ଆଞ୍ଚଳିକ ଭୀମକୁଣ୍ଡରେ ଗାଧୋଇବା ବେଳେ ଯୁବକ ନିଖୋଜ ସମୀକ୍ଷା ବ୍ୟୁରୋ କେନ୍ଦୁଝର, 25/12 : କେନ୍ଦୁଝର ଜିଲା ପାଟଣା ବ୍ଲକର ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ସାନ କୁଣ୍ଡରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ…