ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମ୍କୋର୍ଟର ବିଚାର କମିଟି ସାମ୍ନାରେ ହାଜର ହୋଇଛନ୍ତି। ଜଷ୍ଟିସ୍ ଏସ୍ଏ ବୋବଡେଙ୍କ ନତୃତ୍ବାଧୀନ କମିଟି ସମ୍ମୁଖରେ ହାଜର ହୋଇଛନ୍ତି ରଞ୍ଜନ ଗୋଗୋଇ। ଗତକାଲି ଅଭିଯୋଗ କାରିଣୀ ବିନା ଓକିଲରେ ବିଚାର କମିଟିର ସାମ୍ନା କରିବା ପାଇଁ […]
ବାୟୁସେନାର ଉପମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ରାକେଶ କୁମାର ସିଂ ଭଦୋରିୟା। ଅନୀଲ ଖୋସଲାଙ୍କ ସ୍ଥାନରେ ଏୟାର ମାର୍ସାଲ ରାକେଶ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୫ ଜୁନ୍ ୧୯୮୦ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିବା ରାକେଶ ସିଂ ଏନ୍ଡିଏରୁ ପାଶ୍ ହୋଇଥିଲେ। […]
ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୯୪୨ ଟି ବୋମା ବିସ୍ଫୋରଣ ହୋଇଥିବା ବେଳେ ଏହାକୁ ଶୁଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର କାନ ଖୋଲା ରଖନ୍ତୁ ବୋଲି କହିଛନ୍ତି କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ। ଦୁଇ ଦିନ ତଳେ […]
ସାମୁଦ୍ରିକ ଝଡ ଫାନି ଧିରେ ଧିରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏହା ଓଡିଶାରୁ ମାତ୍ର ୪୫୦ କିମି ଦୂରରେ ରହିଛି। ଆସନ୍ତାକାଲି ସଂଧ୍ୟାରେ ଏହା ପୁରୀ ନିକଟବର୍ତ୍ତୀ କୌଣସି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ଅନୁମାନ କରାଯାଉଛି। ଏହାର ମୁକାବିଲା […]
ଆସନ୍ନ ଫନି ବାତ୍ୟାରେ ଯେପରି ରେଳ ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ନ ହୁଏ ସେଥିପାଇଁ ପୂର୍ବତଟ ରେଳ ତରଫରୁ ନିଆଯାଇଛି ବ୍ୟାପକ ପଦକ୍ଷେପ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ 75 ଟି ଏବଂ ପରେ 85 ଟି ଟ୍ରେନକୁ ବାତିଲ କରାଯାଇଥିଲା। ବର୍ତ୍ତମାନ […]
ରାଜ୍ୟରେ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦେବା କରିବା ପାଇଁ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟି ଅନୁରୋଧ କରିଥିଲେ। ସକାଳେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ପରେ ସଂଧ୍ୟାରେ ନିର୍ବାଚନ ବାତିଲ ନ କରିବା […]
ଦୁଇଥର ମଧ୍ୟଦୂରଗାମୀ ବିଭାଗରେ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା କାଷ୍ଟର ସେମେନ୍ୟାଙ୍କ ଆବେଦନ ଖାରଜ ହୋଇଛି । ହାଇପର ଆଣ୍ଡ୍ରୋଜେନ୍କୁ ନେଇ ସେମେନ୍ୟା କୋର୍ଟ ଅଫ ଆର୍ଟିବେସନ୍ରେ ନିଜର ଆବେଦନ କରିଥିଲେ । ଅନ୍ୟ ମହିଳା ଧାବିକାଙ୍କ ତୁଳନାରେ ସେମେନ୍ୟାଙ୍କ ଟେଷ୍ଟୋଷ୍ଟେରନ୍ […]
ଓ୍ବିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜଙ୍କୁ 50 ସପ୍ତାହ ବା ଏକ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଯାଇଛି । ଜାମିନ ନିୟମ ଭଙ୍ଗ କରିଥିବାରୁ ଗତମାସରେ ଇକ୍ବେଡରର ଲଣ୍ଡନ ସ୍ଥିତ ଦୂତାବାସରୁ ଗିରଫ କରାଯାଇଥିଲା । ସ୍ବିଡେନ୍କୁ ପ୍ରତ୍ୟର୍ପିତ ନହେବା ପାଇଁ ଇକ୍ବେଡର […]
ଫନି ବାତ୍ୟା କ୍ଷୟକ୍ଷତି ଲକ୍ଷ ରଖି ପୂର୍ବତଟ ରେଳବାଇ 74ଟି ଟ୍ରେନକୁ ବାତିଲ କରିଛି। ଭାରତୀୟ ପାଣିପାଗର ସୂଚନା ଅନୁସାରେ ଏପରି ଆଗୁଆ ପଦକ୍ଷେପ ଗ୍ରହଣ କରିଛି ରେଳବାଇ। ଯେଉଁ ରାସ୍ତାର ଟ୍ରେନଗୁଡିକ ବାତିଲ ହୋଇଛି ସେଗୁଡିକ ହେଲା 1-ଭଦ୍ରଖ ବିଜୟାନଗରମ […]
ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି ଅପୂର୍ବୀ ଚାଣ୍ଡେଲା। ବୁଧବାର ଆଇଏସଏସ୍ଏଫ୍ ପକ୍ଷରୁ ୧୦ ମି. ଏୟାର ପିସ୍ତଲ ମାନ୍ୟତା ପ୍ରକାଶ ପାଇଛି। ଏହି ମାନ୍ୟତା ତାଲିକାରେ ଅପୂର୍ବୀ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଅନ୍ୟତମ ଭାରତୀୟ ଖେଳାଳି […]
ନିର୍ବାଚନ କମିଶନଙ୍କ ନୋଟିସ୍ର ଗୋଟିଏ ଦିନ ପରେ ସମାଜବାଦୀ ପାର୍ଟିର ସାଂସଦ ପ୍ରାର୍ଥୀ ତେଜ୍ ବାହାଦୂରଙ୍କ ନାମାଙ୍କନ ଖାରଜ କରିଛନ୍ତି ନିର୍ବାଚନ କମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରାଣାସୀରୁ ଏସପିର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ବିଏସଏଫରୁ ନିଲମ୍ୱିତ […]
ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ନିଜର ଖରାପ ଫର୍ମ ଜାରି ରଖିଛନ୍ତି। କ୍ରମାଗତ ଭାବରେ ଚତୁର୍ଥ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି ସାଇନା। ସାଇନା ପ୍ରଥମ ରାଉଣ୍ଡରେ ବିଶ୍ବ ମାନ୍ୟତାରେ ୨୧୨ ନମ୍ବର ସ୍ଥାନରେ ରହିଥିବା ଓ୍ବାଙ୍ଗ ଝାଇଙ୍କ ନିକଟରୁ ପରାସ୍ତ […]
ବନ୍ଦ ହୋଇଯାଇଥିବା ଏୟାର ଲାଇନ୍ସ ଜେଟ୍ ଏୟାରଓ୍ବେଜ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ବନ୍ଦ ହେବା ପୂର୍ବରୁ ହୋଇଥିବା ଆଡଭାନ୍ସ ବୁକିଂ ଗୁଡିକ ପାଇଁ ଗ୍ରାହକଙ୍କୁ ଅର୍ଥ ଫେରସ୍ତ କିମ୍ବା ଅନ୍ୟ କୌଣସି ବିମାନ ବ୍ୟବସ୍ଥା କରିବା […]
ମହାରାଷ୍ଟ୍ରର ଗଡିଚିରୋଲୀରେ ନକ୍ସଲଙ୍କ ତାଣ୍ଡବ ଦେଖିବାକୁ ମିଳିଛି। ମହାରାଷ୍ଟ୍ର ଦିବସ ପାଳନ ଅବସରରେ ନକ୍ସଲ ମାନେ ସୁରକ୍ଷାକର୍ମୀଙ୍କ ଗାଡିକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି ଯଦ୍ବାରା ୧୬ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ଏହା ସହିତ ନକ୍ସଲ ମାନେ ୩୬ ବଖରା ଘରକୁ ନିଆଁ […]
