ଆଜିର ଖବର

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୁଖ୍ୟାଳୟ ପାଖ ବଦଳିକୁଡୁମ ଗାଁରେ ଅଭାବନୀୟ ଘଟଣା । ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ମହିଳା ତାର ଗୋଟିଏ ଝିଅ ଓ…

ସମୀକ୍ଷା ବ୍ୟୁରୋ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅମର ପଟ୍ଟନାୟକଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଯାଚିକା ଓ…

ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ବିରୋଧରେ ଚାଲିଥିବା ଗୁପ୍ତଚର ମାମଲାରେ ଆଇସିଜେ ପାକିସ୍ତାନକୁ ସମାଲୋଚନା କରିଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା…

୬ ଥର ବିଶ୍ବ ଚାମ୍ପିୟନ୍‌ ଏମ୍‌ ସି ମେରୀକମ୍‌ଙ୍କୁ ୨୦୨୦ ଟୋକିଓ ଅଲମ୍ପିକ୍ସ ନିମନ୍ତେ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରାଯାଇଛି। ୫ ଜଣ ଲେଖାଏଁ ପୁରୁଷ ଏବଂ…

ରାଉରକେଲା କୁଆଁରମୁଣ୍ଡା ଥାନା ଅନ୍ତର୍ଗତ ଏକ ଘଞ୍ଚ ଜଙ୍ଗଲରେ ଦୁଇ ଜଣ ଯୁବତୀଙ୍କ ଦୁଷ୍କର୍ମ ଉଦ୍ୟମ ହୋଇଛି । ଜଣେ ଯୁବତୀଙ୍କ ସହିତ ଗଣ ଦୁଷ୍କର୍ମ କରାଯାଇଛି…

ସମୀକ୍ଷା ବ୍ୟୁରୋ ଏଣିକି ଟ୍ଵିଟରରେ ରାଜନୈତିକ ବିଜ୍ଞାପନ ଛପାଯିବ ନାହିଁ। ନଭେମ୍ବର ୨୨ରୁ ଟ୍ଵିଟର ଏହି ନିୟମ ଲାଗୁ କରିବ। କମ୍ପାନୀର ମୁଖ୍ୟ ଅଧିକାରୀ ଜ୍ୟାକ ଡର୍ସି…

ହଲିଉଡ୍‌ର ଚର୍ଚ୍ଚିତ ଗାୟିକା କେଟୀ ପେରୀଙ୍କ ନାମରେ ଦେଢ ଲକ୍ଷ ଟଙ୍କାର ମାନହାନି ମାମଲା ଦାୟର କରାଯାଇଛି । 2016ରେ ଆମେରିକୀୟ ରାଷ୍ଟ୍ରପତି ପଦବୀ ପାଇଁ ପ୍ରତିଦ୍ବନ୍ଦିତା…

ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ କ୍ରିକେଟରୁ ସାମୟିକ ଅବ୍ୟାହତି ନେଇଛନ୍ତି । ମାନସିକ ଦୁଶ୍ଚିନ୍ତା କାରଣରୁ ମ୍ୟାକ୍ସଓ୍ବେଲ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଶ୍ରୀଲଙ୍କା ବିପକ୍ଷ…

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଛକାପଞ୍ଝା ଚାଲିଥିବା ଭିତରେ ଆଜି ଶିବସେନାର ବିଧାୟକ ଦଳର ବୈଠକ ହୋଇଛି । ଏହି ବୈଠକରେ ଏକନାଥ ସିନ୍ଦେଙ୍କୁ ବିଧାନସଭାର ବିଧାୟକ…

ଆଇଏନଏକ୍ସ ମିଡିଆ ମାମଲାରେ ତିହାର ଜେଲ୍‌ରେ ବନ୍ଦୀ ଭାବରେ ଅବସ୍ଥାନ କରୁଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାର ରିପୋର୍ଟ ମାଗିଛନ୍ତି । ନିକଟରେ ଚିଦାମ୍ବରମଙ୍କୁ ଦିଲ୍ଲୀସ୍ଥିତ…

ଆଜି ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଓଡିଆ ପୁଅ ଗିରୀଶ ମୁର୍ମୁ ଶପଥ ନେଇଛନ୍ତି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି  ଜମ୍ମୁକାଶ୍ମୀରର ମୁଖ୍ୟ…

ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ବିଜେଡିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମସ୍ତ…

ତାମିଲନାଡୁର ତିନିଟି ସ୍ଥାନରେ ଏନ୍‌ଆଇଏ ପକ୍ଷରୁ ଗୁରୁବାର ଚଢାଉ କରାଯାଇଛି । ଆଇଏସ୍‌ ଲିଙ୍କ ସନ୍ଦେହରେ ଏନ୍‌ଆଇଏ ପକ୍ଷରୁ ଏହି ଚଢାଉ କରାଯାଇଥିବା ଜଣାପଡିଛି । ଦୁଇ…

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କ ଗୁରୁବାର ପରଲୋକ ହୋଇଯାଇଛି । ଗୁରୁଦାସ ଦାସଗୁପ୍ତାଙ୍କର 3ନଭେମ୍ବର 1936ରେ ଜନ୍ମ…

ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତର ଲୌହ ମାନବଭାବେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର 144ତମ ଜନ୍ମଜୟନ୍ତୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରନ୍ ଫର୍…

ସମୀକ୍ଷା ବ୍ୟୁରୋ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପୁଣ୍ୟତିଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ ବାଣପୁର- ବାଲୁଗାଁ ନଗର ଶାଖା ତରଫରୁ  ଆଜି…

ପାକିସ୍ତାନର କରାଚୀ ଠାରୁ ରାଓଲପିଣ୍ଡୀ ଯାଉଥିବା ତେଜଗାମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟଣା ଯୋଗୁଁ ଟ୍ରେନରେ ଥିବା ୧୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା…

ଜମ୍ମୁ କାଶ୍ମୀର ଓ ଲଦାଖରେ ପ୍ରଥମ ଉପ ରାଜ୍ୟପାଳ ଙ୍କୁ ନିଯୁକ୍ତି ଦିଆଯାଇଛି। ଜମ୍ମୁ କଶ୍ମୀରରୁ ଅଲଗା ହୋଇଥିବା ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର…

ସମୀକ୍ଷା ବ୍ୟୁରୋ ଏଣିକି ରାଜ୍ୟର ବିଭିନ୍ନ ଚିକିତ୍ସାଳୟର ଦାୟିତ୍ବ ପ୍ରଶାସନିକ ଅଧିକାରୀ ମାନେ ସମ୍ଭାଳିବେ। ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ରାଜ୍ୟ ସରକାର ଏହି ନିଷ୍ପତ୍ତି…