ନୂଆଦିଲ୍ଲୀ : ମାୟରା ମିଶ୍ର ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଟପ୍ଲେସ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ମାୟରା ବ୍ଲୁ ଡେନିମ୍ ପିନ୍ଧିଥିବାବେଳେ ପିଠିକୁ ଦେଖାଇଥିବାର ନଜର ଆସିଛନ୍ତି । ଏହି ଫଟୋ ସହିତ ରୋଜ୍ ଡେ’ର ଶୁଭେଚ୍ଛା […]
ମୁମ୍ବାଇ : ଭାଲେଣ୍ଟାଇନ୍ ଓ୍ବିକ୍ର ପ୍ରାରମ୍ଭରେ ଆଜି ଭିନ୍ନ ଭିନ୍ନ ଜୋନ୍ର ଫିଲ୍ମଗୁଡ଼ିକ ପରଦାକୁ ଆସିଛି । ଆଦିତ୍ୟ ରାୟ କପୁର୍, ଦିଶା ପଟ୍ଟାନୀ, କୁନାଲ୍ ଖେମୁଙ୍କ ଅଭିନୀତ ଫିଲ୍ମ ‘ମଲଙ୍ଗ୍’ ଆଜି ରିଲିଜ୍ ହୋଇଥିବାବେଳେ ଏହି ଫିଲ୍ମ ସହ ଅଛି […]
ମୁମ୍ବାଇ : ବଲିଉଡ୍ରେ ଗ୍ୟାଙ୍ଗଷ୍ଟର ଫିଲ୍ମକୁ ଷ୍ଟାଇଲିଶ୍ ଅନ୍ଦାଜ୍ରେ ପ୍ରସ୍ତୁତ କରୁଥିବା ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ଅପକିମଙ୍ଗ୍ ଫିଲ୍ମ ’ମୁମ୍ବାଇ ସାଗା’କୁ ଏବେ ବେଶ୍ ଚର୍ଚ୍ଚାରେ ରହିଛି । କିଛି ଦିନ ପୂର୍ବେ ଏହି ଫିଲ୍ମର ଜନ୍ ଆବ୍ରାହମ୍ଙ୍କ ଲୁକ୍କୁ ସେୟାର […]
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ବେଶ୍ ଚର୍ଚ୍ଚାରେ। ଯେତିକି ଫିଲ୍ମ ପାଇଁ ନୁହଁନ୍ତି, ତା’ଠୁ ଅଧିକ ଚର୍ଚ୍ଚାରେ ରୁହନ୍ତି ନିଜର ଅନ୍ଦାଜ୍ ପାଇଁ। ନିକଟରେ ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ଇନ୍ଷ୍ଟା୍ଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରି […]
ମୁମ୍ବାଇ : ଟାଇଗର ଶ୍ରଫ୍ଙ୍କ ଅଭିନୀତ ଅପ୍କମିଙ୍ଗ ଫିଲ୍ମ ବାଗୀ-3ର ଟ୍ରେଲର ଆଜି ରିଲିଜ୍ ହୋଇଛି । ଏହି ଫିଲ୍ମ ଜରିଆରେ ଶ୍ରଦ୍ଧା ବାଗୀ ଫାଞ୍ଚାଇଜିକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଉଭୟ ଟାଇଗର ଏବଂ ଶ୍ରଦ୍ଧା ହାଇ ଅକ୍ଟେନ୍ ସିନ୍ରେ ନଜର […]
ଚେନ୍ନାଇ : ତାମିଲ ସୁପରଷ୍ଟାର ଧନୁଷଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ନିତ୍ୟା ମେନନ । ଧନୁଷଙ୍କ 44ତମ ଫିଲ୍ମକୁ ମିତ୍ରନ୍ ଜଓ୍ବାହାର ନିର୍ଦ୍ଦେଶନା ଦେଉଥିବା ବେଳେ ସନ୍ ପିକ୍ଚର ଏହାର ପ୍ରଯୋଜନା କରୁଛି । ପୂର୍ବରୁ ଧନୁଷ ନିତ୍ୟାଙ୍କ ସହିତ […]
ମୁମ୍ବାଇ : ବିକି କୌଶଲ୍ ଓ ଭୂମି ପେଡେନ୍କରଙ୍କ ଅଭିନୀତ ଫିଲ୍ମ ‘ଭୂତ୍’ର ଆଜି ଟ୍ରେଲର୍ ରିଲିଜ୍ ହୋଇଛି । ଏହି ଫିଲ୍ମଟି ବହୁ ସମୟ ଧରି ଚର୍ଚ୍ଚାରେ ରହିଛି । ତେବେ ଏହାର ଟ୍ରେଲରକୁ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି […]
