ନୂଆଦିଲ୍ଲୀ : ବରିଷ୍ଠ ପ୍ରଶାସକ ରାଜୀବ ବଂଶଲ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର ବଂଶଲ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗତ ସପ୍ତାହରେ କ୍ୟାବିନେଟ୍ ପକ୍ଷରୁ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ 4 ଦୋଷୀଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ 3 ତାରିଖରେ 4 ଦୋଷୀଙ୍କୁ ଫାଶୀ ଦେବା ପାଇଁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ 3 ତାରିଖ […]
ନୂଆଦିଲ୍ଲୀ : ଶାହିନ୍ବାଗରେ ଜାରି ରହିଥିବା ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ ସର୍ବୋଚ୍ଚ କୋର୍ଟ ନିଜର ନିଷ୍ପତ୍ତି ନେଇଛନ୍ତି । ସିଏଏ ଆନ୍ଦୋଳନକୁ ନେଇ ଦାଖଲ କରାଯାଇଥିବା ବିଭିନ୍ନ ଯାଚିକା ଉପରେ ବିଚାର କରି ସୋମବାର ଏହି ମାମଲାରେ ଆନ୍ଦୋଳନକାରୀଙ୍କ ସହିତ […]
ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ପାଇଁ ସାମୁଦାୟିକ ରୋଷଶାଳା ଯୋଜନା ମାମଲାରେ ଓଡ଼ିଶା ସମେତ 5ଟି ରାଜ୍ୟକୁ 15 ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ସମଗ୍ର ଦେଶରେ ସ୍ଥାପନ କରାଯାଇଥିବା ‘କମ୍ୟୁନିଟି କିଚେନ୍’ ସଂକ୍ରାନ୍ତରେ ଆଗତ ହୋଇଥିବା ଜନସ୍ୱାର୍ଥ ମାମଲାର ବିଚାର […]
ଝାଡଖଣ୍ଡ : ଦୀର୍ଘ 14 ବର୍ଷ ପରେ ଘର ଓ୍ବାପସି କରିଛନ୍ତି ବାବୁଲାଲ ମାରାଣ୍ଡି। ବିଜେପିରେ ସାମିଲ୍ ହୋଇଛନ୍ତି ଝାଡଖଣ୍ଡ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି। ଝାଡଖଣ୍ଡର ରାଞ୍ଚିରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ବାବୁଲାଲ୍ ଆଜି ବିଜେପିରେ ସାମିଲ୍ […]
ମେରଟ୍ : ନିଜ ଭଉଣୀର ପ୍ରେମ ସମ୍ପର୍କକୁ ନେଇ କ୍ଷୁବ୍ଧ ହୋଇ ଜଣେ ଭାଇ ନରହନ୍ତା ପାଲଟିଛି। ଉତ୍ତରପ୍ରଦେଶର ମେରଟ୍ଠାରେ ପୁଣି ଥରେ ଏକ ମିଥ୍ୟା ପ୍ରତିପତ୍ତି ପାଇଁ ନିଜର ଝିଅକୁ ହତ୍ୟା କରିବା ଭଳି ଜଘନ୍ୟ ଘଟଣା ଘଟିଛି। ମେରଟ୍ […]
ନୂଆଦିଲ୍ଲୀ : ଦିଲ୍ଲୀରେ ତୃତୀୟ ଥର ପାଇଁ ଅରବିନ୍ଦ କେଜରୀଓ୍ବାଲ ସରକାର ଗଢିଥିବାବେଳେ ଏବେ କେଜରୀଓ୍ବାଲଙ୍କୁ ନେଇ କଂଗ୍ରେସ ଦୁଇ ବଡ ନେତାଙ୍କ ମଧ୍ୟରେ ଟଣାଓଟରା ହୋଇଯାଇଛି। ଅରବିନ୍ଦ କେଜରୀଓ୍ବାଲଙ୍କୁ ପ୍ରଶଂସା କରିବାକୁ ନେଇ କଂଗ୍ରେସ ଜଣେ ଟାଣୁଆ ନେତାକୁ ମହଙ୍ଗା […]
ନୂଆଦିଲ୍ଲୀ : ସ୍ଥଳସେନାରେ ମହିଳାଙ୍କ ପାଇଁ ହେବ ସ୍ଥାୟୀ କମିଶନ। ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟକୁ କାଏମ ରଖିଛନ୍ତି ସୁପ୍ରିମ୍କୋର୍ଟ। ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ନେଇ ସୁପ୍ରିମ୍କୋର୍ଟ ମଞ୍ଜୁରୀ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ ପାଇଁ କେନ୍ଦ୍ରକୁ ତିନିମାସର ଡେଡ୍ଲାଇନ୍ […]
କୋଲକତା : ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ି ପଡ଼ିବାରୁ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳକୁ […]
ନୂଆଦିଲ୍ଲୀ : ଦିଲ୍ଲୀରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଅରବିନ୍ଦ କେଜରୀଓ୍ବାଲ। ଏହି ଅବସରରେ ଅରବିନ୍ଦ କେଜରୀଓ୍ବାଲ ‘ହମ୍ ହୋଙ୍ଗେ କାମୟାବ୍ ଏକ ଦିନ୍’ର ଗୀତ ଗାଇଛନ୍ତି। ଏହି ଗୀତକୁ ନେଇ ଟାର୍ଗେଟ କରିଛନ୍ତି ଦିଲ୍ଲୀର […]
ଗୁଜୁରାଟ : ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଫାଷ୍ଟ୍ ଲେଡି ମେଲାନିଆ ଟ୍ରମ୍ପ୍। ଏହି ଅବସରରେ ଟ୍ରମ୍ପ୍ ଗୁଜୁରାଟର ଅହମ୍ମଦାବାଦଠାରେ ଏକ ଭବ୍ୟ ସମାରୋହରେ ସାମିଲ୍ ହେବେ। ଏହି ଭବ୍ୟ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଆସନ୍ତା 28 ତାରିଖ ଦିନ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ସିଏଏ ସମର୍ଥନ ସଭାରେ ଯୋଗ ଦେବେ […]
ନୂଆଦିଲ୍ଲୀ : ଦିଲ୍ଲୀର ରାମଲୀଲା ମୈଦାନରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅରବିନ୍ଦଙ୍କ ସହିତ 6ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି। ସାଧାରଣରେ ଶପଥ ନେବା ସମୟରେ ଈଶ୍ବର କିମ୍ବା ଆଲ୍ଲାଙ୍କ […]
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଆଜି ରାମଲୀଲା ମୈଦାନଠାରେ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି ଅରବିନ୍ଦ କେଜ୍ରୀଓ୍ବାଲ। କେଜରୀଓ୍ବାଲଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି ଦିଲ୍ଲୀର ଉପ […]
ମୁମ୍ବାଇ : ଦିଲ୍ଲୀ ନିର୍ବାଚନ ପରିଣାମ ପରେ ଅରବିନ୍ଦ କେଜରୀଓ୍ବାଲ ସରକାର ଗଢିବାକୁ ଯାଉଛନ୍ତି । ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବେ କେଜରୀଓ୍ବାଲ । ଏହାମଧ୍ୟରେ ଶିବସେନାର ମୁଖପତ୍ର ‘ସାମ୍ନା’ରେ ବିଜେକୁ ନେଇ କଟାକ୍ଷ କରାଯାଇଛି । […]
ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିଛନ୍ତି । ଏହି ଅବସରରେ ସେ 30ରୁ ଅଧିକ ପ୍ରୋଜେକ୍ଟର ଉଦ୍ଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦୀ କାଶୀର ବିକାଶ ପାଇଁ ଆଜି ପ୍ରାୟ ୧୨ […]
ନୂଆଦିଲ୍ଲୀ : ଦିଲ୍ଲୀରେ ବହୁମତ ପାଇଁ ତୃତୀୟ ଇନ୍ସିଂସ ଆରମ୍ଭ କରିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରୀଓ୍ବାଲ। ଆଜି ରାମଲୀଲା ମୈଦାନଠାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। କେଜରୀଓ୍ବାଲଙ୍କ ଏହି ଶପଥ ଗ୍ରହଣ ସମାରୋହରେ 50ଜଣ ନାୟକ ଉପସ୍ଥିତ ରହିବେ। ଏହି […]
ନୂଆଦିଲ୍ଲୀ, ଆସନ୍ତା ଏପ୍ରିଲ ମାସରେ 51 ଜଣ ରାଜ୍ୟସଭା ସଦସ୍ୟ ଅବସର ନେବେ। ସର୍ବାଧିକ ସଦସ୍ୟ ମହାରାଷ୍ଟ୍ରରୁ 7 ଜଣ ଅବସର ନେଉଛନ୍ତି। ଏହି ଆସନ ପାଇଁ ଗୋଟିଏ ଥର ନିର୍ବାଚନ କରାଯିବ। ଏଥିରେ ବିଜେପି ଆଉ ଅଧିକ ଆସନ ହାସଲ […]
କୋହ୍ଲାପୁର/ମହାରାଷ୍ଟ୍ର : ମହାରାଷ୍ଟ୍ରରେ ମହା ଅଘାଡି ବିକାଶ ମେଣ୍ଟରେ ଫାଟ ଦେଖାଦେଇଛି । ଭୀମା-କୋରେଗାଓଁ ମାମଲାର ତଦନ୍ତଭାର ଏନ୍ଆଇଏ ହାତକୁ ଯିବା ନେଇ ଏନ୍ସିପି ନେତା ଶରଦ ପଓ୍ବାର ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ତଦନ୍ତଭାର ଏନ୍ଆଇଏ ହାତକୁ ଯିବା […]
ଶ୍ରୀନଗର : ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଜମ୍ମୁ କାଶ୍ମୀରର କାଠୁଆ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଶନିବାର ଅପରାହ୍ନରେ କାଠୁଆର ହୀରାନଗରରେ ଅସ୍ତ୍ରବିରତି ଉଲ୍ଲଂଘନ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା […]
ଗ୍ରେଟର ନୋଏଡା : ପିଜୁଳିରେ ଲୁଣ ନ ଲଗାଇବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଗ୍ରେଟର୍ ନୋଏଡାରେ ଏଭଳି ଏକ ଘଟଣା ଘଟିଛି। ସାମାନ୍ୟ ପିଜୁଳି ପାଇଁ ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କୁ ହତ୍ୟା କରିଛି । ପୋଲିସ୍ […]