ରାଜ୍ୟରେ ମେ ୧୫ ଯାଏଁ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ କିଛି ସ୍ଥାନରେ ରେଳ ଚଳାଚଳ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଫାନୀ ସମୟରେ ରାଜ୍ୟରେ ଯେପରି କୈାଣସି ବ୍ୟକ୍ତି ସ୍ୱାସ୍ଥ୍ୟଗତ […]
ଶିବସେନାର ମୁଖପତ୍ର ‘ସାମ୍ନା’ରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି । ଇଷ୍ଟରରେ ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ବୁର୍ଖା ସହିତ ଚେହେରା ଢ଼ାଙ୍କିବା ଭଳି ସମସ୍ତ ଜିନିଷ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ରାଷ୍ଟ୍ରର ସୁରକ୍ଷା ପାଇଁ […]
ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ପ୍ରେସ୍ମିଟ୍ରେ ମତଦାନ ହାର ସମ୍ପର୍କରେ ସୂଚନା ଦେଇଛନ୍ତି। ଚତୁର୍ଥ ପର୍ଯ୍ୟାୟ ଶେଷ ସୁଦ୍ଧା ଓଡିଶାରେ ସମୁଦାୟ ୭୩.୦୮ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ […]
ତାମିଲ୍ ଫିଲ୍ମ ଜଗତର ସୁପରଷ୍ଟାର ଅଜିତ୍ କୁମାର ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ମେ୧,୧୯୭୧ରେ ସିକନ୍ଦରାବାଦରେ ଜନ୍ମ ଗ୍ରହଣ କରିଥିଲେ ଅଜିତ୍। ଜଣେ ପେସାଦାର ରେସର୍ ଏବଂ ଅଭିନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିଥିବା ଅଜିତ୍ଙ୍କ ପ୍ରଥମ ଫିଲ୍ମ ଥିଲା […]
ଫାନି ପାଇଁ ୫ ଜଣ ଜିଲ୍ଲାପାଳଙ୍କୁ ୫ ଟି ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି। ବାତ୍ୟା ଭୀଷଣରୁ ଅତିଭୀଷଣ ରୂପ ନେଇଥିବା ବେଳେ ସତର୍କତା ପଦକ୍ଷେପ ସ୍ବରୂପ କେନ୍ଦ୍ରାପଡା, ପୁରୀ, ବାଲେଶ୍ବର, ଜଗତସିଂହପୁର, ଏବଂ ଯାଜପୁରରେ ୫ ଜଣ ଆଇଏଏସଙ୍କୁ ନିଯୁକ୍ତ […]
ବଲାଙ୍ଗୀର ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ମାଓବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହି କମ୍ବିଂ ଅପରେସନ୍ କରା ଯାଇଥଲା। ବଲାଙ୍ଗୀର ଜିଲ୍ଲା ଖୁରିପାଣି ଓ ବେହେରାପାଣି ରାସ୍ତା ମଝିରେ […]
ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ମୁଖ୍ୟ ଅଜିତ ଡୋଭାଲଙ୍କ ପୁଅ ସୌର୍ଯ୍ୟ ଡୋଭାଲଙ୍କୁ ‘ଜେଡ’ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ବ୍ୟତୀତ ପଶ୍ଚିମବଙ୍ଗରୁ ନିର୍ବାଚନ ଲଢୁଥିବା ବିଜେପିର ୧୦ ଜଣ ପ୍ରାର୍ଥୀଙ୍କୁ ମଧ୍ୟ କେନ୍ଦ୍ର ସରକାର ସାମୟିକ […]