ମୁମ୍ବାଇ : ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଓ୍ବାହିଦା ରେହମାନ ଆଜି 82 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୩୮ ଫେବୃୟାରୀ ୩ରେ ତାମିଲନାଡୁରେ ଓ୍ବାହିଦା ଜନ୍ମଗ୍ରହଣ କରିଥିଲେ। 50ରୁ 70 ଦଶକ ମଧ୍ୟରେ ଜଣେ ସଫଳ ଅଭିନେତ୍ରୀ ଭାବେ […]
ମୁମ୍ବାଇ : ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଅପକମିଙ୍ଗ୍ ଫିଲ୍ମ ‘ବାଗୀ 3‘ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ପୋଷ୍ଟରରେ ଟାଇଗର୍ ଏକ ଯୁଦ୍ଧ ମଇଦାନରେ ଠିଆ ହୋଇଥିବାର ନଜର ଆସିଛନ୍ତି । ଟାଇଗର୍ ଏହି ପୋଷ୍ଟରକୁ ସୋସିଆଲ୍ ମିଡିଆରେ […]
ନୂଆଦିଲ୍ଲୀ : ଅଭିନେତ୍ରୀ ପାମେଲା ଏଣ୍ଡରସନ୍ ଓ ନିର୍ମାତା ଜନ୍ ପିଟର୍ସ ନିଜ ବୈବାହିକ ସମ୍ପର୍କର ମାତ୍ର 12 ଦିନ ପରେ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।ଅଭିନେତ୍ରୀ ପାମେଲା କିଛି ଦିନ ତଳେ ପଞ୍ଚମ ଥର ପାଇଁ ବିବାହ କରିଥିବାବେଳେ […]
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଶାହୀନବାଗ୍ଠାରେ ସିଏଏ ଓ ଏନ୍ଆରସିକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଦିନ ଜଣେ ନାବାଳିକ ଜାମିଆଠାରେ ସର୍ବସମ୍ମୁଖରେ ଗୁଳି ଚଳାଇଥିବାବେଳେ, ଏଥିରେ ଜଣେ ଛାତ୍ର ଆହତ ହୋଇଥିଲେ । ସେହିପରି ଶନିବାର […]
ହାଇଦ୍ରାବାଦ: କରୀନା କପୁର୍ ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନ୍ ନିକଟରେ ଡିଜାଇନ୍ର ମନୀଷ୍ ମାଲହୋତ୍ରାଙ୍କ ପାଇଁ ରାମ୍ପ୍ ଓ୍ବାର୍କ କରିଛନ୍ତି । ହ୍ବାଇଟ୍ ଓ ସିଲିଭର୍ ଆଉଟଫିଟ୍ରେ ଦୁଇଜଣଙ୍କ ରୟାଲ୍ ଲୁକ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା ଲାଗିଛି । ଏହି […]
ହାଇଦ୍ରାବାଦ : ସାଉଥ୍ର ଲୋକପ୍ରିୟ ହାସ୍ୟାଭିନେତା ବ୍ରହ୍ମାନନ୍ଦମ୍ ବେଶ୍ ଜଣାଶୁଣା । କେବଳ ସାଉଥ୍ ଇଣ୍ଡଷ୍ଟ୍ରିରେ ନୁହଁନ୍ତି, ସାରା ଭାରତରେ ତାଙ୍କର ପ୍ରଶଂସକ ବେଶ୍ ରହିଛନ୍ତି । ବ୍ରହ୍ମାନନ୍ଦମ୍ ଆଜି 63ତମ ଜନ୍ମଦିନ ପାଳନ କରୁଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କ […]
ମୁମ୍ବାଇ : ଭାରତରେ ଓଟିଟିଚ ପ୍ଲାଟଫର୍ମର ବର୍ଦ୍ଧିତ ଲୋକପ୍ରିୟତା କାରଣରୁ ବିଭିନ୍ନ ବଲିଉଡ କଳାକାର ଓ୍ବେବ୍ ସିରିଜ୍ରେ ନଜର ଆସୁଥିବା ବେଳେ ସୋନାକ୍ଷୀ ସିହ୍ନା ମଧ୍ୟ ଓ୍ବେବ୍ ସିରିଜ୍ ପଦାର୍ପଣ କରିବାକୁ ଯାଉଛନ୍ତି । ଏହା ସହିତ ନିର୍ଦ୍ଦେଶିକା ରୀମା କାଗତି […]
