଦିନକୁ ଦିନ ରସାତଳ ହେବାକୁ ନେଇ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଡ଼ାକ୍ତରଙ୍କ ଅଭାବ ସଂପୂର୍ଣ୍ଣ ମଣିଷକୃତ ଏକ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ହଳଦିଆପଦର ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ୧୩ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ଗତ ଫେବୃୟାରୀ ୨, ୨୦୧୬ରୁ ଉଦ୍ଘାଟନ କରିଥିଲେ। ଇତିମଧ୍ୟରେ ପ୍ରାୟ ୪ ବର୍ଷ ବିତିଗଲାଣି। ବସ୍ଷ୍ଟାଣ୍ଡ ସ୍ଥାନାନ୍ତର […]
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଥାନା ତେରବେଡା ଗ୍ରାମଠାରେ ପୋଲିସ୍ ୩ କେଜି ଗଂଜେଇ ସହ ଗୋଟିଏ ମଟର ସାଇକେଲ ଜବତ କରିବା ସହ ୨ ଜଣଙ୍କୁଗିରଫ କରିଛି। ପ୍ରକାଶ ଯେ ରେଢାଖୋଲ ପୋଲିସ୍ ତେରବେଡା ଗ୍ରାମରେ ଗାଡି ଯାଂଚ କରୁଥିବା […]
କୃଷ୍ଣ ଚନ୍ଦ୍ର ସୁଆଁସିଆ ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମରେ ଗଢିଉଠିଥିବା ଭାରତ ସରକାରଙ୍କ ଯୁବ କ୍ରୀଡା ଓ ବ୍ୟାପାର ଅଧିନ ନେହେରୁ ଯୁବ ତରଫରୁ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାପତି, ସମ୍ପାଦକ ଓ ଆଶାୟୀ ଯୁବ ନେତୃତ୍ବ ମାନଙ୍କୁ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: ଦାଦା ବଟିକୁ ନେଇ ଜନୈକ ଯୁବକ ବଳିଆ ଗ୍ରାମର ବାପୁଜୀ ବିଦାପୀଠ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗିଦେଇଥିବା ନେଇ କୁଜଙ୍ଗ ଥାନାରେ ଅଭିଯୋଗ ହୋଇଛି। ଏନେଇ ଠିକାଦାର ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ […]
କୃଷ୍ଣ ଚନ୍ଦ୍ର ସୁଆଁସିଆ ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ଇଂରାଜୀ ବିଭାଗର ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସହିତ ପାଠଚକ୍ର ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ପାଢ଼ୀଙ୍କ […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମଣ୍ଡାସାହି ପଞ୍ଚାୟତ ଅଫିସରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ପରିଚାଳିତ କାର୍ଯ୍ୟକ୍ରମରେ ଜଗତସିଂହପୁର ବିଡିଓ ସାଗର କୁମାର ନନ୍ଦ, […]
ସମୀକ୍ଷା ବ୍ୟୁରୋ ଶେରଗଡ : ଶେରଗଡ଼ ବ୍ଲକ ଅନ୍ତର୍ଗତ କୁରୁଳା ସ୍ଥିତ ସରକାରୀ କୁରୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ହିଞ୍ଜିଳିକାଟୁ ଶାଖା ତରଫରୁ ଚଳିତ ବର୍ଷ ପରୀକ୍ଷା ଦେଉଥିବା ବିଦ୍ୟାର୍ଥୀଙ୍କୁ ପୁଷ୍ପ,ଚନ୍ଦନରେ ବନ୍ଦାପନା କରି ଅଭିନନ୍ଦନ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦିନିକିଆ ଗଂଜାମ ଜିଲ୍ଲା ଗସ୍ତ କରିଥିଲେ। ଗାନ୍ଧିନଗର ସ୍ଥିତ କଂଗ୍ରେସ ଭବନରେ ବୈଠକରେ ଯୋଗଦେଇ ଗଂଜାମ, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ କଂଗ୍ରେସର ସାଙ୍ଗଠନିକ ସ୍ଥିତିକୁ […]
ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର: ବୁଧବାର ଦିନ ଅଟୋରୁ ଖସି ପଡି ୫ ବର୍ଷର ଛାତ୍ରର ମୃତ୍ୟୁ ଘଟିଛି। ସ୍କୁଲପିଲାଙ୍କୁ ନେଇ ଯାଉଥିବା ଅଟୋରୁ ଖସିପଡିଛି ୫ ବର୍ଷର ଶିଶୁ। ଦିଗପହଣ୍ଡି ନିକଟ ତିଳେଶ୍ବର ରାମମନ୍ଦିର ନିକଟରେ ଛାତ୍ରଜଣକ ଖସିପଡିଥିଲେ। ଦିଗପହଣ୍ଡିର ଏକ […]
ଭୁବନେଶ୍ୱର, ଭୀମଟାଙ୍ଗି ପ୍ରଜାପତି ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାର ଓ ବ୍ରହ୍ମକୁମାରୀ ମାନଙ୍କ ଦ୍ୱାରା ସୁନ୍ଦରପଦା ପାଲା ମଣ୍ଡପରେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହତ୍ସୋବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ‘ମହାଶିବରାତ୍ରିର ମହାନ ତତ୍ତ୍ବ’ ଶୀର୍ଷକ ଆଧ୍ୟାତ୍ମିକ ଆଲୋଚନା […]
କନ୍ଦର୍ପ ବେହେରା ରେଢାଖୋଲ: ଓଡିଶାରେ ବହୁ ପର୍ଯ୍ୟଟନସ୍ଥଳୀ ରହିଛି । ସରକାରଙ୍କ ଉଦାସୀନତା ହେଉ ବା ରାଜନୈତିକ ଇଚ୍ଛାଶକ୍ତିର ଅଭାବଯୋଗୁଁ ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ଲୋକଲୋଚନକୁ ଆସିପାରୁନାହିଁ। ସରକାରଙ୍କର ପର୍ଯ୍ୟଟନ ବିଭାଗର ଅଧିକାରୀମାନଙ୍କର ଆନ୍ତରିକତାର ଅଭାବ ଯୋଗୁଁ ଅବହେଳିତ ଅବସ୍ଥାରେ ଥିବା […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ବିଭିନ୍ନ ନଦୀପଠାରୁ ଦୈନିକ ଶହଶହ ବାଲି ଆନ୍ଧ୍ରକୁ ଚୋରାଚାଲଣ ହେଉଥିବା ଅଭିଯୋଗ ହେଉଛି। ଯେତିକି ପରିମାଣରେ ବାଲି ନେବା କଥା ସେତିକି ପରିମାଣରେ ବାଲି ନନେବା ସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଏମାନେ ଖୋଲାଖୋଲି […]
ସମୀକ୍ଷା ବ୍ୟୁରୋ ଉଦଳା : ଘର ଭିତରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଶରତ ଥାନା ରୁଗୁଡି ଗାଁରେ ଏକ ଘର ଭିତରୁ ଜଣେ ମହିଳାଙ୍କ ଶବକୁ ଉଦ୍ଧାର କରିଛି ପୋଲିସ୍ । ଘରୋଇ କଳିରୁ ଗତ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କୃଷିଜାତ ପଦାର୍ଥର ମାର୍କେଟିଂ ସୁବିଧା ନଥିବାରୁ ଧାନ, ମୁଗ, ଚିନାବାଦାମ୍, ଲଙ୍କାମରିଚ ଓ ପନିପରିବା ଆଦି ଫସଲର ଅଭାବି ବିକ୍ରୀ ଯୋଗୁଁ ଗଂଜାମ ଜିଲ୍ଲାର ଚାଷୀ ପ୍ରତିବର୍ଷ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା […]
ରଞ୍ଜିତ୍ ପଣ୍ଡା ପାରାଦୀପ : ଆର୍ଥିକ ଅନଗ୍ରସର ମହିଳା ଓ ଯୁବତୀମାନଙ୍କୁ ସଶକ୍ତିକରଣ କରି ସ୍ବାବଲମ୍ବୀ କରିବାର ଲକ୍ଷ୍ୟ ରଖି ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ତରଫରୁ ସାହି ଏକ୍ସପୋର୍ଟର ମିଳିତ ସହଯୋଗରେ ଏକ ଦୁଇଦିନିଆ କର୍ମଶାଳା ପାରାଦ୍ବୀପସ୍ଥିତ ଜେଏସ୍ଡବ୍ଲ୍ୟୁ କାର୍ଯ୍ୟାଳୟରେ ଅନୁଷ୍ଠିତ […]
ରଞ୍ଜିତ୍ ପଣ୍ଡା ପାରାଦୀପ: ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ ସରକାର ବିଭିନ୍ନ ଦୃଢ ପଦକ୍ଷେପ ନେଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ତେରବର୍ଷ ଧରି ଡେପୁଟେସନରେ ରହି […]
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ପୌର ପରିଷଦ ଅଞ୍ଚଳ ମଧ୍ୟରେ ମାଲ ପରିବହନ କରୁଥିବା ଭାରୀଯାନ ଗୁଡିକ ଚଳପ୍ରଚଳ କରୁଥିବାରୁ ଟ୍ରାଫିକ୍ ସମସ୍ୟା ଏବଂ ଜନସାଧାରଣଙ୍କ ଗମନାଗମନର ଅସୁବିଧା ପରିଲକ୍ଷିତ ହେଉଅଛି । ଏଣୁ ଉପରୋକ୍ତ ଯାନ ଗୁଡିକ ଚଳପ୍ରଚଳ […]