Author: Samikhsya Bureau

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏହାର ଆଧିପତ୍ୟ ବଜାୟ ରଖି ୨୦୨୧ ଏପ୍ରିଲ୍ ମାସରେ ରାଜ୍ୟରେ ସର୍ବାଧିକ ୨.୬୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଏହା ସହିତ, ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଜିଓର ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୫୦,୦୦୦ ମାଇଲଖୁଂଟ ଅତିକ୍ରମ କରିବା ସହ ରାଜ୍ୟରେ ମୋଟ ଜିଓଫାଇବର ଗ୍ରାହକ ସଂଖ୍ୟା ୨୦୨୧ ଏପ୍ରିଲ୍ ୩୦ ସୁଦ୍ଧା ୫୪,୦୫୮ରେ ପହଂଚିଥିବା ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଓୟାରଲାଇନ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଓଡିଶାରେ ପ୍ରାୟ ୧.୪୬ କୋଟି ମୋବାଇଲ୍ ଗ୍ରାହକ ସହିତ ରାଜ୍ୟରେ ଟେଲିକମ୍ କ୍ଷେତ୍ରରେ ୪୨% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି…

Read More

ଭୁବନେଶ୍ବର: କୁହାଯାଏ ଲୋକଙ୍କ ନାମର ପ୍ରଥମ ଅକ୍ଷରରୁ ଜଣଙ୍କର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ମିଳିପାରିଥାଏ। ସେହିପରି କିଛି ଅକ୍ଷର ମଧ୍ୟ ପ୍ରଭାବଶାଳୀ ହୋଇଥା’ନ୍ତି। ଅଙ୍କଜ୍ୟୋତିଷ ଅନୁସାରେ ଇଂରାଜୀ ଅକ୍ଷର ଏ, ଜେ, ଓ, ଏସ୍‌ ବେଶ୍‌ ପ୍ରଭାବଶାଳୀ। ଏସ୍‌ ଅକ୍ଷର ଅଙ୍କ ୧ ବରାବର ହୋଇଥାଏ। ଯେଉଁଲୋକମାନଙ୍କର ନାମ ଇଂରାଜୀ ଅକ୍ଷର ଏସ୍‌ରୁ ଆରମ୍ଭ ହୋଇଥାଏ, ସେମାନେ ଜନ୍ମରୁ ବେଶ୍‌ ପ୍ରଭାବଶାଳୀ ହୋଇଥାନ୍ତି। ଏମାନଙ୍କ ପାଖରେ ନେତୃତ୍ବ ନେବାର କ୍ଷମତା ବହୁ ଅଧିକ ରହିଥାଏ। ଏହି ନାମର ଲୋକମାନେ ଜୀବନର ସବୁ କ୍ଷେତ୍ରରେ ସଫଳତା ପାଇଥା’ନ୍ତି। ଏସ୍‌ ଅକ୍ଷରର ବ୍ୟକ୍ତିମାନେ ବିଶ୍ବାସୀ ମଧ୍ୟ ହୋଇଥା’ନ୍ତି। କେବଳ ରୋମାଣ୍ଟିକ୍‌ ନୁହେଁ ବରଂ ପ୍ରକୃତିପ୍ରେମୀ ହୋଇଥାନ୍ତି। ଏହି ନାମର ଲୋକମାନଙ୍କ ହୃଦୟ ସଫା ହୋଇଥାଏ। ଏହି ଲୋକମାନେ ଯାହା ସହିତ ସାଥ୍‌ ଦିଅନ୍ତି ମରିବା ପର୍ଯ୍ୟନ୍ତ ତା’ ହାତ ଛାଡନ୍ତି ନାହିଁ। ତେବେ ଏହି ନାମର ବ୍ୟକ୍ତିମାନେ ନିଜ ଫିଲିଙ୍ଗସ୍‌କୁ ସ୍ପଷ୍ଟ ଭାବରେ କହିପାରନ୍ତି ନାହିଁ।…