ମୁମ୍ବାଇ : ସୈଫ୍ଅଲୀ ଖାନ୍ଙ୍କ ଅଭିନୀତ ‘ଜଓ୍ବାନୀ ଜାନେମନ୍’ ଆଜି ରିଲିଜ୍ ହୋଇଯାଇଛି । ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିଥିବାର ସୂଚନା ରହିଛି । ଏହି ଫିଲ୍ମ ଜରିଆରେ ବଲିଉଡ୍ ଡେବ୍ୟୁ କରିଛନ୍ତି ପୂଜା ବେଦୀଙ୍କ ଝିଅ ଆଲ୍ୟା ଫଣ୍ଣିଚରଓ୍ବାଲା । […]
ମୁମ୍ବାଇ: 2017ର ମିସ୍ ଓ୍ବାଲ୍ଡ ତଥା ଭାରତୀୟ ଲଳନା ମାନୁଷୀ ଛିଲ୍ଲାର୍ ‘ପୃଥ୍ବୀରାଜ’ ଜରିଆରେ ବଲିଉଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ମାନୁଷୀଙ୍କ ସହ ଏହି ଫିଲ୍ମରେ ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ । ମାନୁଷୀ ଏବେ ଏହି […]
ମୁମ୍ବାଇ : ବ୍ୟାଟମ୍ୟାନ୍ ଚରିତ୍ରରେ ଅଭିନୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ହଲିଉଡ୍ ଅଭିନେତା କ୍ରିଷ୍ଟିଆନ୍ ବେଲ୍ 46 ବର୍ଷରେ ପଦାର୍ପଣ କରିଛନ୍ତି । 30 ଜାନୁୟାରୀ 1974ରେ ଜନ୍ମିତ କ୍ରିଷ୍ଟିଆନ୍ 16 ବର୍ଷ ବୟସରୁ ଅଭିନୟ ଜଗତରେ ପାଦ ଦେଇଥିଲେ […]
ମୁମ୍ବାଇ : ଏକତ୍ର ନଜର ଆସିବାକୁ ଯାଉଛନ୍ତି ଖିଲାଡୀ ଅକ୍ଷୟ କୁମାର, ସାଉଥ୍ ସେନ୍ସେସନ୍ ଧନୁଷ ଏବଂ ସାରା ଅଲୀ ଖାନ୍ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ଆନନ୍ଦ ଏଲ୍ ରାଇଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତିନି କଳାକାରଙ୍କ ଫଟୋ […]
ମୁମ୍ବାଇ : ବଲିଉଡ୍ ଅଭିନେତା ଅଜୟ ଦେବଗନ୍ଙ୍କ ଅପକମିଙ୍ଗ୍ ଫିଲ୍ମ ‘ମୈଦାନ୍’ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି । ପୂର୍ବରୁ ଅଜୟ ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିଥିବାବେଳେ ଏବେ ଏହି ଫିଲ୍ମର ନିଜର ପ୍ରଥମ ଲୁକ୍ ଉପରୁ ପର୍ଦ୍ଦା […]
ମୁମ୍ବାଇ : ପୂର୍ବତନ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ମିଥାଲି ରାଜ୍ଙ୍କ ବାୟୋପିକ୍ ‘ସାବାସ୍ ମିଥୁ’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ତାପ୍ସୀ ପାନ୍ନୁ ଏହି ଫିଲ୍ମରେ ମିଥାଲି ରାଜ୍ଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଏହି […]
ମୁମ୍ବାଇ : ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ ନିଜର ଅପ୍କମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ସୈଫ୍ଙ୍କ ବ୍ୟତିତ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମର […]