ମୁମ୍ବାଇ : 2021 ଗୋଲ୍ଡେନ୍ ଗ୍ଲୋବ୍ ହୋଷ୍ଟ କରିବାକୁ ଯାଉଛନ୍ତି ଦୁଇ ଅଭିନେତ୍ରୀ । 2020 ମସିହାର ଗୋଲ୍ଡେନ୍ ଗ୍ଲୋବ୍କୁ ରିକୀ ଗେର୍ଭେସ୍ ହୋଷ୍ଟିଂ କରିଥିବା ବେଳେ ଏହି ଅବସରରେ 2021ର ହୋଷ୍ଟଙ୍କ ନାମ ଘୋଷଣା କରାଯାଇଥିଲା । ଅଭିନେତ୍ରୀ ଟିନା […]
ମୁମ୍ବାଇ : 100 କୋଟି ଟଙ୍କର କାର୍ର ମାଲିକାଣୀ ନିଜ ସମସ୍ତ କାର୍ ସହିତ ଫଟୋ ସେୟାର କରି ଚର୍ଚ୍ଚାରେ ରହିଛନ୍ତି । ହଲିଉଡ୍ ଅଭିନେତ୍ରୀ ତଥା ଏହି ଫ୍ୟାସନ୍ ଆଇକନ୍ଙ୍କ ନିକଟରେ 10ରୁ ଅଧିକ କାର୍ ରହିଛି । ସମସ୍ତ […]
ମୁମ୍ବାଇ : 2020 ମସିହାରେ ବଲିଉଡ୍ ବକ୍ସ ଅଫିସ୍ ପ୍ରଦର୍ଶନ ବଢିଆ ରହିଛି । ବର୍ଷର ପ୍ରଥମ ରିଲିଜ୍ ତାନାଜୀ ଏବଂ ଛପାକ୍ ରିଲିଜ୍ ହୋଇଛି । ଚଳିତ ଶୁକ୍ରବାର ଅଜୟ ଦେବଗନ ଅଭିନୀତ ତାନାଜୀ ଏବଂ ଦୀପିକା ପାଦୁକୋନ୍ ଅଭିନୀତ […]
ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଅବସ୍ଥିତ ଧଉଳି ହସ୍ତଶିଳ୍ପ ବଜାର ଓ ମହାବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି ତିନିଦିନିଆ ଜାତୀୟ ଧଉଳି କଳା ଉତ୍ସବ। ଏହି ଅବସରରେ ପ୍ରଥମ ଦିନ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ ଚିତ୍ର […]
ନୂଆଦିଲ୍ଲୀ-ଧିରେ ଧିରେ ଦିଲ୍ଲୀ ନିର୍ବାଚନ ସରଗରମ ହେବାରେ ଲାଗିଛି। ସେଥିପାଇଁ ବିଭିନ୍ନ ଦଳ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ଶାସକ ଆମ ଆଦମୀ ପାର୍ଟି ଏହି ପ୍ରଚାରରେ ଟିକିଏ ଆଗରେ ରହିଛି। ଦିଲ୍ଲୀ ଜନସାଧାରଣଙ୍କୁ ଆପ ର ସଫଳତା ସଂପର୍କରେ […]
ଜୟପୁର- ଛପାକ୍ ଚଳଚିତ୍ରକୁ ରାଜସ୍ଥାନ ସରକାର ଟାକ୍ସ ଫ୍ରି କରିଛନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡ ପରେ ରାଜସ୍ଥାନ ହେଉଛି ତୃତୀୟ ରାଜ୍ୟ ଯେ କି ଛପକ୍ କୁ ଟାକ୍ସ ଫ୍ରି କରିଛନ୍ତି। ଚଳଚିତ୍ରର ନିର୍ଦ୍ଦେଶକ ମେଘନା ଗୁଲଜାର ଏ ସଂପର୍କରେ ସମସ୍ତଙ୍କୁ […]
ମୁମ୍ବାଇ : କବୀର ଖାନ୍ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘83‘ରେ ଭାରତର ଲିଟିଲ୍ ମାଷ୍ଟର ସୁନୀଲ୍ ଗାଭାସ୍କରଙ୍କ ଲୁକ୍କୁ ରିଲିଜ୍ କରାଯାଇଛି । ସୁନୀଲଙ୍କ ଚରିତ୍ରରେ ତାହିର ରାଜ୍ ଭସିନ୍ ନଜର ଆସିଛନ୍ତି। ପୂର୍ବରୁ ଏହି ଫିଲ୍ମରେ କପିଲ୍ ଦେବଙ୍କ ଚରିତ୍ରରେ ନଜର […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଅଭିନୀତ ‘ଛପାକ୍’ ରିଲିଜ୍ ପୂର୍ବରୁ ଚର୍ଚ୍ଚାରେ ରହିଆସିଛି। ରିଲିଜ୍ ହେବାର ଦ୍ବିତୀୟ ଦିନରେ ଏହି ଫିଲ୍ମଟି ଲିକ୍ ହୋଇଥିବାର ଖବର ମିଳିଛି। ପୁଣି ଏହାର ନିର୍ମାତାଙ୍କୁ ହାଇକୋର୍ଟଙ୍କ ଝଟ୍କା ମଧ୍ୟ ଲାଗିଛି। ଏହି ଫିଲ୍ମରେ […]