Read More

କୋଟିପତିଙ୍କ ବିଦ୍ୟୁତ ଚୋରୀ, ସେ ହେଉଛନ୍ତି ଜଣେ ବ୍ୟବସାୟୀ ଆଉ ନେତା ମଧ୍ୟ। ତାଙ୍କ ପାଖରେ ଅଛି ରୋଲସ ରୟସ କଂପାନୀର ଗାଡି। ଯାହାର ମୁଲ୍ୟ ହେବ ପାଖାପାଖି 8 କୋଚି ଚଙ୍କା। ତାଙ୍କ ନାମରେ ଆସିଛି ବିଦ୍ୟୁତ ଚୋରୀ ଅଭିଯୋଗ। ତାହା ପୁଣି 34 ହଜାର ଟଙ୍କା ବିଦ୍ୟୁତ ବିଲ ବାକି ଥିବା ଅଭିଯୋଗ। ଥାନାରେ ମାମଲା ଋଜୁ ପରେ ବର୍ତ୍ତମାନ ପୋଲିସ ଏହାର ତଦନ୍ତ କରୁଛି। ଏହି ଅଭିଯୋଗଟି ମହାରାଷ୍ଟ୍ରର କଲ୍ୟାଣ ସହରରେ ରହୁଥିବା ପ୍ରତିଷ୍ଠିତ ବ୍ୟବସାୟୀ ତଥା ଶିବସେନା ନେତା ସଂଜୟ ଗାୟେକୱାଡଙ୍କ ନାମରେ ହୋଇଛି। ଏହାର ତଦନ୍ତ କରୁଛି ସ୍ଥାନୀୟ ପୋଲିସ। ଘଟଣା ଅନୁସାରେ ସଂଜୟଙ୍କ ନାମରେ 34 ହଜାର ଟଙ୍କାର ବିଦ୍ୟୁତ ବିଲ ବାକି ପଡିଛି ବୋଲି ବାରମ୍ବାର ତାଙ୍କ ନିକଟକୁ ବିଲ ଆସିଛି। ହେଲେ ସେ ଏହାକୁ ନ ଦେବାରୁ ମହାରାଷ୍ଟ୍ର ବିଦ୍ୟୁତ ବୋର୍ଡ ତାଙ୍କ ନାମରେ ମାମଲା ଋଜୁ କରିଛି। ଏହାକୁ…

Read More

ନୂଆଦିଲ୍ଲୀ, ଜାତୀୟ ଯୋଗ୍ୟତା ଏବଂ ପ୍ରବେଶ ପରୀକ୍ଷା- NEET ଆବେଦନ ପ୍ରକ୍ରିୟା ଆଜି ଅପରାହ୍ନ 5 ଟାରୁ NTA ୱେବସାଇଟ୍ ମାଧ୍ୟମରେ ଆରମ୍ଭ ହେବ | COVID ଆଇନକୁ କଡାକଡି ପାଳନ କରି ଏହି ପରୀକ୍ଷା 12 ସେପ୍ଟେମ୍ବରରେ ସାରା ଦେଶରେ କରାଯିବ ବୋଲି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଘୋଷଣା କରିଥିଲେ। ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ସହରରେ ପରୀକ୍ଷା କରାଯିବ ସେହି ସହର ସଂଖ୍ୟା 155 ରୁ 198 କୁ ବୃଦ୍ଧି କରାଯାଇ ସୁରକ୍ଷିତ ଦୂରତା ବଜାୟ ରଖିବା ନିୟମ ପାଳନ କରାଯାଇଛି। ଗତ ବର୍ଷର ତିନି ହଜାର 862 କେନ୍ଦ୍ର ତୁଳନାରେ ପରୀକ୍ଷା କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

Read More

ଭୁବନେଶ୍ବର, କେନ୍ଦ୍ର ସରକାର ଗତ ସାତ ତାରିଖରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ସହିତ ସଂପ୍ରସାର ମଧ୍ୟ କରିଛନ୍ତି। ଏଥିରେ ଯେଉଁମାନେ ଦକ୍ଷତା ପ୍ରତିପାଦନ କରାଇ ନାହିଁନ୍ତି ସେମାନଙ୍କୁ ମନ୍ତ୍ରୀ ମଣ୍ଡଳରୁ ଛୁଟି ପ୍ରଦାନ କରିଦେଇଛନ୍ତି। ସେଥିରେ ଓଡିଶାର ସାଂସଦ ପ୍ରତାପ ଷଡଙ୍ଗୀ ହେଉଛନ୍ତି ଜଣେ। ଏଥିରେ ମୋଦି ଯୁବ ନେତୃତ୍ୟକୁ ପ୍ରାଧାନ୍ୟ ଦେଇଛନ୍ତି। ସେହି ଆଧାରରେ ବର୍ତ୍ତମାନ ଓଡିଶାର ମନ୍ତ୍ରୀମଣ୍ଡଳର ରୂପରେଖ ମଧ୍ୟ ପରିବର୍ତ୍ତନ ହେବ। ଏଥର ଯେଉଁମାନେ ଅଯୋଗ୍ୟ ମନ୍ତ୍ରୀ ସେମାନଙ୍କୁ ମନ୍ତ୍ରମଣ୍ଡଳରୁ ଛୁଟି ଦିଆଯିବ। ତେବେ ଏହି ଆଯୋଗ୍ୟ ମନ୍ତ୍ରୀମାନେ କିଏ ସେ ନେଇ ତାଲିକା ପ୍ରସ୍ତୁତ କରୁଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କିଛିମାସ ତଳେ ନବୀନ ମନ୍ତ୍ରୀମାନଙ୍କର ପରୀକ୍ଷା ନେଇଥିଲେ। ସେହି ଆଧାରରେ କିଏ ପାଶ୍ , କିଏ ଫେଲ ହେବ ମାର୍କିଂ କରାଯାଉଛି। ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ବର୍ତ୍ତମାନ ନବୀନ କେତେ ଜଣ ଅଯୋଗ୍ୟ ତାଲିକା କରିଛନ୍ତି ତାହା…

