କାଳିଆ ଯୋଜନା ଯୋଜନା ସମୀକ୍ଷା ବୈଠକରେ ଆଜି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି ବଢାଇ ଦିଆଯାଇଛି । ଏହି ଯାଞ୍ଚର ଶେଷ ତାରିଖ ଥିଲା କାଲି କିନ୍ତୁ ଏହି ଅବଧି ବୃଦ୍ଧି ହୋଇ 27 ଯାଏଁ ସମୟ ଦିଆଯାଇଛି । […]
ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା 48 ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାଜ୍ୟସଭା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜସ୍ଥାନ ରାଜ୍ୟସଭା ସାଂସଦ ପଦବୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନ ପାଇଁ ମନମୋହନ ସିଂ ନିଜର ନାମାଙ୍କନ ଦାଖଲ କରିଛନ୍ତି । 86 ବର୍ଷୀୟ […]
ତେଲୁଗୁ ଅଭିନେତା ବିଜୟ ଦେବରକୋଣ୍ଡା ନିଜର ଆଗାମୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ସହିତ ନିଜ ଆଗାମୀ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଟେମ୍ପର ଏବଂ ଆଇ ସ୍ମାର୍ଟ ଶଙ୍କର ପରି […]
ଧାରା 370କୁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଉଚ୍ଛେଦ କରାଯାଇଥିବା ବେଳେ ଏହା ବିରୋଧରେ କରାଯାଇଥିବା ମାମଲାକୁ ଦୁଇ ସପ୍ତାହ ଘୁଞ୍ଚାଇଛନ୍ତି । ମଙ୍ଗଳବାର ଦିନ କେନ୍ଦ୍ର ବିରୋଧରେ କରାଯାଇଥିବା ମାମଲାକୁ ଶୁଣାଣିକୁ ଘୁଞ୍ଚାଇଛନ୍ତି ଜଷ୍ଟିସ୍ ଅରୁଣ ମିଶ୍ରା, ଏମ୍ ଆର ଶାହ ଏବଂ […]
2022 ରାଜ୍ୟଗୋଷ୍ଠୀ କ୍ରୀଡାରୁ ସୁଟିଂକୁ ବାଦ ଦିଆଯାଇଛି । ଭାରତର କ୍ରମାଗତ ବିରୋଧ ଏବଂ ଓହରିବାର ଧମକ ସତ୍ତ୍ବେଆଜି ରାଜ୍ୟଗୋଷ୍ଠୀ କ୍ରୀଡାର ମୁଖ୍ୟ ଲୁଇସ୍ ମାର୍ଟିନ୍ ଆଜି ଏହି ଘୋଷଣା କରିଛନ୍ତି । 1974 ପରଠାରୁ ପ୍ରଥମ ଥର ପାଇଁ ସୁଟିଂକୁ […]
ଶେଷରେ ଶିକ୍ଷା ବିଭାଗର ନିଦ ଭାଙ୍ଗିଛି । ଏଣିକି ସରକାରୀ ବିଦ୍ୟାଳୟରେ ପ୍ରାଥମିକ ସ୍ତରରୁ ଗଣିତ, ଇଂରାଜୀ ଏବଂ ବିଜ୍ଞାନ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଣିକି ଏହି […]
ସିକ୍କିମ୍ ରାଜନୀତିରେ ଏକ ମୋଡ ଦେଖିବାକୁ ମିଳିଛି । ଆଜି 10 ଜଣ ଏସ୍ଡିଏଫ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏହି ନେତାମାନେ […]
ଭାରତୀୟ ସେୟାର ବଜାର ମୁମ୍ବାଇର ଲଗାଣ ବର୍ଷା ପ୍ରଭାବରେ ତଳୁଆ ରହିଛି। ଏହି ସମୟରେ ସେନ୍ସେକ୍ସ 200 ପଏଣ୍ଟ ତଳକୁ ଖସିଛି। ସେନ୍ସେକ୍ସ 200 ପଏଣ୍ଟ ତଳକୁ ଖସିଥିଲେ ମଧ୍ୟ ରିଲାଏନ୍ସ ଏହି ସମୟରେ 8 ପ୍ରତିଶତର ଅଭିବୃଦ୍ଧି ଘଟିଛି। ସେନ୍ସେକ୍ସ […]
ରାଜ୍ୟରେ ଦିନକୁ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁନର୍ବାର କନ୍ଧମାଳରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । କନ୍ଧମାଳ ଜିଲ୍ଲା ତିରିଙ୍ଗିଆ ମୁସେଲପାଙ୍ଗା ନିକଟରେ ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢାଉ କରି ଦେଢ […]
ଜାତୀୟ ରାଜଧାନୀ ଦିଲ୍ଲୀରେ ଜନୈକ ଉଜ୍ବେକୀ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି । ଦକ୍ଷିଣ ପୂର୍ବ ଦିଲ୍ଲୀର ବସନ୍ତ କୁଞ୍ଜରେ ତିନି ଜଣ ଯୁବକ ଏହି 31 ବର୍ଷ ବୟସ୍କଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ବସନ୍ତକୁଞ୍ଜ ଅଞ୍ଚଳରେ ଏକ ସ୍କର୍ପିଓ କାର୍ରେ […]