ମଧ୍ୟପ୍ରଦେଶ : ଦୀପିକା ପାଦୁକୋନ୍ ଓ ତାଙ୍କ ଅଭିନୀତ ଫିଲ୍ମ ‘ଛପା୍କ୍’ ଏବେ ଚର୍ଚ୍ଚାରେ ରହିଛି। ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ସୋସିଆଲ ମିଡିଆରେ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି। ଏସିଡ୍ ପୀଡ଼ିତାଙ୍କ […]
ବେଙ୍ଗାଲୁରୁ : କନ୍ନଡ ସୁପରଷ୍ଟାର ୟଶ୍ଙ୍କ ଜନ୍ମଦିନରେ କେଜିଏଫ୍-2ର ନୂତନ ପୋଷ୍ଟର ରିଲିଜ୍ ହୋଇଛି । କେଜିଏଫ୍-1ର ସଫଳତା ପରେ ଦର୍ଶକ ଦ୍ବତୀୟ ଭାଗକୁ ଉତ୍ସୁକତାର ସହିତ ଅପେକ୍ଷା କରିଥିବା ବେଳେ ଆଜି ଫିଲ୍ମର ଟିଜର ରିଲିଜ୍ ହେବା ନେଇ ନିର୍ମାତାଙ୍କ […]
ଚେନ୍ନାଇ : ତାମିଲ ଅଭିନେତା ସୂର୍ଯ୍ୟାଙ୍କ ଅପ୍କମିଙ୍ଗ ଫିଲ୍ମ ସୁରାରାଇ ପୋଟ୍ରୁର ଟ୍ରେଲର ରିଲିଜ୍ ହୋଇଛି । ମଙ୍ଗଳବାର ରିଲିଜ୍ ହୋଇଥିବା ଟିଜରକୁ ଦର୍ଶକ ପସନ୍ଦ କରିଥିବା ବେଳେ ପ୍ରାୟ 5 ମିଲିୟନ୍ ଲୋକ ଟ୍ରେଲରଟିକୁ ଦେଖି ସାରିଛନ୍ତି । ଏହା […]
ନୂଆଦିଲ୍ଲୀ : ଜଓ୍ବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟ ଜେଏନ୍ୟୁ)ରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନୀରବ ପ୍ରତିବାଦ ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅପ୍କମିଙ୍ଗ ଫିଲ୍ମ ଛପାକ୍ର ପ୍ରମୋଶନ ପାଇଁ ଦିଲ୍ଲୀରେ ରହିଥିବା ଦୀପିକା ମଙ୍ଗଳବାର […]
ମୁମ୍ବାଇ- ବଲିଉଡର ଅଭିନେତ୍ରୀ ଶିଳ୍ପୀ ସେଟ୍ଟୀଙ୍କୁ 2020 ମସିହାରେ ସିନେମାରେ କଣ ସଫଳତା ମିଳବ ତାହା ଭିନ୍ନ କଥା। ହେଲେ ସେ ଏହି ନୂଆ ବର୍ଷରେ ଏକ ନୂଆ କଥା କରି ଦେଖାଇଛନ୍ତି। ତାହା ହେଉଛି ଶିଳ୍ପା ଦୀର୍ଘ ବର୍ଷ ଚେଷ୍ଠା […]
ମୁମ୍ବାଇ : ମୋହିତ ସୁରୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ମଲାଙ୍ଗର ଟ୍ରେଲର ରିଲିଜ୍ ହୋଇଛି । ଏହି ଟ୍ରେଲରରେ ପ୍ରେମ ଓ ପ୍ରତିଶୋଧ ପରାୟଣତାର ଭିନ୍ନ ଏକ କାହାଣୀ ଦେଖିବାକୁ ମିଳିଛି । ଆଶିକି-2 ଏବଂ ହାଫ୍ ଗର୍ଲଫ୍ରେଣ୍ଡ ପରେ ମୋହିତ ସୂରୀ […]