Read More

ନୂଆଦିଲ୍ଲୀ, ଗତ ବର୍ଷ ଜାନୁୟାରୀ 29 ତାରିଖରେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ବାହାରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଯାଇଥିଲା। କେରଳର ଜଣେ ଛାତ୍ରୀ ଚୀନର ଉହ୍ୱାନ ସହରରୁ ଫେରିବା ପରେ ତାଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଫଳରେ ସେତେବେଳେ ଟେଷ୍ଟ କରିବା ପରେ କରୋନା ସଂକ୍ରାମିତ ବୋଲି ଜଣାପଡିଥିଲା। ବର୍ତ୍ତମାନ ଦେଢ ବର୍ଷ ପରେ ପୁଣି ଥରେ ସେହି ଛାତ୍ରୀ କରୋନା ସଂକ୍ରାମିତ ହୋଇଥିବାର ଜଣାପଡିଛି। କେରଳର ତ୍ରିଶୁର ଡାକ୍ତରଖାନାର ଡିଏମଆଇ କେ ଜି ରାନା କହିଛନ୍ତି ଯେ, ସେହି ଯୁବତୀଙ୍କର ପୁଣିଥରେ ପଜେଟିଭ ରିପୋର୍ଟ ଆସିଛି। ହେଲେ ଏଥର ତାଙ୍କ ଦେହରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ସେ ହୋମ କ୍ବାରଣ୍ଟାଇନରେ ଅଛନ୍ତି। ତାଙ୍କର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି। ତାଙ୍କ ପରିବାରରେ ଅନ୍ୟ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାହାଡିଆ ଅଞ୍ଚଳ ଏବଂ ବଜାରରେ ବୃଦ୍ଧି ପାଉଥିବା ଜନତାଙ୍କୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। କୋଭିଡ ନିୟମକୁ ଠିକ ଭାବେ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। କରୋନା ଜୀବାଣୁ ବିସ୍ତାର ପାଇଁ କୋଭିଡ ନିର୍ଦ୍ଦେଶାବଳୀକୁ କଡାକଡି କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଆସାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ଜୀବାଣୁ କ୍ରମାଗତ ଭାବରେ ଏହାର ରୂପ ପରିବର୍ତ୍ତନ କରୁଛି। ସେଥିପାଇଁ ଏହାର ପ୍ରକାର ଉପରେ ନଜର ରଖିବାର ଆବଶ୍ୟକତା ରହିଛି। କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଏହି ଟିକା ନେଇ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ଉତ୍ତର-ପୂର୍ବାଞ୍ଚଳର କେତେକ ଜିଲ୍ଲାରେ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୨ ହଜାର ୯୦୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୨୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୯ ଲକ୍ଷ ୭ ହଜାର ୨୮୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୦ ହଜାର ୭୮୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୬୩ ହଜାର ୭୨୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୩୧ ହଜାର ୩୧୫ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୭୨୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୭ ଜଣ, ବରଗଡ, ମୟୂରଭଞ୍ଜ ଜିଲ୍ଲାରୁ ୬ ଜଣ ଲେଖାଏଁ, ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ଏବଂ ପୁରୀ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ଯାଜପୁର, ନୟାଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ, ବଲାଙ୍ଗୀରି, କଟକ, ଢେଙ୍କାନାଳ, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ, ବାଲେଶ୍ଵର ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୩ ହଜାର ୬୭୫ କୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୯୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୧୭ ଜଣ ଚିହ୍ନଟ ହୋଇଥିବା ବେଳେ ୮୧୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୩ ହଜାର ୬୭୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୧୫ ହଜାର ୪୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୩ ହଜାର ୪୯୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୬୬୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୯୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୩୧ ଜଣ, କଟକ ଜିଲ୍ଲାରୁ ୨୨୦ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ମେଷ- ବୃତ୍ତିଗତ କ୍ଷେତ୍ରରେ କାହାକୁ ପ୍ରଭାବିତ କରିବା ପାଇଁ ତୁମେ ତୁମର କୈଶଳକୁ ବ୍ୟବହାର କରିବାକୁ ସମର୍ଥ ହେବ । ଅଧ୍ୟୟନ କ୍ଷେତ୍ରରେ ଗତି ବଜାୟ ରଖିବାରେ କୌଣସି ଅସୁବିଧା ହେବ ନାହିଁ । ଯେଉଁମାନେ ନିଜ ଜୀବନରେ ପ୍ରେମ ଖୋଜୁଛନ୍ତି ସେମାନେ କିଛି ଭଲ ଖବର ପାଇପାରିବେ । ସମ୍ପତ୍ତିର ମାଲିକାନା ଶୀଘ୍ର ଆଶା କରାଯାଏ । ଆପଣ ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେବେ । ରୋଗୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ସେବାରୁ ଶୀଘ୍ର ଆରାମ ଅନୁଭବ କରିବେ । ପରିବାରର ଜଣେ ଅଧ୍ୟୟନ କ୍ଷେତ୍ରରେ ନିଜର ଲକ୍ଷ୍ୟ ହାସଲ କରିବାକୁ ଯାଉଛନ୍ତି । ବୃଷ- ବୃତ୍ତିଗତ କ୍ଷେତ୍ରରେ ଆପଣଙ୍କର ଭଲ ଅବଦାନ ରହିବ। କ୍ୟାରିୟରର ଆଶା ବଢାଇବ। ଆପଣଙ୍କ ଆୟର ବୃଦ୍ଧି ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଫିଟ୍ ରହିବା ପାଇଁ ପାରମ୍ପାରିକ ପଦ୍ଧତି ଗ୍ରହଣ କରିପାରିବେ ।…

