ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଏକାସାଙ୍ଗରେ ଦେଶର ୧୫୦ଟି ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉ ହୋଇଥିବା ସ୍ଥାନ ଗୁଡ଼ିକମଧ୍ୟରେ ରେଳବାଇ, ପରିବହନ, ବ୍ୟାଙ୍କ ବିଏସ୍ନଏଲ୍ ଓ କୋଇଲା ସମେତ ଅନେକ ବିଭାଗର ଏକାଧିକ ଅଫିସ ରହିଛି। ସିବିଆଇ […]
ବିହାରରେ ନିତିଶ୍ ସରକାର ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବିହାରରେ ମଦ ବନ୍ଦ ହେବା ପରେ ଏବେ ବିହାର ସରକାର ପାନ ମସଲା ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି । ତେବେ ଏହି ପ୍ରତିବନ୍ଧକ ଗୋଟିଏ ବର୍ଷ […]
ଚଳିତ ଲୋକସଭା ନିର୍ବାଚନ ପରେ କଂଗ୍ରେସର ବିପର୍ଯ୍ୟୟ ପରେ ଜାତୀୟ ତଥା ଆଞ୍ଚଳିକ ସ୍ତରରେ ଦଳ ଭିତରେ କନ୍ଦଳ ପରିଲକ୍ଷିତ ହେଉଛି । ନିକଟରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦୋଷୀ କରି ରାହୁଲ୍ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବାବେଳେ […]
ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ତଥା କଂଗ୍ରେସ ମୁଖ୍ୟ ଡି କେ ଶିବକୁମାରଙ୍କୁ ଗିରଫ କରାଯାଇଛି । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶିବକୁମାରଙ୍କୁ ସମନ ଜାରି କରାଯାଇଥିଲା । ଶୁକ୍ରବାର ଶିବକୁମାର କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିବା […]
ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ରିମାଣ୍ଡ ଅବଧି ସେପ୍ଟେମ୍ବର 2 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ । ଆଜି ଚିଦାମ୍ବରମ୍ଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ସିବିଆଇ ପକ୍ଷରୁ ପୁନର୍ବାର 5 ଦିନିଆ ରିମାଣ୍ଡ ଦାବି କରାଯାଇଥିଲା […]
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଓ୍ବାୟନାଡ଼ର ସାଂସଦ ରାହୁଲ୍ ଗାନ୍ଧି କେରଳକୁ ବିପର୍ଯ୍ୟୟ ସହାୟତା ରାଶି ନ ମିଳିବା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲ୍ ଗାନ୍ଧି ଶୁକ୍ରବାର ଦିନ ଟୁଇଟ୍ କହିଛନ୍ତି ଯେ, ଗୁରୁବାୟପୁରରୁ ଆପଣ (ମୋଦି) […]
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍)ର ସୁଧହାର ବୃଦ୍ଧି କରିବାର ନିଷ୍ପତ୍ତି ନେଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରମ ବିଭାଗ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର । ଆସନ୍ତା 2018-19 ଆର୍ଥିକ ବର୍ଷ ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସରକାରଙ୍କ […]
ଦିଲ୍ଲୀଠାରେ ବିଜ୍ଞାନ ଭବନ ପରିସରରେ ଆୟୁର୍ବେଦ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗର ସମ୍ବର୍ଦ୍ଧନ ଓ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିଛନ୍ତି। ଏହି ଅବସରରେ ୧୨ଜଣ ଆୟୁଷ ବିଶେଷଜ୍ଞଙ୍କ ନାଁରେ ସ୍ମାରକ ଡାକଟିକେଟ୍ […]
ପଶ୍ଚିମବଙ୍ଗର ମମତା ସରକାରଙ୍କ ମବ ଲିଚିଂ ବିରୋଧରେ ନୂଆ ଆଇନ୍ ଆଣିଛନ୍ତି। ଆଜି ବିଧାନସଭାରେ ଏହି ନୂଆ ଆଇନ୍ର ବିଧେୟକ ଆଣିଛନ୍ତି। ଏଥିରେ ମବ ଲିଚିଂ ବିରୋଧରେ କଡ଼ା ପ୍ରାବଧାନ ରହିଛି। ଏହି ନୂଆ ନିୟମ ଜରିଆରେ ଭିଡ ହିଂସାକୁ ଉସୁକାଇବା […]
ରାଜ୍ୟର ନୂତନ ସୂଚନା କମିଶନର ଭାବେ ବାଳକୃଷ୍ଣ ମହାପାତ୍ର ଆଜି ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଜ୍ୟରେ ଶାସନ କ୍ଷମତାକୁ ଗୁରୁତ୍ୱ ନେଇ ପ୍ରଶାସନିକସ୍ତରରେ ଅଦଳବଦଳ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଳକୃଷ୍ଣ ମହାପାତ୍ରଙ୍କୁ […]
ଉତ୍ତର ପ୍ରଦେଶର ସମାଜବାଦୀ ଦଳ ସାଂସଦ ଆଜମ୍ ଖାନ୍ଙ୍କ ବିରୋଧରେ ଆଉ ଏକ ଅଭିଯୋଗ ଆସିଛି। ଏକ ମଇଁଷି ଏବଂ ୨୫ ହଜାର ଟଙ୍କା ଚୋରି ଅଭିଯୋଗରେ ଆଜମ୍ ଖାନ୍ଙ୍କ ବିରୋଧରେ ଅଭିଯୋଗ ଆସିଛି। ଆସିଫ୍ ଏବଂ ଜାକିର ଅଲୀ ନାମକ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଲୟାଲମ୍ ମନୋରମାର ଏକ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନସିଂ ମାଧ୍ୟମରେ ସମ୍ବୋଧିତ କରିବା ସମୟରେ କହିଛନ୍ତି ଯେ, ନୂଆ ଭାରତରେ ‘ସାଙ୍ଗିଆ’ର ଆବଶ୍ୟକତା ନାହିଁ । ବରଂ ନିଜ ନାମ କରିବା ପାଇଁ ଯୁବାଙ୍କ ଭିତରେ କ୍ଷମତା ରହିବା […]
ଦୁଇ ଦିନ ଧରି ତଳୁଆ ରହିବା ପରେ ଶେଷରେ ଭାରତୀୟ ସେୟାର ବଜାରରେ ଅଭିବୃଦ୍ଧି ଘଟିଛି । ଶୁକ୍ରବାର ସେନସେକ୍ସରେ 200 ପଏଣ୍ଟର ଅଭିବୃଦ୍ଧି ଘଟିଛି । ଏହି ସମୟରେ ନିଫ୍ଟୀରେ 60 ପଏଣ୍ଟର ଅଭିବୃଦ୍ଧି ଘଟିଛି । ସେନସେକ୍ସ 205.70 […]
କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା କାଲିଙ୍ଗବାଡ଼ି ଗାଁରେ ବିଦ୍ୟୁତ ଖୁଣ୍ଟି ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଏହା ସହିତ ଆଉ ଦୁଇଜଣ ଯୁବକ ଗୁରୁତର ହୋଇପଡିଛନ୍ତି । ଆଜି ଭୋରୁ ସ୍ଥାନୀୟ ୪ଜଣ ଯୁବକ ନିକଟ ପୋଖରୀକୁ ଗାଧୋଇବାକୁ […]
ବିହାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାଜ୍ୟର ଗୋପାଳଗଞ୍ଜ ଜିଲ୍ଲାରେ ଗୃହ ନିର୍ମାଣ ଲାଞ୍ଚ ପାଇଁ ଏକ ଠିକାଦାରଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି କିଛି ଦୁବୃର୍ତ୍ତ । ଗମ୍ଭୀର ରୂପରେ ଆହତ ହୋଇଥିବା ଠିକାଦାର ଜଣ ଗୋରଖପୁରରେ ଚିକିତ୍ସିତ ଅବସ୍ଥାରେ […]
ଆଜି ଫିଲ୍ମି ଫ୍ରାଇଡେ’ର ପରଦାକୁ ଆସିଛି ‘ବାହୁବଳୀ’ ପ୍ରଭାସଙ୍କ ପ୍ରଥମ ବଲିଉଡ୍ ଫିଲ୍ମ ‘ସାହୋ’। ସୁଜିତ୍ ରେଡ୍ଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ବିରୁଦ୍ଧରେ ନଜର ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର୍। ରିଲିଜ୍ ପୂର୍ବରୁ ଏହି ଆକ୍ସନ୍ ଥ୍ରୀଲର୍ ଫିଲ୍ମର […]
ଦେଶରେ ବ୍ୟାଙ୍କ ଠକେଇ ମାମଲା ବଢିଚାଲିଛି । ୨୦୧୭-୧୮ ଆର୍ଥିକ ବର୍ଷଠାରୁ ୨୦୧୮-୧୯ରେ ୧୫ ପ୍ରତିଶତ ଅଧିକ ବ୍ୟାଙ୍କ ଠକେଇ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୫ ହଜାର ୯୧୬ଟି ଠକେଇ ମାମଲା ହୋଇଥିବା ବେଳେ ୨୦୧୮-୧୯ରେ ଏହି […]
ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଏକ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଛି । ଆତଙ୍କୀ ଅନୁପ୍ରବେଶର କିଭଳି ମୁକାବିଲା କରାଯିବ ସେନେଇ ପୂର୍ବ ପ୍ରସ୍ତୁତି ଅନୁଷ୍ଠିତ ହୋଇଛି । ରସୁଲଗଡ଼ ସ୍ଥିତ ସପିଂ ମଲ ଏସପ୍ଲାନେଡ଼ରେ ଆଜି ଆତଙ୍କୀ […]
ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଓ୍ବିଣ୍ଡିଜ୍ ଗସ୍ତରେ ରହିଥିବା ସମାନ ଦଳ ଘୋଷଣା କରାଯାଇଥିବା ବେଳେ କେବଳ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଓ୍ବିଣ୍ଡିଜ୍ ଗସ୍ତରୁ ଭୁବନେଶ୍ବର କୁମାରଙ୍କୁ ବାଦ […]
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବାଇପାସ୍ ନିକଟରେ ଏକ କେମିକାଲ ଟ୍ୟାଙ୍କର ଜଳି ଯାଇଛି । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁରେ ପୋଡ଼ି ହୋଇ ଟ୍ୟାଙ୍କର ଡ୍ରାଇଭର ଓ ହେଲପର୍ ଗୁରୁତର […]
ଋଷିଆରେ ସମ୍ପନ୍ନ ହୋଇଥିବା ବିଶ୍ବ ଦକ୍ଷତା ପ୍ରତିୁଯୋଗିତାରେ ଭାରତ 4 ପଦକ ହାସଲ କରିଥିବା ବେଳେ ଦଳ ପକ୍ଷରୁ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଥିଲେ ଓଡିଆ ଯୁବକ ଏସ୍ ଅଶ୍ବତ୍ଥ ନାରାୟଣ । ସ୍ବର୍ଣ୍ଣ ପଦକ ହାସଲ କରିଥିବା ନାରାୟଣ ଆଜି […]