ମୁମ୍ବାଇ, 03/01: ବିଜୟ ଦେବରକୋଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଓ୍ବାର୍ଲ୍ଡ ଫେମସ୍ ଲଭର’ର ଟିଜର ରିଲିଜ୍ ହୋଇଛି । ଫିଲ୍ମର ଟିଜର୍ଟି ରିଲିଜ୍ ହେବାର ଦୁଇ ଘଣ୍ଟା ମଧ୍ୟରେ ଏକ ମିଲିୟନ୍ ଦର୍ଶକ ଏହାକୁ ଦେଖି ସାରିଛନ୍ତି । ଫିଲ୍ମଟିକୁ ନେଇ […]
ମୁମ୍ବାଇ,03/01: ମୋହିତ ସୂରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ମଲାଙ୍ଗର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଆଦିତ୍ୟ ରୟ କପୁରଙ୍କ ପ୍ରଥମ ପୋଷ୍ଟର ଶୁକ୍ରବାର ଦିନ ରିଲିଜ୍ ହୋଇଛି । ଫିଲ୍ମରେ ଆଦିତ୍ୟଙ୍କୁ ସମ୍ପୂର୍ଣ୍ଣ ଗମ୍ଭୀର ମୁଦ୍ରାରେ ଦେଖିବାକୁ ମିଳିଛି । ପ୍ରଥମ […]
ହାଇଦ୍ରାବାଦ, 02/01: ବ୍ଲକ୍ବଷ୍ଟର ତାମିଲ ଫିଲ୍ମ ‘ଅସୁରନ୍’ର ତେଲୁଗୁ ରିମେକ୍ରେ ପ୍ରିୟାମଣି ନଜର ଆସିବାକୁ ଯାଉଛନ୍ତି । ପୂର୍ବରୁ ଶ୍ରୀୟା ଶରଣ ଏହି ଚରିତ୍ର କରିବା ନେଇ ସୂଚନା ମିଳିଥିଲା ମାତ୍ର ଶ୍ରୀୟା ଏହି ପ୍ରୋଜେକ୍ଟରୁ ଓହରିବା ସହିତ ପ୍ରିୟାମଣୀଙ୍କୁ ଏହି […]
ନୂଆଦିଲ୍ଲୀ, 2/1: ମହଙ୍ଗା କେବୁଲ୍ ଓ ଡିଟିଏଚ୍ର କନ୍କେସନ୍କୁ ନେଇ ବ୍ୟସ୍ତ ବିବ୍ରତ ଥିବା ଗ୍ରହକଙ୍କୁ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକକରଣ (ଟ୍ରାଇ) ଅଫର ଦେଇଛି । ଏବେ ଆପଣ ମାତ୍ର 130ଟଙ୍କାରେ 200ଟି ଚ୍ୟାନେଲ୍ ଦେଖିପାରିବେ । ଏହି ନୂତନ […]
ମୁମ୍ବାଇ, 1/1:ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବଲାନ୍ ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ମୁମ୍ବାଇର ଚେମ୍ବୁରଠାରେ 1979 ମସିହା ଜାନୁଆରୀ 1 ତାରିଖରେ ଜନ୍ମଗ୍ରହଣ କରିଥିଲେ । 1995ରେ ଫିଲ୍ମ ‘ହମ୍ ପାଞ୍ଚ’ ଜରିଆରେ ପ୍ରଥମେ ଅଭିନୟ କରିଥିବାବେଳେ 2005 […]
ଚେନ୍ନାଇ,30/12 : ତାମିଲ ଫିଲ୍ମ ଅଭିନେତା ବିଜୟଙ୍କ 64 ତମ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ମାଲାୟଲମ ଅଭିନେତ୍ରୀ ମାଲବିକା ମୋହନନ୍ । ଲୋକେଶ କଙ୍ଗାରାଜଙ୍କ ଅଭିନୀତ ଏହି ଅନ୍ଟାଇଟଲ୍ଡ ଫିଲ୍ମର ସୁଟିଂ ଆଫ୍ରିକା ଏବଂ ଟାଞ୍ଜାନିଆରେ ଆରମ୍ଭ ହୋଇଛି । […]
ନୂଆଦିଲ୍ଲୀ,29/12 : ଅସୁସ୍ଥତା କାରଣରୁ ଜାତୀୟ ଚଳଚିତ୍ର ପୁରସ୍କାରରେ ଅନୁପସ୍ଥିତ ରହିଥିବା ଅମିତାଭ ବଚ୍ଚନଙ୍କୁ ଆଜି ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯାଇଛି । ରବିବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାମନାଥ କୋବିନ୍ଦ ଅମିତାଭଙ୍କୁ ସମ୍ମାନିତ […]