Read More

ଭୁବନେଶ୍ୱର, ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଦଧିମାଛ ଗାଡ଼ିଆ ତଥା ଦାରୁ କ୍ଷେତ୍ରରେ ଶ୍ରୀଜଗନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବେଢ଼ା ଭିତରେ କୋଭିଡ଼୍ କଟକଣାରେ ରଥଯାତ୍ରା ହୋଇଥିଲା । ଶ୍ରୀଜଗନ୍ନାଥ ମନ୍ଦିରରୁ ପହଣ୍ଡି କରି ରଥରେ ବିରାଜମାନ କରାଯାଇଥିଲା । ନୀତି ଅନୁସାରେ ମାନସ ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଛେରା ପହଁରା ସମ୍ପାଦନା କରାଯାଇ ଥିଲା । ଠାକୁରଙ୍କୁ ବିଧ ଅନୁଯାୟୀ ପୂଜା ପରେ ମନ୍ଦିର ବେଢ଼ାରେ ରଥ ଗଡ଼ିଥିଲା। ବିଧି ସଂପର୍ଣ୍ଣ ହେବା ପରେ ମନ୍ଦିର ପରିସରରେ ଏକ ଠାକୁର ଘରକୁ ଠାକୁରଙ୍କୁ ନିଆଯାଇଥିଲା । ଏହାକୁ ମଧୁସୂଦନ ବିଶ୍ୱାଳ, ଜୀବନଜୌତି  ମିଶ୍ର, ସୁଧୀର କୁମାର ମାନସିଂହ, ମହେଶ ପଟ୍ଟନାୟକ, ନୃସିଂହ ପଟ୍ଟନାୟକ ଓ ସଭ୍ୟମାନେ ପରିଚାଳଣା କରିଥିଲେ ।

Read More

ପୁରୀ, ବେଶ ଶାନ୍ତି ଶୃଙ୍ଖଳାର ସହିତ ଆଜି ତିନି ରଥ ଗୁଣ୍ଡିଚା ମନ୍ଦିର ସାମନା ଶରଧାବାଲିରେ ଦଣ୍ଡାୟମାନ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଯାତ୍ରାର ସମସ୍ତ ନୀତିକାନ୍ତି ସଂପର୍ଣ୍ଣ ହୋଇଥିଲା। ଆସନ୍ତାକାଲି ମଙ୍ଗଳବାରରେ ରଥ ଉପରେ ତିନିଠାକୁରଙ୍କ ବିଭିନ୍ନ ନୀତି ସଂପର୍ଣ୍ଣ କରାଯିବ। ଆସନ୍ତାକାଲି ଆଡପ ଅଭଡା ମଧ୍ୟ ପୂଜା କରାଯିବ। ଏହାପରେ ଅପରାହ୍ନରେ ତିନିଠାକୁରଙ୍କୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରାଯିବ। ତେବେ କୋଭିଡ କଟକଣା ପାଇଁ ଆଡପ ଦର୍ଶନ ବନ୍ଦ କରାଯାଇଛି। ଫଳରେ ଠାକୁର ନଅ ଦିନ ଧରି ଆଡପ ମଣ୍ଡପରେ ରହିବା ପରେ ବାହୁଡାରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।

Read More

ଭୁବନେଶ୍ୱର/ମୁମ୍ବାଇ, ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ କୋଭିଡ଼୍ କଟକଣାରେ ମନ୍ଦିର ବେଢ଼ାରେ ରଥରେ ପୂଜା ହୋଇଥିଲା। ଏହି ଅବସରରେ ଠାକୁରଙ୍କ ନୀତି ପୂଜା କରାଯିବା ସହ ଶ୍ରୀଜିଉଙ୍କ ନିକଟରେ ଓଡ଼ିଆ ପୁଅ ରାମ ପ୍ରସାଦ ମୁଦୁଲିଙ୍କ ଦ୍ୱାରା ଛେରା ପହଁରା କରାଯାଇଥିଲା। ଏହି ସ୍ଥାନରେ ଠାକୁରଙ୍କୁ ଦେଖିବାକୁ ବହୁ କଟକଣା କରାଯାଇଥିଲା। କେବଳ ପାରମ୍ପରିକ ଘଂଟ ବାଦ୍ୟରେ ପୂଜା କରାଯାଇଥିଲା। ଏଥିରେ ସତ୍ୟବ୍ରତ ପଟ୍ଟନାୟକ, ରତନ ପଟ୍ଟନାୟକ, ବିଭୂତି ରଥ, ଧର୍ମାନନ୍ଦ ପଢ଼ିହାରୀ, ରଞ୍ଜନ ରାୟ, ଜଗଦିଶ ନାୟକ, ମୁଖ୍ୟ ପୂଜକ ରଞ୍ଜନ ଶତପଥି ଓ ବସନ୍ତ ପଣ୍ଡା ଆଦି ପରିଚାଳଣା କରିଥିଲେ।