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଗତକାଲି ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇ ସାରିଛି । ଫଳରେ ଏକ ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯାଇଛି । ରାଜ୍ୟରେ କିଛି ଦିନ ହେବ […]
ସେପ୍ଟେମ୍ବର 7 ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-2 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବାନୁମାନ ଅନୁଯାୟୀ ଚନ୍ଦ୍ରଯାନ-2 ଚଳିତ ମାସ 20 ତାରିଖରେ ଚନ୍ଦ୍ରପୃଷ୍ଠର ନିକଟତର ହେବାକୁ ଥିବା ବେଳେ ଆଗାମୀ ସେପ୍ଟେମ୍ବର 7ରେ ଚନ୍ଦ୍ରପୃଷ୍ଠରେ ଅବତରଣ […]
ମୟୁରଭଞ୍ଜ ବହଳଦାରେ ମଦ ବୋଝେଇ ଟ୍ରକ ଜବତ କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇଁ ବହଳଦା ପୋଲିସ ଏକ ଟ୍ରକ୍କୁ ଧରିଥିଲା । ଯାଞ୍ଚ କରିବା ପରେ ଟ୍ରକ୍ ଭିତରୁ ବିପୁଳ ପରିମାଣରେ ମଦ ମିଳିଥିଲା […]
କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି ଆମିକସ୍ କ୍ୟୁରୀ ଏନ୍ କେ ସାହୁ । ଜୁଲାଇ 23 ତାରିଖରେ ହାଇକୋର୍ଟ ସାହୁଙ୍କୁ ଆମିକସ୍ କ୍ୟୁରୀ ଭାବରେ ନିଯୁକ୍ତ କରିଥିଲେ । ସୋମବାର ଏନ୍ କେ ସାହୁ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି । ସମ୍ପୂର୍ଣ୍ଣ […]
କର୍ଣ୍ଣାଟକରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସେଠାକାର ପରିସ୍ଥିତି ବେଶ୍ ସଙ୍ଗୀନ ହୋଇପଡିଛି । ଏଠାରେ ହଜାର ହଜାର ଘରେ ପାଣି ଭର୍ତ୍ତି ହୋଇଯାଇଥିବାବେଳେ ଅନେକ ଘର ବନ୍ୟାରେ ବୋହିଯାଇଛି । ସହରକୁ ଯୋଡ଼ୁଥିବା କିଛି ପୋଲ୍ ଭାଙ୍ଗିଯାଇଛି । […]
ଅହମ୍ମଦାବାଦରେ ଏକ ପାଣି ଟାଙ୍କି ଭୁଷୁଡି ପଡିବାରୁ 3 ଜଣଙ୍କର ପ୍ରାଣହାନି ଘଟିଛି । ଅହମ୍ମଦାବାଦର ବୋପାଲ୍ରେ ଘଟିଥିବା ଏହି ଅଘଟଣରେ ଅନ୍ୟ 6 ଜଣ ମଧ୍ୟ ଆହତ ହୋଇଛନ୍ତି । ପ୍ରବଳ ବର୍ଷା କାରଣରୁ ପାଣି ଟାଙ୍କିଟି ଶ୍ରମିକ ମାନେ […]
19 ବର୍ଷରୁ କମ୍ ଭାରତୀୟ ଦଳ ଇଂଲଣ୍ଡରେ ଅନୁଷ୍ଠିତ ତ୍ରୀରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହୋଇଛି । ଅଧିନାୟକ ପ୍ରିୟମ ଗର୍ଗ (73) ରନ୍ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଭାରତ ବାଂଲାଦେଶକୁ 6 ଓ୍ବିକେଟ୍ରେ ପରାସ୍ତ […]
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଯାହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇ ସାରିଛି। ଆହୁରି ୩ଦିନ ଯାଏଁ ବର୍ଷା ଜାରି ରହିବା ସମ୍ଭାବନା ରହିଛି । ଆଜି ଓ ଆସନ୍ତା କାଲି ନିମନ୍ତେ […]
ସୋମବାର ରିଲିଜ୍ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଡ୍ରିମ୍ଗାର୍ଲ । ଏହି ଫିଲ୍ମରେ ଆୟୁଷ୍ମାନ ଏକ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି । ଟ୍ରେଲରର ଆରମ୍ଭରେ ଆୟୁଷ୍ମାନ ରାଧା ଏବଂ ସୀତା ପରି ପୌରାଣିକ ଚରିତ୍ରରେ ଅଭିନୟ କରୁଥିବାର ଦେଖାଯାଇଛି । ଏହି […]
ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରେ ସଙ୍ଗୀନ ଅବସ୍ଥା ଧାରଣ କରିଛି କେରଳର ବନ୍ୟା ପରସ୍ଥିତି । ବିଗତ ତିନି ଦିନ ମଧ୍ୟରେ ବନ୍ୟା ଏବଂ ଭୂସ୍ଖଳନ କାରଣରୁ କେରଳରେ ମୃତ୍ୟୁ ସଂଖ୍ୟା 76କୁ ବୃଦ୍ଧି ପାଇଛି । 14ଟି ଜିଲ୍ଲା […]