Read More

ଭୁବନେଶ୍ୱର, ଆଜି ଅପରାହ୍ନରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସୀର ନୱାଜଙ୍କ ନେତୃତ୍ୱରେ ବର୍ଦ୍ଧିତ ତୈଳ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଦର ବୃଦ୍ଧି ପ୍ରତିବାଦ କରାଯାଇଥିଲା। ଏୟାରପୋର୍ଟ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ବିକ୍ଷୋଭ ପଦଯାତ୍ରା ହୋଇଥିଲା । ହସ୍ପିଟାଲ ଛକରେ ଛାତ୍ର କଂଗ୍ରେସ ନେତୃବୃନ୍ଦ ପୋଲିସ୍ ବ୍ୟାରିକେଡ଼ ଭାଙ୍ଗି ରାସ୍ତାରେ ବସି ବିକ୍ଷୋଭ କରିଥିଲେ । ଏଥିରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅନୁଲେଖା ବୋଷ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ୟାସୀର ନୱାଜ କହିଥିଲେ ଯେ ମୋଦିଙ୍କ ‘ଆଚ୍ଛାଦିନ’ ଓ ନବୀନଙ୍କ ‘ବିଜୁବାବୁଙ୍କ ସ୍ୱପ୍ନ’ର ବାସ୍ତବ ରୂପ ଏବେ ଦେଶ ଓ ରାଜ୍ୟବାସୀ ଦେଖୁଛନ୍ତି । ହାଣ୍ଡିଶାଳରେ ମହାଙ୍ଗା ମାଡ଼ । ପେଟ୍ରୋଲ, ଡ଼ିଜେଲ, ରନ୍ଧନ ଗ୍ୟାସର ଦରରେ ହିଟଲର ଶାସନର ପ୍ରତିଫଳନ ହୋଇଛି । ମୋଦି ଓ ନବୀନ ସାଧାରଣ ଜନତାଙ୍କ ରକ୍ତ ଶୋଷଣ…

Read More

ଭୁବନେଶ୍ବର, କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଏବଂ ରଥ ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ ଅନୁଯାୟୀ କେତେକ ସ୍ୱତନ୍ତ୍ର ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ହେଲା ୧୫ ଜୁଲାଇରୁ ୧ ଅଗଷ୍ଟ, ୨୦୨୧ ପର‌୍ୟ୍ୟନ୍ତ ବାତିଲ୍ ହେବାକୁ ଥିବା ଟ୍ରେନ ୦୧. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ ୦୨. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ୦୩. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ ୦୪. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ୧୫ ଜୁଲାଇରୁ ୧୯ ଜୁଲାଇ, ୨୦୨୧ ପଯ୍ୟନ୍ତ ବାତିଲ୍ ହେବାକୁ ଥିବା ଟ୍ରେନ ୦୧. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ ୦୨. ୦୮୪୫୬/୦୮୪୫୫ ଭୁବନେଶ୍ୱର -କେନ୍ଦୁଝରଗଡ- ଭୁବନେଶ୍ୱର ବିଶେଷ ଟ୍ରେନ ସପ୍ତାହ ଶେଷ (ଶନିବାର ଏବଂ ରବିବାର) ରେ ୧୭ ଜୁଲାଇରୁ ୧ ଅଗଷ୍ଟ, ୨୦୨୧ ପଯ୍ୟନ୍ତ ବାତିଲ୍ ହେବାକୁ ଥିବା ଟ୍ରେନ ୦୧. ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ ୦୨. ୦୨୮୯୨/୦୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୭୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୦୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ହଜାର ୯୭୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୨ ହଜାର ୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୩୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୨୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର, ଗତ ସାତ ତାରିଖରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ଅଦଳବଦଳ ହୋଇଛି। ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ବିଭାଗରୁ ବଦଳାଇ ଶିକ୍ଷା ବିଭାଗ ଦିଆଯାଇଛି। ପୂର୍ବରୁ ସେ ପେଟ୍ରୋଲିୟମ ସହିତ ଇସ୍ପାତ ବିଭାଗ ଦାୟିତ୍ବରେ ମଧ୍ୟ ଥିଲେ। ଏମିତି ଦେଖିଲେ ଏହି ଦୁଇଟି ବିଭାଗ ବଡ ଗୁରୁତ୍ବ ପୂର୍ଣ୍ଣ। ହେଲେ ଏପରି ବିଭାଗରୁ ଶିକ୍ଷା ବିଭାଗକୁ ବଦଳି ହେବା ଖୋଦ ଧର୍ମେନ୍ଦ୍ର ଏବଂ ତାଙ୍କର ପ୍ରଶଂସକଙ୍କର ବୋଧହୁଏ ହଜମ ହୋଇପାରୁ ନାହିଁ। ସେଥିପାଇଁ ଜାତୀୟ ତଥା ଆଞ୍ଚଳିକ ଗଣମାଧ୍ୟମରେ ବେଶ ଜୋରଦାର ପ୍ରଚାର ହେଉଛି ଯେ, ଧର୍ମେନ୍ଦ୍ରଙ୍କୁ ମୋଦି ଏକ ଗୁରୁତ୍ବ ପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଏହାକୁ ଦେଖି ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଯଦି ଶିକ୍ଷା ବିଭାଗ ଗୁରୁତ୍ବପୂର୍ଣ୍ଣ ତେବେ ଅର୍ଥ, ଗୃହ, ପ୍ରତିରକ୍ଷା ଆଉ ରେଳ ବିଭାଗସବୁ କଣ ? ଯେତେ ପ୍ରଚାର ପ୍ରସାର କଲେ ମଧ୍ୟ ସାଧାରଣ ଲୋକେ ଜାଣିପାରିଛନ୍ତି ଯେ ଧର୍ମେନ୍ଦ୍ରଙ୍କୁ ମୋଦି ଗୁରୁତ୍ବ ଦେଲେ କି…

Read More

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୧୨ ତାରିଖରେ ଏନଇଇଟି (ୟୁଜି) ପରୀକ୍ଷା ହେବ। କୋଭିଡ କଟକଣା ଭିତରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସେଥିପାଇଁ ଆସନ୍ତା କାଲିଠାରୁ ଆବେଦନ ପ୍ରକ୍ରିୟା ଏନଟିଏ ଓ୍ବେବସାଇଟରେ ଆରମ୍ଭ ହେବ। ଆସନ୍ତାକାଲି ସନ୍ଧ୍ୟା ୫ଟା ରୁ ଅନଲାଇନ ଆବେଦନ ଆରମ୍ଭ ହେବ। ଏହାସହ ସଂକ୍ରମଣ ଭୟଥିବାରୁ ଅଧିକ ସଂଖ୍ୟକ ସହରରେ ପରୀକ୍ଷା କେନ୍ଦ୍ର ଆୟୋଜନ କରାଯିବ। ପୂର୍ବଥର ୧୫୫ ଟି ସହରରେ ପରୀକ୍ଷା କେନ୍ଦ୍ରର ଆୟୋଜନ କରାଯାଇଥିବା ବେଳେ ଏଥର ଏହା ୧୯୮ଟି ସହରକୁ ବୃଦ୍ଧି କରାଇଯାଇଛି। ତେବେ ଏହି ପରୀକ୍ଷା ପାଇଁ ଗତ ବର୍ଷ ମୋଟ ୩୮୬୨ଟି କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏହାର ସଂଖ୍ୟାରେ ବୃଦ୍ଧି କରାଯିବ। ପରୀକ୍ଷା କେନ୍ଦ୍ରରେ କଣ୍ଟାକ୍ଟଲେସ୍ ପଂଜୀକରଣ ହେବ, ମାସ୍କ ଯୋଗାଇ ଦିଆଯିବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୯୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୫୨, କଟକରୁ ୪୬୦, ଯାଜପୁରରୁ ୨୧୫, ବାଲେଶ୍ବରରୁ ୨୦୬, ପୁରୀରୁ ୧୬୦, ଭଦ୍ରକରୁ ୧୫୮, ମୟୂରଭଞ୍ଜରୁ ୧୫୭, ନୟାଗଡରୁ ୧୧୫, ଜଗତସିଂହପୁରରୁ ୧୦୬, ଅନୁଗୁଳରୁ ୮୬, ଢେଙ୍କାନାଳରୁ ୮୪, କୋରାପୁଟରୁ ୭୩, ସୁନ୍ଦରଗଡରୁ ୪୮, ମାଲକାନାଗିରିରୁ ୪୫, କେନ୍ଦୁଝରରୁ ୩୮, ସମ୍ବଲପୁରରୁ ୩୨, ବଲାଙ୍ଗୀରିରୁ ୨୮, ନବରଙ୍ଗପୁରରୁ ୨୪, ରାୟଗଡାରୁ ୨୪, କଳାହାଣ୍ଡିରୁ ୨୧, ଝାରସୁଗୁଡାରୁ ୧୬, ବରଗଡରୁ ୧୫, ସୋନପୁରରୁ ୧୩, କନ୍ଧମାଳରୁ ୧୨, ଦେବଗଡରୁ ୯, ଗଜପତିରୁ ୯, ଗଞ୍ଜାମରୁ ୫, ନୂଆପଡାରୁ ୫, ବୌଦ୍ଧରୁ ୫ ଏବଂ ଷ୍ଟେଟ ପୁଲରୁ ୧୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୧୫ ହଜାର…

Read More

ଭୁବନେଶ୍ବର, କରୋନା ପାଇଁ ଭକ୍ତମାନଙ୍କୁ ପୁରୀ ବଡଦାଣ୍ଡ ମନା। ଯେତେବେଳେ ଭକ୍ତମାନେ ଯାଉ ନାହାଁନ୍ତି ସେତେବେଳେ ମୁଖ୍ୟମନ୍ତ୍ରୀ କେମିତି ଯିବେ। ସେ ନିଜେ ଭକ୍ତମାନଙ୍କୁ ଯିବା ପାଇଁ ବାରଣ କରିଛନ୍ତି। ସେଥିପାଇଁ ନବୀନ ରଥଯାତ୍ରାର ଟିକିନିଖ ଖବର ଘରେ ଟିଭିରେ ଏହାର ସିଧାପ୍ରସାରଣ ଦେଖିଥିଲେ। ମୁଖ୍ୟମନ୍ତ୍ରୀ ପହଣ୍ଡି ବିଜେ, ଛେରା ପହଁରା ଏବଂ ରଥ ଟଣା ଆଦି ନୀତିକୁ ସେ ଟିଭି ପରଦାରୁ ଦେଖୁଥିଲେ। ଏପରିକି ଯେତେବେଳେ ପ୍ରଭୃ ଜଗନ୍ନାଥ ପହଣ୍ଡିରେ ସିଂହ ଦ୍ବାରାରୁ ବାହାରି ରଥାରୁଢ ହେଲେ ସେତେବେଳେ ସେ ଛିଡା ହୋଇ ନମସ୍କାର ମଧ୍ୟ ଜଣାଇଲେ। ପାଖରେ ବସିଥିବା ତାଙ୍କର ବ୍ୟକ୍ତିଗତ ସଚିବ ତଥା ଫାଇବ ଟି ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଛିଡା ହୋଇ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିଥିଲେ।

Read More